No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୦ ଜୁନ୍ , ଗୁରୁବାର) ଓଡ଼ଗାଁ :- ଆସନ୍ତା ୧୨.୦୬. ୨୦୨୧ ତାରିଖ ଶନିବାର ଦିନ କୁରାଳ ଚଣ୍ଡୀଛକ ଠାରେ କୁରାଳ ଉପଡାକଘରର ନୂତନ କାର୍ଯ୍ୟାଳୟ ର ଶୁଭ ଉଦ୍ଘାଟନ ଅନୁଷ୍ଠିତ ହେବ । ଜିଲ୍ଲା ଡାକବିଭାଗ ଅଧ୍ୟକ୍ଷ ଭରତ କୁମାର ପାତ୍ର ମୁଖ୍ୟ
ଅତିଥି ରୂପେ ଯୋଗଦେଇ କାର୍ଯ୍ୟାଳୟ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରକାଶଥାଉ କି ପୂର୍ବରୁ ଉକ୍ତ କାର୍ଯ୍ୟାଳୟ କୁରାଳ ନେଳିଆ ସାହି ଠାରେ ଥିଲା । ନୂତନ କାର୍ଯ୍ୟାଳୟ ଉଦ୍ଘାଟନକୁ ଅଞ୍ଚଳବାସୀ ସ୍ବାଗତ କରିଛନ୍ତି । (ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )
No Result
View All Result