No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୦ ଜୁଲାଇ ଶନିବାର ) ପାରଳାଖେମୁଣ୍ଡି :- ଶ୍ରୀଜଗନ୍ନାଥ ମନ୍ଦିରରେ ଆଜି ଚତୁର୍ଦ୍ଧା ମୂର୍ତ୍ତିଙ୍କ ନେତ୍ର ଉତ୍ସବ ଏବଂ ନବଯୌବନ ଦର୍ଶନ ପାଳିତ ହୋଇଯାଇଛି । ମନ୍ଦିର ପରିସର ମଧ୍ଯରେ ପୂର୍ବ ନିର୍ଦ୍ଧାରିତ ନୀର୍ଘଣ୍ଟ ଅନୁଯାୟୀ ବିନା ଭକ୍ତ ରେ ମହାପ୍ରଭୁ ଙ୍କ ହୋମ ଓ ଦେବ ରିତି ନୀତି କାର୍ଯ୍ୟ ସମାପନ ହୋଇଛି ।
ପ୍ରମୁଖ ନୀତି କାର୍ଯ୍ୟ ସମ୍ପାଦନ କରିଥିଲେ । ଆଜି ଠାରୁ ତିନି ଦିନ ମହାପ୍ରଭୂ ନବ ଯୌବନ ଦର୍ଶନ ଦେବେ। ଜୁଲାଇ ୧୨ତାରିଖରେ ବିନା ଭକ୍ତ ରେ କେବଳ ଅଳ୍ପ ସଂଖ୍ୟକ ସେବାୟତଙ୍କୁ ନେଇ ରଥଯାତ୍ରା କରାଯିବା ପାଇଁ ନିଷ୍ପତ୍ତି ନିଆ ଯାଇଛି । ( ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result