• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ନାରାୟଣପାଟଣାର ଚାଷୀ ମୂଲିଆ ସଂଘର ସଭାପତି ନାଚିକା ପୁଣି ସକ୍ରିୟ, ବିଭିନ୍ନ ପ୍ରସଙ୍ଗ ନେଇ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଦାବି ପତ୍ର

Proprietor Abhimanyu Maharana by Proprietor Abhimanyu Maharana
January 12, 2022
in ଓଡ଼ିଶା, କୋରାପୁଟ, ହୋମ୍
0
ନାରାୟଣପାଟଣାର ଚାଷୀ ମୂଲିଆ ସଂଘର ସଭାପତି ନାଚିକା ପୁଣି ସକ୍ରିୟ, ବିଭିନ୍ନ ପ୍ରସଙ୍ଗ ନେଇ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଦାବି ପତ୍ର
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୧୨ ଜାନୁଆରୀ ବୁଧବାର ) କୋରାପୁଟ :- ଦୀର୍ଘ ପ୍ରାୟ ୭ବର୍ଷ ପରେ କୋରାପୁଟ ଜିଲ୍ଲାର ନାରାୟଣପାଟଣା ବ୍ଲକର ଚାଷୀ ମୂଲିଆ ସଂଘର ସଭାପତି ନାଚିକା ଲିଙ୍ଗା ପୁଣି ସକ୍ରିୟ ହୋଇ ପଡ଼ିଛନ୍ତି। କୋରାପୁଟ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ବନ୍ଧୁଗାଁ, ନାରାୟଣପାଟଣା ସମେତ ଅନ୍ୟାନ୍ୟ ବ୍ଲକରେ ମଦକାରବାର ବୃଦ୍ଧି ସହିତ ଗୋତି ଓ ଆଦିବାସୀ ମାନଙ୍କ ଜମିକୁ ଅଣ ଆଦିବାସୀ ମାନେ ହଡ଼ପ କରିଥିବା ଅଭିଯୋଗ କରି ଦୁଇ ଦଶନ୍ଧି ତଳେ ବନ୍ଧୁଗାଁ ବ୍ଲକରୁ ପ୍ରଥମେ ଆରମ୍ଭ ହୋଇଥିଲା ଆନ୍ଦୋଳନ। ପ୍ରଥମ ଏହାର ନେତୃତ୍ବ ନେଇଥିଲେ କଣ୍ଡାଗରି ପାଇଡାମା ଓ ଅର୍ଜୁନ କେଣ୍ଡୃକା ।

ପରେ ଏଥିରେ ସାମିଲ ହୋଇଥିଲେ ନାରାୟଣପାଟଣା ବ୍ଲକର ନାଚିକା ଲିଙ୍ଗା । କ୍ରମେ ଆନ୍ଦୋଳନ ଜୋର ଧରିଥିଲା”, ବହୁ ଅଣ ଆଦିବାସୀ ମାନଙ୍କ ଜମିକୁ ମଧ୍ୟ ଦଖିକୁ ନେଇ ସଂଘର ସଦସ୍ୟ ମାନେ ଚାଷ କରିଥିଲେ । ଅନେକ ଅଣ ଆଦିବାସୀ ଙ୍କ ସହିତ କିଛି ଆଦିବାସୀ ପରିବାର ମାନେ ମଧ୍ୟ ବିସ୍ଥାପିତ ହୋଇ କୋରପୁଟ ସମେତ ବିଭିନ୍ନ ସ୍ଥାନରେ ଆଶ୍ରୟ ନେଇଥିବା ସହିତ କିଛି ଫେରିଥିବା ବେଳେ ବର୍ତ୍ତମାନ ମଧ୍ଯ ଅନେକ ରହିଛନ୍ତି । ବନ୍ଧୁଗାଁ ଓ ନାରାୟଣପାଟଣା ବ୍ଲକରୁ ସଂଘ ଲକ୍ଷ୍ମୀପୁର ଅଂଚଳରେ ପ୍ରବେଶ କରିବା ପାଇଁ ହଜାର ହଜାର ସଦସ୍ୟ ମାନଙ୍କୁ ନେଇ ଏକ ସମାବେଶ କରିବା ପାଇଁ ଚେଷ୍ଟା କରିବା ବେଳେ ପୁଲିସ ପ୍ରଶାସନ ଏଥିରେ ରୋକ ଲଗାଇ ଥିଲା । ଏପରିକି ସଂଘର ଉପଦେଷ୍ଟା ଭାବେ କାର୍ଯ୍ୟ କରୁଥିବା ଗଣନାଥ ପାତ୍ର ଓ ଦଣ୍ଡପାଣି ମହାନ୍ତିଙ୍କୁ ମଧ୍ଯ ଗିରଫ କରାଯାଇଥିଲା ।

ଆନନ୍ଦ ତୀବ୍ର ହେବା ସହିତ ଅଂଚଳରେ ମାଓବାଦୀଙ୍କ କାର୍ଯ୍ୟ ବୃଦ୍ଧି ପାଇବା କାରଣରୁ ସଂଘର ଶହଶହ ସଦସ୍ୟ ଙ୍କୁ ଗିରଫ କରାଯାଇଥିଲା “, ଏପରିକି ୨୦୦୯ ମସିହାରେ ନାରାୟଣପାଟଣା ଥାନା ଆକ୍ରମଣ ଘଟଣାରେ ଜଣେ ପ୍ରମୁଖ କେଣ୍ଡୃକା ସିଙ୍ଗାନାଙ୍କ ସହିତ ଦୁଇ ଜଣ ପୁଲିସ ଗୁଳିରେ ମୃତ୍ୟୁ ହୋଇଥିଲା । ଅନେକ ସଦସ୍ୟ ଗିରଫ ହୋଇଥିବା ସହିତ ସଂଘର ନେତା ନାଚିକା ଲିଙ୍ଗା ଆତ୍ମଗୋପନ କରିଥିଲେ । ତାଙ୍କ ନାମରେ ପ୍ରାୟ ୪୦ରୁ ଊର୍ଦ୍ଧ୍ବ ବିଭିନ୍ନ ମାମଲା ରୁଜୁ ହୋଇଥିଲା । ତେବେ ୨୦୧୪ ମସିହାରେ ବିଏସଏଫ ଯବାନ ମାନଙ୍କ ଦ୍ଵାରା ନାଚିକା ଗିରଫ ହୋଇ ସମସ୍ତ ମାମଲାରୁ ଦୋଷମୁକ୍ତ ହୋଇ ଖଲାସ ହୋଇଥିଲେ ।

ତେବେ ୨୦୧୭ ପଞ୍ଚାୟତ ନିର୍ବାଚନ ରେ ଚାଷୀ ମୂଲିଆ ସଂଘ ସକ୍ରିୟ ଭୂମିକା ଗ୍ରହଣ କରିଥିଲା”, ବ୍ଲକର ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ସମର୍ଥୀତ ପ୍ରାର୍ଥୀ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିଲେ । ଏପରିକି ନାଚିକା ଙ୍କ ପତ୍ନୀ ଙ୍କ ସହିତ ଏକମାତ୍ର ଜିଲ୍ଲା ପରିଷଦ ସଦସ୍ୟ ଆସନରେ ମଧ୍ୟ ଜୁରୋ ମାହୁକା ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିଲେ । ଏପରିକି ଗତ ସାଧାରଣ ନିର୍ବାଚନରେ ମଧ୍ୟ ସେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀ ହେବେ ବୋଲି ଶୁଣିବାକୁ ମିଳୁଥିଲା, ଅବଶ୍ୟ ମାମଲା ଥିବା କାରଣରୁ ତାହା ସମ୍ଭବପର ହୋଇ ପାରିନଥିଲା ।

ନାଚିକା ଆତ୍ମଗୋପନ କରିଥିବା ସମୟରେ ସେତି ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଥିବା ଝିନ୍ନ ହିକକାଙ୍କୁ ୨୦୧୨ ମାର୍ଚ୍ଚ ମାସରେ ମାଓବାଦୀମାନେ ଅପହରଣ କରିଥିଲେ । ଏପରିକି କାରାଗାରରେ ଥିବା କିଛି ମାଓବାଦୀଙ୍କ ସମେତ ଚାଷୀ ମୂଲିଆ ସଦସ୍ୟ ମାନଙ୍କୁ ମୁକ୍ତ ନକଲେ ଝିନ ହିକକାଙ୍କୁ ମୁକ୍ତ କରାଯିବ ନାହିଁ ବୋଲି ମାଓବାଦୀମାନଙ୍କ ପ୍ରମୁଖ ନେତା ମାନେ ଅଡି ବସିଥିଲେ ।
ଗତ ୨୦୨୦ ମଶିହା ନ ଅଭେମ୍ବର ମାସରେ ନାଚିକା କାରାଗାରରୁ ମୁକ ହୋଇ ବିଭିନ୍ନ ସାମାଜିକ କାର୍ଯ୍ୟରେ ନିଜକୁ ସାମିଲ କରିଥିଲେ,

କିନ୍ତୁ ଆସନ୍ତା ମାର୍ଚ୍ଚ ମାସରେ ପଞ୍ଚାୟତ ନିର୍ବାଚନ ଥିଲା ବେଳେ ଏହାପୂର୍ବରୁ ଏହା ପୂର୍ବରୁ ନାଚିକା ଆଦିବାସୀ ମାନଙ୍କ ବିଭିନ୍ନ ପ୍ରସଙ୍ଗ କୁ ନେଇ ବିଶେଷ କରି ଅଣ ଆଦିବାସୀ ମାନେ ଚଞ୍ଚକତା କରି ନେଇଥିବା ଆଦିବାସୀ ମାନଙ୍କ ଜମିକୁ ସେମାନଙ୍କୁ ଫେରାଇବା, ମଦ ମୁକ୍ତି, ଜଙ୍ଗଲ ଜମି ଅଧିକାର, ନିଯୁକ୍ତି, ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ଭତ୍ତା କୁ ପାଞ୍ଚ ଶହରୁ ହଜାର ଟଙ୍କାକୁ ବୃଦ୍ଧି ଆଦି ଦାବି କରି ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନିକଟକୁ ପଠାଇଛନ୍ତି”, ଯାହାକୁ ନେଇ ଅଞ୍ଚଳରେ ରାଜନୈତିକ ବାତାବରଣ ସରଗରମ ହୋଇ ଉଠିଥିବା ସହିତ ନାଚିକା ଙ୍କ ଭୂମିକା ଉପରେ ସମସ୍ତଙ୍କ ନଜର ରହିଛି ଆଗକୁ କଣ ହେଉଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରାଷ୍ଟୀୟ ସ୍ୱୟଂ ସେବକ ସଂଘ ତରଫରୁ ବୁଦ୍ଧିଜୀବୀ ସମ୍ମିଳନୀ

ରାଷ୍ଟୀୟ ସ୍ୱୟଂ ସେବକ ସଂଘ ତରଫରୁ ବୁଦ୍ଧିଜୀବୀ ସମ୍ମିଳନୀ

April 26, 2026
କାର କୁ ବଞ୍ଚାଇବାକୁ ଯାଇ ଯାତ୍ରୀବାହୀ ବସ ଦୁର୍ଘଟଣା : ଅଳ୍ପକେ ବର୍ତିଲେ ୪୦ ରୁ ଉର୍ଦ୍ଧ ଯାତ୍ରୀ

କାର କୁ ବଞ୍ଚାଇବାକୁ ଯାଇ ଯାତ୍ରୀବାହୀ ବସ ଦୁର୍ଘଟଣା : ଅଳ୍ପକେ ବର୍ତିଲେ ୪୦ ରୁ ଉର୍ଦ୍ଧ ଯାତ୍ରୀ

April 26, 2026
ଆମଣ ଗ୍ରାମରେ ୫୬ତମ ବିଶ୍ଵଶାନ୍ତି ମହାଯଜ୍ଞ ଉପଲକ୍ଷେ କଳସ ଶୋଭାଯାତ୍ରା

ଆମଣ ଗ୍ରାମରେ ୫୬ତମ ବିଶ୍ଵଶାନ୍ତି ମହାଯଜ୍ଞ ଉପଲକ୍ଷେ କଳସ ଶୋଭାଯାତ୍ରା

April 26, 2026
ଜିଲ୍ଲାସ୍ତରୀୟ ମହାରାଜ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୩୫ତମ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ

ଜିଲ୍ଲାସ୍ତରୀୟ ମହାରାଜ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୩୫ତମ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ

April 26, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରାଷ୍ଟୀୟ ସ୍ୱୟଂ ସେବକ ସଂଘ ତରଫରୁ ବୁଦ୍ଧିଜୀବୀ ସମ୍ମିଳନୀ

ରାଷ୍ଟୀୟ ସ୍ୱୟଂ ସେବକ ସଂଘ ତରଫରୁ ବୁଦ୍ଧିଜୀବୀ ସମ୍ମିଳନୀ

April 26, 2026
କାର କୁ ବଞ୍ଚାଇବାକୁ ଯାଇ ଯାତ୍ରୀବାହୀ ବସ ଦୁର୍ଘଟଣା : ଅଳ୍ପକେ ବର୍ତିଲେ ୪୦ ରୁ ଉର୍ଦ୍ଧ ଯାତ୍ରୀ

କାର କୁ ବଞ୍ଚାଇବାକୁ ଯାଇ ଯାତ୍ରୀବାହୀ ବସ ଦୁର୍ଘଟଣା : ଅଳ୍ପକେ ବର୍ତିଲେ ୪୦ ରୁ ଉର୍ଦ୍ଧ ଯାତ୍ରୀ

April 26, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version