• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଏସ୍‌ବିଆଇ ପକ୍ଷରୁ ଗୃହ ଗ୍ରାହକଙ୍କ ପାଇଁ ଉତ୍ସବ ବୋନାଞ୍ଜା ଘୋଷଣା

Proprietor Abhimanyu Maharana by Proprietor Abhimanyu Maharana
September 17, 2021
in ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ମହାନଗର, ହୋମ୍
0
ଏସ୍‌ବିଆଇ ପକ୍ଷରୁ ଗୃହ ଗ୍ରାହକଙ୍କ ପାଇଁ  ଉତ୍ସବ ବୋନାଞ୍ଜା ଘୋଷଣା
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୧୭ ସେପ୍ଟେମ୍ବର ଶୁକ୍ରବାର) ଭୁବନେଶ୍ୱର :- ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ପକ୍ଷରୁ ଗୃହ ଋଣ ଗ୍ରାହକଙ୍କ ପାଇଁ ଉତ୍ସବ ବୋନାଞ୍ଜା ଅଫର୍ ଘୋଷଣା କରାଯାଇଛି । ଏହି ଅଫର୍ ଉତ୍ସବ ସମୟରେ ଗୃହ ଋଣକୁ ଆହୁରି ସୁଲଭ ହାରରେ ଉପଲବ୍ଦ କରାଇବ । ପ୍ରଥମ ଧରଣର ଅଭିଯାନ ସ୍ୱରୂପ ଗ୍ରାହକମାନଙ୍କୁ କ୍ରେଡିଟ୍ ସ୍କୋର ଭିତିକ ଋଣ ୬.୭୦ ପ୍ରତିଶତ ହାରରେ ଯେକୌଣସି ପରିମାଣର ଋଣ ପ୍ରଦାନ କରାଯିବ । ପୂର୍ବରୁ ୭୫ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟ ଗୃହ ଋଣ ଉପରେ ସୁଧ ୭.୧୫% ଥିଲା । ଉତ୍ସବ ଅଫର୍ ଘୋଷଣା କରାଯାଇଥିବାରୁ ଗ୍ରାହକମାନେ ଯେକୌଣସି ମୂଲ୍ୟର ଗୃହ ଋଣ ୬.୭୦ ପ୍ରତିଶତ ସୁଧରେ ନେଇପାରିବେ । ଏହି ଅଫର୍‌ରେ ଗ୍ରାହକମାନେ ସୁଧରେ ୦.୪୫%ର ସଂଚୟ କରିପାରିବେ । ଯେଉଁମାନେ ୩୦ ବର୍ଷିଆ ଅବଧିରେ ୭୫ ଲକ୍ଷ ଟଙ୍କାର ଋଣ ନେବେ ସେମାନେ ୮ ଲକ୍ଷ ଟଙ୍କା ସଂଚୟ କରିପାରିବେ ।

ପୁନଶ୍ଚ, ଆଗରୁ ବେତନଭୋଗୀଙ୍କ ତୁଳନାରେ ଅଣ ବେତନଭୋଗୀଙ୍କ ଠାରୁ ୦.୧୫% ଅଧିକ ସୁଧ ସଂଗ୍ରହ କରାଯାଉଥିଲା । ଏସବିଆଇ ସେହି ପ୍ରଭେଦକୁ ଦୂର କରିଛି । ବୃତିକୁ ନେଇ ସୁଧରେ ରହିଥିବା ଅନ୍ତରକୁ ଏସବିଆଇ ଦୂର କରିଛି । ଏହା ଦ୍ୱାରା ଅଣ ବେତନଭୋଗୀ ଗ୍ରାହକମାନେ ଗୃହ ଋଣ ସୁଧରେ ୦.୧୫% ସଂଚୟ କରିପାରିବେ । ଥ୍ସବକୁ ସ୍ୱାଗତ କରିବା ଲାଗି ଏସ୍‌ବିଆଇ ପକ୍ଷରୁ ପ୍ରୋସେସିଂ ଫି’ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯାଇଛି । ଏଥିସହିତ କ୍ରେଡିଟ୍ ସ୍କୋର ଆଧାରରେ ଗ୍ରାହକଙ୍କ ପାଇଁ ସୁଧ ଉପରେ ଆକର୍ଷଣୀୟ ରିହାତି ମିଳିବ । ଶ୍ରୀଯୁକ୍ତ ସି ଏସ୍ ସେଟ୍ଟି, ପରିଚାଳନା ନିର୍ଦେଶକ (ରିଟେଲ୍ ଆଣ୍ଡ୍‌ ଡିଜିଟାଲ୍ ବ୍ୟାଙ୍କିଙ୍ଗ୍‌), ଏସ୍‌ବିଆଇ କହିଛନ୍ତି ଯେ, “ଆମର ସମ୍ଭାବ୍ୟ ଗୃହ ଋଣ ଗ୍ରାହକଙ୍କ ପାଇଁ ଉତ୍ସବ ଅଫର୍ ଘୋଷଣା କରି ଆମେ ଆନନ୍ଦିତ ।

ସାଧାରଣତଃ ସୁଧ ଉପରେ ରିହାତି କିଛି ନିର୍ଦିଷ୍ଟ ସୀମାର ଋଣ ଉପରେ ଲାଗୁ ହୁଏ ଏବଂ ତାହାର ସମ୍ପର୍କ ଋଣଗ୍ରହୀତାଙ୍କ ବୃତି ସହ ରହିଥାଏ । ଏଥର, ଆମେ ଅଫର୍‌କୁ ଅଧିକ ଅନ୍ତର୍ଭୁକ୍ତୀକରଣ କରିଛୁ ଏବଂ ଋଣର ପରିମାଣ ଯାହା ହେଉ ଓ ଗ୍ରାହକଙ୍କ ବୃତି ଯାହା ହେଉ ନା କାହିଁକି ସବୁ ବର୍ଗର ଋଣଗ୍ରହୀତାଙ୍କ ପାଇଁ ଏହି ଅଫର୍ ଉପଲବ୍ଧ ହେବ । ବାଲାନ୍ସ ଟ୍ରାନ୍ସ୍‌ଫର୍ କ୍ଷେତ୍ରରେ ମଧ୍ୟ ୬.୭୦% ଗୃହ ଋଣ ଅଫର୍ ଲାଗୁ ହେବ । ଆମର ବିଶ୍ୱାସ ରହିଛି ଯେ ଶୂନ ପ୍ରୋସେସିଂ ଫି’ ଓ ରିହାତି ସୁଧ ହାର ଉତ୍ସବ ସମୟରେ ଗୃହ ମାଲିକାନାକୁ ଅଧିକ ସୁଲଭ କରିବ । ମହାମାରୀ ସମୟରେ ଆମ ଦେଶ ବହୁତ ଭଲ ସହନଶୀଳତା ପ୍ରଦର୍ଶନ କରିଛି । ପ୍ରତି ଭାରତୀୟଙ୍କ ବ୍ୟାଙ୍କ ଭାବେ ସମସ୍ତଙ୍କ ପାଇଁ ଘର କରି ଅର୍ଥନୀତିର ପୁନରୁଦ୍ଧାର କରିବାରେ ଆମ ତରଫରୁ କାର୍ଯ୍ୟ କରିବା ଲାଗି ଆମେ ପ୍ରତିବଦ୍ଧ ।’’

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ପ୍ରତିଷ୍ଠାନର ଜିଲ୍ଳା ସ୍ତରୀୟ ବୈଠକ 

ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ପ୍ରତିଷ୍ଠାନର ଜିଲ୍ଳା ସ୍ତରୀୟ ବୈଠକ 

May 8, 2026
ଲିଙ୍କ ଫେଲ,ଟିକେଟ ପାଇଁ ରେଳଯାତ୍ରୀ ହତାଶ

ଲିଙ୍କ ଫେଲ,ଟିକେଟ ପାଇଁ ରେଳଯାତ୍ରୀ ହତାଶ

May 8, 2026
ବୋଲଗଡ ଗୋଷ୍ଠୀ ଶିକ୍ଷା କାର୍ଯ୍ୟlଳୟ ଦ୍ବାରା ମେଧାବୀ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ବୋଲଗଡ ଗୋଷ୍ଠୀ ଶିକ୍ଷା କାର୍ଯ୍ୟlଳୟ ଦ୍ବାରା ମେଧାବୀ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

May 8, 2026
CII Odisha Announces New Leadership for 2026-27 with a Roadmap for Industrial Growth and Sustainable Development in Odisha

ସିଆଇଆଇ ଓଡିଶା ପକ୍ଷରୁ ଓଡିଶାରେ ଶିଳ୍ପ ଅଭିବୃଦ୍ଧି ଓ ସ୍ଥାୟୀ ବିିକାଶ ପାଇଁ ଏକ ରୋଡମ୍ୟାପ ସହିତ ୨୦୨୬ – ୨୭ ପାଇଁ ନୂଆ ନେତୃତ୍ୱ ଘୋଷଣା

May 8, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ପ୍ରତିଷ୍ଠାନର ଜିଲ୍ଳା ସ୍ତରୀୟ ବୈଠକ 

ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ପ୍ରତିଷ୍ଠାନର ଜିଲ୍ଳା ସ୍ତରୀୟ ବୈଠକ 

May 8, 2026
ଲିଙ୍କ ଫେଲ,ଟିକେଟ ପାଇଁ ରେଳଯାତ୍ରୀ ହତାଶ

ଲିଙ୍କ ଫେଲ,ଟିକେଟ ପାଇଁ ରେଳଯାତ୍ରୀ ହତାଶ

May 8, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version