• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଅପରାଧ

ସଂରକ୍ଷିତ ଜଙ୍ଗଲରୁ ଚୋରା କାଠ ବୋଝେଇ ଗାଡ଼ି ସହ ଡ୍ରାଇଭରକୁ ଗ୍ରାମବାସୀଙ୍କ ଦ୍ୱାରା ଅଟକ ।ଫରେଷ୍ଟର ଙ୍କ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ

Proprietor Abhimanyu Maharana by Proprietor Abhimanyu Maharana
June 13, 2021
in ଅପରାଧ, ଓଡ଼ିଶା, କଟକ, ହୋମ୍
0
ସଂରକ୍ଷିତ ଜଙ୍ଗଲରୁ ଚୋରା କାଠ ବୋଝେଇ ଗାଡ଼ି ସହ ଡ୍ରାଇଭରକୁ ଗ୍ରାମବାସୀଙ୍କ ଦ୍ୱାରା ଅଟକ ।ଫରେଷ୍ଟର ଙ୍କ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୧୨ ଜୁନ୍ ,ଶନିବାର ) ବାଙ୍କୀ :- ବାଙ୍କୀ ଡମପଡା ବ୍ଲକ ନରଗାଙ୍ଗ ପଞ୍ଚାୟତ ନିକଟ ମହାପର୍ବତ ସଂରକ୍ଷିତ ଜଙ୍ଗଲରୁ କାଠ ମାଫିଆ ମାନେ ବହୁ ମୂଲ୍ୟବାନ ଗଛ କାଟି ଟ୍ରକ ରେ ବୋଝେଇ କରି ଭୁବନେଶ୍ୱରକୁ ଚାଲାଣ କରୁଥିବା ବେଳେ ଗ୍ରାମବାସୀଙ୍କ ଦ୍ୱାରା କାଠ ବୋଝେଇ ଟ୍ରକ ସହ ଡ୍ରାଇଭର କୁ ରଖାଯାଇଛି ଥିଲା ଅଟକ। ବନବିଭାଗକୁ ଗ୍ରାମବାସୀଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲେ ସୁଧା ଘଟଣା ସ୍ଥଳକୁ କୌଣସି ଅଧିକାରୀ ଆସି ନଥିଲେ ।ଖୋର୍ଦ୍ଧା ବନଖଣ୍ଡ ଅଧିନ ବାଙ୍କୀ ଶିଶୁଆ ବନଖଣ୍ଡ ଅଧିକାରୀ ଚିତ୍ତ ରଂଜନ ମିଶ୍ର ଙ୍କ ଜାଣତରେ ସବୁ କାଠ ଜଙ୍ଗଲରୁ ଲୁଟ ପଛରେ ବନବିଭାଗ ହାତ ରହିଥିବା ଅଭିଯୋଗ କଲେ ଗ୍ରାମ ବାସୀ ଓ ସ୍ଥାନୀୟ ବୁଦ୍ଧି ଜିବୀ। ଗ୍ରାମବାସୀଙ୍କ ଅଭିଯୋଗ ସଂରକ୍ଷିତ ଜଙ୍ଗଲରୁ ପ୍ରତ୍ୟକ ଦିନ ମୂଲ୍ୟବାନ ଗଛ କାଟି କରି ବାହାରକୁ ବନ ବିଭାଗର ଜ୍ଞାତସାର ରେ ଚାଲାଣ ଜଙ୍ଗଲ କାଠ ମାଫିଆ ଙ୍କ ଦ୍ଵାରା ଚାଲାଣ କରାଯାଉଛି।

ଏ ସବୁ ଘଟଣା ବାଙ୍କୀ ବନ ବିଭାଗ ଜାଣିଥିଲେ ମଧ୍ୟ ମୋଟା ଅଙ୍କର ଟଙ୍କା ପାଇ ନିରବ ରହୁଛି ସୂଚନା ଯୋଗ୍ୟ ଫରେଷ୍ଟର ଶ୍ରୀ ମିଶ୍ର ବନବିଭାଗ କାର୍ଯ୍ୟାଳୟ ରେ ଅଧିକାଂଶ ସମୟ ରେ ମଦ ପିଇ ଡିଉଟି କରୁଛନ୍ତି। ସରକାର ଙ୍କ ସଂରକ୍ଷିତ ଜଙ୍ଗଲ ଆଇନ ଅନୁଯାୟୀ କାଠ ମାଫିଆ ଙ୍କୁ ଚିହ୍ନଟ କରି ଭି ଗିରଫ କରିବା ସହ ବାଙ୍କୀ ବନଖଣ୍ଡ ଦାୟିତ୍ୱରେ ରହିଥିବା ବନପାଳ ଶ୍ରୀ ମିଶ୍ର ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କଲେ ଗ୍ରାମର ବହୁ ବୁଦ୍ଧି ଜୀବୀ। ଅପର ପଟେ ଗ୍ରାମବାସୀଙ୍କ ଦ୍ୱାରା ଧରା ପଡିଥିବା ଟ୍ରକ ଡ୍ରାଇଭର ଭାଗିରଥି ସିଂ କହିଛି ଏ ସବୁ କାଠ ଭୁବନେଶ୍ୱରକୁ ଚାଲାଣ କରାଯାଏ ଓ ୫ ରୁ ୮ ଟି କାଠ ବୋଝେଇ ଟ୍ରକ ରେ ପୂର୍ବରୁ କାଠ ଚାଲାଣ କରି ସରିଛି।ଏ ସବୁ ଚାଲାଣ ପଛରେ ବେଗୁନିଆ ବ୍ଲକ ଗେଡିଆପଲ୍ଲୀ ଅଞ୍ଚଳର କିଛି ଜଙ୍ଗଲ କାଠ ମାଫିଆଙ୍କ ରହିଛି ହାତ ହାତ ଅଛି ବୋଲି ସେ ପ୍ରକାଶ କରିଛି। ଗ୍ରାମ ବାସୀ ଙ୍କ ପକ୍ଷରୁ ପ୍ରକାଶ କୁମାର ବେହେରା ଏ ସମ୍ପର୍କରେ ବାଙ୍କୀ ପୋଲିସ ଙ୍କୁ ଅଭିଯୋଗ କରିଥିଲେ ୪ଘଣ୍ଟା ବିଳମ୍ବ ରେ ପହଞ୍ଚି ଉକ୍ତ ଗାଡି କୁ ଜବତ କରି ବାଙ୍କୀ ଥାନା କୁ ଆଣିଥିଲା ।

କିଛି ଘଣ୍ଟା ଉକ୍ତ ଗାଡିକୁ ଅଟକ ରଖି ପୋଲିସ ଗାଡିକୁ ଛାଡି ଦେଇଥିଲା।କାହା ଚାପ ରେ ପୋଲିସ ସଂରକ୍ଷିତ ଜଙ୍ଗଲ ରୁ କାଠ ମାଫିଆ ଙ୍କ ଦ୍ଵାରା ଟ୍ରକ ରେ ଯାଉଥିବା ଚୋରା କାଠ କୁ ଜବତ କରି ଥାନା କୁ ଆଣି ଛାଡି ଦେଲା ବୋଲି ବହୁ ବୁଦ୍ଧି ଜୀବୀ ପ୍ରଶ୍ନ ଉଠେଇ ଛନ୍ତି ଓ ମାଲକାନଗିରି ରୁ ଆସି ବାଙ୍କୀ ରେ ନୂତନ ଭାବେ ଯୋଗ ଦେଇଥିବା ବାଙ୍କୀ ଥାନା ଅଧିକାରୀ ସୌମେନ୍ଦୁ ତ୍ରିପାଠୀ ଙ୍କ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ଉଠେଇ ଲେ ଉକ୍ତ ଗ୍ରାମ ର ସଚେତନ ଜନସାଧାରଣ ଅଭିଯୋଗ ପରେ ବିନା ତଦନ୍ତ ରେ ପୋଲିସ କିପରି ଗାଡି ଓ ଡ୍ରାଇଭର କୁ ଛାଡି ଦେଲା ତାହା କାହା ଚାପ ରେ ବସ୍ତବିକ ଚିନ୍ତା ର ବିଷୟ।

ଏ ସମ୍ପର୍କରେ ଥାନା ଅଧିକାରୀ ଶ୍ରୀ ତ୍ରିପାଠୀ ଙ୍କୁ ଫୋନ ରେ ପଚରିବାରୁ ସେ କହିଲେ ଉକ୍ତ ଗାଡି କୁ ଛାଡି ଦିଆଯାଇଛି।ଏ ସମ୍ପର୍କରେ ଶିଶୁଆ ବନଖଣ୍ଡ ଅଧିକାରୀ ଶ୍ରୀ ମିଶ୍ର ଙ୍କୁ ପଚାରିବାରୁ ସେ କହିଲେ ଉକ୍ତ ବ୍ୟକ୍ତି ଯେଉଁ ଜାଗାରୁ କାଠ ନେବ ବୋଲି ଖୋର୍ଦ୍ଧା ରେଞ୍ଜଅଫିସର ଅସିତ ମିଶ୍ର ଙ୍କ ଠାରୁ ଆଣିଥିଲା ସେଠାରୁ ନକାଟି ଅନ୍ୟ ସ୍ଥାନରୁ କାଟିଛି ଏହା ମୋର କ୍ଷମତା ରେ ନାହିଁ ରେଞ୍ଜ ଅଫିସର ଙ୍କୁ ପଚାର ରେଞ୍ଜ ଅଫିସର ଙ୍କୁ ଯୋଗାଯୋଗ ପାଇଁ ୨ଥର ଫୋନ କରିଥିବା ବେଳେ ସେ ପ୍ରଗତିବାଦୀ ସାମ୍ବାଦିକ ଙ୍କ ଫୋନ ଦେଖି କାଟି ଦେଲେ।ରାଜ୍ୟ ସରକାର ବୃକ୍ଷ ରୋପଣ ଓ ଜଙ୍ଗଲ ସଂରକ୍ଷଣ ପାଇଁ ନିୟମ କରିଥିବା ବେଳେ ଖୋଦ ବନ ବିଭାଗ ର ଏପରି ମାଫିଆ ଙ୍କୁ ସହଯୋଗ ତଦନ୍ତ ସାପେକ୍ଷ ।            (ରିପୋର୍ଟ :ଗୌତମ ମିଶ୍ର)

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଶିଶୁ କଲ୍ୟାଣ ପୋଲିସ ଓ କିଶୋରୀ ମାନଙ୍କ ସହିତ ଯୋଗାଯୋଗ ସମ୍ପର୍କିତ କାର୍ଯ୍ୟକ୍ରମ

ଶିଶୁ କଲ୍ୟାଣ ପୋଲିସ ଓ କିଶୋରୀ ମାନଙ୍କ ସହିତ ଯୋଗାଯୋଗ ସମ୍ପର୍କିତ କାର୍ଯ୍ୟକ୍ରମ

May 10, 2026
ପାରଳାଖେମୁଣ୍ଡି ଆଦର୍ଶ ଥାନା ପକ୍ଷରୁ କୁଭେଣ୍ଟିକା- ଶିଶୁ କଲ୍ୟାଣ ପୋଲିସ ଓ କିଶୋରୀ ମାନଙ୍କ ସହିତ ଯୋଗାଯୋଗ ସମ୍ପର୍କିତ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି ଆଦର୍ଶ ଥାନା ପକ୍ଷରୁ କୁଭେଣ୍ଟିକା- ଶିଶୁ କଲ୍ୟାଣ ପୋଲିସ ଓ କିଶୋରୀ ମାନଙ୍କ ସହିତ ଯୋଗାଯୋଗ ସମ୍ପର୍କିତ କାର୍ଯ୍ୟକ୍ରମ ଅନୁଷ୍ଠିତ

May 10, 2026
ନିଖିଳ ଉତ୍କଳ ବିଶ୍ଵକର୍ମା ସମିତି ପକ୍ଷରୁ ରଥ କାରିଗରଙ୍କୁ ସମ୍ମାନ

ନିଖିଳ ଉତ୍କଳ ବିଶ୍ଵକର୍ମା ସମିତି ପକ୍ଷରୁ ରଥ କାରିଗରଙ୍କୁ ସମ୍ମାନ

May 10, 2026
ମୃତ ରାକେଶକୁ ନ୍ୟାୟ ଦାବିରେ – ୫ ଘଣ୍ଟା ରାସ୍ତାରୋକ

ମୃତ ରାକେଶକୁ ନ୍ୟାୟ ଦାବିରେ – ୫ ଘଣ୍ଟା ରାସ୍ତାରୋକ

May 10, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଶିଶୁ କଲ୍ୟାଣ ପୋଲିସ ଓ କିଶୋରୀ ମାନଙ୍କ ସହିତ ଯୋଗାଯୋଗ ସମ୍ପର୍କିତ କାର୍ଯ୍ୟକ୍ରମ

ଶିଶୁ କଲ୍ୟାଣ ପୋଲିସ ଓ କିଶୋରୀ ମାନଙ୍କ ସହିତ ଯୋଗାଯୋଗ ସମ୍ପର୍କିତ କାର୍ଯ୍ୟକ୍ରମ

May 10, 2026
ପାରଳାଖେମୁଣ୍ଡି ଆଦର୍ଶ ଥାନା ପକ୍ଷରୁ କୁଭେଣ୍ଟିକା- ଶିଶୁ କଲ୍ୟାଣ ପୋଲିସ ଓ କିଶୋରୀ ମାନଙ୍କ ସହିତ ଯୋଗାଯୋଗ ସମ୍ପର୍କିତ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି ଆଦର୍ଶ ଥାନା ପକ୍ଷରୁ କୁଭେଣ୍ଟିକା- ଶିଶୁ କଲ୍ୟାଣ ପୋଲିସ ଓ କିଶୋରୀ ମାନଙ୍କ ସହିତ ଯୋଗାଯୋଗ ସମ୍ପର୍କିତ କାର୍ଯ୍ୟକ୍ରମ ଅନୁଷ୍ଠିତ

May 10, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version