No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୮ ଅକ୍ଟୋବର ସୋମବାର) ବରଗଡ଼ :- ବରପାଲି ଷ୍ଟାଡିୟମ ଠାରେ କ୍ରୀଡାବିତ ତଥା ପୂର୍ବତନ ବିଧାୟକ ସ୍ବର୍ଗତ ସୁବଳ ସାହୁ ଙ୍କ ସ୍ମାରକୀ ଫୁଟବଲ ପ୍ରତିଯୋଗିତା ଆଜି ଉଦଘାଟିତ ହୋଇଯାଇଛି ।

ମୁଖ୍ୟ ଅତିଥି ଭାବେ ବିଜେପୁର ବିଧାୟିକା ରୀତା ସାହୁ ଯୋଗ ଦେଇ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ଫୁଟବଲ ମହାସଂଘ ର ଉପସଭାପତି ରବିନାରାୟଣ ପଣ୍ଡା,

ବିଜେଡି ର ବରିଷ୍ଠ ନେତା ମହେନ୍ଦ୍ର କୁମାର ମେହେର,ଲାଲ୍ ବିକ୍ରମ ସିଂହ ଦେଓ, ରବୀନ୍ଦ୍ର କୁମାର ସାହୁ, ଭାବଗ୍ରାହୀ ବେହେରା, ଗୈାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

No Result
View All Result