• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଅପରାଧ

ବାଙ୍କୀ ଏନ.ଏ.ସି ନିର୍ବାହୀ ଅଧିକାରୀ ବେଆଇନ ଭାବେ ହୁକ ପକାଇ ବିଦ୍ୟୁତ ଲାଇନ ନେଇ ଧରା ପଡିଲେ – ଲକ୍ଷାଧିକ ଟଙ୍କା ଜୋରିମାନା

Proprietor Abhimanyu Maharana by Proprietor Abhimanyu Maharana
July 15, 2021
in ଅପରାଧ, ଓଡ଼ିଶା, କଟକ, ହୋମ୍
0
ବାଙ୍କୀ ଏନ.ଏ.ସି ନିର୍ବାହୀ ଅଧିକାରୀ ବେଆଇନ ଭାବେ ହୁକ ପକାଇ ବିଦ୍ୟୁତ ଲାଇନ ନେଇ ଧରା ପଡିଲେ – ଲକ୍ଷାଧିକ ଟଙ୍କା ଜୋରିମାନା
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୧୫ ଜୁଲାଇ ଗୁରୁବାର ) ବାଙ୍କୀ :- ଗତକାଲି କଟକ ବିଦ୍ୟୁତ ବିଭାଗ ର ସ୍ୱତନ୍ତ୍ର ସ୍କ୍ୱାର୍ଡ ଦ୍ୱାରା ବାଙ୍କୀ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ବେଆଇନ ବିଦ୍ୟୁତ ବ୍ୟବହାର ଖବର ପାଇ ଚଢ଼ାଉ ହୋଇଥିଲା । ଚଢ଼ାଉ ଚାଲୁଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇଁ ବାଙ୍କୀ ଏନ.ଏ. ସି ନିର୍ବାହୀ ଅଧିକାରୀ ଡକ୍ଟର ପ୍ରଭୁ କଲ୍ୟାଣ ଦାଶଙ୍କ ବାସଭବନ ଚଢ଼ାଉ କରାଯାଇଥିଲା । ଚଢ଼ାଉ ବେଳେ ଜାଣିବାକୁ ମିଳିଲା ୨୦୧୫ ମସିହାରୁ ବିଦ୍ୟୁତ ଦେୟ ବାକି ଥିବାରୁ ବିଦ୍ୟୁତସେବା ଦୀର୍ଘ୬ବର୍ଷ ହେବ ବିଛିନ୍ନ ଥିବା ଲାଇନ କୁ ହୁକ ପକାଇ ଆଜି ପର୍ଯ୍ୟନ୍ତ ବ୍ୟବହାର କରି ଜାଳୁଥିବା ଜଣାପଡିଥିଲା ।

ଏଥିସହ ପାଖ ଏନ.ଏ. ସି ୱାର୍କର ସରକାର କ୍ୱାର୍ଟର ଓ ବାତ୍ୟା ଆଶ୍ରୟ ସ୍ଥଳକୁ ମଧ୍ୟ ନିର୍ବାହୀ ଅଧିକାରୀଙ୍କ ବାସଭବନ ବେଆଇନ ଲାଇନ ରୁ ଲାଇନ ଯୋଗାଇଦେଇ ବ୍ୟବହାର ହେଉଥିଲା। ଓଡିଶା ପ୍ରଶାସନିକ ସେବାର ଜଣେ ବରିଷ୍ଠ ଅଧିକାରୀ ହୋଇ ବେଆଇନ ଭାବେ ବିଦ୍ୟୁତ ବ୍ୟବହାର କରି ଜୋରିମାନ ଦେବା ବାଙ୍କୀ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।ପୂର୍ବରୁ ବିଦ୍ୟୁତ ଦେୟ ବକେୟା ଥିବାରୁ ବର୍ତ୍ତମାନ ସ୍କ୍ୱାର୍ଡ ଦ୍ୱାରା ଧରା ଯାଇଥିବାରୁ ଗତକାଲିଠାରୁ ତାଙ୍କ ଲାଇନ କାଟି ଦିଆଯାଇଛି।ଦୁଇଦିନ ଧରି ନିର୍ବାହୀ ଅଧିକାରୀ ବିନା ଆଲୁଅ ରେ ଅଛନ୍ତି।ଶୁଣାଯାଉଛି

ପ୍ରାଥମିକ ଭାବେ ଦୁଇ ବର୍ଷର ଦେୟ ହିସାବକୁ ନେଇ ୧ଲକ୍ଷ ୨୦ହଜାର ଟଙ୍କା ଜୋରିମାନା କରାଯାଇଛି।ପୂର୍ବ ବକେୟା ଓ ଜୋରିମାନା ଅର୍ଥ ପଇଠ କଲେ ତୁରନ୍ତ ପୁନଃ ବିଦ୍ୟୁତ ସଂଯୋଗ ଦିଆଯିବ ବୋଲି ବିଦ୍ୟୁତ ବିଭାଗ ଅଧିକାରୀ( ଟି ପି ସିଓଡିଏଲ) ଙ୍କ ସୂତ୍ରରୁ ଜଣାପଡ଼ିଛି।ଆଇନ କାନୁନ, କାଗଜ ପତ୍ର ଠିକ ଭାବରେ କଡାକଡି ଭାବରେ ଦେଖୁଥିବା ନିଜକୁ ଜଣେ ସଚୋଟ ଅଧିକାରୀ କହୁଥିବା ଅଧିକାରୀ ଡକ୍ଟର ପ୍ରଭୁ କଲ୍ୟାଣ ଦାଶଏପରି ବେଆଇନ କାର୍ଯ୍ୟ କିପରି କଲେ ବୋଲି ଏନ. ଏ. ସି ଅଫିସ ଠାରୁ ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ଆଲୋଚନା ଚାଲିଛି।ପ୍ରତି ମାସ ରେ । ଦେୟ ବିଲ କାହିଁକି ଏହି ଅଧିକାରୀ ଦେଇନାହାନ୍ତି ତାଙ୍କର ଜ୍ଞାତସାର ରେ ଏହି ଚୋରି ହୋଇଛି ଏହାର ତଦନ୍ତ ହେବାସହ ଜୋରିମାନା ଆଦାୟ କରାଯାଇ ତାଙ୍କ ବିରୁଦ୍ଧ ରେ ଦୃଢ କାର୍ଯ୍ୟାଅନୁଷ୍ଠାନ ବାଙ୍କୀ ର ବହୁ ବୁଦ୍ଧି ଯିବି ଦାବି କରିବା ସହ ରାଜ୍ୟ ସରକାର ଓ ୫ ଟି ସାଧୁତା ଉପରେ ପ୍ରଶ୍ନ ଉଠାଇଛନ୍ତି ।

ଗରିବ ଲୋକଟେ ବିଦ୍ୟୁତ ବକେଇଆ ବିଲ ପୈଠ ନକଲେ ତାର ଲାଇନ କଟାଯାଉଛି ଯଦି ବିଦ୍ୟୁତ ଚୋରି ଅଭିଯୋଗ ଆସୁଛି ତେବେ ତାକୁ ଜୋରିମାନା ସହ ଜେଲ ପଠାଯାଉଛି ତେବେ ସେହି ନାୟରେ ଦୀର୍ଘ ୬ ବର୍ଷ ରୁ ଉର୍ଦ୍ଧ ବାଙ୍କୀ ଏନ.ଏ.ସି ନିର୍ବାହୀ ଅଧିକାରୀ ବେଆଇନ ଭାବେ ହୁକ ପକାଇ ବିଦ୍ୟୁତ ଲାଇନ ଚୋରି କରୁଥିବାରୁ ତାଙ୍କୁ କି ପ୍ରକାର ଦଣ୍ଡ ସ୍ୱଛତା ଓ ଦୁର୍ନୀତି ର ସ୍ପର୍ଶ କୁ ବରଦାସ୍ତ କରୁନ ଥିବା ରାଜ୍ୟ ସରକାର ନେଉ ଛନ୍ତି ତାହାଦେଖିବାକୁ ରହିଲା ବୋଲି ବାଙ୍କୀର ବିଭିନ୍ନ ରାଜନୈତିକ ଦଳ ,ସମାଜ ସେବି ଓ ବୁଦ୍ଧିଜୀବୀ ଅପେକ୍ଷା କରିଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ

ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ

October 4, 2026
ହବିଷ୍ୟାଳୀ ବ୍ରତ ପାଇଁ ଅକ୍ଟୋବର ୬ ରୁ ଅନଲାଇନ ପଞ୍ଜିକରଣ

ହବିଷ୍ୟାଳୀ ବ୍ରତ ପାଇଁ ଅକ୍ଟୋବର ୬ ରୁ ଅନଲାଇନ ପଞ୍ଜିକରଣ

October 4, 2026
Kandhamal Gram Sabhas Strengthen Community Commitment to End Child Marriage

କନ୍ଧମାଳ ଗ୍ରାମ ସଭାଗୁଡିକ ବାଲ୍ୟ ବିବାହରେ ପରିସମାପ୍ତି ଘଟାଇବାକୁ ଗୋଷ୍ଠୀ ପ୍ରତିବଦ୍ଧତା ସୁଦୃଢ କଲା

October 4, 2026
Kandhamal Gram Sabhas Strengthen Community Commitment to End Child Marriage

Kandhamal Gram Sabhas Strengthen Community Commitment to End Child Marriage

October 4, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ

ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ

October 4, 2026
ହବିଷ୍ୟାଳୀ ବ୍ରତ ପାଇଁ ଅକ୍ଟୋବର ୬ ରୁ ଅନଲାଇନ ପଞ୍ଜିକରଣ

ହବିଷ୍ୟାଳୀ ବ୍ରତ ପାଇଁ ଅକ୍ଟୋବର ୬ ରୁ ଅନଲାଇନ ପଞ୍ଜିକରଣ

October 4, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version