• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ଧନେଶ୍ୱର ଓଭରବ୍ରିଜର ଉଭୟ ପାଶ୍ୱର୍ର ରାସ୍ତାସାରା ଖାଲ, ବଢୁଛି ଦୁର୍ଘଟଣା

Proprietor Abhimanyu Maharana by Proprietor Abhimanyu Maharana
March 19, 2020
in Uncategorized, ଓଡ଼ିଶା, ହୋମ୍
0
ଧନେଶ୍ୱର ଓଭରବ୍ରିଜର ଉଭୟ ପାଶ୍ୱର୍ର ରାସ୍ତାସାରା ଖାଲ, ବଢୁଛି ଦୁର୍ଘଟଣା
Share on FacebookShare on TwitterWhatsapp

ବ୍ରିଜର ଉଚ୍ଚତା ୩ମିଟର ଯୋଗୁ ଯାଇପାରୁନି ସ୍ୱୁଲବସ ଓ ଦମଳକ ; ସାଧାରଣରେ ଅସନ୍ତୋଷ ବିଭାଗ ପକ୍ଷରୁ ନିର୍ମାଣ ଓ ମରାମତି ନହେଲେ ଆନ୍ଦୋଳନ ହେବ

କୋରାଇ (ଓଡ଼ିଶା ତାଜା ନ୍ୟୁଜ) 19.3.2020 କୋରାଇରୁୁ ରଶ୍ମିରେଖା ମଲ୍ଲିକଙ୍କ ରିପୋର୍ଟ -: ୨୦ନମ୍ବର ଜାତୀୟ ରାଜପଥର ପାଣିକୋଇଲି-ଯାଜପୁରରୋଡ ରାସ୍ତାର ଧନେଶ୍ୱର ଛକ ଓଭର ବ୍ରିଜ କମଉଚ୍ଚତା ଓ ତା’ର ଉଭୟପାଶ୍ୱର୍ ବାଇପାସ ରସ୍ତାଅବସ୍ତା ଶୋଚନୀୟ ନେଇ ଯାତାୟତରେ ବାଧା ଉପୁଜୁଛି । ଜାତୀୟ ରାଜପଥ ପକ୍ଷରୁ ନିର୍ମାଣ କି ମରାମତି କରାଯାଉ ନଥିବରୁ ବାଇପାସ ରାସ୍ତାରେ ଦୈଦିନ ଦୃର୍ଘଟଣା ଘଟୁଥିଲା ବେଳେ ଯାତାୟତରେ ଘୋର ବ୍ୟାଘାତ ଘଟୁଛି । ଏନେଇ ଅଂଚଳବାଦୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ୨୦ନମ୍ବର ଯାତୀୟ ରାଜପଥର ପାଣିକୋଇଲି-ଯାଜପୁରରୋଡ ରାସ୍ତାର ଧନେଶ୍ୱର ଏକ ପ୍ରମୁଖ ସ୍ଥାନ । ଏହିଠାରୁ ଦକ୍ଷିଣକୁ ଯାଇଛି କୋରାଇ ବ୍ଲକ ଦେଇ ବୈତରଣୀରୋଡକୁ ଯାଇଥିଲା ବେଳେ ଏହି ରାସ୍ତାରେ କୋରାଇ କଲେଜ, ବ୍ଲକ, ମୁଖ୍ୟପଶୁଡାକ୍ତରଖାନା, ରେଳଷ୍ଟେସନ, ଥାନା, ବ୍ଲକଶିକ୍ଷାମଣ୍ଡଳ କାର୍ଯ୍ୟାଳୟ, କୋରାଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ବେତରଣୀରୋଣ ରେଳଷ୍ଟେସନ, ବରୁଣ୍ଡାଇ କଲେଜ ଓ ଦମକଳ କେନ୍ଦ୍ର ଆଦି ପ୍ରମୁଖ କାର୍ଯ୍ୟଳୟମାନ ରହିଛି ।

ଏହି ଛକରୁ ଉତରକୁ ବଡବିରୁଆଁ ଦେଇ ଯାଇଛି ୧୬ନମ୍ବର ଜାତୀୟ ରାଜପଥର ଟିକରଛକକୁ ସଂଯୋଗ କରିଛି । ତେଣୁ ଏହା ଏକ ମୁଖ୍ୟଛକ ହୋଇଥିବାରୁ ଏଠାରେ ଜାତୀୟରାଜପଥ ପକ୍ଷରୁ ନିର୍ମାଣ ହୋଇଛି ଏକ ଓଭର ବ୍ରିଜ । ହେଲେ ରାଜନୈତିକ ସ୍ୱାର୍ଥରଖି ଜୈନିକ ସରକରୀ ଦଳର ରାଜନେତାଙ୍କ ଚାପରେ ବିଭାଗ ପକ୍ଷରୁ ଏହି ଓଭର ବ୍ରିଜର ଉଚ୍ଚତା ମାତ୍ର ୧୦ଫୁଟ କରାଯାଇଛି । ଯାହାଫଳରେ ଧନେଶ୍ୱର ପଟୁ ଯାଜପୁରରୋଡକୁ ଯିବାକୁ ଥିବା ସ୍ୱୁଲ ବସ ଓ ଦମକଳ ଗାଡି ଏହି ପୋଲ ଦେଇ ଯାଇପାରୁନାହିଁ । ସେଥି ପାଇଁ ଉଭୟ ଗାଡିକୁ ପାଣିକୋଇଲି ଆଡକୁ ପ୍ରାୟ ୩କି.ମି ଗଲାପରେ ରାଜପଥର ଧନପୁର ପାଖରେ ରହିଥିବା ରୋଡକ୍ରସ ବା’ ବାଇପାସ ରାସ୍ତା ଦେଇ ପୁଣି ସେହି ଧନେଶ୍ୱର ଛକଦେଇ ପଛକୁଆସି ଯାଜପୁର ରୋଡକୁ ଯିବାକୁ ପଡୁଛି । ଫଳରେ ଦୁର୍ଘଟା ମୁକାବିଲା ପାଇ ଯାଉଥିବା ଦଳକଳ ଓ ପିଲାନେଇ ଯାଉଥିବା ସ୍କୁଲ ବସକୁ ଅଧିକ ୬ କି.ମି ରାସ୍ତା ଯିବାଯୋଗୁ ଯଥୋଚିତ ସମୟର ବିଳମ୍ବ ହୋଇଛି । ବର୍ଷହେବା ମାତ୍ରେ ଖଲରେ ପାଣି ଜମି ନଦୀର ଭ୍ରମ ସୃଷ୍ଟି କରୁଛି । ଯାହାଫଳରେ ଏହି ଓଭରବ୍ରିଜ ଉଭୟ ପାଶ୍ୱର୍ରେ ରହିଥିବା ରାସ୍ତା ଏବେ ମରଣ ଯନ୍ତା ପାଲଟିଛି । ଦୁଇ ପଟରେ ବଡବଡ ଖାଲମାନ ହେବା ଯୋଗୁ ଦୈଦିନ ଛୋବଡ ଦୁର୍ଘଟଣା ଘଟୁଛି । ହେଲେ ବିଭାଗୀୟ ଅଧିକାରୀଙ୍କ ଏଥି ପ୍ରତି ନଜର ପଡୁନି । ଏହିବାଟ ଦେଇ ସ୍ଥାନୀୟ ବିଧାୟକ ଓ ସାଂସଦ ପଂଚାୟତ ସମିତି ଓ ଅଂଚଳକୁ ଯାଉଥିଲେହେଁ

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
International Women’s Day 2026 Observed with Service Initiative at Red Cross Bhawan

International Women’s Day 2026 Observed with Service Initiative at Red Cross Bhawan

March 11, 2026
ରଣପୁରରେ ଧୁମଧାମରେ ପଞ୍ଚୁଦୋଳ ଯାତ୍ରା : ଯୋଗ ଦେଲେ ବାଚସ୍ପତି 

ରଣପୁରରେ ଧୁମଧାମରେ ପଞ୍ଚୁଦୋଳ ଯାତ୍ରା : ଯୋଗ ଦେଲେ ବାଚସ୍ପତି 

March 10, 2026
ଦୋଳପୂର୍ଣ୍ଣିମା ଉପଲକ୍ଷେ ବାଦୀପlଲା ଉଦଯାପିତ

ଦୋଳପୂର୍ଣ୍ଣିମା ଉପଲକ୍ଷେ ବାଦୀପlଲା ଉଦଯାପିତ

March 10, 2026
ପୁରୀ କୋର୍ଟରେ ବୋମା ଗୁଜବ ପୋଲିସ ଅନୁସନ୍ଧାନ ପରେ କୋର୍ଟକାର୍ଯ୍ଯ ସ୍ବାଭାବିକ

ପୁରୀ କୋର୍ଟରେ ବୋମା ଗୁଜବ ପୋଲିସ ଅନୁସନ୍ଧାନ ପରେ କୋର୍ଟକାର୍ଯ୍ଯ ସ୍ବାଭାବିକ

March 10, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

International Women’s Day 2026 Observed with Service Initiative at Red Cross Bhawan

International Women’s Day 2026 Observed with Service Initiative at Red Cross Bhawan

March 11, 2026
ରଣପୁରରେ ଧୁମଧାମରେ ପଞ୍ଚୁଦୋଳ ଯାତ୍ରା : ଯୋଗ ଦେଲେ ବାଚସ୍ପତି 

ରଣପୁରରେ ଧୁମଧାମରେ ପଞ୍ଚୁଦୋଳ ଯାତ୍ରା : ଯୋଗ ଦେଲେ ବାଚସ୍ପତି 

March 10, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version