• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବରିଷ୍ଠ ସ୍ନାୟୁବିକ ବିଶେସଜ୍ଞ ଡାକ୍ତର ସୂର୍ଯ୍ୟପ୍ରକାଶ ଚୌଧୁରୀଙ୍କ ଆଉ ଏକ ବିରଳ ସଫଳତା : ସବୁ ଆଡୁ ଆଶା ହରେଇ ଦୁର୍ଘଟଣାରେ କୋମା ରେ ଆସିଥିବା ଯୁବକ ପାଇଲେ ନୂଆ ଜୀବନ

Proprietor Abhimanyu Maharana by Proprietor Abhimanyu Maharana
October 29, 2021
in ଓଡ଼ିଶା, କଟକ, ହୋମ୍
0
ବରିଷ୍ଠ ସ୍ନାୟୁବିକ ବିଶେସଜ୍ଞ ଡାକ୍ତର ସୂର୍ଯ୍ୟପ୍ରକାଶ ଚୌଧୁରୀଙ୍କ ଆଉ ଏକ ବିରଳ ସଫଳତା : ସବୁ ଆଡୁ ଆଶା ହରେଇ ଦୁର୍ଘଟଣାରେ କୋମା ରେ ଆସିଥିବା ଯୁବକ ପାଇଲେ ନୂଆ ଜୀବନ
Share on FacebookShare on TwitterWhatsapp

ଡାକ୍ତର ଚୌଧୁରୀ ଜନ୍ମ ମାହାଙ୍ଗା ନୃତାଙ୍ଗ ଗ୍ରାମରେ ହୋଇଥିବାବେଳେ ଏହି ସଫଳତା ନେଇ ମାହାଙ୍ଗା ବାସି ତାଙ୍କୁ ବଧାଇ ଜଣାଇଛନ୍ତି

ଓଡ଼ିଶା ତାଜା ନ୍ୟୁଜ୍ (୨୯ ଅକ୍ଟୋବର,ଶୁକ୍ରବାର ) ସମ୍ବଲପୁର :- ସମ୍ବଲପୁର ର କେତନ ସେଟ ନାମକ ୨୮ବର୍ଷୀୟ ଯୁବକ ଗତ ୨୮ ତାରିଖ ଦିନ ଝାରସୁଗୁଡା ସୁନ୍ଦରଗଡ଼ ଜାତୀୟ ରାଜପଥ ଏକ ସଡକ ଦୁର୍ଘଟଣାରେ ମସ୍ତିଷ୍କ ରେ ଗଭୀର କ୍ଷତ ହେବା ସହ ଚେତା ଶୂନ୍ୟ ହୋଇଯାଇଥିଲେ, କେତନ ର ପରିବାର ଲୋକ ତାକୁ ଗୁରୁତର ଅବସ୍ତ୍ରର ବୁର୍ଲା ସରକାରୀ ମେଡିକାଲ ରେ ଭର୍ତି କରିଥିଲେ ହେଲେ ପ୍ରଚୁର ରକ୍ତ ସ୍ରାବ ଯୋଗୁ କେତନ କୋମା କୁ ଚାଲିଯାଇଥିଲେ, ଡାକ୍ତରଙ୍କ କହିବା ଅନୁସାରେ କେତନ ବଞ୍ଚିବା ଆଶା ହରେଇଥିଲେ ପରିବାରବର୍ଗ, କିନ୍ତୁ ବଞ୍ଚେଇବା ଆଶାରେ ପରିବାର ଲୋକ କେତନ କୁ କଟକ ଓ ଭୁବନେଶ୍ୱର ର ବିଭିନ୍ନ ସରକାରୀ ଓ ବେସରକାରୀ ମେଡିକାଲକୁ ଚିକିତ୍ସା ନିମନ୍ତେ ନେଇଥିଲେ ସୁଦ୍ଧା ସବୁଠି ନିରାଶ ହୋଇଥିଲେ,

କେତନର ବାଛିବା ଆଶା କ୍ଷୀଣ ହୋଇଯାଇଥିଲା, ଜୀବନ ମୃତ୍ୟୁ ସହ ସଂଗ୍ରାମ କରି ପଡିରହିଥିଲେ କେତନ, କିଛି ସ୍ଥାନୀୟ ଲୋକ ଓ ସାମାଜିକ ଗଣମାଧ୍ୟମରୁ ଡାକ୍ତର ସୂର୍ଯ୍ୟ ପ୍ରକାଶ ଚୌଧୁରୀଙ୍କ ସମ୍ପର୍କରେ ସୂଚନା ପାଇ କେତନଙ୍କୁ ତାଙ୍କ ପାଖକୁ ନେଇଥିଲେ, ଡାକ୍ତର ଚୌଧୁରୀ କେତନ କୁ ସମ ହସ୍ପିଟାଲକୁ ନେଇ ପରୀକ୍ଷା ନିରୀକ୍ଷା ଜାଣିବାକୁ ପାଇଥିଲେକି କେତନ ର ମୁହଁ ର ସମ୍ମୁଖ ସମସ୍ତ ହାଡ ଭାଙ୍ଗି ଗୁଣ୍ଡ ହେବାସହ ମସ୍ତିଷ୍କର ୯୫% ସ୍ନାୟୁ ଆଘାତ ପାଇଁ ନଷ୍ଟ ହେବାସହ ରକ୍ତ ସ୍ରାବ ହୋଇଚାଲିଛି, ଡାକ୍ତର ଚୌଧୁରୀ ଭଗବାନ ଙ୍କ ଉପରେ ଭରସା ରଖି କେତନ କୁ ଆଇସିୟୁ ଓ ବେଣ୍ଟିଲେଟର ରେ ରଖି ଜଟିଳ ପଦ୍ଧତିରେ ଚିକିତ୍ସା ଆରମ୍ଭ କରିଥିଲେ,

ତେବେ ଚିକିତ୍ସା ଆରମ୍ଭର ତିନିଦିନ ମଧ୍ୟରେ କେତନ କୋମାରୁ ବାହାରି ଆସି ସମ୍ପୂର୍ଣ ସୁସ୍ଥ ହୋଇଯାଇଥିଲେ, ଯାହାକୁ ଡାକ୍ତର ଚୋଧୁରୀ ଭଗବାନଙ୍କର ଚମତ୍କାର ବୋଲି ଅବିହିତ କରିଛନ୍ତି, କେତନ ଏବେ ସୁସ୍ଥ ହୋଇଥିବାରୁ ତାର ପରିବାରବର୍ଗ ଓ ଭାଇ ପିଙ୍କୁ ସେଟ ଡାକ୍ତର ଚୌଧୁରୀଙ୍କୁ କୃତଜ୍ଞତା ଜଣାଇଛନ୍ତି, ଏହି ଜଟିଳ ପଦ୍ଧତି ଚିକିତ୍ସାରେ ତାଙ୍କୁ ମେଡିକାଲର ଡାକ୍ତର ଈଶ୍ୱର ବେହେରା ଓ ଅନ୍ୟକର୍ମଚାରି ମନେ ସହଯୋଗ କରିବାରୁ ସେ ଏହି ସଫଳତା ଦେବାରେ ସକ୍ଷମ ହୋଇଛନ୍ତି ବୋଲି ଡାକ୍ତର ଚୌଧୁରୀ କହିଛନ୍ତି, ଡାକ୍ତର ଚୌଧୁରୀ ଜନ୍ମ ମାହାଙ୍ଗା ନୃତାଙ୍ଗ ଗ୍ରାମରେ ହୋଇଥିବାବେଳେ ଏହି ସଫଳତା ନେଇ ମାହାଙ୍ଗା ବାସି ତାଙ୍କୁ ବଧାଇ ଜଣାଇଛନ୍ତି,

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଶିକ୍ଷା ବିଭାଗର ଅପାରଗତା ଯୋଗୁଁ ବିଦ୍ୟାଳୟରେ ଚାଲିଛି ଶିକ୍ଷକଙ୍କ ମନଇଚ୍ଛା ରାଜୁତି  

ଶିକ୍ଷା ବିଭାଗର ଅପାରଗତା ଯୋଗୁଁ ବିଦ୍ୟାଳୟରେ ଚାଲିଛି ଶିକ୍ଷକଙ୍କ ମନଇଚ୍ଛା ରାଜୁତି  

September 19, 2026
ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଏଡ଼ାଇ କେବଳ ଔପଚାରିକ ଭାବେ ସରିଲା ସମିତି ବୈଠକ

ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଏଡ଼ାଇ କେବଳ ଔପଚାରିକ ଭାବେ ସରିଲା ସମିତି ବୈଠକ

September 19, 2026
ନୟାଗଡ଼ ଜିଲ୍ଲା ସ୍ତରୀୟ ବିଜ୍ଞାନ ଡ୍ରାମା ପ୍ରତିଯୋଗିତା ନୟାଗଡ଼

ନୟାଗଡ଼ ଜିଲ୍ଲା ସ୍ତରୀୟ ବିଜ୍ଞାନ ଡ୍ରାମା ପ୍ରତିଯୋଗିତା ନୟାଗଡ଼

September 19, 2026
ଶ୍ରୀନିବାସପୁର ଶାସନରେ ଗଣେଶ ପୂଜା ଅବସରରେ ଗଣେଶ ଗୀତିନାଟ୍ୟ

ଶ୍ରୀନିବାସପୁର ଶାସନରେ ଗଣେଶ ପୂଜା ଅବସରରେ ଗଣେଶ ଗୀତିନାଟ୍ୟ

September 19, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଶିକ୍ଷା ବିଭାଗର ଅପାରଗତା ଯୋଗୁଁ ବିଦ୍ୟାଳୟରେ ଚାଲିଛି ଶିକ୍ଷକଙ୍କ ମନଇଚ୍ଛା ରାଜୁତି  

ଶିକ୍ଷା ବିଭାଗର ଅପାରଗତା ଯୋଗୁଁ ବିଦ୍ୟାଳୟରେ ଚାଲିଛି ଶିକ୍ଷକଙ୍କ ମନଇଚ୍ଛା ରାଜୁତି  

September 19, 2026
ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଏଡ଼ାଇ କେବଳ ଔପଚାରିକ ଭାବେ ସରିଲା ସମିତି ବୈଠକ

ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଏଡ଼ାଇ କେବଳ ଔପଚାରିକ ଭାବେ ସରିଲା ସମିତି ବୈଠକ

September 19, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version