No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୨ ଅକ୍ଟୋବର ଶୁକ୍ରବାର ) ଭୁବନେଶ୍ୱର :- ରାମ ରାଇଜରେ ବି ରାବଣ ଥିଲେ ରାବଣ ଲଙ୍କାରେ ବି ବଭିଷଣ ଥିଲେ । ଶ୍ରୀ କୃଷ୍ଣ ବି ଥିଲେ ମହାଭାରତର ଦୁର୍ଯ୍ୟୋଧନ, ଦୁଃଶାସନ, ଯୁଧିଷ୍ଠିର । ଭିନ୍ନ ଭିନ୍ନ ଚରିତ୍ର ବ୍ୟକ୍ତି ଯୁଗେ ଯୁଗେ ରାଜ୍ୟ,ରାଷ୍ଟ୍ରହୀତ ପାଇଁ ନ୍ୟାୟ ମାଗେ । ପ୍ରଜାଙ୍କ ମଙ୍ଗଳରେ ଯେ ରାଜାସଦା ଥାଏ କାଳ କାଳ କିର୍ତ୍ତୀ ଗୌରବ ଲିପିବଦ୍ଧ ହୁଏ । ଦିନଯିବ ଚିହ୍ନଥିବ ଇତିହାସ ଲେଖାହେବ ନିନ୍ଦା କି ପ୍ରଶଂସା ରାଜା ଓ ରାଜ୍ୟର ଗର୍ବ ।
କର୍ମ ଓ କର୍ତ୍ତବ୍ୟ ଶାସନ ପ୍ରଜାମଙ୍ଗଳ ପାଇଁ ରାଜ ଧର୍ମ ପାଳନ୍ତି ପ୍ରଜାବତ୍ସଳ ସେ ହୋଇ । ଗର୍ବ, ଅହଂଙ୍କାର, ମିଥ୍ୟା,ଅନ୍ୟାୟ ନ ଥାଏ ସତ୍ୟ,ନ୍ୟାୟ,ଧର୍ମ,ସେବା ଶ୍ରଦ୍ଧାରେ ବିତାଏ । ସେହିଭଳି ଜଣେଶ୍ରେଷ୍ଠ ଆଜି ଓଡ଼ିଶାର ରାଜା ସୁଖ, ଶାନ୍ତି, ଆନନ୍ଦରେ ପାଳନ୍ତି ନିଜ ପ୍ରଜା । କୋଟି କରେ ଗୋଟିଏ ଏ ଆଖି ଦେଖୁଅଛି ସବୁ କ୍ଷେତ୍ରେ ସବୁ ସ୍ଥାନେ ସବୁଜନ ଝୁରୁଛି ।
କାଳିଆର କୃପା,ଆଶ୍ରିବାଦ ତାଙ୍କରି ଉପରେ ଦେଖୁଛୁ ଆମେ ସର୍ବେ ତଥାପି ସେ ଚାପରେ । ଜଗତରନାଥ ହେ ଜଗନାଥ ତୁମେ ଥାଉ ଥାଉ ଯୁଗେ ଯୁଗେ ସତ୍ୟର ବିଜୟ ସଦା ହେଉ ଥାଉ । ଜୟ ଜଗନ୍ନାଥ ଜୟ ନବୀନ
No Result
View All Result