ଓଡ଼ିଶା ତାଜା ନ୍ୟୁଜ୍ (୧୪ ନଭେମ୍ବର ରବିବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ଥାନା ଅଧିକାରୀ ବସନ୍ତ କୁମାର ସାହୁଙ୍କୁ ଆଇ ଆଇ ସି ଭାବେ ପଦୋନ୍ନତି ମିଳିଛି । ଏନେଇ ରାଜ୍ୟ ପୁଲିସ୍ ବିଭାଗରେ ବିଜ୍ଞପ୍ତି ପ୍ରକାଶ ପାଇଥିବା ଜଣା ପଡିଛି ।
ଶାନ୍ତି ଶୃଙ୍ଖଳା ରକ୍ଷା ସହ ଅପରାଧ ମୁକ୍ତ କରିବା ଉପରେ ପ୍ରଚେଷ୍ଟା ଜାରି ରଖିବେ ବୋଲି ନୂଆଗାଁ ଥାନା ଅଧିକାରୀ ବସନ୍ତ କୁମାର ସାହୁ କହିଛନ୍ତି ।














