ଓଡ଼ିଶା ତାଜା ନ୍ୟୁଜ୍ (୧୭ ସେପ୍ଟେମ୍ବର ,ଶୁକ୍ରବାର ) ବାଙ୍କୀ :- ବାଙ୍କୀ ବ୍ଲକ ଅନ୍ତର୍ଗତ କିଆପଲା ଗ୍ରାମର ଯୁବକମାନେ ଶିଶୁ ମନ୍ଦିର ପରିସର ଓ ରାସ୍ତା ପାଶ୍ୱର୍ରେ ବୃକ୍ଷରୋପଣ କରିଛନ୍ତି । ଦିନକୁ ଦିନ ମଣିଷ ଗଛକାଟି ପଦା କରୁଥିବା ବେଳେ ଆମ ପରିବେଶ ନଷ୍ଟ ହେବାକୁ ବସିଲାଣି । ଏହି ସମସ୍ତ କାର୍ଯ୍ୟକ୍ରମ ସାମ୍ବାଦିକ ମନୋରଞ୍ଜନ ପଣ୍ଡା ଓ ଅଜୟ ପଣ୍ଡା ଏବଂ ସାମାଜସେବୀ ରମାରଞ୍ଜନ ପଣ୍ଡା, ବିକାଶ ପଲେଇ, ବ୍ରହ୍ମାନନ୍ଦ ତ୍ରିପାଠୀ, କାମଦେବ ଦାସଙ୍କ ମିଳିତ ସହଯୋଗରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ଗ୍ରାମବାସୀମାନେ ପ୍ରଶଂସା କରିଛନ୍ତି ।