No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୨୯ ଜୁଲାଇ ଗୁରୁବାର) ବାଙ୍କୀ :- ବାଙ୍କୀ ଅବକାରୀ ଅଧିକାରୀ ତେଲେସ୍ଫର ଲାକ୍ରାଙ୍କ ନେତୃତ୍ୱରେ ଅବକାରୀ ଦଳ ବାଙ୍କୀର ବରପୁଟ ଓ ପଶାଣିଆ ଅଞ୍ଚଳର ୩ଟି ସ୍ଥାନରେ ଚଢ଼ାଉ କରି ପଶାଣିଆ ଜଙ୍ଗଲ ଅଂଚଳରେ ମଦ ରନ୍ଧା ହେଉଥିବା ଖବର ପାଇଥିଲେ । ସେଠାରେ ୨୧ଲିଟର ଗୁଡପୋଚ ଜବତ କରି ନଷ୍ଟ କରିଦିଆଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ବାଙ୍କୀ ଅବକାରୀ ବିଭାଗର ସହକାରୀ ଅଧିକାରୀ ଦୀପକ କୁମାର ସାମଲ, କନେଷ୍ଟବଳ ସଂଜୟ କୁମାର ରାଉତ, ପୂର୍ଣ୍ଣଚନ୍ଦ୍ର ମାଝୀ, ବିଶ୍ୱନାଥ ସୁରେନ୍ , ଗୀତାଞ୍ଜଳି ବେହେରା ,ଶଙ୍କର ସିଂ ସହଯୋଗ କରିଥିଲେ ।
No Result
View All Result