ଓଡ଼ିଶା ତାଜାନ୍ୟୁଜ (୨୦ ଜୁଲାଇ ମଙ୍ଗଳବାର ) ବରଗଡ଼ :- ଅତାବିରା ଥାନା ଅଞ୍ଚଳ ରେ ବ୍ରାଉନ ସୁଗାର କାରବାର କରୁଥିବା ପୋଲିସ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲେ । ଏଥିରେ ପୋଲିସ ବରଗଡ଼ ଅଞ୍ଚଳର ପ୍ରବଜିତ ସିଂ ଏବଂ ଦଶରଥ ବାରିକ ନାମକ ଦୁଇ ଜଣ କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।


© 2023 Odisha Taza News.