• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଆଇସିଏଲ ଫିନକର୍ପ ୧୦ ଟି ନୂତନ ଶାଖା ସହିତ ଓଡିଶାରେ ପଦାର୍ପଣ କରୁଛି

Proprietor Abhimanyu Maharana by Proprietor Abhimanyu Maharana
August 25, 2021
in ଓଡ଼ିଶା, ମହାନଗର, ହୋମ୍
0
ଆଇସିଏଲ ଫିନକର୍ପ ୧୦ ଟି ନୂତନ ଶାଖା ସହିତ ଓଡିଶାରେ ପଦାର୍ପଣ କରୁଛି
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୨୫ ଅଗଷ୍ଟ ବୁଧବାର ) ଭୁବନେଶ୍ୱର :- ଦକ୍ଷିଣ ଭାରତର ପ୍ରମୁଖ ଏନବିଏଫସି, ଆଇସିଏଲ ଫିନକର୍ପ ଓଡିଶାର ପ୍ରମୁଖ ସହରମାନଙ୍କରେ ୧୦ ଟି ନୂତନ ଶାଖା ଖୋଲିବା ସହ ଉତ୍ତର ଭାରତରେ ବଜାର ପ୍ରବେଶ କରିଛି । ଓଡିଶାରେ ଆଇସିଏଲ ଫିନକର୍ପର ଶୁଭାରମ୍ଭ ସର୍ବଭାରତୀୟ ଉପସ୍ଥିତି ଏବଂ ସମଗ୍ର ଭାରତରେ ଲୋକଙ୍କ ପାଇଁ ଏହାର ସେବାକୁ ସୁଗମ କରିବା ପାଇଁ ବ୍ରାଣ୍ଡର ଦୃଷ୍ଟିକୋଣକୁ ଚିହ୍ନିତ କରିବ । ଏହି ନୂତନ ଶାଖା ଗୁଡିକ ଅଗଷ୍ଟ ୨୫ ରେ ଚନ୍ଦ୍ରଶେଖରପୁର, ସାମନ୍ତାପୁର, ରସୁଲଗଡ, ଖଣ୍ଡଗିରି, ବାଲିଘାଟ, ଅଠରନଳା, ଗ୍ରାଣ୍ଡରୋଡ ପୁରୀ, ନୟାବଜାର, ଜଗତପୁର ଏବଂ ଫୁଲନଖରାରେ (ମୁଖ୍ୟ ଅତିଥିଙ୍କ ଦ୍ୱାରା) ଉଦଘାଟନ କରାଯିବ ।

ଏହି କାର୍ଯ୍ୟକ୍ରମରେ ଅନେକ ସାମାଜିକ-ରାଜନୈତିକ ଏବଂ ସାଂସ୍କୃତିକ ପଦଧିକାରୀ ଯୋଗ ଦେବାକୁ ସ୍ଥିରୀକୃତ ହୋଇଛି । ଓଡିଶାରେ ଶୁଭାରମ୍ଭର ଏକ ଅଂଶ ଭାବରେ, ଆଇସିଏଲ ଫିନକର୍ପ ଏହାର ଗ୍ରାହକମାନଙ୍କ ପାଇଁ ଉଦଘାଟନୀ ଲକି ଡ୍ର ଆରମ୍ଭ କରିଛି । ଯେଉଁମାନେ ଓଡିଶାର ୧୦ଟି ନୂତନ ଶାଖାରୁ ସୁନା ଋଣ ନେଇଛନ୍ତି ସେମାନେ ୧୦ଟି ସୁନା ମୁଦ୍ରା ଜିତିବାର ସୁଯୋଗ ରହିଛି । ଏହି ଅଫର ଗ୍ରାହକମାନଙ୍କ ଅନ୍ୟ ବ୍ୟାଙ୍କ କିମ୍ବା ବିତ୍ତୀୟ ଅନୁଷ୍ଠାନରୁ ସେମାନଙ୍କର ସୁନା ଋଣ ସ୍ଥାନାନ୍ତର କରିବାକୁ ମଧ୍ୟ ସୁଯୋଗ ଦେଉଛି । ଡ୍ର’ର ୧୦ ଜଣ ଭାଗ୍ୟଶାଳୀ ବିଜେତା ଜାନୁଆରୀ ୧, ୨୦୨୨ରେ ଘୋଷଣା କରାଯିବ ।

ଉଦଘାଟନୀ କାର୍ଯ୍ୟକ୍ରମରେ ପଦଧିକାରୀଙ୍କ ମଧ୍ୟରେ ଶ୍ରୀ କେ ଜି ଅନିଲକୁମାର, ସିଏମଡି, ଆଇସିଏଲ ଫିନକର୍ପ, ଶ୍ରୀଜିତ ଏସ ପିଲାଇ, ନିର୍ଦ୍ଦେଶକ, ଆଇସିଏଲ ଫିନକର୍ପ, ଟି ଜି ବାବୁ, ଏଜିଏମ, ଆଇସିଏଲ ଫିନକର୍ପ, ସାମ ସି ମଲିଏକାଲ, ଏଚଆର ମ୍ୟାନେଜର ଆଇସିଏଲ ଫିନକର୍ପ ପ୍ରମୁଖ ଉପସ୍ଥିତ ଥିଲେ । ଗତ ୩୦ ବର୍ଷ ମଧ୍ୟରେ ଆଇସିଏଲ ଦକ୍ଷିଣ ଭାରତ ଏବଂ ଜିସିସି ଦେଶାମାନଙ୍କରେ ୨୦୦ରୁ ଅଧିକ ଶାଖା ସହିତ ଏକ ପ୍ରତିଷ୍ଠିତ ବିତ୍ତୀୟ ଅନୁଷ୍ଠାନରେ ପରିଣତ ହୋଇଛି । ଆଇସିଏଲ ଫିନକର୍ପ ଏହାର ସେବା ପାଇଁ ଜନସାଧାରଣଙ୍କ ମଧ୍ୟରେ ଖୁବ ଲୋକପ୍ରିୟ ଯାହା ଲୋକଙ୍କ ଆବଶ୍ୟକତା ଉପରେ ଧ୍ୟାନ ଦେଇଥାଏ । ଆଇସିଏଲ କ୍ରମାଗତ ଭାବରେ ସର୍ବନିମ୍ନ ସୁଧ ହାର, ସର୍ବାଧିକ ମୂଲ୍ୟ ଏବ ଦ୍ରୁତ ଋଣ ପ୍ରକ୍ରିୟାକ୍ରରଣ ପ୍ରଦାନ କରିବାର ପ୍ରଥା ବଜାୟ ରଖିଛି ।

ଏହା ସେବା ଗୁଡିକରେ ସ୍ୱର୍ଣ୍ଣ ଋଣ, ହାୟର ପରଚେଜ ଋଣ, ଟଙ୍କା ସ୍ଥାନାନ୍ତର, ବୈଦେଶିକ ମୁଦ୍ରା ବିନିମୟ, ବ୍ୟବସାୟ ଋଣ, ଗୃହ ଋଣ, ଡିବଞ୍ଚେର , ସ୍ୱାସ୍ଥ୍ୟ ବୀମା ଏବଂ ଜୀବନ ବୀମା ଇତ୍ୟାଦି ଅନ୍ତର୍ଭୁକ୍ତ । ଆଇସିଏଲ ମଧ୍ୟ ଆଇସିଏଲ ଟୁର୍ସ ଆଣ୍ଡ ଟ୍ରାଭେଲ ଏବଂ ଆଇସିଏଲ କଲଚରାଲ ଏବଂ ଚାଲିଟେବୁଲ ଟ୍ରଷ୍ଟର ମୂଳ କମ୍ପାନୀ । ଏହାର ସିଏମଡି, ଶ୍ରୀଯୁକ୍ତ କେ.ଜି ଅନିଲକୁମାରଙ୍କ ନେତୃତ୍ୱରେ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ନିର୍ଦ୍ଧାରିତ ମାନଦଣ୍ଡକୁ ପାଳନ କରି ଆଇସିଏଲ ଫିନକର୍ପ କମ ସମୟ ମଧ୍ୟରେ ଏହାର ଗ୍ରାହକଙ୍କ ବିଶ୍ୱାସ ଭାଜନ ହୋଇପାରିଛି । ଓଡିଶାରେ ନୂତନ ଶାଖାଗୁଡିକର ଶୁଭାରମ୍ଭ ହେବା ସହିତ, ଆଇସିଏଲ ସମଗ୍ର ଭାରତରେ ଅଧିକ ସଫଳତା ସୃଷ୍ଟି କରିବା ଏଭଂ ବୃହତ୍ତର ଭାବେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ଦିଗରେ ଆଉ ପାଦେ ଆଗେଇଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପୁରୀଜିଲ୍ଲା ଶିକ୍ଷକ ପଦନ୍ନୋତିରେ ମହାଘୋଟାଲା ଅଧିକାରୀଙ୍କ ପାଟିରୁ ଛାଡୁନି ପ୍ରମୋଶନ ରାବିଡି

ପୁରୀଜିଲ୍ଲା ଶିକ୍ଷକ ପଦନ୍ନୋତିରେ ମହାଘୋଟାଲା ଅଧିକାରୀଙ୍କ ପାଟିରୁ ଛାଡୁନି ପ୍ରମୋଶନ ରାବିଡି

June 14, 2026
ପାଣ୍ଡବ ଜେନା ଫାଉଣ୍ଡେସନର ଉନବିଂଶ ତମ ମେଧାବୀ ସମ୍ମାନ: ଦ୍ୱିତୀୟ ପର୍ଯ୍ୟାୟରେ ୫୧୨ଜଣ ପିଲାଙ୍କୁ ସମ୍ମାନୀତ ଓ ଆର୍ଥିକ ସହାୟତା ପ୍ରଦାନ

ପାଣ୍ଡବ ଜେନା ଫାଉଣ୍ଡେସନର ଉନବିଂଶ ତମ ମେଧାବୀ ସମ୍ମାନ: ଦ୍ୱିତୀୟ ପର୍ଯ୍ୟାୟରେ ୫୧୨ଜଣ ପିଲାଙ୍କୁ ସମ୍ମାନୀତ ଓ ଆର୍ଥିକ ସହାୟତା ପ୍ରଦାନ

June 14, 2026
ବିରିଡିରେ ରଜ ଉଚ୍ଛବ ପାଳିତ

ବିରିଡିରେ ରଜ ଉଚ୍ଛବ ପାଳିତ

June 13, 2026
Lovely Professional University Successfully Conducts 2nd Edition of “Experience LPU – A Day of Lifetime Inspiration” in Bhubaneswar, Odisha

Lovely Professional University Successfully Conducts 2nd Edition of “Experience LPU – A Day of Lifetime Inspiration” in Bhubaneswar, Odisha

June 13, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପୁରୀଜିଲ୍ଲା ଶିକ୍ଷକ ପଦନ୍ନୋତିରେ ମହାଘୋଟାଲା ଅଧିକାରୀଙ୍କ ପାଟିରୁ ଛାଡୁନି ପ୍ରମୋଶନ ରାବିଡି

ପୁରୀଜିଲ୍ଲା ଶିକ୍ଷକ ପଦନ୍ନୋତିରେ ମହାଘୋଟାଲା ଅଧିକାରୀଙ୍କ ପାଟିରୁ ଛାଡୁନି ପ୍ରମୋଶନ ରାବିଡି

June 14, 2026
ପାଣ୍ଡବ ଜେନା ଫାଉଣ୍ଡେସନର ଉନବିଂଶ ତମ ମେଧାବୀ ସମ୍ମାନ: ଦ୍ୱିତୀୟ ପର୍ଯ୍ୟାୟରେ ୫୧୨ଜଣ ପିଲାଙ୍କୁ ସମ୍ମାନୀତ ଓ ଆର୍ଥିକ ସହାୟତା ପ୍ରଦାନ

ପାଣ୍ଡବ ଜେନା ଫାଉଣ୍ଡେସନର ଉନବିଂଶ ତମ ମେଧାବୀ ସମ୍ମାନ: ଦ୍ୱିତୀୟ ପର୍ଯ୍ୟାୟରେ ୫୧୨ଜଣ ପିଲାଙ୍କୁ ସମ୍ମାନୀତ ଓ ଆର୍ଥିକ ସହାୟତା ପ୍ରଦାନ

June 14, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version