• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଓ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଆକାଶଛୁଆଁ ମୂଲ୍ୟବୃଦ୍ଧିର ପ୍ରତ୍ୟାହାର ଦାବି

Proprietor Abhimanyu Maharana by Proprietor Abhimanyu Maharana
July 16, 2021
in ଓଡ଼ିଶା, ଖୋର୍ଦ୍ଧା, ହୋମ୍
0
ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଓ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଆକାଶଛୁଆଁ ମୂଲ୍ୟବୃଦ୍ଧିର ପ୍ରତ୍ୟାହାର ଦାବି
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୧୫ ଜୁଲାଇ ଗୁରୁବାର ) ଖୋର୍ଦ୍ଧା ଜିଲ୍ଲା :- ବିପ୍ଳବୀ କମ୍ୟୁନିଷ୍ଟ ଦଳର “ଓଡିଶା ବନ୍ଦ” ଡାକରା ରେ ଆଜି ସିପିଆଇ ଏମ ଏଲ ରେଡ଼ ଷ୍ଟାର ଖୋର୍ଦ୍ଧା ଜିଲ୍ଲା କମିଟି ପକ୍ଷରୁ party ରାଜ୍ୟ କାର୍ଯ୍ୟାଳୟ ଠାରୁ ଏକ ଶୋଭାଯାତ୍ରା ବାହାରି କ୍ରା ଉନ ହୋଟେଲ ନିକଟ NH ରାସ୍ତା କୁ ଦୀର୍ଘ 2 ଘଣ୍ଟା ଧରି ସମସ୍ତ ଗାଡି ବନ୍ଦ କରାଯାଇ ଥିଲା । କେନ୍ଦ୍ରର ମୋଦି ନେତୄତ୍ଵାଧିନ ଆର୍ ଏସ୍ ଏସ୍ ଓ ବିଜେପି ସରକାର ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସର ଲଗାତାର ମୂଲ୍ୟ ବୃଦ୍ଧି କରି ଦେଶବାସୀଙ୍କ ଉପରେ ଦରବୃଦ୍ଧିର ବୋଝକୁ ଲଦି ଚାଲିଛନ୍ତି ।

ବିଶେଷ କରି କୃଷି, ଯାତ୍ରୀ ଓ ମାଲ୍ ପରିବହନରେ ପ୍ରମୁଖ ଇନ୍ଧନ ରୂପେ ପରିଚିତ ଡିଜେଲର ଦରବୃଦ୍ଧି କୂଷିର ଉତ୍ପାଦନ ଖର୍ଚ୍ଚକୁ ବଢାଇବା ସହିତ ବଜାରର ପ୍ରାୟ ସମସ୍ତ ଜିନିଷକୁ ମହଙ୍ଗା କରିଦେଇଛି । ଫଳସ୍ୱରୂପ ଡାଲି, ଖାଇବା ତେଲ ଭଳି ପ୍ରତିଟି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ମଧ୍ୟ ଇତି ମଧ୍ୟରେ ଅହେତୁକ ଭାବେ ବୃଦ୍ଧି ଘଟିଛି। କରୋନା ମହାମାରୀ ଓ ଲକଡାଉନ୍ ଫଳରେ ସାଧାରଣ ଜନତା ନିଜର ରୋଜଗାର ଓ ବ୍ୟବସାୟ ହରାଇ ଅତ୍ୟନ୍ତ ଦୁର୍ଦ୍ଦଶାର ଶୀକାର ହୋଇଥିବା ବେଳେ ଦରବୃଦ୍ଧିର ଏହି ବୋଝ ସାଧାରଣ ମଣିଷର ଜୀବନକୁ ଦୁର୍ବିସହ କରିଦେଇଛି ।

ଦେଶରେ ପେଟ୍ରୋଲ ଓ ଡିଜେଲର ଦରବୃଦ୍ଧି ନେଇ କେନ୍ଦ୍ରର ମୋଦି ସରକାର ଲଗାତାର ମିଛ କହି ନିଜର ଜନବିରୋଧି କାମକୁ ଲୁଚାଇବାକୁ ଚେଷ୍ଟା କରି ଆସିଛନ୍ତି । ନିଷ୍ପତ୍ତି ତ କେତେବେଳେ ରାଜକୋଷର ନିଅଣ୍ଟ ଭରଣା କଥା କହି ଦର ବଢେଇବାକୁ ଯଥାର୍ଥ ବୋଲି କହିଛନ୍ତି । ଅନ୍ୟପକ୍ଷରେ ଦେଶରେ ଧନୀ ଲୋକଙ୍କ କାମରେ ଲାଗଥିବା ଉଡାଜାହାଜର ଇନ୍ଧନ ଦର ଲିଟର ପିଛା ବର୍ତ୍ତମାନ ଟ. ୬୧.୩୦ ରହିଛି । ଠିକ୍ ସେହିପରି ରାଜକୋଷର ନିଅଣ୍ଟକୁ ଭରଣା କରିବା ପାଇଁ ସରକାର ଆମେରିକା ଓ ଇଂଲଣ୍ଡ ପରି ଆମ ଦେଶର କର୍ପୋରେଟମାନଙ୍କ ଉପରେ ଟିକସକୁ ବଢେଇ ପାରିଥାନ୍ତେ । କିନ୍ତୁ ସେପରି ନକରି ସରକାର ଆମ ଦେଶର ସାଧାରଣ ଜନତାଙ୍କ ଉପରେ ଟିକସର ବୋଝକୁ ବଢାଇ ନିଜର ଆୟବୃଦ୍ଧି କରିବାକୁ ଚାହିଁଛନ୍ତି ।

ସେହିପରି ମାଗଣା କରୋନା ଟିକା ଦେବାର ଆଳ ଦେଖାଇ ସରକାର ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧିର ଯେଉଁ ଯୁକ୍ତି ଦର୍ଶାଇଛନ୍ତି, ତାହା ବି ମିଛ ଅଟେ । ପ୍ରଥମ କଥା ହେଲା, ମାଗଣାରେ ଟିକାକରଣ କେବଳ ଭାରତରେ ହେଉନି, ବରଂ ବିଶ୍ଵର ସବୁ ଦେଶର ସରକାର ନିଜର ନାଗରିକମାନଙ୍କୁ ମାଗଣାରେ କରୋନା ଟିକା ଦେଉଛନ୍ତି । ସରକାର ଦେଶରେ ମାଗଣାରେ କରୋନା ଟିକାକରଣ ପାଇଁ ମାତ୍ର ୩୫,୦୦୦ କୋଟି ଟଙ୍କାର ବ୍ୟୟବରାଦ କରିଥିବା ବେଳେ କେବଳ ଗତ ଆର୍ଥିକ ବର୍ଷରେ ହିଁ ପେଟ୍ରୋଲ ଓ ଡିଜେଲ ଉପରେ ଟିକସ ବାବଦରେ ପ୍ରାୟ ତିନି ଲକ୍ଷ କୋଟି ଟଙ୍କା ସଂଗ୍ରହ କରିଛନ୍ତି । ମୋଦି ନେତୃତ୍ଵାଧିନ ବିଜେପି ଓ ଆର୍ ଏସ୍ ଏସର ସରକାର ନିଜର ସାତ ବର୍ଷର ଶାସନକାଳରେ ଏ ବାବଦରେ ପ୍ରାୟ ୧୭ ଲକ୍ଷ କୋଟି ଟଙ୍କା ସାଧାରଣ ଜନତାଙ୍କ ଠାରୁ ନେଇଛନ୍ତି ।

ସେହିପରି ରନ୍ଧନ ଗ୍ୟାସ ଉପରେ ସରକାର କୌଣସି ଟିକସ ନେଉ ନଥିଲେ ମଧ୍ୟ ତା ଉପରେ ପୂର୍ବରୁ ଦିଆଯାଉଥିବା ସବସିଡିକୁ ଖତମ୍ କରିବା ଫଳରେ ତାର ଦର ଗତ କିଛି ବର୍ଷ ମଧ୍ୟରେ ଦୁଇ ଗୁଣ ହୋଇ ଯାଇଛି । ପେଟ୍ରୋଲ, ଡିଜେଲର ଦରବୃଦ୍ଧି ସପକ୍ଷରେ ସରକାର ଯେତେଯାହା ଯୁକ୍ତି ବଢିଲେ ବି ପ୍ରକୃତକଥା ହେଉଛି ବଡ଼ ବଡ଼ କରପୋର୍ଟେ ସଂସ୍ଥାମାନଙ୍କ ଉପରୁ ବାରମ୍ବାର ଟିକସ ଛାଡ଼ ବା ରିହାତି ଦିଆଯାଉଛି । ଅନ୍ୟପଟେ ବିଭିନ୍ନ ଜାତୀୟକରଣ ବ୍ୟାଙ୍କରୁ ଦେଶର କର୍ପୋରେଟ୍ କମ୍ପାନୀମାନେ ନେଇଥିବା ଲକ୍ଷ ଲକ୍ଷ କୋଟି ଟଙ୍କାର ଋଣ ଆଉ ସୁଝୁ ନଥିବାରୁ କେନ୍ଦ୍ର ସରକାର ତାକୁ ଉଦ୍ଧାର କରିବା ପରିବର୍ତ୍ତେ ଜନଗଣଙ୍କ ଉପରେ ଟିକସ ଆଦାୟ କରି ଏହି ଅର୍ଥକୁ ଭରଣା କରୁଛନ୍ତି ।

ଆଜିର ରାସ୍ତା ରୋକ ରେ ଖୋର୍ଦ୍ଧା ଜିଲ୍ଲା ସମ୍ପାଦକ ସାଥି ରାଜେନ୍ଦ୍ର ପ୍ରସାଦ ବାରିକଙ୍କ ନେତୃତ୍ୱରେ ଦୁଇ ଘଣ୍ଟା ଧରି ରାସ୍ତା ରୋକ ହୋଇଥିଲା।ସିପିଆଇ ଏମ୍ ଏଲ ରେଡ଼ ଷ୍ଟାର ସାଥି ପ୍ରମିଳା ଙ୍କ ସମେତ ରାଜ୍ୟ କମିଟି ସଦସ୍ୟ ହେନା ବାରିକ, ପଦ୍ମନାଭ ମାର୍ଥା,ପ୍ରତିମା ନାୟକ, ରାମଚନ୍ଦ୍ର ସାହୁ ,ସରୋଜ ଦାଶ, ବିକ୍ରମ ସ୍ବାଇଁ, ପଦ୍ମ ଲୋଚନ ପଣ୍ଡା, ଭରତ ବେହେରା, ବିଚିତ୍ର କୁମାର ପାତ୍ର ,ନାରାୟଣ ଲେଙ୍କା, ଦିଲ୍ଲୀପ କୁମାର ସିଂ,ପୂଜା ଦାଶ ଆଦି ନେତୃତ୍ୱ ନେଇଥିଲେ, 25 ଜଣ ସାଥୀଙ୍କୁ ପୋଲିସ ଗିରଫ କରି 2 ଘଣ୍ଟା ଅଟକ ରଖି ଛାଡ଼ିଦେଇଥିଲେ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବାଲିଅନ୍ତା,ରାମଚନ୍ଦ୍ରପୁରରେ ଯୁବକଙ୍କୁ ସଂଘବଦ୍ଧ ଭାବେ ପିଟି ପିଟି ହତ୍ୟା

ବାଲିଅନ୍ତା,ରାମଚନ୍ଦ୍ରପୁରରେ ଯୁବକଙ୍କୁ ସଂଘବଦ୍ଧ ଭାବେ ପିଟି ପିଟି ହତ୍ୟା

May 8, 2026
CII Odisha Announces New Leadership for 2026-27 with a Roadmap for Industrial Growth and Sustainable Development in Odisha

CII Odisha Announces New Leadership for 2026-27 with a Roadmap for Industrial Growth and Sustainable Development in Odisha

May 8, 2026
ଦୁଇ ଜଣ ଅଜଣା ବ୍ୟକ୍ତିଙ୍କ ମୃତ ଦେହକୁ ଉଦ୍ଧାର କଲା ବାଦାମବାଡ଼ି ପୋଲିସ

ଦୁଇ ଜଣ ଅଜଣା ବ୍ୟକ୍ତିଙ୍କ ମୃତ ଦେହକୁ ଉଦ୍ଧାର କଲା ବାଦାମବାଡ଼ି ପୋଲିସ

May 7, 2026
Taneira celebrates Savitri Vrata with the Inaya collection and exclusive festive offers

ସାବିତ୍ର ଉପଲକ୍ଷେ ତନେଇରା ପକ୍ଷରୁ ‘ଇନାୟା’ କଲେକ୍ସନ : ଆକର୍ଷଣୀୟ ଅଫର ପାଇବେ ଗ୍ରାହକ

May 7, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବାଲିଅନ୍ତା,ରାମଚନ୍ଦ୍ରପୁରରେ ଯୁବକଙ୍କୁ ସଂଘବଦ୍ଧ ଭାବେ ପିଟି ପିଟି ହତ୍ୟା

ବାଲିଅନ୍ତା,ରାମଚନ୍ଦ୍ରପୁରରେ ଯୁବକଙ୍କୁ ସଂଘବଦ୍ଧ ଭାବେ ପିଟି ପିଟି ହତ୍ୟା

May 8, 2026
CII Odisha Announces New Leadership for 2026-27 with a Roadmap for Industrial Growth and Sustainable Development in Odisha

CII Odisha Announces New Leadership for 2026-27 with a Roadmap for Industrial Growth and Sustainable Development in Odisha

May 8, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version