• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

କୋରାଇରେ ବିଜେଡିର ୨୫ତମ ପ୍ରତିଷ୍ଠା ଦିବସ ପାଳିତ ଜାକଜମକରେ ପାଳିଲେ : ଜନ୍ମଦିନ,୧୦ ହଜାରରୁ ଊର୍ଦ୍ଧ୍ୱ କର୍ମୀଙ୍କ ସମାଗମ

Proprietor Abhimanyu Maharana by Proprietor Abhimanyu Maharana
December 27, 2021
in ଓଡ଼ିଶା, କଟକ, ଯାଜପୁର, ହୋମ୍
0
କୋରାଇରେ ବିଜେଡିର ୨୫ତମ ପ୍ରତିଷ୍ଠା ଦିବସ ପାଳିତ ଜାକଜମକରେ ପାଳିଲେ : ଜନ୍ମଦିନ,୧୦ ହଜାରରୁ ଊର୍ଦ୍ଧ୍ୱ କର୍ମୀଙ୍କ ସମାଗମ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୨୭ ଡିସେମ୍ବର ସୋମବାର) କୋରାଇ :- ବିଜୁ ଜନତା ଦଳର ୨୫ ତମ ପ୍ରତିଷ୍ଠା ଦିବସ ଆଜି ସାରା ରାଜ୍ୟରେ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ କୋରାଇ ନିର୍ବାଚନ ମଣ୍ଡଳୀରେ ମଧ୍ୟ କୋରାଇ ବିଜେଡି ପକ୍ଷରୁ ବିଜେଡି ଦଳର ଜନ୍ମଦିନକୁ ମହା ଆଡମ୍ବରରେ ପାଳନ କରାଯାଇଛି । ଏନେଇ କୋରାଇ ବ୍ଲକ ଧନେଶ୍ୱର ପଂଚାୟତ ସ୍ଥିତ ସ୍କୁଲ ଖେଳ ପଡିଆରେ ଏକ ବିରାଟ ସଭାର ଆୟୋଜନ କରାଯାଇଥିଲା । କୋରାଇ ବିଧାୟକ ଅଶୋକ କୁମାର ବଳଙ୍କ ନେତୃତ୍ୱରେ ହୋଇଥିବା ଏହି ସଭାରେ କୋରାଇ ବ୍ଲକ୍‌ର ସମସ୍ତ ୨୮ ପଂଚାୟତ ଓ ରସୁଲପୁର ବ୍ଲକ ୯ ପଂଚାୟତର ୧୦ ହଜାରରୁ ଊର୍ଦ୍ଧ୍ୱ କର୍ମୀ ଯୋଗ ଦେଇଥିଲେ ।

ଅପରାହ୍ଣରେ ଦଳର ସୁପ୍ରିମୋ ତଥା ମୁଖ୍ୟମବୀ ନବିନ ପଟ୍ଟନାୟକ ଆଭାସୀ(ଭିଡିଓ କନ୍‌ଫରେନ୍ସରେ) ଯୋଗଦେଇ କର୍ମୀଙ୍କୁ ଉଦ୍‌ବୋଧନ ଦେଇଥିଲେ । ଦୀର୍ଘ ୨୫ ବର୍ଷ ଧରି ବିଜେଡି ରାଜ୍ୟବାସୀଙ୍କ ସେବାରେ ରହିଥିବା ବେଳେ ରାଜ୍ୟର ସମସ୍ତ ଲୋକ ବିଜେଡି ପରିବାରର ସଦସ୍ୟ ବୋଲି ମୁଖ୍ୟମବୀ କହିଥିଲେ । ଖାଦ୍ୟ, ବାସଗୃହ, ଗମନାଗମନ, ବିଜୁଳୀ, ସ୍ୱାସ୍ଥ ଆଦି ସୁବିଧା ରାଜ୍ୟର ସମସ୍ତ ଗରିବ ଲୋକଙ୍କୁ ମାଗଣାରେ ଯୋଗାଇଦେବାକୁ ବିଜେଡି ପ୍ରତିଶ୍ରୁତି ବଦ୍ଧ ରହିଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । କୋରାଇ ବିଧାୟକ ଶ୍ରୀ ବଳ ମୁଖ୍ୟମବୀଙ୍କର ଗୁଣଗାନ କରିବା ସହିତ ବିଭିନ୍ନ ଯୋଜନା ବିଷୟରେ ଲୋକଙ୍କୁ ସୂଚନା ଦେଇଥିଲେ ।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡର ବ୍ୟବସ୍ଥା ମୁଖ୍ୟମବୀଙ୍କର ଏକ ଯୁଗାନ୍ତକାରୀ ପଦକ୍ଷେପ ହୋଇଥିବା ବେଳେ ଆଗାମୀ ନିର୍ବାଚନରେ ବିଜେଡି ପୁଣି ବ୍ଲକ୍ ଦଖଲ କରିବ ବୋଲି ଶ୍ରୀ ବଳ କହିଥିଲେ । ସଭାରେ ଅନ୍ୟମାନଙ୍କ ମଧ୍ୟରେ ଯାଜପୁର ଜିଲା ବିଜେଡି ପ୍ରଭାରୀ ଜୌସ୍ନାମୟୀ ପରିଡା, ବ୍ଲକ ବିଜେଡି ସଭାପତି ଭକ୍ତବତ୍ସଳ ସ୍ୱାଇଁ, ଜିଲା ଯୁବ ବିଜେଡି ସଭାପତି ପ୍ରତାପ କୁମାର ମହାନ୍ତି, ଜିଲା ମହିଳା ବିଜେଡି ସଭାନେତ୍ରୀ ସବିତା ରାଉତ, ବିଧାୟକଙ୍କ ପ୍ରତିନିଧି ତାରକେଶ୍ୱର ମହାନ୍ତି, ଯୁବନେତା ଧନେଶ୍ୱର ବାରିକ, ଛାତ୍ର ସଭାପତି ଚିତରଞ୍ଜନ ଲେଙ୍କା, ରସୁଲପୁର ବ୍ଲକ୍ ପ୍ରତିନିଧି ଶ୍ରୀଧର ବିଶ୍ୱାଳ, ଯୁବନେତା ରାକେଶ ମହାନ୍ତି, ବ୍ଲକ ମହିଳା ବିଜେଡି ସଭାପତି ନିର୍ମଳା ରାଉତ, ବ୍ୟାସନଗର ପୌରାଂଚଳର ପୂର୍ବତନ ନଗରପାଳ ରସାନନ୍ଦ ମହାନ୍ତି, ସରୋଜୀନୀ ବଳ, ପୂର୍ବତନ ଉପାଧ୍ୟକ୍ଷ ସୁବାସି ବଳ, ମହେଶ ଧଳ,

ଅମୂଲ୍ୟ ନାୟକ, ଉଷାରାଣୀ ସାମଲ, ସୌମେନ୍ଦ୍ର ରାଉତ, ମନୋଜ ପରିଡା, ସୌମ୍ୟରଂଜନ ପୁହାଣ, ଦୀଲିପ କୁମାର ନାୟକ, ଅଶୋକ ରାଉତ, ବ୍ୟାସନଗର ସଭାପତି ବ୍ରଜକିଶୋର ରାଉତ, ଗୋବିନ୍ଦ ଜେନା, ଅଭୟ ସାହୁ, ପରେଶ ନାୟକ, ଦେବେନ୍ଦ୍ର ସାମଲ, ସଙ୍ଘମିତ୍ରା ଜେନା, କୋରାଇ ବ୍ଲକ୍ ଯୁବ ବିଜେଡି ସଭାପତି ପ୍ରଶାନ୍ତ ମହାପାତ୍ର, ସରପଂଚ ସୌଭାଗ୍ୟ କୁମାର ମହାନ୍ତି, ସମିତିସଭ୍ୟ ନୀଳାଦ୍ରୀ ଭୂଷଣ ସାହୁ, ସନ୍ତୋଷ କୁମାର ସ୍ୱାଇଁ, ରଂଜନ କୁମାର ଦାସ, ତପନ କୁମାର ଦଳେଇ, ସୃତିରଂଜନ ପତ୍ରୀ, ଶଶିକାନ୍ତ ବରାଳ, ଯୁବନେତା ମାନସ କୁମାର ମହାନ୍ତି, ଗୋଲେଖ ମାଝି, ସୁଶାନ୍ତ କୁମାର ମହାପାତ୍ର, ରାଜେନ୍ଦ୍ର ରାଉତ,

ମୋଜିବୁର ରହେମାନ, ସୁବ୍ରତ ସେଠୀ, ସନ୍ତୋଷ କୁମାର ତରେଇ, ସତିସ ଚନ୍ଦ୍ର ଧଳ, ସନ୍ତୋଷ କୁମାର ବେହେରା, ଉମାକାନ୍ତ ମାଝୀ, ବଳରାମ ରାଉତ, ଯୁବନେତା ବସନ୍ତ ମହାକୁଡ, ସୁକ ଣ୍ଣ ର୍ ରାଉତ, ନିରଞ୍ଜନ ବାରିକ, ରାଜେଶ ମହାପାତ୍ର, ରୁନୁ ଭୁୟାଁ, ନିରଞ୍ଜନ ପରିଡା, ପ୍ରଶାନ୍ତ କୁମାର ପଣ୍ଡା, ବିଜୟ ଦାସ, ଦୀପକ ରାୟ, ନରୋତମ ସାହୁ, ପୀତିପଦ୍ମା ସାହୁ, ସୁରେଖା ସେଠୀ, ପ୍ରକାଶ ମଲିକ ପ୍ରମୁଖ ବହୁ ଯୁବ, ଛାତ୍ର ଓ ମହିଳା କର୍ମୀ ଯୋଗ ଦେଇଥିଲେ । ତେବେ ପଂଚାୟତ ନିର୍ବାଚନ ପୂର୍ବରୁ ବିଜେଡି ଏକ ପ୍ରକାର ଶକ୍ତି ପ୍ରଦର୍ଶନ କରିଥିବା କୁହାଯାଉଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Junior & Senior Artistic Gymnastics National Championships 2026–27

Junior & Senior Artistic Gymnastics National Championships 2026–27

April 28, 2026
ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି

ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି

April 28, 2026
ବିରୋଧୀ ଦଳମାନଙ୍କର ମହିଳା ବିରୋଧୀ ମାନସିକତା ବିରୁଦ୍ଧରେ ନୟାଗଡ଼ରେ ବିଜେପିର ସାମ୍ବାଦିକ ସମ୍ମିଳନୀ

ବିରୋଧୀ ଦଳମାନଙ୍କର ମହିଳା ବିରୋଧୀ ମାନସିକତା ବିରୁଦ୍ଧରେ ନୟାଗଡ଼ରେ ବିଜେପିର ସାମ୍ବାଦିକ ସମ୍ମିଳନୀ

April 28, 2026
ଜାତିଗତ ଜନ ଗଣନାର ୧୨ ନମ୍ବର କଲମରେ ପଚାରା ଯାଉଥିବା ପ୍ରଶ୍ନରେ ଓବିସି ସାମିଲ କରିବା ଦାବି ନେଇ ରାଜଧାନୀ ରେ ବିକ୍ଷୋଭ ଓ ଧାରଣା

ଜାତିଗତ ଜନ ଗଣନାର ୧୨ ନମ୍ବର କଲମରେ ପଚାରା ଯାଉଥିବା ପ୍ରଶ୍ନରେ ଓବିସି ସାମିଲ କରିବା ଦାବି ନେଇ ରାଜଧାନୀ ରେ ବିକ୍ଷୋଭ ଓ ଧାରଣା

April 28, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Junior & Senior Artistic Gymnastics National Championships 2026–27

Junior & Senior Artistic Gymnastics National Championships 2026–27

April 28, 2026
ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି

ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି

April 28, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version