• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପୁରୀ ଖାଲି ଓଡ଼ିଶାର ପରିଚୟ ନୁହେଁ : ସାରା ଭାରତର ଏକ ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର

Proprietor Abhimanyu Maharana by Proprietor Abhimanyu Maharana
August 27, 2021
in ଓଡ଼ିଶା, ପୁରୀ, ରାଜନୀତି, ହୋମ୍
0
ପୁରୀ ଖାଲି ଓଡ଼ିଶାର ପରିଚୟ ନୁହେଁ : ସାରା ଭାରତର ଏକ ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର
Share on FacebookShare on TwitterWhatsapp

ଲକିଙ୍କ ବିରୋଧରେ ମହେଶ୍ବର ତୃତୀୟ ମହଲା କିମ୍ବା ବବିଙ୍କ ପାଖରେ ଅଭିଯୋଗ କରିପାରୁ ନାହାନ୍ତି ।

ମହେଶ୍ବର ଯେ ନିଜକୁ ଅସହାୟ ଭାବୁଛନ୍ତି ସେକଥା ହାଇକମାଣ୍ଡଙ୍କୁ ଜଣାଇବା ପାଇଁ ତାଙ୍କର ସାଥୀଟିଏ ନାହାନ୍ତି । ତେଣୁ, ଧୀରେଧୀରେ ବିଶ୍ବାସ ଫେରି ପାଇବାକୁ ଚେଷ୍ଟା କରୁଥିବା ମହେଶ୍ବର ଏକ ଅଦୃଶ୍ୟ ମାୟାଜାଲରେ ଛନ୍ଦି ହୋଇ ପଡ଼ିଛନ୍ତି । 

ଓଡ଼ିଶା ତାଜା ନ୍ୟୁଜ ( ୨୭ ଅଗଷ୍ଟ ଶୁକ୍ରବାର) ପୁରୀ :-  ନବୀନ ସରକାରଙ୍କ ପଞ୍ଚମ ପାଳିରେ ପୁରୀକୁ ସର୍ବାଧିକ ପ୍ରାଧାନ୍ୟ ଦିଆଯାଇଛି । ବେଳାଭୂମି ଉନ୍ନୟନ, ପର୍ଯ୍ୟଟନ  ଭିତ୍ତିଭୂମି, କୋଷ୍ଟାଲ ହାଇୱେ, ଶ୍ରୀମନ୍ଦିର ଓ କୋଣାର୍କ ମନ୍ଦିରର ବିକାଶ ସବୁକିଛି । ହାଇପ୍ରୋଫାଇଲ ସହର ହୋଇଥିବାରୁ ପୁରୀର ରାଜନୀତି ଉପରେ ଓଡ଼ିଶାବାସୀଙ୍କ ନଜର ରହିଥାଏ । ସେହିପରି ଲୋକସଭା ନିର୍ବାଚନରେ ପୁରୀ ଆସନରୁ ଯିଏ ବିଜୟୀ ହୁଅନ୍ତି, ଦିଲ୍ଲୀ ଦରବାରରେ ତାଙ୍କର ସ୍ବତନ୍ତ୍ର କାଟତି ରହିଥାଏ । ହେଲେ ୨୦୧୯ ନିର୍ବାଚନରେ ମହେଶ୍ବର ମହାନ୍ତିଙ୍କ ପରାଜୟ ଓ ପୀନାକି ମିଶ୍ର ପୁରୀ ବିଧାନସଭା ଆସନରୁ ଲୋକସଭା ଭୋଟରେ ୨୦ ହଜାରରୁ ଅଧିକ ଭୋଟରେ ପଛୁଆ ରହିବା ବିଜେଡିକୁ ବ୍ୟାକଫୁଟକୁ ଠେଲି ଦେଇଥିଲା ।

ତେଣୁ ପୁରୀକୁ ସଜାଡ଼ିବା ପାଇଁ ସରକାର ସ୍ବତନ୍ତ୍ର ଧ୍ୟାନ ଦେଇଥିଲେ । ତାହାର ସୁଫଳ ଆସ୍ତେଆସ୍ତେ ଦେଖିବାକୁ ମିଳୁଛି । ହେଲେ ଏହି ସୁଫଳ ରାଜନୈତିକ ସଫଳତାରେ ଯେ ରୂପାନ୍ତରିତ ହେବ ସେ ବିଶ୍ବାସ ପୁରୀ ନେତା, କର୍ମୀ, ଯୁବ ଓ ଛାତ୍ର ବିଜେଡି ବିଶ୍ବାସ କରି ପାରୁନାହିଁ । ମହେଶ୍ବର ୪୦ ବାଟିଆ ପଞ୍ଚାୟତ ନିର୍ବାଚନ ଜିତି କିଛିଟା ଆତ୍ମବିଶ୍ବାସ ଫେରି ପାଇଥିଲେ । ହେଲେ ହରାଇଥିଲେ ବହୁତ କିଛି । ଦିବାକର ପାତ୍ର(ବାବୁ)ଙ୍କୁ ଭରସା କରି ଯଏ ସଦର ସଂଗଠନ ଆଉ ଚଳାଇ ହେବନି, ତାହା ମହେଶ୍ବର ବୁଝି ସାରିଲେଣି । ହେଲେ ମହେଶ୍ବରଙ୍କ ପାଇଁ ଚିନ୍ତାର କାରଣ ସାଜିଛନ୍ତି ଲଖି ଖୁଣ୍ଟିଆ ।

ମହେଶ୍ବରଙ୍କୁ ସବୁ କଥାରେ ଚ୍ୟାଲେଞ୍ଜ ଦେବା, ନିଜସ୍ବ ସାମାଜିକ ଓ ସାଂସ୍କୃତିକ କାମ ଚଲାଇ ଦେଖିବା ମହେଶ୍ବରଙ୍କୁ ଅଶ୍ବସ୍ତିକର ଲାଗୁଛି । ହେଲେ ରାଜନୈତିକ କାର୍ଯ୍ୟକ୍ରମରେ ମହେଶ୍ବରଙ୍କୁ ନିମନ୍ତ୍ରଣ ନ କରି ଲକିଙ୍କ ସହିତ ଯୋଗଦେବା ଶ୍ରୀ ମହାନ୍ତିଙ୍କୁ ପସନ୍ଦ ହୋଇନି । ଦୁଇ ଦଶନ୍ଧି ଧରି ମହେଶ୍ବରଙ୍କ ବିରୋଧରେ ରାଜନୈତିକ ପ୍ରତିଦ୍ବନ୍ଦ୍ବୀ ଭାବେ ଉଭା ହୋଇଥିବା ଉମାବଲ୍ଲଭ ରଥ, ବିପିନ ଦାଶ, ଉତ୍ତମ ଆଚାର୍ଯ୍ୟ, ସୁର ଦାଶ ଓ ଜୟନ୍ତ ଷଡ଼ଙ୍ଗୀ ପ୍ରମୁଖ ଏତେଟା ଚର୍ଚ୍ଚାରେ ରହୁ ନ ଥିଲେ । ମାତ୍ର ଅଢ଼େଇ ବର୍ଷ ମଧ୍ୟରେ କୌଣସି ସାମ୍ବିଧାନିକ ପଦରେ ନ ଥାଇ ଲକି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ତାଙ୍କ ପଛରେ ପ୍ରଣବ ପ୍ରକାଶ ଦାସଙ୍କ ଆଶୀର୍ବାଦ ଥିବା କୁହାଯାଉଛି ।

ରାଜ୍ୟସ୍ତରୀୟ ଯେକୌଣସି ନେତା ଗଲେ ଲକିଙ୍କୁ ଖୋଜୁଛନ୍ତି । ଲକି ବିଜେଡି ସଂଗଠନରୁ ହଟି ନିଜସ୍ବ କାର୍ଯ୍ୟକ୍ରମ ବେଶ୍ ପାରିବାପଣିଆରେ ସମ୍ପନ୍ନ କରୁଛନ୍ତି । ହେଲେ ଲକିଙ୍କ ବିରୋଧରେ ମହେଶ୍ବର ତୃତୀୟ ମହଲା କିମ୍ବା ବବିଙ୍କ ପାଖରେ ଅଭିଯୋଗ କରିପାରୁ ନାହାନ୍ତି । ମହେଶ୍ବର ଯେ ନିଜକୁ ଅସହାୟ ଭାବୁଛନ୍ତି ସେକଥା ହାଇକମାଣ୍ଡଙ୍କୁ ଜଣାଇବା ପାଇଁ ତାଙ୍କର ସାଥୀଟିଏ ନାହାନ୍ତି । ତେଣୁ, ଧୀରେଧୀରେ ବିଶ୍ବାସ ଫେରି ପାଇବାକୁ ଚେଷ୍ଟା କରୁଥିବା ମହେଶ୍ବର ଏକ ଅଦୃଶ୍ୟ ମାୟାଜାଲରେ ଛନ୍ଦି ହୋଇ ପଡ଼ିଛନ୍ତି । ସେ ଏଥିରୁ କିଭଳି ମୁକୁଳାଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବ୍ୟକ୍ତିତ୍ୱ ବିକାଶ ହିଁ ସଫଳତାର ଚାବିକାଠି : ଶକ୍ତିଶ୍ରୀ ସଚେତନତା କାର୍ଯ୍ୟକ୍ରମ

ବ୍ୟକ୍ତିତ୍ୱ ବିକାଶ ହିଁ ସଫଳତାର ଚାବିକାଠି : ଶକ୍ତିଶ୍ରୀ ସଚେତନତା କାର୍ଯ୍ୟକ୍ରମ

September 20, 2026
ନକଲି ଏମ୍‌ଭିଆଇ ଅଧିକାରୀ ଗିରଫ

ନକଲି ଏମ୍‌ଭିଆଇ ଅଧିକାରୀ ଗିରଫ

September 20, 2026
ଡିଜେ ସାଉଣ୍ଡରେ ଅସ୍ତବ୍ୟସ୍ତ ଜନଜୀବନ : ହୃଦ୍‌ରୋଗୀଙ୍କ ପାଇଁ ବିପଦ, ମେଡିକାଲରେ ରୋଗୀଙ୍କ ଚିକିତ୍ସାରେ ବାଧା

ଡିଜେ ସାଉଣ୍ଡରେ ଅସ୍ତବ୍ୟସ୍ତ ଜନଜୀବନ : ହୃଦ୍‌ରୋଗୀଙ୍କ ପାଇଁ ବିପଦ, ମେଡିକାଲରେ ରୋଗୀଙ୍କ ଚିକିତ୍ସାରେ ବାଧା

September 20, 2026
ଜନଭାଗିଦାରୀ ରେ ସ୍ବଛତା ଦୀର୍ଘସ୍ଥାୟୀ : ଉପ ମୁଖ୍ୟମନ୍ତ୍ରୀ

ଜନଭାଗିଦାରୀ ରେ ସ୍ବଛତା ଦୀର୍ଘସ୍ଥାୟୀ : ଉପ ମୁଖ୍ୟମନ୍ତ୍ରୀ

September 20, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବ୍ୟକ୍ତିତ୍ୱ ବିକାଶ ହିଁ ସଫଳତାର ଚାବିକାଠି : ଶକ୍ତିଶ୍ରୀ ସଚେତନତା କାର୍ଯ୍ୟକ୍ରମ

ବ୍ୟକ୍ତିତ୍ୱ ବିକାଶ ହିଁ ସଫଳତାର ଚାବିକାଠି : ଶକ୍ତିଶ୍ରୀ ସଚେତନତା କାର୍ଯ୍ୟକ୍ରମ

September 20, 2026
ନକଲି ଏମ୍‌ଭିଆଇ ଅଧିକାରୀ ଗିରଫ

ନକଲି ଏମ୍‌ଭିଆଇ ଅଧିକାରୀ ଗିରଫ

September 20, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version