No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୮ ସେପଟେମ୍ୱର ବୁଧବାର ) ନୂଆଗାଁ :- ନୟାଗଡ ଜିଲ୍ଲା ପୁଲିସ୍ ବିଭାଗରେ ଅଦଳ ବଦଳ ହୋଇଛି । ନୂଆଗାଁ ଥାନା ଭାର ପ୍ରାପ୍ତ ଅଧିକାରୀ ରମେଶ କୁମାର ଦେବତା ଙ୍କୁ ଇଟାମାଟି ଥାନା କୁ ବଦଳି କରାଯାଇଥିବା ବେଳେ ଇଟାମାଟି ଥାନା ଭାରପ୍ରାପ୍ତ ଅଧିକାରୀ ବସନ୍ତ କୁମାର ସାହୁ ଙ୍କୁ ନୂଆଗାଁ ଥାନା କୁ ବଦଳି କରାଯାଇଛି ।
ତେବେ ଖୁବ୍ ଶୀଘ୍ର ଦକ୍ଷ ଇଟାମାଟି ଥାନା ଭାରପ୍ରାପ୍ତ ଅଧିକାରୀ ବସନ୍ତ କୁମାର ସାହୁ ନୂଆଗାଁ ଥାନା ରେ ଯୋଗଦେଇ ଦାୟିତ୍ଵ ଗ୍ରହଣ କରିବେ ବୋଲି ଜଣା ପଡିଛି ।
No Result
View All Result