• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଟ୍ରାନ୍ସୟୁନିୟନ୍ ସିବିଲ୍ ଓ ସିଏସ୍‌ସି ସହଯୋଗିତାର ପ୍ରଥମ ବର୍ଷରେ ୧.୫ ଲକ୍ଷ ଗ୍ରାହକ ଉପକୃତ

Proprietor Abhimanyu Maharana by Proprietor Abhimanyu Maharana
July 8, 2021
in ଓଡ଼ିଶା, ଦେଶ, ହୋମ୍
0
ଟ୍ରାନ୍ସୟୁନିୟନ୍ ସିବିଲ୍ ଓ ସିଏସ୍‌ସି ସହଯୋଗିତାର ପ୍ରଥମ ବର୍ଷରେ ୧.୫ ଲକ୍ଷ ଗ୍ରାହକ ଉପକୃତ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୦୮ ଜୁଲାଇ ଗୁରୁବାର ) ଭୁବନେଶ୍ୱର :- ଟ୍ରାନ୍ସୟୁନିୟନ୍ ସିବିଲ୍ ଓ ଡିଜିଟାଲ୍ ଇଣ୍ଡିଆର ଜନ ସେବା କେନ୍ଦ୍ର (ସିଏସ୍‌ସି) ତରଫରୁ ସହଯୋଗିତାର ପ୍ରଥମ ବର୍ଷ ପୂର୍ତି ପାଳନ କରାଯାଉଛି । ଏହା ଜରିଆରେ ୧,୫୦,୦୦୦ରୁ ଅଧିକ ଗ୍ରାହକ ବିଶେଷ କରି ଗ୍ରାମାଞ୍ଚଳର ଗ୍ରାହକମାନେ ସୁବିଧାରେ ସେମାନଙ୍କ ସିବିଲ୍ ସ୍କୋର୍ ଓ କ୍ରେଡିଟ୍ ରିପୋର୍ଟ ହାସଲ କରିଛନ୍ତି । ୨୦୨୦ ଜୁଲାଇରେ ଘୋଷଣା ହୋଇଥିବା ଏହି ସହଯୋଗିତା ଜରିଆରେ ଗ୍ରାହକମାନେ ଜନ ସେବା କେନ୍ଦ୍ରଗୁଡ଼ିକରେ ସେମାନଙ୍କ ସିବିଲ୍ ସ୍କୋର୍ ଓ ରିପୋର୍ଟ ଯାଞ୍ଚ କରିପାରୁଛନ୍ତି । ଗ୍ରାମାଞ୍ଚଳ ଓ ଅର୍ଧ ସହରାଞ୍ଚଳ ଲୋକମାନଙ୍କ ମଧ୍ୟରେ ଋଣକୁ ନେଇ ସଚେତନତା ବଢ଼ାଇବା ଲକ୍ଷ୍ୟ ନେଇ ଆରମ୍ଭ କରାଯାଇଥିବା ଏହି ଉଦ୍ୟମରେ ଉପକୃତ ହୋଇଥିବା ୭୨% ଗ୍ରାହକ ହେଉଛି ଦେଶର ଅଣ-ଟାୟାର୍‌, ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ସହରର ଗ୍ରାହକ । ଏହି ସର୍ବଭାରତୀୟ ସହଯୋଗିତାରେ ସର୍ବାଧିକ ଗ୍ରାହକ ନିଜର ସିିବିଲ୍ ସ୍କୋର୍ ଓ ରିପୋର୍ଟ ହାସଲ କରିଛନ୍ତି । ଉତ୍ତର ଜୋନ୍‌ରୁ ୩୩%, ପୂର୍ବରୁ ୨୭%, ପଶ୍ଚିମର ୨୫% ଓ ଦକ୍ଷିଣ ଜୋନ୍‌ର ଅବଦାନ ୧୫% ରହିଛି । ୮୧% ଗ୍ରାହକ ତିନି ସଂଖ୍ୟା ବିଶିଷ୍ଟ ସିବିଲ ସ୍କୋର୍ ପାଇଥିବା ବେଳେ ୧୯%ଙ୍କୁ ଏହି ସ୍କୋର ପାଇବାର ଯୋଗ୍ୟତା ମିଳିନଥିଲା କାରଣ କଂଜ୍ୟୁମର୍ ବ୍ୟୁରୋରେ ସେମାନଙ୍କର କୌଣସି କ୍ରେଡିଟ୍ ହିଷ୍ଟ୍ରି ନଥିଲା ।

ଯେଉଁମାନେ ତିନି ଅଙ୍କ ବିଶିଷ୍ଟ ସ୍କୋର ହାସଲ କରିଛନ୍ତି ସେମାନଙ୍କ ମଧ୍ୟରୁ ୬୨% ୭୨୦ରୁ ଅଧିକ ସ୍କୋର୍ ପାଇଛନ୍ତି । ୧୮% ଲୋକଙ୍କ ସ୍କୋର ୬୮୦-୭୧୯ ଭିତରେ ଥିବା ବେଳେ ୨୦% ଗ୍ରାହକଙ୍କ ସ୍କୋର ୩୦୦-୬୭୯ ଭିତରେ ରହିଛି । ହାରାହାରି ସିବିଲ୍ ସ୍କୋର୍ ହେଉଛି ୭୨୧ । ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ହରିୟାଣା, ବିହାର ଓ ପଶ୍ଚିମବଙ୍ଗର ଗ୍ରାହକମାନେ ସିବିଲ୍ ସ୍କୋର୍ ହାସଲ କରିବାକୁ ଅଧିକ ଆଗ୍ରହ ଦେଖାଇଛନ୍ତି । ସେମାନେ ଜନ ସେବା କେନ୍ଦ୍ରରେ ପହଞ୍ଚି ସିବିଲ୍ ସ୍କୋର୍ ଓ ରିପୋର୍ଟ ପାଇଛନ୍ତି । ମୋଟ ଗ୍ରାହକ ମଧ୍ୟରୁ ଏହି ପାଞ୍ଚ ରାଜ୍ୟର ଗ୍ରାହକ ୪୬ ପ୍ରତିଶତ ହୋଇଥିବା ବେଳେ ଅନ୍ୟ ରାଜ୍ୟଗୁଡ଼ିକର ୫୪% ଗ୍ରାହକ ସିବିଲ୍ ସ୍କୋର୍ ପାଇଛନ୍ତି । ଏ ସମ୍ପର୍କରେ ସୁଜାତା ଅହଲାୱତ୍‌, ଉପ ସଭାପତି ଓ ମୁଖ୍ୟ, ଡାଇରେକ୍ଟ ଟୁ କଂଜ୍ୟୁମର୍ ଇଌକ୍ଷଗ୍ଧ;ରାକ୍ଟିଭ୍‌, ଟ୍ରାନ୍ସୟୁନିୟନ୍ ସିବିଲ୍ କହିଛନ୍ତି ଯେ, “ଦେଶରେ ପ୍ରତିଟି ଗ୍ରାହକଙ୍କ ନିକଟରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ପହଞ୍ଚାଇବା ଲାଗି ଟ୍ରାନ୍ସୟୁନିୟନ୍ ସିବିଲ୍ ଓ ସିଏସ୍‌ସିଗୁଡ଼ିକ ଋଣ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଛନ୍ତି । ଏହି ସହଯୋଗିତା ଜରିଆରେ ଆମେ ଆଞ୍ଚଳିକ ଓ ଗ୍ରାମାଞ୍ଚଳ ଭଳି ଦୂରଦୂରାନ୍ତ ଅଞ୍ଚଳରେ ବାସ କରୁଥିବା ଲୋକମାନଙ୍କ ପାଖରେ ପହଞ୍ଚି ସେମାନଙ୍କୁ ସ୍ଥାନୀୟ ସିଏସ୍‌ସିଗୁଡ଼ିକରେ ସିବିଲ୍ ସ୍କୋର୍ ଓ ରିପୋର୍ଟ ଯୋଗାଇ ଦେବାକୁ ଚାହୁଁଛୁ । ଏହି ସହଯୋଗିତାର ପ୍ରଥମ ବର୍ଷରେ ସଚେତନତାରେ ବଡ଼ ଧରଣର ବୃଦ୍ଧି ଦେଖିବାକୁ ମିଳିଛି ।’’

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ନିଶା ନିବାରଣ ସଚେତନତା ରଥ ଜିଲ୍ଲାପାଳଙ୍କ ଦ୍ୱାରା ଉଦ୍ଘାଟିତ

ନିଶା ନିବାରଣ ସଚେତନତା ରଥ ଜିଲ୍ଲାପାଳଙ୍କ ଦ୍ୱାରା ଉଦ୍ଘାଟିତ

June 25, 2026
ସୁଜାତାଙ୍କ ଯୋଗଦାନ ଦଳକୁ ଶକ୍ତିଶାଳୀ କରିବ : ବିଜେଡି

ସୁଜାତାଙ୍କ ଯୋଗଦାନ ଦଳକୁ ଶକ୍ତିଶାଳୀ କରିବ : ବିଜେଡି

June 25, 2026
ପଂଚାୟତରେ ସୁଶାସନ ଗ୍ରାମାଞ୍ଚଳରେ ପରିବର୍ତନ

ପଂଚାୟତରେ ସୁଶାସନ ଗ୍ରାମାଞ୍ଚଳରେ ପରିବର୍ତନ

June 25, 2026
ବିକଶିତ ଓଡ଼ିଶା ,ବିକଶିତ ଭାରତ ରାଜ୍ୟ ସରକାରଙ୍କ ଦୁଇ ବର୍ଷର ସଫଳତା; ଓଡ଼ିଶା ଓ ଜିଲ୍ଲା ରେ ଚାଲିଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ପ୍ରଗତି ଉପରେ ବିଭିନ୍ନ ପ୍ରତିନିଧି ମାନଙ୍କ ସହିତ ଆଲୋଚନା

ବିକଶିତ ଓଡ଼ିଶା ,ବିକଶିତ ଭାରତ ରାଜ୍ୟ ସରକାରଙ୍କ ଦୁଇ ବର୍ଷର ସଫଳତା; ଓଡ଼ିଶା ଓ ଜିଲ୍ଲା ରେ ଚାଲିଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ପ୍ରଗତି ଉପରେ ବିଭିନ୍ନ ପ୍ରତିନିଧି ମାନଙ୍କ ସହିତ ଆଲୋଚନା

June 25, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ନିଶା ନିବାରଣ ସଚେତନତା ରଥ ଜିଲ୍ଲାପାଳଙ୍କ ଦ୍ୱାରା ଉଦ୍ଘାଟିତ

ନିଶା ନିବାରଣ ସଚେତନତା ରଥ ଜିଲ୍ଲାପାଳଙ୍କ ଦ୍ୱାରା ଉଦ୍ଘାଟିତ

June 25, 2026
ସୁଜାତାଙ୍କ ଯୋଗଦାନ ଦଳକୁ ଶକ୍ତିଶାଳୀ କରିବ : ବିଜେଡି

ସୁଜାତାଙ୍କ ଯୋଗଦାନ ଦଳକୁ ଶକ୍ତିଶାଳୀ କରିବ : ବିଜେଡି

June 25, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version