• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିରୋଧୀଙ୍କୁ ପୋଛ ବାକରିବା ଲକ୍ଷ୍ୟରେ ବିଜେଡି : ଆଉଜଣେ ବିଧାୟକ ପ୍ରାର୍ଥୀ ମିଶିଲେ ଦଳରେ

Proprietor Abhimanyu Maharana by Proprietor Abhimanyu Maharana
November 12, 2021
in ଓଡ଼ିଶା, କୋରାପୁଟ, ହୋମ୍
0
ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିରୋଧୀଙ୍କୁ ପୋଛ ବାକରିବା ଲକ୍ଷ୍ୟରେ ବିଜେଡି : ଆଉଜଣେ ବିଧାୟକ ପ୍ରାର୍ଥୀ ମିଶିଲେ ଦଳରେ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୧୧ ନଭେମ୍ବର ଗୁରୁବାର ) କୋରାପୁଟ :- ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ବିରୋଧୀଙ୍କୁ ପୋଛ କରିବା ସହିତ ନିଷ୍କଣ୍ଟକ ହେବା ଲକ୍ଷ୍ୟରେ ଲାଗି ପଡିଛି ବିଜୁଜନତା ଦଳ । ଯେଉଁଥିପାଇଁ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରେ ଥିବା ପ୍ରାୟତଃ ସମସ୍ତ ବିରୋଧୀ ଶିବିରକୁ ନେତୃତ୍ବ ଶୂନ୍ଯ କରି ପୋଛି ଦେବା ସହିତ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବୈତରଣୀକୁ ପାରି ହେବା ପାଇଁ ଏକପ୍ରକାର ବିଦ୍ଧିବଦ୍ଧ ଯୋଜନା ପ୍ରସ୍ତୁତ କରି ସେଥିରେ ସଫଳ ହେବାପାଇଁ ଚେଷ୍ଟା ଚଳାଇଛି। ଏହାର ନେତୃତ୍ଵ ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ (ବବି) ଦାସ ନେଇଥିବା ଦଳୀୟ ମହଲରୁ ଶୁଣାଯାଉଛି।

ଯେଉଁମାନେ ବିରୋଧୀ ଦଳରେ ଥାଇ କାଳେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଅଡୁଆ ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ମୂଳୁ ମାଇଲେ ଜୀବ ଶରୀ ନ୍ଯାୟରେ ଯେଉଁ ମାନେ ବିଜେଡି ଓ ବିଜେପିରେ ଥାଇ ନେତୃତ୍ବ ନେଉଥିଲେ “, ଏପରିକି ଗତ ବିଧାନସଭା ନିର୍ବାଚନରେ ପ୍ରମ୍ମୁଖ ବିରୋଧୀ ଦଳ ପକ୍ଷରୁ ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ବିଧାୟକ ପ୍ରାର୍ଥୀ ହୋଇଥିଲେ ସେମାନଙ୍କୁ ଶାସକ ବିଜୁ ଜନତା ଦଳ ନିଜ ଦଳରେ ସାମିଲ କରି ବିରୋଧୀ ଶୂନ୍ଯ କରିବା ପାଇଁ ଚେଷ୍ଟା ଚଳାଇଛି ଦଳ। ଏହି ଗତ ବିଧାନସଭା ନିର୍ବାଚନରେ କଂଗ୍ରେସର ବିଧାୟକ ପ୍ରାର୍ଥୀ ହୋଇଥିବା କୈଳାସ ଚନ୍ଦ୍ର କୁଲେସିକାଙ୍କୁ ନିଜ ଦଳରେ ସାମିଲ କରିଥିବା ବେଳେ ସେ ତାଙ୍କର ସମର୍ଥକ ଓ ବହୁ ସଂଖ୍ୟକ କର୍ମୀ ମାନଙ୍କୁ ଆଣି ମଙ୍ଗଳବାର ବିଜେଡ଼ି ରେ ମିଶିଛନ୍ତି। ଏନେଇ ଏକ କାର୍ଯ୍ୟକ୍ରମ ଜିଲା ସଭାପତି ଇଂ ଈଶ୍ଵର ପାଣିଗ୍ରାହୀଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଯେଉଁ ଠାରେ ଜିଲା ପର୍ଯ୍ୟବେକ୍ଷକ ବିଧାୟକ ଚନ୍ଦ୍ର ସାରଥୀ ବେହେରାଙ୍କ ସମେତ ଜିଲାର ଅନେକ ନେତୃବୃନ୍ଦ ଉପସ୍ଥିତ ଥିଲେ।

ସେହିପରି ଗତ ବିଧାନସଭା ନିର୍ବାଚନରେ ବିଜେପିର ବିଧାୟକ ପ୍ରାର୍ଥୀ ହୋଇଥିବା କୁମୁଦ ଚନ୍ଦ୍ର ସାଉନ୍ତା ତାଙ୍କ ସମର୍ଥକ ମାନଙ୍କୁ ନେଇ ବୁଧବାର ସନ୍ଧ୍ୟାରେ ଭୁବନେଶ୍ଵର ଅଭିମୁଖେ ଯାତ୍ରା କରିଥିବା ବେଳେ । ସେ ଗୁରୁବାର ଦିନ ଦଳର ସଂଗଠନ ସମ୍ପାଦକ ବବି ଦାସଙ୍କ ଉପସ୍ଥିତିରେ ଦଳୀୟ କାର୍ଯ୍ୟାଳୟ ରେ ବିଜେଡି ରେ ମିଶିଛନ୍ତି । ତାଙ୍କ ସହିତ ତାଙ୍କର ସମର୍ଥକ ମାନେ ମଧ୍ୟ ଯାଇଛନ୍ତି। ଏଥିସହିତ ବିଜେଡିର ଅନେକ କର୍ମୀ ମଧ୍ୟ ଯାଇଥିବା ଜଣାଯାଇଛି। ପ୍ରାୟ ୨୦ ରୁ ଊର୍ଦ୍ଧ୍ବ ଚାରି ଚକିଆ ଯାନ ଏଠାରୁ ଭୁବନେଶ୍ବର ଅଭିମୁଖେ ବାହାରିଛି । ତେବେ ବର୍ତ୍ତମାନ ପ୍ରାୟତଃ ଏକାଧିକ ବିଧାୟକ ପ୍ରାର୍ଥୀ ଦଳରେ ମିଶିବା କାରଣ ରୁ ଆଗାମୀ ଦିନରେ ଦଳ ପାଇଁ କିଭଳି ପରିସ୍ଥିତି ସୃଷ୍ଟି ହେବ ତାହାକୁ ନେଇ ନାନା ପ୍ରକାରର କଥା ଶୁଣାଯାଉଛି ।

ସେହିପରି ଯେଉଁ ମାନେ ଗତ ବିଧାନସଭା ନିର୍ବାଚନରେ ବିରୋଧୀ ଦଳର ପ୍ରାର୍ଥୀ ହୋଇ ଥିଲେ ସେମାନେ ସବୁ ବିଜୁଜନତା ଦଳରେ ସାମିଲ ହେବା ପରେ ବିଜେପି ଓ କଂଗ୍ରେସ ବର୍ତ୍ତମାନ କାହାକୁ ନିର୍ବାଚନ ମଣ୍ଡଳୀର ନେତୃତ୍ବ ଦାୟୀତ୍ବ ଦେଉଛନ୍ତି ତା’ଉପରେ ସମସ୍ତଙ୍କ ନଜର । ସେହିପରି ଯେଉଁ ମାନେ ଗୋଟିଏ ଦଳ ଛାଡ଼ି ବିଜେଡିରେ ମିଶୁଛନ୍ତି ଆଗାମୀ ବିଧାନସଭା ନିର୍ବାଚନ ସମୟରେ ସେମାନଙ୍କର କଣ ହେବ ତାହା ଜଣାପଡି଼ବ । ସୂଚନା ଯୋଗ୍ୟ ଗତ ବିଧାନସଭା ନିର୍ବାଚନରେ ବିଜେଡି ପ୍ରାର୍ଥୀ ପ୍ରଭୁଜାନି ଏହି ନିର୍ବାଚନମଣ୍ଡଳୀରୁ ଅଳ୍ପ ସଂଖ୍ୟକ ଭୋଟ ରେ ଜିତି ଥିବା ବେଳେ ସେତେବେଳେ କଂଗ୍ରେସର କୈଳାସ ଚନ୍ଦ୍ର କୁଲେସିକା ତାଙ୍କ ଠାରୁ ଏହି ଅଳ୍ପ ବ୍ଯବଧାନରେ ହାରିଥିଲେ । କିନ୍ତୁ କୁମୁଦ ଚନ୍ଦ୍ର ସାଉନ୍ତା ପ୍ରାୟ ୧୯ ହଜାର ଭୋଟ ପାଇ ତୃତୀୟ ସ୍ଥାନରେ ଥିଲେ।

 ଏହିପରି ଅନ୍ୟ ଏକ ସୂତ୍ରରୁ ଶୁଣିବାକୁ ମିଳୁଛି ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବାକୁ ଥିଲାବେଳେ କୁମୁଦ ଙ୍କୁ କୁଆଡେ କୋରାପୁଟ ଜିଲା ପରିଷଦ ର ଉପସଭାପତି ପଦରେ ଅଧିଷ୍ଠିତ କରିବା ପାଇଁ ପ୍ରତିଶ୍ରୁତି ଦିଆଯାଇଛି ଯେଉଁଥିପାଇଁ ସେ ବିଜେପି ଛାଡ଼ି ବିଜେଡି ରେ ମିଶିଥିବା ଶୁଣାଯାଉଛି । ସୂଚନା ମୁତାବକ କୁମୁଦ ଲକ୍ଷ୍ମୀପୁର ପଞ୍ଚାୟତ ସମିତିରେ ଦୁଇଥର ଅଧ୍ଯକ୍ଷ ଥିଲେ । ସେହିପରି କାଶିପୁର ବ୍ଲକ ଟି ଲକ୍ଷ୍ମୀପୁର ବିଧାନସଭା ଅଧିନରେ ଥଲା ବେଳେ ୨୦୦୮ ମସିହାରେ
ସେତେବେଳେ ଥିବା ବିଧାୟକ ଅନନ୍ତ ରାମ ମାଝୀଙ୍କ ମୃତ୍ୟୁ ପରେ ଯେଉଁ ଉପ ନିର୍ବାଚନ ହୋଇଥିଲା ସେତେବେଳେ କୁମୁଦ ସମାଜ ବାଦୀ ପାର୍ଟିରୁ ପ୍ରାର୍ଥୀ ହୋଇଥିଲେ । ପରବର୍ତ୍ତୀ ମୁହୁର୍ତ୍ତରେ ବିଜେଡିରେ ମିଶିଥିବା ବେଳେ ଗତ ବିଧାନସଭା ନିର୍ବାଚନରେ ପୁଣି ବିଜେପିର ପ୍ରାର୍ଥୀ ହୋଇଥିଲେ, ତେବେ ବର୍ତ୍ତମାନ ପୁଣି ସେ ଗୁରୁବାର ବିଜେଡିରେ ଯୋଗଦେଇ ଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Department of Home Science Organizes Workshop on Mushroom Cultivation and Enterprise Development

Department of Home Science Organizes Workshop on Mushroom Cultivation and Enterprise Development

April 25, 2026
ବିରିଡିରେ ଜାତୀୟ ପଞ୍ଚାୟତି ରାଜ ଦିବସ ପାଳିତ

ବିରିଡିରେ ଜାତୀୟ ପଞ୍ଚାୟତି ରାଜ ଦିବସ ପାଳିତ

April 25, 2026
ଶିକାର କରିବାକୁ ଯାଇ ଗୁଳିକାଣ୍ଡରେ ନାବାଳକ ମୃତ ଘଟଣାର ମୁଖ୍ୟ ଆସାମୀ ଗିରଫ

ଶିକାର କରିବାକୁ ଯାଇ ଗୁଳିକାଣ୍ଡରେ ନାବାଳକ ମୃତ ଘଟଣାର ମୁଖ୍ୟ ଆସାମୀ ଗିରଫ

April 25, 2026
ଦୁର୍ଘଟଣା ପରେ ଗାର୍ଡୱାଲ ରେ ଝୁଲିଲା ହାଇୱା

ଦୁର୍ଘଟଣା ପରେ ଗାର୍ଡୱାଲ ରେ ଝୁଲିଲା ହାଇୱା

April 25, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Department of Home Science Organizes Workshop on Mushroom Cultivation and Enterprise Development

Department of Home Science Organizes Workshop on Mushroom Cultivation and Enterprise Development

April 25, 2026
ବିରିଡିରେ ଜାତୀୟ ପଞ୍ଚାୟତି ରାଜ ଦିବସ ପାଳିତ

ବିରିଡିରେ ଜାତୀୟ ପଞ୍ଚାୟତି ରାଜ ଦିବସ ପାଳିତ

April 25, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version