• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଜାଣନ୍ତୁ ଶନିବାର ଆପଣଙ୍କର ଆଜିର ରାଶିଫଳ

Proprietor Abhimanyu Maharana by Proprietor Abhimanyu Maharana
November 27, 2021
in ଓଡ଼ିଶା, ପୁରୀ, ମହାନଗର, ହୋମ୍
0
ଜାଣନ୍ତୁ ଶନିବାର ଆପଣଙ୍କର ଆଜିର ରାଶିଫଳ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୨୭ ନଭେମ୍ବର ଶନିବାର ) ଭୁବନେଶ୍ୱର :- ମେଷ : ନୂଆ କାର୍ଯ୍ୟ କରିବାପାଇଁ ଉପଦେଶ। ଗୂଢ ବିଦ୍ୟା ତଥା ରହସ୍ୟମୟ ବିଷଗୁଡ଼ିକୁ ବୁଝିବା ପାଇଁ ଆଜି ଆପଣ ପ୍ରଯତ୍ନ ହୁଅନ୍ତୁ। ନିଜର ବାଣୀ ଏବଂ ବ୍ୟବହାରକୁ ନିୟନ୍ତ୍ରିତ ରଖିବା ଆପଣଙ୍କ ପାଇଁ ହିତକର ଅଟେ। ମଧ୍ୟାହ୍ନ ପରେ ନୂଆ କାର୍ଯ୍ୟର ପ୍ରାରମ୍ଭ କରିପାରନ୍ତି। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ବ୍ୟବସାୟ ସ୍ଥଳ ଉପରେ ସମ୍ଭାଳିକରି ଚାଲିବେ। ସହକର୍ମଚାରୀମାନଙ୍କର ସହକାର ଆପଣଙ୍କୁ ମିଳିବ। ସନ୍ତାନମାନଙ୍କର ବିଷୟରେ ଦ୍ୱନ୍ଦ୍ୱରେ ରହିବେ।

ବୃଷ : ଦିନର ପ୍ରାରମ୍ଭ ଆଜି ଆନନ୍ଦପ୍ରମୋଦ ଏବଂ ମିତ୍ରମାନଙ୍କ ଭେଟ ହେବ। ଅନ୍ୟ ବ୍ୟକ୍ତି ମଧ୍ୟ ଆଜି ଆପଣଙ୍କ ଜୀବନରେ ଆସି ପାରନ୍ତି। ପର୍ଯ୍ୟଟନ କିମ୍ବା ଯାତ୍ରାର ଆୟୋଜନ ହୋଇପାରେ। ପରନ୍ତୁ ମଧ୍ୟାହ୍ନ ପରେ ସାବଧାନ ରହିବାକୁ ଉପଦେଶ। ଆଜି ନିଜର ଭାଷାର ଦୁରୁପଯୋଗ ନ ହେଉ ଏହାର ଧ୍ୟାନ ରଖିବେ, ନହେଲେ ବିବାଦ ହେବ। ହିତଶତ୍ରୁମାନଙ୍କ ସହିତ ସାବଧାନ ରହିବେ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ଆଧ୍ୟାତ୍ମିକ ବିଷୟଗୁଡ଼ିକରେ ଗଭୀର ମନ ବଢ଼ିବ।

ମିଥୁନ : ଆଜି ଆପଣଙ୍କ ଦିନ ମନୋରଞ୍ଜନ ପ୍ରଦ ଏବଂ ଆନନ୍ଦ ପ୍ରଦ ହେବ। ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟ ଭଲ ରହିବ। କାର୍ଯ୍ୟାଳୟରେ ସହକାରପୂର୍ଣ୍ଣ ବାତାବରଣ ରହିବ। ମିତ୍ରମାନଙ୍କ ସହିତ ପର୍ଯ୍ୟଟନ ସ୍ଥଳକୁ ଯିବାର ଆୟୋଜନ ହେବ। ସୁରୁଚିପୂର୍ଣ୍ଣ ଭୋଜନ କରିବାର ସୁଯୋଗ ମିଳିବ।

କର୍କଟ : ପ୍ରତିକୂଳତାରେ ମଧ୍ୟ ଆପଣ ପରିଶ୍ରମପୂର୍ବକ କାର୍ଯ୍ୟ କରିବେ ତେବେ ଅଗ୍ରଗାମୀ ହେବାପାଇଁ ସୁଯୋଗ ମିଳିବ। ସ୍ୱାସ୍ଥ୍ୟରେ ବିଶେଷକରି ପେଟର ବ୍ୟାଧିରେ ସମସ୍ୟା ହେବ। ବିଦ୍ୟାର୍ଥିମାନଙ୍କ ପାଇଁ ବିଦ୍ୟାଭ୍ୟାସରେ ସଫଳତା ମିଳିବ, ପରନ୍ତୁ ମଧ୍ୟାହ୍ନ ପରେ ପରିସ୍ଥିତି ଅଧିକ ଅନୁକୂଳ ହେବ। ସ୍ଵାସ୍ଥ୍ୟରେ ସୁଧାର ଆସିବ। ମାନସିକ ରୂପରେ ମଧ୍ୟ ଆପଣ ସୁସ୍ଥ ରହିବେ। କାର୍ଯ୍ୟାଳୟରେ ସହକାରପୂର୍ଣ୍ଣ ବାତାବରଣ ରହିବ। ଅସମ୍ପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ଉପରେ ବିଜୟ ପ୍ରାପ୍ତ ହେବ।

ସିଂହ : ଆଜିର ଦିନ ଧ୍ୟାନରେ ଚାଲିବାକୁ ପଡ଼ିବ। ମାନସିକରୁପରେ ଚିନ୍ତା ରହିବ। ଶାରୀରିକରୁପରେ କିଛି ଅସୁସ୍ଥତା ଅନୁଭବ ହେବ। ପରିବାରଜନମାନଙ୍କ ସହିତ କୌଣସି କଥା ଉପରେ କ୍ରୋଧ ହୋଇପାରେ। ଏପରି ସମୟରେ ନିୟନ୍ତ୍ରଣ ରଖିବାକୁ ଉପଦେଶ। ଧନ-କୀର୍ତ୍ତିର ହାନି ହେବ। ସନ୍ତାନମାନଙ୍କ ବିଷୟରେ ଚିନ୍ତା ରହିବ। ବୌଦ୍ଧିକ ଚର୍ଚ୍ଚାରୁ ଦୂରରେ ରହିବେ। ଧନ ସମ୍ବନ୍ଧିତ ଆୟୋଜନ ପାଇଁ ସମୟ ଅନୁକୂଳ ଅଟେ।

କନ୍ୟା : ଆପଣଙ୍କୁ ଲାଭ ଏବଂ ଭାଗ୍ୟବୃଦ୍ଧିର ଯୋଗ ଅଛି। ବନ୍ଧୁ-ସ୍ଵଜନମାନଙ୍କଠାରୁ ଲାଭ ହେବ। ସମ୍ବନ୍ଧରେ ପ୍ରେମ ଏବଂ ସମ୍ମାନର ପ୍ରଧାନତା ରହିବ। ପରନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କ ଚିନ୍ତା ରହିବ ଯାହାଫଳରେ ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟ ବିଗିଡ଼ି ପାରେ। ନିଜର ବନ୍ଧୁମାନଙ୍କ ସହିତ ମନଦୁଃଖର କୌଣସି ପ୍ରସଙ୍ଗ ବନିବ। ମାତାଙ୍କର ସ୍ଵାସ୍ଥ୍ୟ ବିଗିଡ଼ିବାର ସମ୍ଭାବନା ଅଧିକ ଅଛି। ଜଳାଶୟରୁ ସମ୍ଭାଳିକରି ଚାଲିବେ।

ତୁଳା : ଶାରୀରିକ ଏବଂ ମାନସିକ ରୂପରେ ସ୍ଵାସ୍ଥ୍ୟ ବିଗିଡ଼ି ପାରେ। ପାରିବାରିକ ଝଗଡାରେ ବାଣୀ ଉପରେ ନିୟନ୍ତ୍ରଣ ରଖିବାକୁ ହେବ। ନକାରାତ୍ମକ ମାନସିକତା ଆପଣାନ୍ତୁନାହିଁ। ଘରର ସଦସ୍ୟମାନଙ୍କ ସହିତ ଭ୍ରାନ୍ତି ନ ହେଉ ଏହାର ଧ୍ୟାନ ରଖିବେ। ମଧ୍ୟାହ୍ନ ପରେ ଆପଣଙ୍କର ମନରେ ଗ୍ଲାନିର ଛାୟା ଦୂର ହେବ, ଏବଂ ଆନନ୍ଦ ଆସିବ। ନୂଆ କାର୍ଯ୍ୟ କରିବା ପାଇଁ ଆପଣ ପ୍ରସ୍ତୁତ ହେବେ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ସମକ୍ଷ ବିଜୟ ପ୍ରାପ୍ତ ହେବ। ଯାତ୍ରାର ଯୋଗ ଅଛି।

ବିଚ୍ଛା : ଆଜି ଆପଣଙ୍କ ଦିନ ମଧ୍ୟମ ଫଳଦାୟୀ ହେବ। ସୁଖ ଏବଂ ସନ୍ତୋଷ ଅନୁଭବ ହେବ। ପରିବାରଜନମାନଙ୍କ ସହିତ ଆନନ୍ଦପୂର୍ଣ୍ଣ ଦିନ ସଂପନ୍ନ ହେବ। ଆଜି ଶୁଭ ସମାଚାର ମିଳିବ। ମଧ୍ୟାହ୍ନ ପରେ ପରିବାରରେ ଝଗଡାର ବାତାବରଣ ରହିବ, ସେଥିପାଇଁ ଭ୍ରାନ୍ତି ଦୂର କରନ୍ତୁ। ଅନାବଶ୍ୟକ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବେ। ଶାରୀରିକ ସ୍ଵାସ୍ଥ୍ୟ ବିଗିଡ଼ିବ। ବିଦ୍ୟାର୍ଥିମାନଙ୍କ ପାଇଁ ପାଠପଢ଼ାରେ ଅସୁବିଧା ହେବ।

ଧନୁ : ଆଜିର ଦିନ ଦୁର୍ଘଟଣା ଏବଂ ଶଲ୍ୟ ଚିକିତ୍ସାରେ ସମ୍ଭାଳିକରି ଚାଲିବେ। ଆନନ୍ଦ-ପ୍ରମୋଦ ପଛରେ ଆପଣ ଅଧିକ ଖର୍ଚ୍ଚ କରିବେ। ସ୍ଵଭାବରେ କିଛି ଉଗ୍ରତା ରହିବ। ବନ୍ଧୁମାନଙ୍କ ସହିତ ମଧ୍ୟ ଅରୁଚିକର ଘଟଣାଏଁ ବନିବ। ମଧ୍ୟାହ୍ନ ପରେ ଶାରୀରିକ ଏବଂ ମାନସିକ ପ୍ରସନ୍ନତା ଏବଂ ସୁସ୍ଥତା ମଧ୍ୟ ପ୍ରାପ୍ତ କରି ପାରିବେ। ମିତ୍ର, ସ୍ଵଜନମାନଙ୍କଠାରୁ ଉପହାର ମିଳିବ, ଦିନ ଆନନ୍ଦଦାୟୀ ରହିବ। ପରିବାରର ବାତାବରଣ ପ୍ରସନ୍ନତା ରହିବ।

ମକର : ଆଜିର ଦିନ ବ୍ୟାପାର-ଉଦ୍ୟୋଗ ପାଇଁ ଏବଂ ବ୍ୟାବସାୟୀମାନଙ୍କ ବ୍ୟବସାୟ ପାଇଁ ଲାଭଦାୟୀ ଅଟେ। ପୁତ୍ର ଏବଂ ପତ୍ନୀଙ୍କଠାରୁ ଲାଭ ହେବ। ସାଂସାରିକ ଜୀବନରେ ସୁଖ ପ୍ରସଂଗ ବନିବ ମନ ମଧ୍ୟ ସୁଖୀ ରହିବ। ମଧ୍ୟାହ୍ନ ପରେ ମାନସିକ ଅଶାନ୍ତି ଏବଂ ଖରାପ ସ୍ଵାସ୍ଥ୍ୟ ଆପଣଙ୍କୁ ଅଶାନ୍ତ କରିବ। କଥାବାର୍ତ୍ତା କରିବା ସମୟରେ ଭ୍ରାନ୍ତି ନ ହେଉ ଏହାର ଧ୍ୟାନ ରଖିବେ। ଆନନ୍ଦ-ପ୍ରମୋଦ ଏବଂ ମନୋରଞ୍ଜନ ପଛରେ ଧନ ଖର୍ଚ୍ଚ ହେବ। ମାନ-ହାନି ହେବାର ସମ୍ଭାବନା ଅଛି।

କୁମ୍ଭ : ଆଜିର ଦିନ ଲାଭକାରୀ ଅଟେ। ବ୍ୟବସାୟ କ୍ଷେତ୍ରରେ ଆପଣଙ୍କୁ ଲାଭ ପ୍ରାପ୍ତି ହେବ। ସମ୍ମାନିତ ହେବେ। ବ୍ୟବସାୟ କିମ୍ବା ବ୍ୟାପାରରେ ପଦୋନ୍ନତି ହେବ। ଉଚ୍ଚ ଅଧିକାରୀ ତଥା ଉପର କର୍ମଚାରୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ। ସ୍ଵାସ୍ଥ୍ୟ ମଧ୍ୟ ଭଲ ରହିବ। ଆୟ ବଢିବ। ମିତ୍ରମାନଙ୍କ ସହ ଭେଟ ହେବ। କୌଣସି ମନୋହର କିମ୍ବା ପର୍ଯ୍ୟଟନ ସ୍ଥଳକୁ ଯାତ୍ରା ହେବ। ସନ୍ତାନମାନଙ୍କ ସନ୍ତୋଷଜନକ ପ୍ରଗତି ରେ ଆପଣଙ୍କ ମଧ୍ୟ ହୃଦୟ-ମନ ପ୍ରସନ୍ନ ରହିବ। ସାଂସାରୀକ ଜୀବନରେ ଆନନ୍ଦ ରହିବ।

ମୀନ : ବୌଦ୍ଧିକ ତଥା ସେଥିରେ ସମ୍ବନ୍ଧିତ ଲେଖନ କାର୍ଯ୍ୟରେ ଆଜି ଆପଣ ସକ୍ରିୟ ରହିବେ। ନୂଆ କାର୍ଯ୍ୟର ପ୍ରାରମ୍ଭ କରି ପାରିବେ। ଲମ୍ବା ଯାତ୍ରା ତଥା ଧାର୍ମିକ ଯାତ୍ରାର ଯୋଗ ଅଛି, ଯେଉଁଥିରେ କୌଣସି ବଡ ପ୍ରତିଷ୍ଠାନର ଭେଟ ଆପଣ ନେବେ। ବିଦେଶରୁ ମିତ୍ର ତଥା ସ୍ନେହୀଜନମାନଙ୍କ ସହ ମିଳାମିଶା ରହିବ। ଶରୀରରେ ଉଲ୍ଲାସ ଏବଂ ଆଳସ୍ୟ ଉଭୟ ଅନୁଭବ ହେବ। ବିନା କୌଣସି ବିଘ୍ନରେ ଆପଣଙ୍କ କାର୍ଯ୍ୟ ସଂପନ୍ନ ହେବ। ଧନଲାଭର ଯୋଗ ଅଛି। ମିତ୍ରମାନଙ୍କଠାରୁ ଲାଭ ହେବ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ ବିଜ୍ଞାନ ଓ ନବସୃଜନ ସହଯୋଗୀତା ମଜଭୁତ କରିବାକୁ ରଣକୋଶଳାତ୍ମକ ଏମ୍‌ଓୟୁରେ ସ୍ୱାକ୍ଷର କଲେ

ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ ବିଜ୍ଞାନ ଓ ନବସୃଜନ ସହଯୋଗୀତା ମଜଭୁତ କରିବାକୁ ରଣକୋଶଳାତ୍ମକ ଏମ୍‌ଓୟୁରେ ସ୍ୱାକ୍ଷର କଲେ

March 13, 2026
Over 1 Lakh Citizens Witness the Historic “Nyaya Sanhita” Exhibition as Bhubaneswar Becomes the Epicentre of India’s New Justice Era

Over 1 Lakh Citizens Witness the Historic “Nyaya Sanhita” Exhibition as Bhubaneswar Becomes the Epicentre of India’s New Justice Era

March 12, 2026
ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦେଲେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା 

ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦେଲେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା 

March 12, 2026
ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ : ବାଚସ୍ପତିଙ୍କ ଶୋକ

ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ : ବାଚସ୍ପତିଙ୍କ ଶୋକ

March 11, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ ବିଜ୍ଞାନ ଓ ନବସୃଜନ ସହଯୋଗୀତା ମଜଭୁତ କରିବାକୁ ରଣକୋଶଳାତ୍ମକ ଏମ୍‌ଓୟୁରେ ସ୍ୱାକ୍ଷର କଲେ

ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ ବିଜ୍ଞାନ ଓ ନବସୃଜନ ସହଯୋଗୀତା ମଜଭୁତ କରିବାକୁ ରଣକୋଶଳାତ୍ମକ ଏମ୍‌ଓୟୁରେ ସ୍ୱାକ୍ଷର କଲେ

March 13, 2026
Over 1 Lakh Citizens Witness the Historic “Nyaya Sanhita” Exhibition as Bhubaneswar Becomes the Epicentre of India’s New Justice Era

Over 1 Lakh Citizens Witness the Historic “Nyaya Sanhita” Exhibition as Bhubaneswar Becomes the Epicentre of India’s New Justice Era

March 12, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version