• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଗୋଦରେଜ୍ ସିକ୍ୟୁରିଟି ସଲ୍ୟୁସନ୍ସ ଉତ୍ସବ ସମୟରେ ଡିଜିଟାଲ୍ ଉପସ୍ଥିତି ଓ ଇ-କମର୍ସ ବିକ୍ରି ବଢ଼ାଇବ

Proprietor Abhimanyu Maharana by Proprietor Abhimanyu Maharana
September 18, 2021
in ଓଡ଼ିଶା, ବାଣିଜ୍ୟ, ହୋମ୍
0
ଗୋଦ୍‌ରେଜ୍ ସିକ୍ୟୁରିଟି ସଲ୍ୟୁସନ୍ସ ପକ୍ଷରୁ କୋଭିଡ୍‌-୧୯ ଟିକାକରଣ ଲାଗି ନାଗରିକଙ୍କୁ ଆହ୍ୱାନ ; ହୋମ୍ ଲକର୍ ଓ ୟୁଭି କେସ୍ ଉତ୍ପାଦ ଉପରେ ଟିକାକରଣ କରିଥିବା ଗ୍ରାହକଙ୍କୁ ରିହାତି
Share on FacebookShare on TwitterWhatsapp

ଆସନ୍ତା ତିନି ବର୍ଷରେ ଅନଲାଇନ୍ ବିକ୍ରି ୫୦% ବୃଦ୍ଧି ହାସଲ ଲକ୍ଷ୍ୟ

ଓଡ଼ିଶା ତାଜା ନ୍ୟୁଜ୍ (୧୮ ସେପ୍ଟେମ୍ବର ,ଶନିବାର ) ଭୁବନେଶ୍ୱର :- ଗୋଦରେଜ୍ ଗ୍ରୁପ୍‌ର ପ୍ରମୁଖ ସଂସ୍ଥା ଗୋଦରେଜ୍‌ ସିକ୍ୟୁରିଟି ସଲ୍ୟୁସନ୍ସ ଏହାର ସପିଙ୍ଗ୍ ୱେବସାଇଟ୍‌ରେ ମାସିକ ସକ୍ରିୟ ଗ୍ରାହକ ସଂଖ୍ୟାରେ ୩୦% ଓ ମାର୍କେଟ୍‌ପ୍ଲେସ୍‌ରେ ୩୦% ବୃଦ୍ଧି ହାସଲ କରିଥିବା ଘୋଷଣା କରିଛି । ସେଥିପାଇଁ ଗତବର୍ଷ ତୁଳନାରେ ମାସିକ ଅନଲାଇନ କାରବାରରେ ୪୨% ବୃଦ୍ଧି ହୋଇଛି । ଆସନ୍ତା ତିନି ବର୍ଷ କଂପାନି ଅନଲାଇନ୍ ବିକ୍ରିରେ ୫୦% ବୃଦ୍ଧି ହାସଲ କରିବାକୁ ଲକ୍ଷ୍ୟ ରଖିଛି । ମହାମାରୀ ଯୋଗୁଁ ଗ୍ରାହକଙ୍କ ମାନସିକତାରେ ହୋଇଥିବା ପରିବର୍ତନକୁ ନେଇ ଗୋଦରେଜ୍ ସିକ୍ୟୁରିଟି ସଲ୍ୟୁସନ୍ସ ଏହାର ଡିଜିଟାଲ୍ ଚ୍ୟାନେଲ୍‌ରେ ନିବେଶ ଜାରି ରଖିଛି । କଂପାନି ଏବେ ଏକ ବ୍ୟବସ୍ଥା ଓ ଆପ୍ ବିକଶିତ କରିବା ଉପରେ କାର୍ଯ୍ୟ କରୁଛି ଯାହା ଜରିଆରେ ଗ୍ରାହକମାନେ ନିଜ ସ୍ମାର୍ଟଫୋନ୍ ଜରିଆରେ ସିକ୍ୟୁରିଟି ଉପକରଣଗୁଡ଼ିକୁ ପରିଚାଳନା କରିପାରିବେ । ସେଥିରେ ବିକ୍ରି ପରବର୍ତୀ ସେବା ମଧ୍ୟ ହାସଲ କରିପାରିବେ । କଂପାନି ଏହାର ଡିଜିଟାଲ୍ ଉପସ୍ଥିତି ବଢ଼ାଇବା ଜାରି ରଖିଛି ଏବଂ ନୂଆ ସୁଯୋଗ ହାସଲ କରିବା ଲାଗି ନିଜର ଡିଜିଟାଲ ରଣନୀତିକୁ ତ୍ୱରାନ୍ୱିତ କରିଛି । କଂପାନି ଉଭୟ ଷ୍ଟୋର ଓ ଡିଜିଟାଲ (ଫିଜିଟାଲ୍‌) ଉପରେ ଗୁରୁତ୍ୱ ଦେବ ।

ଦେଶରେ ଥିବା ୧୦୦ ତୃତୀୟ ଓ ଚତୁର୍ଥ ଶ୍ରେଣୀ ସହରର ଚ୍ୟାନେଲ୍ ପାର୍ଟନରମାନଙ୍କୁ ଯୋଡ଼ି ଏହା କୋଣ ଅନୁକୋଣରେ ଉତ୍ପାଦ ପହଂଚାଇବାକୁ ଯୋଜନା ରଖିଛି । ମେହରନୋସ ପିଠାୱାଲା, ଉପସଭାପତି, ଗୋଦରେଜ୍ ସିକ୍ୟୁରିଟି ସଲୁୃ୍ୟସନ୍ସ କହିଛନ୍ତି ଯେ, “ମହାମାରୀ ବ୍ୟାପିବା ବ୍ୟବସାୟୀମାନଙ୍କୁ କିଭଳି ଗ୍ରାହକଙ୍କୁ ଉପଯୋଗୀ ଅନୁଭୂତି ପ୍ରଦାନ କରାଯିବ ତାହାର ଅନୁଶୀଳନ କରିବା ଓ ସଙ୍କଟ ସମୟରେ ବ୍ୟବସାୟ ଜାରି ରଖିବା ଲାଗି ଡିଜିଟାଲ୍ ଚ୍ୟାନେଲ୍‌କୁ ତ୍ୱରାନ୍ୱିତ କରିବାକୁ ବାଧ୍ୟ କରିଛି । ଡିଜିଟାଲ୍ ଚ୍ୟାନେଲ୍ ଏବେ ପୂର୍ବାପେକ୍ଷା ଦୁଇ ଗୁଣା ଅଧିକ ଜରୁରୀ ହୋଇପଡ଼ିଛି । ଗତ ବର୍ଷ ଗ୍ରାହକମାନଙ୍କ ବ୍ୟବହାରରେ ଘଟିଥିବା ବଡ଼ ଧରଣର ପରିବର୍ତନକୁ ନଜରରେ ରଖି ଗୋଦରେଜ୍ ସିକ୍ୟୁରିଟି ସଲୁୃସନ୍ସ ପକ୍ଷରୁ ଆମ ଗ୍ରାହକଙ୍କୁ ଓମନି ଚ୍ୟାନେଲ୍ ଅନୁଭୂତି ପ୍ରଦାନ କରିବା ଲାଗି ମିଶ୍ରିତ ବ୍ୟବସ୍ଥା ଉପରେ କାର୍ଯ୍ୟ ଜାରି ରହିିଛି ଯଦ୍ୱାରା ବିଭିନ୍ନ ଅନଲାଇନ୍ ଓ ଅଫଲାଇନ୍‌ ଚ୍ୟାନେଲ୍‌ରେ ଉପସ୍ଥିତି ବୃଦ୍ଧି ପାଇବ ।’’ ଗୋଦରେଜ୍ ସିକ୍ୟୁରିଟି ସଲ୍ୟୁସନ୍ସ ପକ୍ଷରୁ ହସ୍ପିଟାଲିଟି, ଟ୍ରାଭେଲ, ବ୍ୟାଙ୍କିଙ୍ଗ ଭଳି କ୍ଷେତ୍ରର ୩୫ଟି ଜଣାଶୁଣା ବ୍ରାଣ୍ଡ୍ ସହ ସହଯୋଗିତା ସ୍ଥାପନ କରାଯାଇଛି ଯାହା ଜରିଆରେ ବ୍ରାଣ୍ଡ୍‌ର ସପିଙ୍ଗ୍ ସାଇଟ୍‌ରେ ସପିଙ୍ଗ୍ ବେଳେ ୧୦% ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି । ଏହି ସହଯୋଗିତା ବ୍ରାଣ୍ଡ୍‌ର ଅନଲାଇନ୍ ଉପସ୍ଥିତିକୁ ଆହୁରି ବଢ଼ାଇବ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଇସ୍ରୋ ପରିଦର୍ଶନ କଲେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର

ଇସ୍ରୋ ପରିଦର୍ଶନ କଲେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର

May 13, 2026
ବିଜେପି ସରକାର ଦେଶବାସୀଙ୍କ ବିଶ୍ୱାସ ହରାଇଛି, ନିଟ୍ ବିଭ୍ରାଟ୍ ପାଇଁ ସମ୍ପୂର୍ଣ୍ଣ ଦାୟୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦିଅନ୍ତୁ : ଓଡିଶା ଜନତା କଂଗ୍ରେସ

ବିଜେପି ସରକାର ଦେଶବାସୀଙ୍କ ବିଶ୍ୱାସ ହରାଇଛି, ନିଟ୍ ବିଭ୍ରାଟ୍ ପାଇଁ ସମ୍ପୂର୍ଣ୍ଣ ଦାୟୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦିଅନ୍ତୁ : ଓଡିଶା ଜନତା କଂଗ୍ରେସ

May 13, 2026
27 ବର୍ଷ ଧରି ଫେରାର ଥିବା ଆସାମୀ ଦ୍ୱୟ କୋର୍ଟରେ ଆତ୍ମସମର୍ପଣ : ଆଜୀବନ କାରାଦଣ୍ଡ ରାୟ ପ୍ରକାଶ ପାଇବା ପରେ ଉଭୟ ଗଲେ ଜେଲ

27 ବର୍ଷ ଧରି ଫେରାର ଥିବା ଆସାମୀ ଦ୍ୱୟ କୋର୍ଟରେ ଆତ୍ମସମର୍ପଣ : ଆଜୀବନ କାରାଦଣ୍ଡ ରାୟ ପ୍ରକାଶ ପାଇବା ପରେ ଉଭୟ ଗଲେ ଜେଲ

May 13, 2026
ଗଣମାଧ୍ୟମ ସତ ଖବର ଉପରେ ଗୁରୁତ୍ୱ ଦେଉ : ପ୍ରତ୍ୟୁଷା ର ୫ମ ପ୍ରତିଷ୍ଠା ବର୍ଷ ଉତ୍ସବ ପାଳିତ

ଗଣମାଧ୍ୟମ ସତ ଖବର ଉପରେ ଗୁରୁତ୍ୱ ଦେଉ : ପ୍ରତ୍ୟୁଷା ର ୫ମ ପ୍ରତିଷ୍ଠା ବର୍ଷ ଉତ୍ସବ ପାଳିତ

May 13, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଇସ୍ରୋ ପରିଦର୍ଶନ କଲେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର

ଇସ୍ରୋ ପରିଦର୍ଶନ କଲେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର

May 13, 2026
ବିଜେପି ସରକାର ଦେଶବାସୀଙ୍କ ବିଶ୍ୱାସ ହରାଇଛି, ନିଟ୍ ବିଭ୍ରାଟ୍ ପାଇଁ ସମ୍ପୂର୍ଣ୍ଣ ଦାୟୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦିଅନ୍ତୁ : ଓଡିଶା ଜନତା କଂଗ୍ରେସ

ବିଜେପି ସରକାର ଦେଶବାସୀଙ୍କ ବିଶ୍ୱାସ ହରାଇଛି, ନିଟ୍ ବିଭ୍ରାଟ୍ ପାଇଁ ସମ୍ପୂର୍ଣ୍ଣ ଦାୟୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦିଅନ୍ତୁ : ଓଡିଶା ଜନତା କଂଗ୍ରେସ

May 13, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version