• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

କରୋନା ସଂକ୍ରମଣକୁ ଦୃଷ୍ଟିରେରଖି ବିଆର୍ ଲାଇଫ୍‌ କଳିଙ୍ଗ ହସ୍ପିଟାଲ ପକ୍ଷରୁ ଟେଲିମେଡିସିନ୍ ସେବାର ଶୁଭାରମ୍ଭ

Proprietor Abhimanyu Maharana by Proprietor Abhimanyu Maharana
April 16, 2020
in Uncategorized, ଓଡ଼ିଶା, ବାଣିଜ୍ୟ, ହୋମ୍
0
କରୋନା ସଂକ୍ରମଣକୁ ଦୃଷ୍ଟିରେରଖି ବିଆର୍ ଲାଇଫ୍‌ କଳିଙ୍ଗ ହସ୍ପିଟାଲ ପକ୍ଷରୁ ଟେଲିମେଡିସିନ୍ ସେବାର ଶୁଭାରମ୍ଭ
Share on FacebookShare on TwitterWhatsapp

ଭୁବନେଶ୍ୱର, ରିପୋର୍ଟ (ଓଡିଶା ତାଜା ନ୍ୟୁଜ୍‌) କଳିଙ୍ଗ ହସ୍ପିଟାଲ , ଗୁରୁବାର, ଏପ୍ରିଲ 16.4.2020 :- ବର୍ତମାନ କରୋନା ମହାମାରୀ ସଂକ୍ରମଣକୁ ରୋକିବା ପାଇଁ ସମସ୍ତେ ସାମାଜିକ ଦୂରତାକୁ ପ୍ରାଧାନ୍ୟ ଦେଉଥିବାବେଳେ ବିଆର ଲାଇଫ୍ କଳିଙ୍ଗ ହସ୍ପିଟାଲ୍ ପକ୍ଷରୁ ଟେଲିମେଡ଼ିସିନ୍ ସେବାର ଶୁଭାରମ୍ଭ କରାଯାଇଛି । ବର୍ତମାନ ପରିସ୍ଥିତିରେ ରୋଗୀମାନଙ୍କୁ ସହଜରେ ଡାକ୍ତରଙ୍କ ନିକଟରେ ପହଂଚାଇବା ପାଇଁ ଭୁବନେଶ୍ୱରସ୍ଥିତ ବିଆର୍ ଲାଇଫ୍ କଳିଙ୍ଗ ହସ୍ପିଟାଲର ଡାକ୍ତରମାନେ ଫୋନ୍ ଯୋଗେ ଚିକିତ୍ସା ସମ୍ବନ୍ଧୀୟ ପରାମର୍ଶ ଦେବା ପାଇଁ ନୂତନ ସେବାର ଆରମ୍ଭ କରଛନ୍ତି । ଏହି ହସ୍ପିଟାଲରେ ଏବେ ଟେଲିମେଡିସିନ୍ ସେବାର ଆରମ୍ଭ କରାଯାଇଛି, ଯାହାଫଳରେ ନିଜର ଅସୁସ୍ଥତା ସମ୍ପର୍କରେ ଜାଣିବାକୁ ଚାହୁଁଥିବା କିମ୍ବା ନିଜ ରୋଗର ଚିକିତ୍ସା ପାଇଁ ସହଯୋଗ ଆବଶ୍ୟକ କରୁଥିବା ରୋଗୀମାନେ ହସ୍ପିଟାଲକୁ କଲ୍ କରିପାରିବେ । ହସ୍ପିଟାଲ ପକ୍ଷରୁ ଆଜି ଏହି ସେବା ସମ୍ପର୍କରେ ଘୋଷଣା କରାଯାଇଛି । ହସ୍ପିଟାଲ କର୍ତୁପକ୍ଷଙ୍କ ସୂଚନା ଅନୁସାରେ, ଲକ୍‌ଡାଉନ୍ ସମୟରେ ଡାକ୍ତରୀ ପରାମର୍ଶ ଆବଶ୍ୟକ କରୁଥିବା ଯେକୌଣସି ବ୍ୟକ୍ତି ହସ୍ପିଟାଲର ଯୋଗ୍ୟ ଡାକ୍ତରଙ୍କ ସହ ଫୋନ୍ ମାଧ୍ୟମରେ ଯୋଗାଯୋଗ କରିପାରିବେ । ନାଗରିକମାନେ ଏବେ ହସ୍ପିଟାଲର ଟୋଲ୍ ଫ୍ରି ନମ୍ବରରେ କଲ୍ କରି ବିଶେଷଜ୍ଞଙ୍କ ପରାମର୍ଶ ପାଇପାରିବେ । ବିଆର୍ ଲାଇଫ୍ କଳିଙ୍ଗ ହସ୍ପିଟାଲର ମେଡିକାଲ ସୁପରିନ୍‌ଟେଣ୍ଡେଂଟ୍ ଡା. ମଞ୍ଜିନ୍ଦର ଭଟ୍ଟି କହିଛନ୍ତିଯେ, “ଲକ୍‌ଡାଉନ୍ ସମୟରେ ଏବେ ଅନେକ ରୋଗୀ ନିଜ ଡାକ୍ତରଙ୍କ ନିକଟରେ ପହଂଚିବାରେ ଅସୁବିଧାର ସମ୍ମୁଖୀନ ହେଉଛନନ୍ତି । ବର୍ତମାନ ସମୟରେ ଅସୁସ୍ଥ ଥିବା ରୋଗୀମାନେ ଏହି ସମସ୍ୟା ଭୋଗୁଥିବା ବେଳେ ନିୟମିତ ଚେକ୍‌ଅପ୍ ବା ଫଲୋଅପ୍‌ର ଆବଶ୍ୟକ କରୁଥିବା ହୃଦ୍‌ରୋଗ, ମୂତ୍ରାଶୟ ସମସ୍ୟା, ଉଚ୍ଚରକ୍ତଚାପ ଓ ମଧୁମେହ ରୋଗୀଙ୍କ ଭଳି ରୋଗୀମାନେ ମଧ୍ୟ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶ ରୋଗୀଙ୍କର ନିୟମିତ ଡାକ୍ତରୀ ଚିକିତ୍ସାର ଆବଶ୍ୟକତା ରହିଛି ଏବଂ ସୁସ୍ଥ ରହିବା ପାଇଁ ସେମାନେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ । ରାଜ୍ୟର ରୋଗୀମାନଙ୍କୁ ବାଧାହୀନ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ସୁନିଶ୍ଚିତ କରିବା ଲକ୍ଷ୍ୟରେ ବିଆର୍ ଲାଇଫ୍ କଳିଙ୍ଗ ହସ୍ପିଟାଲରେ ଆମେ ଟେଲିମେଡିସିନ୍ ସେବାର ଆରମ୍ଭ କରିଛୁ ।” ରାଜ୍ୟବ୍ୟାପୀ ନାଗରିକମାନେ ହସ୍ପିଟାଲର ଟୋଲ୍ ଫ୍ରି ନମ୍ବର ୧୮୦୦୫୭୨୪୦୦୦ରେ କଲ୍‌ କରିପାରିବେ । ଏଥିସହିତ ରୋଗୀମାନଙ୍କୁ ଟୋଲ୍ ଫ୍ରି ନମ୍ବର ଓ ଏକ ଅତିରିକ୍ତ ନମ୍ବର ୭୨୦୫୩୧୭୬୦୭ ମାଧ୍ୟମରେ ଡାକ୍ତରମାନଙ୍କ ସହ ଭିଡିଓ କନ୍‌ସଲ୍‌ଟେସନ୍‌ର ସୁବିଧା ମଧ୍ୟ ପ୍ରଦାନ କରାଯାଉଛି । ରୋଗୀ ଏହି ନମ୍ବରରେ କଲ୍ କରିବା ମାତ୍ରେ ହସ୍ପିଟାଲର କର୍ମଚାରୀ ଡାକ୍ତରଙ୍କ ସହ ତାଙ୍କର ଏକ ଆପଏଂଟ୍‌ମେଂଟ୍ ଧାର୍ଯ୍ୟ କରିଥାନ୍ତି ଓ ସେମାନଙ୍କ ଆବଶ୍ୟକତା ମୁତାବକ ତାଙ୍କୁ ଡାକ୍ତରଙ୍କ ସହ ଯୋଗାଯୋଗ କରାଇଥାନ୍ତି । ଅନେକ ରୋଗୀ ସାଧାରଣରୁ ଜଟିଳ ପର୍ଯ୍ୟନ୍ତ ସମସ୍ତ ପ୍ରକାରର ଅସୁସ୍ଥତା ପାଇଁ ପରାମର୍ଶ ନେବା ଲାଗି ଡାକ୍ତରଙ୍କ ନିକଟରେ ପହଂଚିପାରୁନଥିବା ସମୟରେ ହସ୍ପପିଟାଲ ପକ୍ଷରୁ ଏଭଳି ଏକ ସେବାର ଆରମ୍ଭ କରାଯାଇଛି । ହସ୍ପିଟାଲ କର୍ତୁପକ୍ଷଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ବ୍ୟବସ୍ଥା ମୁତାବକ ରୋଗୀମାନେ ଏବେ ସୋମବାରରୁ ଶନିବାର ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ମଧ୍ୟରେ ଏହି ସେବାର ଉପଯୋଗ କରିପାରିବେ । ଡାକ୍ତରୀ ପରାମର୍ଶ ପାଇଁ ଉପଲବ୍ଧ ଥିବା ବିଭାଗଗୁଡିକ ମଧ୍ୟରେ କାର୍ଡିଓଲୋଜି, ଇଂଟର୍‌ନାଲ ମେଡିସିନ୍‌, ଜେନେରାଲ ସର୍ଜରୀ, ଅର୍ଥୋପେଡିକ୍ସ, ନ୍ୟୁରୋଲୋଜି, ନେଫ୍ରୋଲୋଜି, ଅବ୍‌ଷ୍ଟେଟ୍ରିକ୍ସ, ଗାଇନେକୋଲୋଜି, ୟୁରୋଲୋଜି, ପଲ୍‌ମୋନୋଲୋଜି, ଗ୍ୟାଷ୍ଟ୍ରୋଏନ୍‌ଟେରୋଲୋଜି ଆଦି ସାମିଲ ରହିଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଆନ୍ତର୍ଜାତୀୟ ମହିଳା ଦିବସର ପ୍ରଥମ ଦିନରେ “ଶକ୍ତି ସ୍ୱରୂପିଣୀ” କାର୍ଯ୍ୟକ୍ରମ

ଆନ୍ତର୍ଜାତୀୟ ମହିଳା ଦିବସର ପ୍ରଥମ ଦିନରେ “ଶକ୍ତି ସ୍ୱରୂପିଣୀ” କାର୍ଯ୍ୟକ୍ରମ

March 8, 2026
ହାଇୱା ଗାଡି ଧକ୍କାରେ ତିନି ଯୁବକ ମୃତ୍ୟୁ

ହାଇୱା ଗାଡି ଧକ୍କାରେ ତିନି ଯୁବକ ମୃତ୍ୟୁ

March 8, 2026
ସ୍ୱାଧୀନତା ସଂଗ୍ରାମୀ ବୈକୁଣ୍ଠ ନାଥ ଦାସଙ୍କ ବିୟୋଗରେ ଶୋକ

ସ୍ୱାଧୀନତା ସଂଗ୍ରାମୀ ବୈକୁଣ୍ଠ ନାଥ ଦାସଙ୍କ ବିୟୋଗରେ ଶୋକ

March 8, 2026
ଡ଼ଃ ବାବା ସାହେବ ଆମ୍ବେଦକରଙ୍କୁ ଅସମ୍ମାନ, ବ୍ୟାନରକୁ ଚିରିଦେଲେ ଦୁର୍ବୃତ୍ତ, ତୁରନ୍ତ ଗିରଫ ପାଇଁ ଦାବୀ

ଡ଼ଃ ବାବା ସାହେବ ଆମ୍ବେଦକରଙ୍କୁ ଅସମ୍ମାନ, ବ୍ୟାନରକୁ ଚିରିଦେଲେ ଦୁର୍ବୃତ୍ତ, ତୁରନ୍ତ ଗିରଫ ପାଇଁ ଦାବୀ

March 8, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଆନ୍ତର୍ଜାତୀୟ ମହିଳା ଦିବସର ପ୍ରଥମ ଦିନରେ “ଶକ୍ତି ସ୍ୱରୂପିଣୀ” କାର୍ଯ୍ୟକ୍ରମ

ଆନ୍ତର୍ଜାତୀୟ ମହିଳା ଦିବସର ପ୍ରଥମ ଦିନରେ “ଶକ୍ତି ସ୍ୱରୂପିଣୀ” କାର୍ଯ୍ୟକ୍ରମ

March 8, 2026
ହାଇୱା ଗାଡି ଧକ୍କାରେ ତିନି ଯୁବକ ମୃତ୍ୟୁ

ହାଇୱା ଗାଡି ଧକ୍କାରେ ତିନି ଯୁବକ ମୃତ୍ୟୁ

March 8, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version