No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୭ ଜୁନ୍ , ସୋମବାର ) ଭୁବନେଶ୍ୱର :- ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀରେ ଘରେ ଘରେ ମାଷ୍କ୍ ବଣ୍ଟନ କାର୍ଯ୍ୟକ୍ରମ ଖଣ୍ଡଗିରି ବାରି କମ୍ୟୁନିଟି ସେଣ୍ଟର ଠାରେ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଦ୍ଵାରା ଅନୁଷ୍ଠିତ ହୋଇଯାଇଅଛି।ଏହି କାର୍ଯ୍ୟକ୍ରମ ରେ ୱାର୍ଡ ନଂ ୨୩,୨୪,୪୯,୫୦ କୋଭିଡ ସଚେତକ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ କରୋନା ରୋଗର ସଂକ୍ରମଣ ରୁ କିପରି ରକ୍ଷା କରାଯାଇ ପାରିବ ଘର ଘର ବୁଲି ଜନସାଧରଣଙ୍କୁ ସଚେତନତା

କରିବା ସହିତ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠିର ଅନୁଦାନରେ ତେଜସ୍ଵୀ ମିଶନ ଶକ୍ତି ମହିଳା ମହାସଂଘ ଦ୍ଵାରା ହାତ ତିଆରି କପଡା ମାସ୍କ ନିଃଶୁଳ୍କ ରେ ବଣ୍ଟନ କରିବାକୁ ପରାମର୍ଶ ଦେଇ ଥିଲେ । କାର୍ଯ୍ୟକ୍ରମ ରେ ବି ଏମ୍ ସି ର ଜୋନାଲ ଡେପୁଟି କମିଶନର ରବିନାରାୟଣ ଯେଠି, ତେଜସ୍ୱୀନି ର ସମ୍ପାଦିକା ସଂଯୁକ୍ତା ଭୁତିଆ,ପୁର୍ବତନ କର୍ପୋରେଟର ଦିଲ୍ଲୀପ ମାଝୀ,ଅଶ୍ଵିନୀ ସୁନ୍ଦରାୟ, ପ୍ରତାପ ସାହୁ, ସୁଜିତ୍ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

No Result
View All Result