• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ସୁରକ୍ଷା ହେଉଛି ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍‌ର ମୂଳ ମୂଲ୍ୟବୋଧ

Proprietor Abhimanyu Maharana by Proprietor Abhimanyu Maharana
July 5, 2021
in ଓଡ଼ିଶା, ଦେଶ, ବାଣିଜ୍ୟ, ହୋମ୍
0
କରୋନା ସଚେତନତା ଲାଗି ଭିଡିଓକରି ରାଧାନଗର ଗ୍ରାମର ଚର୍ଚ୍ଚାରେ ୫ବାଳକ ; ଟ୍ୱିଟ କରି ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ
Share on FacebookShare on TwitterWhatsapp

 ବିଭିନ୍ନ ସଚେତନତା ଅଭିଯାନ ଜରିଆରେ ଦ୍ୱିତୀୟ ଜାତୀୟ ସୁରକ୍ଷା ସପ୍ତାହ ପାଳିତ

 ବିଭିନ୍ନ ପ୍ରତିଯୋଗିତା ଜରିଆରେ ସଚେତନତା ସୃଷ୍ଟି

ଓଡ଼ିଶା ତାଜା ନ୍ୟୁଜ୍ (୪ ଜୁଲାଇ ରବିବାର )ଭୁବନେଶ୍ୱର :- ସୁରକ୍ଷା ସଚେତନତାକୁ ସୁଦୃଢ଼ କରି ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ ୨୦୨୧ ଜୁନ୍ ୨୬ରୁ ଜୁଲାଇ ୨ ପର୍ଯ୍ୟନ୍ତ ଦ୍ୱିତୀୟ ଜାତୀୟ ଇଲେକ୍ଟ୍ରିକାଲ୍ ସୁରକ୍ଷା ସପ୍ତାହ ପରିପ୍ରେକ୍ଷୀରେ ବ୍ୟାପକ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି । ଟିପିସିଓଡିଏଲ୍ ଏହାର କର୍ମଚାରୀ ଓ ଅଂଶୀଦାରମାନଙ୍କ ସୁରକ୍ଷା ଲାଗି ଚିନ୍ତାଶୀଳ ସହ ଭାବେ ପ୍ରତିବଦ୍ଧ ଓ ଏହାର କାର୍ଯ୍ୟ କ୍ଷେତ୍ରରେ ସୁରକ୍ଷାରେ ଉନ୍ନତି ଆଣିବା ଲାଗି ନିୟମିତ ଭାବେ ବିଭିନ୍ନ ଅଭିଯାନ ଆରମ୍ଭ କରାଯାଉଛି । ସମସ୍ତ କୋଭିଡ୍ ପ୍ରୋଟୋକଲ୍‌କୁ ପାଳନ କରି ଲାଇସେନ୍ସ ମିଳିଥିବା ସମସ୍ତ ଅଂଚଳରେ କର୍ମଚାରୀ ଓ ସମସ୍ତ ଅଂଶୀଦାରଙ୍କୁ ସାମିଲ କରି ସୁରକ୍ଷା ସପ୍ତାହ ପାଳନ କରାଯାଇଛି । ଟିପିସିଓଡିଏଲ୍‌ର ସମଗ୍ର ଟିମ୍ ତରଫରୁ ଭର୍ଚୁଆଲ ମାଧ୍ୟମରେ ଶପଥ ଗ୍ରହଣ ସହିତ ସୁରକ୍ଷା ସପ୍ତାହ ପାଳନ ଆରମ୍ଭ ହୋଇଥିଲା ଓ ଏହା ପରେ ଦ୍ୱିତୀୟ ଜାତୀୟ ସୁରକ୍ଷା ସପ୍ତାହର ଉଦଘାଟନ କରାଯାଇଥିଲା । ଅସୁରକ୍ଷିତ ସ୍ଥାନଗୁଡ଼ିକୁ ସାଧାରଣ ଲୋକ ଓ ପଶୁମାନଙ୍କ ଲାଗି ସୁରକ୍ଷିତରେ ପରିଣତ କରି ଚଳିତ ବର୍ଷର ଶୀର୍ଷକ “ଜୀବନ ଓ ସଂପତିର ସୁରକ୍ଷା’ ଉପରେ କାର୍ଯ୍ୟ କରିବାକୁ ସମସ୍ତେ ପ୍ରତିବଦ୍ଧ ହୋଇଛନ୍ତି । ବରିଷ୍ଠ ନେତୃତ୍ୱ ଟିମ୍ ସମସ୍ତଙ୍କୁ ସୁରକ୍ଷାର ଗୁରୁତ୍ୱ ଅନୁଭବ କରାଇଥିଲେ ଏବଂ ସମସ୍ତ କାର୍ଯ୍ୟ କ୍ଷେତ୍ରରେ ସୁରକ୍ଷା ଉତ୍କର୍ଷ ହାସଲ କରିବା ଲାଗି ଟିପିସିଓଡିଏଲ୍ ଗ୍ରହଣ କରିଥିବା ବିଭିନ୍ନ ଅଭିଯାନ ବିଷୟରେ ଜଣାଇଥିଲେ ।

ସୁରକ୍ଷା ନିୟମ ଓ ବ୍ୟବସ୍ଥା ଉପରେ ଲୋକମାନଙ୍କୁ ସଚେତନ କରିବା ଲାଗି ସମସ୍ତ ଡିଭିଜନ୍ ଓ ସେକ୍ସନରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଓ ପ୍ରତିଯୋଗିତା ଯଥା ସ୍ଲୋଗାନ, ପେଟିଂ, ବକ୍ତୃତା ପ୍ରତିଯୋଗିତା ଆଦି ଆୟୋଜନ କରାଯାଇଥିଲା ଏବଂ ଏହି ଉନ୍ନତ ସୁରକ୍ଷା ସଚେତନତାରେ ସାମିଲ ହେବା ଲାଗି ସମସ୍ତ କର୍ମଚାରୀ, ସେମାନଙ୍କ ପରିବାର ଓ ଅଂଶୀଦାରମାନଙ୍କୁ ଉତ୍ସାହିତ କରାଯାଇଥିଲା । ସମଗ୍ର ଟିପିସିଓଡିଏଲ୍‌ରେ ଶ୍ରେଷ୍ଠ ସୁରକ୍ଷା ପାଳନକାରୀଙ୍କୁ ସୁରକ୍ଷା ପୁରସ୍କାର ଦିଆଯାଇଥିଲା । ସବ୍‌ଷ୍ଟେସନରେ ସୁରକ୍ଷା ବୋର୍ଡ ଲଗାଯାଇଥିଲା ଓ ଜାତୀୟ ସୁରକ୍ଷା ସପ୍ତାହର ଉଦଯାପନୀ ଉତ୍ସବରେ ଜନ ସୁରକ୍ଷା ସଚେତନତା ଭ୍ୟାନ୍‌କୁ ଲୋକାର୍ପଣ କରାଯାଇଥିଲା । ଏହି ଭ୍ୟାନ୍‌ରେ ରହିଛି ଏକ ଏଲ୍‌ଇଡି ସ୍କ୍ରିନ୍ ଯେଉଁଥିରେ ଜନ ସୁରକ୍ଷା ସଚେତନତା ଭିଡିଓ ପ୍ରଦର୍ଶନ, ଜନ ସୁରକ୍ଷା ବାର୍ତା ଓ ସୁରକ୍ଷା ଜିଙ୍ଗଲ୍ ସହିତ ଜନ ସାଧାରଣଙ୍କୁ ବାର୍ତା ପହଚାଂଇବା ବ୍ୟବସ୍ଥା ରହିଛି । ଏହି ଅବସରରେ ଶ୍ରୀଯୁକ୍ତ ଏମ୍ ସେନବାଗ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍‌ କହିଛନ୍ତି ଯେ, “ସୁରକ୍ଷା ହେଉଛି ଆମର ମୂଳ ମୂଲ୍ୟବୋଧ ଓ ଆମେ ଆମର କର୍ମଚାରୀ ଓ ଅଂଶୀଦାରମାନଙ୍କୁ ସୁରକ୍ଷିତ କାର୍ଯ୍ୟ ପରିବେଶ ପ୍ରଦାନ କରିବାକୁ ପ୍ରତିବଦ୍ଧ । ଜନ ସଚେତନତାରେ ଉନ୍ନତି ଆଣିବା ଓ ମନୁଷ୍ୟ ଓ ପଶୁ ଦୁର୍ଘଟଣା ଦୂରୀକରଣ ଲାଗି ଆମେ ଚଳିତ ବର୍ଷ ନିଜକୁ ପ୍ରତିବଦ୍ଧ କରିଛୁ । ସେହି କାରଣ ଲାଗି ସୁରକ୍ଷା ଭ୍ୟାନ୍ ଉର୍ତ୍ସର୍ଗୀକୃତ କରାଯାଇଛି ।’’

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Over 1 Lakh Citizens Witness the Historic “Nyaya Sanhita” Exhibition as Bhubaneswar Becomes the Epicentre of India’s New Justice Era

Over 1 Lakh Citizens Witness the Historic “Nyaya Sanhita” Exhibition as Bhubaneswar Becomes the Epicentre of India’s New Justice Era

March 12, 2026
ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦେଲେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା 

ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦେଲେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା 

March 12, 2026
ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ : ବାଚସ୍ପତିଙ୍କ ଶୋକ

ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ : ବାଚସ୍ପତିଙ୍କ ଶୋକ

March 11, 2026
ମହିଳା ଦିବସ ଅବସରରେ ଆଫସାର ହର୍ ଓଡ଼ିଶା କାର୍ଯ୍ୟକ୍ରମ ଆୟୋଜିତ ୯ଜଣ ମହିଳା ଚେଞ୍ଜମେକର ଏବଂ ୧୨ଜଣ ହର୍ ଓଡ଼ିଶା ଏକ୍ସିଲେନ୍ସ ଆୱାର୍ଡ଼ରେ ସମ୍ମାନିତ

AAFSA’s “Her Odisha” Program on the Occasion of International Women’s Day

March 11, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Over 1 Lakh Citizens Witness the Historic “Nyaya Sanhita” Exhibition as Bhubaneswar Becomes the Epicentre of India’s New Justice Era

Over 1 Lakh Citizens Witness the Historic “Nyaya Sanhita” Exhibition as Bhubaneswar Becomes the Epicentre of India’s New Justice Era

March 12, 2026
ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦେଲେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା 

ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦେଲେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା 

March 12, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version