• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଭିଟେରୋ ଟାଇଲ୍‌ସ ପାଇଁ ଓଡ଼ିଶା ଏକ ପ୍ରମୁଖ ଉଦୀୟମାନ ବଜାର, ବିକ୍ରିରେ ୨୫%ରୁ ଅଧିକ ଅଭିବୃଦ୍ଧି ହାସଲ

Proprietor Abhimanyu Maharana by Proprietor Abhimanyu Maharana
October 1, 2021
in ଓଡ଼ିଶା, ଦେଶ, ବାଣିଜ୍ୟ, ହୋମ୍
0
ଭିଟେରୋ ଟାଇଲ୍‌ସ ପାଇଁ ଓଡ଼ିଶା ଏକ ପ୍ରମୁଖ ଉଦୀୟମାନ ବଜାର, ବିକ୍ରିରେ ୨୫%ରୁ ଅଧିକ ଅଭିବୃଦ୍ଧି ହାସଲ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୦୧ ଅକ୍ଟୋବର ଶୁକ୍ରବାର )ଭୁବନେଶ୍ୱର :-ଅପର୍ଣ୍ଣା ଏଟଂର୍‌ପ୍ରାଇଜେସ୍‌ ର ବ୍ରାଣ୍ଡ୍ ଭିଟେରୋ ଟାଇଲ୍‌ସ ପାଇଁ ଓଡ଼ିଶା ଏକ ପ୍ରମୁଖ ବଜାର ଭାବେ ଉଦୀୟମାନ ହେବା ସହ କଂପାନିର ଅଭିବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ପ୍ରଦାନ କରିଛି । ରାଜ୍ୟରେ ଭିଟେରୋ ଟାଇଲ୍‌ସ ୨୮% ଅଭିବୃଦ୍ଧି ହାସଲ କରିଛି । କଂପାନିର ବିଶ୍ୱାସ ରହିଛି ଯେ ଗ୍ରାହକଙ୍କ ମଧ୍ୟରେ ଉତ୍ସାହ ଥିବାରୁ ଓ ବ୍ୟାପକ ଉତ୍ପାଦ ଏବଂ ବଜାର ଉପସ୍ଥିତି ଜରିଆରେ ଏହା ୨୦୨୧-୨୨ ଆର୍ଥିକ ବର୍ଷରେ ୫୦% ଅଭିବୃଦ୍ଧି ହାସଲ କରିପାରିବ । ଅଭିବୃଦ୍ଧିକୁ ବଜାୟ ରଖିବା ଲାଗି ଅପର୍ଣ୍ଣା ଏଟଂର୍‌ପ୍ରାଇଜେସ୍ ପକ୍ଷରୁ ଏହାର ଉପସ୍ଥିତି ଓ ବଜାରରେ ଉତ୍ପାଦ ପୋର୍ଟଫୋଲିଓକୁ ବଢ଼ାଇବା ଲାଗି ନିବେଶ କରାଯିବ । ରାଜ୍ୟରେ କଂପାନି ଡିଲର୍ ନେଟ୍‌ୱର୍କକୁ ବଢ଼ାଇବ ଓ ବର୍ଷରେ ୧୦ ଉତ୍ପାଦ ଉନ୍ମୋଚନ କରିବ । ଶ୍ରୀଯୁକ୍ତ ଏ ଭି ମଲ୍ଲିକାର୍ଜୁନ, ଏଭିପି, ବିକ୍ରି, ଅପର୍ଣ୍ଣା ଏଟଂରପ୍ରାଇଜେସ୍ ଲିମିଟେଡ୍ କହିଛନ୍ତି ଯେ, “ସଂଗଠିତ କ୍ଷେତ୍ର ସଂସ୍ଥାର ଟାଇଲ୍ ଲାଗି ଗ୍ରାହକଙ୍କ ମଧ୍ୟରେ ଅଗ୍ରାଧିକାର ବଢ଼ିଥିବାରୁ ବଜାରରେ ଦୃଢ଼ ଅଭିବୃଦ୍ଧି ଦେଖିବାକୁ ମିଳିଛି ଏବଂ ଏହି ସକାରାତ୍ମକ ଧାରା ଜାରି ରହିବ ବୋଲି ଆମେ ଆଶା କରୁଛୁ ।

ରାଜ୍ୟର ସଂଗଠିତ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ବଜାର ଅଂଶ ହାସଲ କରିପାରିଛୁ ଏବଂ ଆମର ବିଶ୍ୱାସ ରହିଛି ଯେ ମୂଲ୍ୟରେ ବୃଦ୍ଧି ସତ୍ୱେ ଆଗାମୀ ତ୍ରୟମାସଗୁଡ଼ିକରେ ଆମେ ଏହି ଧାରା ବଜାୟ ରଖିପାରିବୁ । ଏହି ଅଂଚଳରେ ଥିବା ବର୍ଦ୍ଧିତ ସୁଯୋଗକୁ ହାସଲ କରିବା ଲାଗି ଆମେ ଡିଲର୍ ନେଟ୍‌ୱର୍କର ସମ୍ପ୍ରସାରଣ କରିବା, ଉତ୍ପାଦ ଦକ୍ଷତା ବଢ଼ାଇବା ଏବଂ ନୂଆ ଉତ୍ପାଦ ଉନ୍ମୋଚନ କରିବା ଉପରେ ଗୁରୁତ୍ୱ ଦେବୁ । ଆମେ ଆସନ୍ତା ୩-୪ ବର୍ଷରେ ଆମ ଡିଲର୍‌ ନେଟ୍‌ୱର୍କକୁ ସମ୍ପ୍ରସାରିତ କରିବାକୁ ଯୋଜନା ରଖିଛୁ ।’’ “ବର୍ତମାନ ଭୁବନେଶ୍ୱର, ଗଂଜାମ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କଟକ ଆମ ଅଭିବୃଦ୍ଧିକୁ ଉଲ୍ଲେଖନୀୟ ଯୋଗଦାନ ପ୍ରଦାନ କରୁଛନ୍ତି । ମାତ୍ର ଡିଲର୍‌ ନେଟୱର୍କ ସମ୍ପ୍ରସାରଣ ଓ ନୂଆ ଉତ୍ପାଦ ଉନ୍ମୋଚନ କରିବାର ଯୋଜନା ଥିବାରୁ ଭିଟେରୋ ଏହି ଅଂଚଳର ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ସହରରେ ପ୍ରବେଶ କରିବ ବୋଲି ଆମେ ଆଶାବାଦୀ ଅଛୁ ବୋଲି ଶ୍ରୀଯୁକ୍ତ ମଲ୍ଲିକାର୍ଜୁନ କହିଛନ୍ତି । ଏହି ଅଂଚଳରେ କଂପାନି ଚଳିତ ବର୍ଷ ମୋଟ ୧୦ ନୂଆ ଉତ୍ପାଦ ଉନ୍ମୋଚନ କରିବ । କଂପାନି ଡବଲ୍ ଚାର୍ଜଡ୍ ଟାଇଲ୍‌, ଗ୍ଲେଜଡ୍ ଭର୍ଟିଫାଏଡ୍‌ ଟାଇଲ୍‌, ପଲିସଡ୍ ଗ୍ଲେଜଡ୍ ଭର୍ଟିଫାଏଡ୍ ଟାଇଲ୍‌, ଫୁଲ୍ ବଡି ଟାଇଲ୍‌ ଏବଂ ଡିଜିଟାଲ୍ ୱାଲ୍ ଟାଇଲ୍ ଆଦିକୁ ଉନ୍ମୋଚନ କରିବ । ୩-୪ ବର୍ଷରେ କଂପାନି ରାଜ୍ୟର ନୂଆ ଅଂଚଳରେ ପ୍ରବେଶ କରିବ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବ୍ଲକ ସ୍ତରୀୟ କୃଷକ ସମ୍ବାଦ କାର୍ଯ୍ୟକ୍ରମ

ବ୍ଲକ ସ୍ତରୀୟ କୃଷକ ସମ୍ବାଦ କାର୍ଯ୍ୟକ୍ରମ

June 23, 2026
ରଣପୁର ର ଅଧିଷ୍ଠାତ୍ରୀ ଦେବୀ ମା’ ମଣିନାଗଙ୍କ ନବ ନିର୍ମିତ ମନ୍ଦିର ପ୍ରତିଷ୍ଠା

ରଣପୁର ର ଅଧିଷ୍ଠାତ୍ରୀ ଦେବୀ ମା’ ମଣିନାଗଙ୍କ ନବ ନିର୍ମିତ ମନ୍ଦିର ପ୍ରତିଷ୍ଠା

June 23, 2026
କୋରାପୁଟ ବାଦଲିପାହାଡ଼ ଜଙ୍ଗଲରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ

କୋରାପୁଟ ବାଦଲିପାହାଡ଼ ଜଙ୍ଗଲରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ

June 23, 2026
ମାଁ ବନଦୁର୍ଗା ଦେବୀଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସବ

ମାଁ ବନଦୁର୍ଗା ଦେବୀଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସବ

June 23, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବ୍ଲକ ସ୍ତରୀୟ କୃଷକ ସମ୍ବାଦ କାର୍ଯ୍ୟକ୍ରମ

ବ୍ଲକ ସ୍ତରୀୟ କୃଷକ ସମ୍ବାଦ କାର୍ଯ୍ୟକ୍ରମ

June 23, 2026
ରଣପୁର ର ଅଧିଷ୍ଠାତ୍ରୀ ଦେବୀ ମା’ ମଣିନାଗଙ୍କ ନବ ନିର୍ମିତ ମନ୍ଦିର ପ୍ରତିଷ୍ଠା

ରଣପୁର ର ଅଧିଷ୍ଠାତ୍ରୀ ଦେବୀ ମା’ ମଣିନାଗଙ୍କ ନବ ନିର୍ମିତ ମନ୍ଦିର ପ୍ରତିଷ୍ଠା

June 23, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version