• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଦେଶ

‘ବିଉଟିଫୁଲ ମାଇଣ୍ଡସ’ ପକ୍ଷରୁ ଆନ୍ତର୍ଜାତିକ ୱେବ୍ ପ୍ରାର୍ଥନା ସଭା ଆୟୋଜନ

Proprietor Abhimanyu Maharana by Proprietor Abhimanyu Maharana
June 10, 2021
in ଦେଶ, ବିଶ୍ଵ, ହୋମ୍
0
‘ବିଉଟିଫୁଲ ମାଇଣ୍ଡସ’ ପକ୍ଷରୁ ଆନ୍ତର୍ଜାତିକ ୱେବ୍ ପ୍ରାର୍ଥନା ସଭା ଆୟୋଜନ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୦୯ ଜୁନ ବୁଧବାର ) ବୋଲିଙ୍ଗବ୍ରୁକ/କାଲିଫର୍ଣ୍ଣିଆ/ଚିକାଗୋ/ଟରୋଣ୍ଟୋ/ଦୁବାଇ/ନଏଡା :-  କୋଭିଡ଼ ବିପତ୍ତି ର ପ୍ରଶମଣ କ୍ଷେତ୍ରରେ ଯୁବ ସମ୍ପ୍ରଦାୟ ଖୁବ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବେ ବୋଲି ଆମେରିକାର ବୋଲିଙ୍ଗବ୍ରୁକ ନଗରର ମେୟର ମ୍ୟାରୀ ଆଲେକଜାଣ୍ଡର ବାସ୍ଟା ଆଶା ପ୍ରକାଶ କରିଛନ୍ତି। ଚିକାଗୋ ସ୍ଥିତ ‘‘ବିଉଟିଫୁଲ ମାଇଣ୍ଡସ ୟୁଥ ମେଣ୍ଟରିଂ ଫାଉଣ୍ଡେସନ’’ ଦ୍ବାରା କରୋନା ସଙ୍କଟରୁ ଉଦ୍ଧାର ପାଇଁ ଆୟୋଜିତ ଅନଲାଇନ୍ ଆନ୍ତର୍ଜାତିକ ପ୍ରାର୍ଥନା ସଭାରେ ସମ୍ମାନୀୟ ଅତିଥି ବକ୍ତା ଭାବେ ଯୋଗଦେଇ ଶ୍ରୀମତୀ ବାସ୍ଟା କୋମଳମତି ପିଲାମାନଙ୍କର ସମ୍ମୁହ ପ୍ରାର୍ଥନା ଦ୍ବାରା ଈଶ୍ବରଙ୍କ ଆଶିଷ ନିଶ୍ଚିତ ଭାବେ ପ୍ରାପ୍ତି ହେବ ବୋଲି ଆଶ୍ଵାସନା ଦେଇଥିଲେ।ମହାମାରୀ ଆମକୁ ପରିବାର, ପରିଜନ ଏବଂ ଜୀବନର ମୂଲ୍ୟବୋଧ କଣ, ତାହା ଶିଖାଇ ଦେଇଥିବା ମେୟର ମ୍ୟାରୀ ଉଲ୍ଲେଖ କରିଥିଲେ। ଭର୍ଚୁଆଲ ଅଧିବେଶନରେ ସ୍ବାଗତ ଭାଷଣ ପ୍ରଦାନ କରି ବିଉଟିଫୁଲ ମାଇଣ୍ଡସ୍ ର ସଭାପତି ସୁଚିସ୍ମିତା ପଣ୍ଡା, ଓଡ଼ିଶାର ଅଭାବୀ ଯୁବକ ଓ ଶିଶୁ ମାନଙ୍କୁ କୁଶଳୀ ଶିକ୍ଷା ପ୍ରଦାନ କରି ସେମାନଙ୍କର ସାମାଜିକ ଓ ଆର୍ଥିକ ପ୍ରଗତି କୁ ସମ୍ଭବ ପର କରିବା ପାଇଁ, ତାଙ୍କର ଫାଉଣ୍ଡେସନ ପ୍ରୟାସ କରୁଥିବା ସୂଚାଇଥିଲେ ।

ଚଳିତ ବିଶ୍ଵ ମହାମାରୀ କୁ ଜିତିବା ପାଇଁ ଯୁବ ସମାଜର ଐଶ୍ଵରିକ ଚେତନାକୁ ଉଜାଗର କରିବା ସକାଶେ ଏହି ପ୍ରାର୍ଥନା ସଭା ଉଦ୍ଦିଷ୍ଠ ବୋଲି ଶ୍ରୀମତୀ ପଣ୍ଡା ଦର୍ଶାଇ ଥିଲେ। ପ୍ରତିଷ୍ଠାନର ନିର୍ଦ୍ଦେଶକ ଶୁଭେନ୍ଦୁ ଷଡ଼ଙ୍ଗୀ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ବିଉଟିଫୁଲ ମାଇଣ୍ଡସର ସହ ସଂସ୍ଥାପକ ନିଶାନ୍ତ ଷଡ଼ଙ୍ଗୀ ଓଡ଼ିଶାର ଅସହାୟ ଓ ସୁବିଧା ସୁଯୋଗରୁ ବଞ୍ଚିତ ପିଲା ମାନଙ୍କୁ ବିଶ୍ବସ୍ତରୀୟ ପାରଦର୍ଶୀ ବନାଇବା ତାଙ୍କ ସଂଗଠନର ମୁଖ୍ୟ ଲକ୍ଷ୍ୟ ବୋଲି ଘୋଷଣା କରିଥିଲେ । କାଲିଫର୍ଣ୍ଣଆରୁ ଭିଡ଼ିଓ କନଫରେନସିଂ ଜରିଆରେ ବୈଠକରେ ଉଦବୋଧନ ଦେଇ ପ୍ରସିଦ୍ଧ ଆଧ୍ୟାତ୍ମିକ ପ୍ରବଚକ ନିବେଦିତା ପଣ୍ଡା ସାରା ଦୁନିଆରେ ନୈତିକ ଗୁଣାବଳୀର ସ୍ଖଳନ, ପରିବେଶର ଧ୍ୱଂସକରଣ ଏବଂ ମାତ୍ରାଧିକ ବସ୍ତୁବାଦୀ ଆସକ୍ତି ଯୋଗୁଁ କରୋନା ମହାମାରୀ ବ୍ୟାପିଥିବା ପ୍ରକାଶ କରିଥିଲେ। ମଣିଷ ସ୍ବୟଂ ଆତ୍ମଶୁଦ୍ଧି କରି ନିଜର ଅର୍ନ୍ତନିହିତ ଶକ୍ତିକୁ ଜାଗ୍ରତ କଲେ ନିଜେ ସୁସ୍ଥ, ସୁରକ୍ଷିତ ଓ ସମ୍ପନ୍ନ ରହିବା ସାଙ୍ଗକୁ ଅନ୍ୟମାନଙ୍କୁ ମଧ୍ୟ ଚିରନ୍ତନ ଆନନ୍ଦରେ ଭାଗୀଦାର କରାଇବାରେ ସକ୍ଷମ ହୋଇପାରିବ ବୋଲି ଶ୍ରୀମତୀ ପଣ୍ଡା ଦମ୍ଭ ପ୍ରକାଶ କରିଥିଲେ। ଦୁବାଇ ରୁ ଲିପିକା ଦାଶ ମହାମାରୀ ର ସାକରାତ୍ମକ ଦିଗକୁ ଦୃଷ୍ଟିପାତ କରିବାକୁ ପରାମର୍ଶ ଦେଇଥିଲେ। ଏହା ସମଗ୍ର ବିଶ୍ଵ କୁ ଏକାକାର ଓ ଏକତ୍ରିତ କରି ଆମର ଆଦିଯୁଗର ସନାତନ ଦର୍ଶନ, ‘‘ବସୁଧୈବ କୁଟୁମ୍ବକମ୍’’ କୁ ସତ୍ୟରେ ପରିଣତ କରିଦେଇଥିବା ଲିପିକା କହିଥିଲେ।

ଲାଇଭ ଷ୍ଟ୍ରିମିଙ୍ଗ ସଭାକୁ ସମ୍ବୋଧନ କରି ଟରୋଣ୍ଟୋ ରୁ ଡଃ ତନ୍ମୟ ପଣ୍ଡା ମାନବ ସମାଜ ମାୟାର ପ୍ରଭାବରୁ ମୁକ୍ତ ହୋଇ ନିଷ୍କାମ କର୍ମ ମାଧ୍ୟମରେ ବିଶ୍ଵନିୟନ୍ତାଙ୍କ ନିକଟରେ ସମର୍ପିତ ପ୍ରାର୍ଥନା କଲେ ମୋକ୍ଷ ପ୍ରାପ୍ତି ହେବା କରିବା ସାଙ୍ଗକୁ ଆତ୍ମା ମଧ୍ୟ ପରମାତ୍ମା ସହିତ ଲୀନ ହୋଇଯିବା ସମ୍ଭବପର ହେବ ବୋଲି ମତବ୍ୟକ୍ତ କରିଥିଲେ । ପ୍ରାର୍ଥନା ସଭା ଆୟୋଜନରେ କାନାଡ଼ାର କାଂସା ଏବଂ ସୁଶ୍ରୀ ଏକାଡେମୀ, ଚିକାଗୋର ହିନ୍ଦୀ ଗୁରୁକୁଳ ଓ ଆର୍ଟ ଅଫ ହାର୍ଟସ୍ ତଥା ଓଡ଼ିଶାର ବିଦ୍ୟା ପବ୍ଲିକେସନ ପ୍ରମୁଖ ଅନୁଷ୍ଠାନ ସହଯୋଗ କରିଥିଲେ। ଚିକାଗୋ ସ୍ଥିତ ଆର୍ଟ ଅଫ ଲିଭିଙ୍ଗ ସଂସ୍ଥା ତରଫରୁ ରାଜୀବ ଦାସ ଆତ୍ମଶକ୍ତିର ଉନ୍ମେଷ ଓ ଅର୍ନ୍ତନିହିତ ଶାନ୍ତିର ଉଦ୍ରେକ ପାଇଁ ଧ୍ୟାନ ଶିକ୍ଷା ଦେଇଥିଲେ। ବାସବଦତ୍ତା ପାଢ଼ୀ ସାରା ବିଶ୍ୱର ମଙ୍ଗଳ ଓ ମହାମାରୀରୁ ମୁକ୍ତି ଉଦ୍ଦେଶ୍ୟ ରେ ନିର୍ବାଣାଶକମ୍ ପାଠ କରିଥିଲେ।

ସଭାପତି ସୁଚିସ୍ମିତା ପଣ୍ଡା ସମଗ୍ର କାର୍ଯ୍ୟକ୍ରମ ସଫଳତାର ସହିତ ସଂଯୋଜନା ଏବଂ ସୂଚାରୁ ରୂପେ ଉପସ୍ଥାପନା କରିଥିଲେ। ନେଶଭିଲ୍ଲେ ରୁ ବିଶିଷ୍ଟ ବଂଶୀବାଦକ ପ୍ରମୋଦ ମହାପାତ୍ର ଙ୍କର ବଂଶୀ ବାଦନ ଖୁବ ଉଚ୍ଚକୋଟୀର ଓ ବେଶ ମର୍ମସ୍ପର୍ଶୀ ଥିଲା l  ଆମେରିକା, କାନାଡା, ଭାରତ ଓ ୟୁଏଇ ର ଯୁବ ଏବଂ ଶିଶୁ କଳାକାର ମାନେ ଭଜନ ଓ ପ୍ରାର୍ଥନା ପରିବେଷଣ ତଥା ମନ୍ତ୍ର ଉଚ୍ଚାରଣ କରି ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ। ଏହି ଭକ୍ତିପୂତ ୱେବିନାରରେ ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ ମଧ୍ୟରେ ସୁନନ୍ଦା ମିଶ୍ର ପଣ୍ଡା, ଭୁମିକା ଗୋଛି, ସୁଜାତା ପଟ୍ଟନାୟକ, ଶ୍ୟାମା ରଥ, ସୁଶ୍ରୀୟା ମିଶ୍ର, ସ୍ବାତୀ ପଟ୍ଟନାୟକ, ଅନୁରାଧା ଆନନ୍ଦ,ସୁଶ୍ରୀ ମିଶ୍ର କର, ଚିନ୍ମୟୀ ମିଶ୍ର ଏବଂ ଲୋପାମୁଦ୍ରା ଦାଶ ପ୍ରମୁଖ ଅର୍ନ୍ତଭୁକ୍ତ ଥିଲେ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଭିଜିଲାନ୍ସ ଜାଲରେ ଯନ୍ତ୍ରୀ : କୋଠା ଦେଖୀ ଭିଜିଲାନ୍ସ ଅଧୀକାରୀ ବି ଆଶ୍ଚର୍ଯ୍ୟ

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ : କୋଠା ଦେଖୀ ଭିଜିଲାନ୍ସ ଅଧୀକାରୀ ବି ଆଶ୍ଚର୍ଯ୍ୟ

March 8, 2026
ବାଲିଗୁଡା ଓକିଲ ସଂଘ ନିର୍ବାଚନ ମାର୍ଚ୍ଚ ୨୮ ରେ : ପ୍ରାର୍ଥତ୍ପତ୍ର ଦାଖଲ ଆରମ୍ଭ – ନିର୍ବାଚନ ଅଧିକାରୀ ଭାବେ ସୁବ୍ରତ ପ୍ରଧାନ

ବାଲିଗୁଡା ଓକିଲ ସଂଘ ନିର୍ବାଚନ ମାର୍ଚ୍ଚ ୨୮ ରେ : ପ୍ରାର୍ଥତ୍ପତ୍ର ଦାଖଲ ଆରମ୍ଭ – ନିର୍ବାଚନ ଅଧିକାରୀ ଭାବେ ସୁବ୍ରତ ପ୍ରଧାନ

March 8, 2026
କେନ୍ଦ୍ର ପର୍ଯ୍ୟଟନ କମିଶନରଙ୍କ କନ୍ଧମାଳ ଗସ୍ତ, ବିଭିନ୍ନ ପ୍ରକଳ୍ପ ସହ ଅଙ୍ଗନବାଡ଼ି ଓ ଉପସ୍ୱାସ୍ଥ୍ୟକେନ୍ଦ୍ର ବୁଲିଲେ

କେନ୍ଦ୍ର ପର୍ଯ୍ୟଟନ କମିଶନରଙ୍କ କନ୍ଧମାଳ ଗସ୍ତ, ବିଭିନ୍ନ ପ୍ରକଳ୍ପ ସହ ଅଙ୍ଗନବାଡ଼ି ଓ ଉପସ୍ୱାସ୍ଥ୍ୟକେନ୍ଦ୍ର ବୁଲିଲେ

March 8, 2026
ବାଲିଗୁଡା ରେ ବିଜୁବାବୁ ଙ୍କ ୧୧୦ ତମ ଜୟନ୍ତୀ ପାଳିତ : ଜନସାଧାରଣ ଙ୍କ ହକ ପାଇଁ ବିଜେଡି ସଦାସର୍ବଦା ଲଢେ଼ଇ ଜାରି ରଖିବ

ବାଲିଗୁଡା ରେ ବିଜୁବାବୁ ଙ୍କ ୧୧୦ ତମ ଜୟନ୍ତୀ ପାଳିତ : ଜନସାଧାରଣ ଙ୍କ ହକ ପାଇଁ ବିଜେଡି ସଦାସର୍ବଦା ଲଢେ଼ଇ ଜାରି ରଖିବ

March 8, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ : କୋଠା ଦେଖୀ ଭିଜିଲାନ୍ସ ଅଧୀକାରୀ ବି ଆଶ୍ଚର୍ଯ୍ୟ

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ : କୋଠା ଦେଖୀ ଭିଜିଲାନ୍ସ ଅଧୀକାରୀ ବି ଆଶ୍ଚର୍ଯ୍ୟ

March 8, 2026
ବାଲିଗୁଡା ଓକିଲ ସଂଘ ନିର୍ବାଚନ ମାର୍ଚ୍ଚ ୨୮ ରେ : ପ୍ରାର୍ଥତ୍ପତ୍ର ଦାଖଲ ଆରମ୍ଭ – ନିର୍ବାଚନ ଅଧିକାରୀ ଭାବେ ସୁବ୍ରତ ପ୍ରଧାନ

ବାଲିଗୁଡା ଓକିଲ ସଂଘ ନିର୍ବାଚନ ମାର୍ଚ୍ଚ ୨୮ ରେ : ପ୍ରାର୍ଥତ୍ପତ୍ର ଦାଖଲ ଆରମ୍ଭ – ନିର୍ବାଚନ ଅଧିକାରୀ ଭାବେ ସୁବ୍ରତ ପ୍ରଧାନ

March 8, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version