• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଗୋଦରେଜ୍ ଆପ୍ଲାଏନ୍‌ସେସ୍ ପକ୍ଷରୁ ଡିସ୍‌ୱାସର୍‌ ଉନ୍ମୋଚିତ

Proprietor Abhimanyu Maharana by Proprietor Abhimanyu Maharana
July 20, 2021
in ଓଡ଼ିଶା, ଦେଶ, ବାଣିଜ୍ୟ, ହୋମ୍
0
ଗୋଦରେଜ୍ ଆପ୍ଲାଏନ୍‌ସେସ୍ ପକ୍ଷରୁ ଡିସ୍‌ୱାସର୍‌ ଉନ୍ମୋଚିତ
Share on FacebookShare on TwitterWhatsapp

ଓଡ଼ିଶା ତାଜାନ୍ୟୁଜ (୧୯ ଜୁଲାଇ ସୋମବାର ) ଭୁବନେଶ୍ୱର :- ଗୋଦରେଜ୍ ଗ୍ରୁପ୍‌ର ପ୍ରମୁଖ କଂପାନି ଗୋଦରେଜ୍ ଆଣ୍ଡ୍ ବଏସ୍‌ର ସଂସ୍ଥା ଗୋଦରେଜ୍ ଆପ୍ଲାଏନ୍‌ସେସ୍ ଭାରତୀୟ ଡିସ୍‌ୱାସର (ବାସନ ମାଜିବା ଯନ୍ତ୍ର) ବର୍ଗରେ ପ୍ରବେଶ କରି ନୂଆ ଗୋଦରେଜ୍ ଇଅନ୍ ଡିସ୍‌ୱାସର୍ ବର୍ଗମାଳାକୁ ଉନ୍ମୋଚନ କରାଯାଇଛି । ଏ ସମ୍ପର୍କରେ ଶ୍ରୀଯୁକ୍ତ କମଳ ନନ୍ଦୀ, ବିଜନେସ୍ ମୁଖ୍ୟ ଓ କାର୍ଯ୍ୟନିର୍ବାହୀ ଉପ ସଭାପତି, ଗୋଦରେଜ୍ ଆପ୍ଲାଏନ୍‌ସେସ୍ କହିଛନ୍ତି ଯେ, “ମହାମାରୀ, ଗ୍ରାହକମାନଙ୍କ ଚାପ ସ୍ତରରେ ଉଲ୍ଲେଖନୀୟ ବୃଦ୍ଧି ଆଣିଛି । ଏହା ଦ୍ୱାରା ସହରାଚଂଳର ଗ୍ରାହକମାନେ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି । ସେମାନେ ଅଫିସ କାମ ସହିତ ଘର କାମରେ ଛନ୍ଦି ହୋଇପଡ଼ିଛନ୍ତି କାରଣ ସ୍ୱାସ୍ଥ୍ୟ ବିପଦ କମ୍ କରିବା ଲାଗି ସେମାନେ ଘରୋଇ ସହାୟକ ଉପରେ ନିର୍ଭରଶୀଳତା କମ୍ କରିଛନ୍ତି । ଏହା ଡିସ୍‌ୱାସର୍ ଭଳି ଆପ୍ଲାଏନ୍‌ସର ଚାହିଦାରେ ବୃଦ୍ଧି ଆଣିଛି । ମହାମାରୀ ଆରମ୍ଭ ହେବା ପରଠାରୁ ଆମେ ସ୍ୱାସ୍ଥ୍ୟ, ପରିମଳ ଓ ଉଦ୍ୟମକୁ କମ୍ କରିବା ଆଦି ବିଷୟରେ ପ୍ରଯୁକ୍ତି ଉପରେ କାର୍ଯ୍ୟ କରୁଛୁ ଏବଂ ଆମର ଡିସ୍‌ୱାସର୍ ସଠିକ୍‌ ଭାବେ ଖାପଖାଉଛି । ହୃଦୟରେ ପରିମଳ, ସହଜତା ଓ ଦକ୍ଷତାକୁ ରଖି ଗୋଦରେଜ୍ ଡିସ୍‌ୱାସର୍‌ର ଯୁଦ୍ଧକାଳୀନ ବାସନ ସଫା କରିବା ଯାହାକୁ ଘରର ସବୁଠୁ ଅଧିକ ସମୟ ଓ ଉଦ୍ୟମ ଦରକାର କରୁଥିବା କାମ ଭାବେ ବିଚାର କରାଯାଏ ଏବଂ ଆମର ଏହି ଡିସ୍‌ୱାସର୍ ବାସନ ମାଜିବାକୁ ବାସ୍ତବରେ ସହଜ କରିଛି । ଆମର ବିଶ୍ୱାସ ରହିଛି ଯେ ମହାମାରୀ ପରେ ମଧ୍ୟ ଏହି ବର୍ଗରେ ଅଭିବୃଦ୍ଧି ଜାରି ରହିବ କାରଣ ନିଜ ଜୀବନରେ ଏହି ଉତ୍ପାଦର ମୂଲ୍ୟକୁ ଅଧିକାଂଶ ଗ୍ରାହକ ଜାଣିପାରିଛନ୍ତି ।’’ ଗୋଦରେଜ୍ ଇଅନ୍ ଡିସ୍‌ୱାସର୍‌ରେ ଏକକାଳୀନ ୯୧ ବାସନ ମାଜି ହେବ । ଏଥିରେ ପ୍ରେସର କୁକର, କଡ଼େଇ, ତାୱା ଏବଂ ପ୍ରାୟ ସବୁ ପ୍ରକାର ଭାରତୀୟ ବାସନ ମାଜି ହେବ । ମୂଲ୍ୟବାନ ଡିନର ସେଟ୍ ଓ ସୌକିନ କପ୍ ଓ ଗ୍ଲାସ୍‌କୁ ମଧ୍ୟ ଏଥିରେ ସହଜରେ ମାଜି ହେବ ।

ଟେଫ୍‌ଲନ୍ ନନ୍‌-ଷ୍ଟିକ୍‌, ସେରାମିକ୍‌, ମେଲାମାଇନ୍‌, ସିଲିକନ୍ ଓ ପ୍ଲାଷ୍ଟିକ୍ ଓୟାର ଉପକରଣଗୁଡ଼ିକ ପାଇଁ ମଧ୍ୟ ଏହି ଡିସ୍‌ୱାସରକୁ ବ୍ୟବହାର କରାଯାଇପାରିବ । ଏହା କମ୍ ପାଣି ଓ ବିଦ୍ୟୁତ ଖର୍ଚ କରିବ । ଗୋଦରେଜ୍‌ ଡିସ୍‌ୱାସର୍‌ର ଇକୋ ମୋଡ୍ ବିଦ୍ୟୁତ ଶକ୍ତି ସଂଚୟ କରିବ ଏବଂ ପ୍ରତି ଥର ବାସନ ମାଜିବା ଲାଗି ୯ ଲିଟର ପାଣି ବ୍ୟବହାର ହେବ । ଗ୍ରିଜ୍ ଓ ମସଲା ଆଦିକୁ ଛଡ଼ାଇବାରେ ଏହା ପ୍ରଭାବଶାଳୀ ସାବ୍ୟସ୍ତ ହେବ । ଏଥିରେ ଷ୍ଟିମ୍ ୱାସ୍‌, ୟୁଭି ଟେକ୍‌ନୋଲୋଜି, ସ୍ମାର୍ଟ ୱାସ୍‌ ଟେକ୍ନୋଲୋଜି, ଡାଇରେକ୍ଟ ୱାସ୍ ଫଙ୍କସନ୍‌, ଟର୍ବୋ ଡ୍ରାଇଂ ଟେକ୍ନୋଲୋଜି, ଅଟୋ ଡୋର ଓପୋନ୍‌, ଇନଭର୍ଟର ପ୍ରଯୁକ୍ତି ଭଳି ସୁବିଧା ରହିଛି । ରାଜିନ୍ଦର କୌଲ, ପ୍ରଡକ୍ଟ ଗ୍ରୁପ୍ ହେଡ୍‌-ଡିସ୍‌ୱାସରସ୍‌, ଗୋଦରେଜ୍‌ ଆପ୍ଲାଏନ୍‌ସେସ୍ କହିଛନ୍ତି ଯେ, “ଭାରତରେ ଡିସ୍‌ୱାସର ବର୍ଗ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି କିନ୍ତୁ କୋଭିଡ୍‌-୧୯ ପାଇଁ ସୁବିଧା, ସ୍ୱଚ୍ଛତା ଓ ପରିମଳକୁ ନେଇ ବ୍ୟକ୍ତିଗତ ଆବଶ୍ୟକତା ବୃଦ୍ଧି ପାଇଥିବାରୁ ଏହି ବର୍ଗରେ ସଚେତନତା ଓ ଚାହିଦା ବୃଦ୍ଧି ପାଇଛି । ୨୦୨୦ ଅକ୍ଟୋବରରେ କିିଛି ନିର୍ଦିଷ୍ଟ ପ୍ରକାରର ସହରର ପାଇଁ ଆମେ ଇ-କମର୍ସ ସାଇଟ୍‌ରେ ସ୍ୱତନ୍ତ୍ର ଭାବେ ଗୋଦରେଜ୍ ଇଅନ୍ ଡିସ୍‌ୱାସର୍‌କୁ ଉନ୍ମୋଚନ କରିଥିଲୁ । ଏବେ ସମସ୍ତ ବର୍ଗ ଅଫଲାଇନ୍ ଷ୍ଟୋର୍‌ଗୁଡ଼ିକରେ ମଧ୍ୟ ଉପଲବ୍ଧ ହୋଇଛି । ମୂଲ୍ୟକୁ ନେଇ ଆମର ଯେଉଁ ଉପସ୍ଥିତି ରହିଛି ତାହାକୁ ନେଇ ଆମର ବିଶ୍ୱାସ ରହିଛି ଯେ ଆମେ ଚଳିତ ଆର୍ଥିକ ବର୍ଷରେ ୧୫% ବଜାର ଅଂଶ ହାସଲ କରିପାରିବୁ ।’’ ଗୋଦରେଜ୍ ଇଅନ୍ ଡିସ୍‌ୱାସର୍ ଉପରେ କଂପାନି ୨ ବର୍ଷର ବ୍ୟାପକ ୱାରେଂଟି ପ୍ରଦାନ କରୁଛି । ତିନିଟି ଭାରିଆଂଟ୍‌ରେ ଏଥିରେ ୧୩ ପ୍ଲେସ୍ ଓ ୧୨ ପ୍ଲେସ୍ ସେଟିଂ ରହିଛି । ଗୋଦରେଜ୍ ଇଅନ୍ ଡିସ୍‌ୱାସର୍‌ର ପ୍ରାରମ୍ଭିକ ମୂଲ୍ୟ ୩୭,୯୦୦ ଟଙ୍କା ସହ ଟିକସ ରହିଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ ବିଜ୍ଞାନ ଓ ନବସୃଜନ ସହଯୋଗୀତା ମଜଭୁତ କରିବାକୁ ରଣକୋଶଳାତ୍ମକ ଏମ୍‌ଓୟୁରେ ସ୍ୱାକ୍ଷର କଲେ

ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ ବିଜ୍ଞାନ ଓ ନବସୃଜନ ସହଯୋଗୀତା ମଜଭୁତ କରିବାକୁ ରଣକୋଶଳାତ୍ମକ ଏମ୍‌ଓୟୁରେ ସ୍ୱାକ୍ଷର କଲେ

March 13, 2026
Over 1 Lakh Citizens Witness the Historic “Nyaya Sanhita” Exhibition as Bhubaneswar Becomes the Epicentre of India’s New Justice Era

Over 1 Lakh Citizens Witness the Historic “Nyaya Sanhita” Exhibition as Bhubaneswar Becomes the Epicentre of India’s New Justice Era

March 12, 2026
ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦେଲେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା 

ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦେଲେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା 

March 12, 2026
ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ : ବାଚସ୍ପତିଙ୍କ ଶୋକ

ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ : ବାଚସ୍ପତିଙ୍କ ଶୋକ

March 11, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ ବିଜ୍ଞାନ ଓ ନବସୃଜନ ସହଯୋଗୀତା ମଜଭୁତ କରିବାକୁ ରଣକୋଶଳାତ୍ମକ ଏମ୍‌ଓୟୁରେ ସ୍ୱାକ୍ଷର କଲେ

ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ ବିଜ୍ଞାନ ଓ ନବସୃଜନ ସହଯୋଗୀତା ମଜଭୁତ କରିବାକୁ ରଣକୋଶଳାତ୍ମକ ଏମ୍‌ଓୟୁରେ ସ୍ୱାକ୍ଷର କଲେ

March 13, 2026
Over 1 Lakh Citizens Witness the Historic “Nyaya Sanhita” Exhibition as Bhubaneswar Becomes the Epicentre of India’s New Justice Era

Over 1 Lakh Citizens Witness the Historic “Nyaya Sanhita” Exhibition as Bhubaneswar Becomes the Epicentre of India’s New Justice Era

March 12, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version