No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୪ ଜୁଲାଇ, ବୁଧବାର ) ବରଗଡ଼ :- ବରଗଡ଼ ଜିଲ୍ଲା ର ନୂତନ ଏସପି ଭାବେ ରାହୁଲ ଜୈନ ଆଇପିଏସ୍ ଆଜି କାର୍ଯ୍ୟ ଭାର ଗ୍ରହଣ କରିଛନ୍ତି । ସେ ବିଦାୟୀ ଏସପି ପଦ୍ମିନୀ ସାହୁ ଆଇପିଏସଙ୍କ ଠାରୁ ଦାୟିତ୍ଵ ଗ୍ରହଣ କରିଥିଲେ ।
ପୂର୍ବରୁ ଶ୍ରୀ ଜୈନ ନୂଆପଡ଼ା ଜିଲ୍ଲା ଏସପି ଭାବେ କାର୍ଯ୍ୟରତ ଥିଲେ । ଦାୟିତ୍ଵ ଗ୍ରହଣ ପରେ ଜିଲ୍ଲା ର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ବିଶେଷ ଧ୍ୟାନ ଦିଆଯିବ ବୋଲି କହିଥିଲେ ।(ସତ୍ୟ ନାରାୟଣ ପ୍ରଧାନ ବରଗଡ଼ )
No Result
View All Result