• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପ୍ରଶାସନର ବୋଲ କାମ କରୁନି ; ଗ୍ୟାରେଜ ପାଲଟିଛି ବେଧଡକ ଜୁଆଆଡ୍ଡା ସ୍ଥଳୀ

Proprietor Abhimanyu Maharana by Proprietor Abhimanyu Maharana
June 6, 2021
in ଓଡ଼ିଶା, ଗଞ୍ଜାମ, ହୋମ୍
0
ପ୍ରଶାସନର ବୋଲ କାମ କରୁନି ; ଗ୍ୟାରେଜ ପାଲଟିଛି ବେଧଡକ ଜୁଆଆଡ୍ଡା ସ୍ଥଳୀ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ ( ୦୫ ଜୁନ୍ , ଶନିବାର ) ହିଞ୍ଜିଳିକାଟୁ :- ରାଜ୍ୟରେ ଦ୍ଵିତୀୟ ଲହର ଆତଙ୍କ ସୃଷ୍ଟି କରିଛି।ସବୁଠାରେ ଦେଖାଦେଇଛି ଭୟର ବାତାବରଣ।ସଂକ୍ରମଣ ଉଗ୍ର ଓ ଘାତକ ରୂପ ସାଜି ବହୁ ସଂକ୍ରମିତଙ୍କ ଅମୂଲ୍ୟ ଜୀବନ ନେଲାଣି କିଲର ଭାଇରସ।ଚାରିଆଡେ ଏକ ବିଷମ ଓ ବିପର୍ଯ୍ୟୟ ପରିସ୍ଥିତି ସୃଷ୍ଟି କରିଛି ଘାତକ କରୋନା।ସନ୍ତୁଳିତ ହେଉଛି ଲୋକଙ୍କ ଜୀବନ ଜୀବିକା। ଓଡିଶାବାସୀଙ୍କ ଜୀବନ ସୁରକ୍ଷା ଲାଗି ବ୍ୟାପକ ପ୍ରସ୍ତୁତି ଜାରୀ ରଖିଛନ୍ତି ରାଜ୍ୟ ସରକାର।ଲକ ଡାଉନ ସପକ୍ଷରେ ରାଜ୍ୟ ସରକାର ନ ଥିଲେ ମଧ୍ୟ ଅନ୍ୟାନୋପାୟ ହୋଇ ଶେଷରେ ଲାଗୁ କରିଛନ୍ତି ନାଇଟକର୍ଫ୍ୟୁ, ଲକଡାଉନ ଓ ସପ୍ତାହାନ୍ତ ସଟ ଡାଉନ ପ୍ରକ୍ରିୟା । ଏବେ ସାରା ରାଜ୍ୟରେ ବଳବତ୍ତର ରହିଛି ତୃତୀୟ ପର୍ଯ୍ୟାୟ ଲକ ଡାଉନ। କରୋନା ଶୃଙ୍ଖଳ ଭାଙ୍ଗିବା ପାଇଁ ପ୍ରଶାସନିକ ସ୍ତରରେ ଅହନିଶି ପ୍ରଚେଷ୍ଟା ଜାରୀ ରହିଛି।ସ୍ଥାନୀୟ ସହର ସମେତ ଗ୍ରାମାଞ୍ଚଳରେ ବିଭିନ୍ନ ସ୍ଥାନରେ କୋଭିଡ କଟକଣା ଉଲ୍ଲଙ୍ଘନ ଅଭିଯୋଗରେ ପ୍ରଶାସନ ତଣ୍ଡ ଆଦାୟ କରୁଥିବା ବେଳେ କିଛି ସ୍ଥାନରେ ଚାଲିଛି ବେଧଡକ ଜୁଆଆଡ୍ଡା। ସ୍ଥାନୀୟ ସହରର ମୁଖ୍ୟ ସଡକ ପଥରେ ଅବସ୍ଥିତ ଥିବା ଏକ ଗାଡି ମରାମତି ଗ୍ୟାରେଜ ପାଲଟିଛି ଜୁଆଡିଙ୍କ ଆଡ୍ଡାସ୍ଥଳୀ ।

ସହରରେ ଲକଡାଉନ ଘୋଷଣାର ପ୍ରଥମ ଦିନରୁ ହିଁ ଗ୍ୟାରେଜ ପାଲଟିଛି ଜୁଆଡିଙ୍କ ପାଇଁ ନିରାପଦ ଆଡ୍ଡା ସ୍ଥଳୀ। ଏଠାରେ ନିର୍ଭୟରେ ଆରମ୍ଭ ହୁଏ ରୀତିମତ ଜୁଆ ଖେଳ। ଜୁଆ ଖେଳ ସହ ନିଶା ଓ ଆମିଷର ଆସର ଜମୁଥିବା ଅଭିଯୋଗ ଉଠିଛି।ଲୋକଙ୍କ ନଜରରୁ ହଟିବା ପାଇଁ ମୁଖ୍ୟ ଫାଟକ ବନ୍ଦ କରି ଆରମ୍ଭ ହୁଏ ବେଆଇନ କାର୍ଯ୍ୟ କଳାପ। ଦୈନିକ ଘଣ୍ଟା ଘଣ୍ଟା ଧରି ଚାଲେ ଜୁଆଖେଳ।ସକାଳରୁ ଆରମ୍ଭ ହୋଇ ରାତ୍ରୀ ଯାଏଁ ଚାଲେ ଜୁଆଡିଙ୍କ ଖେଳ ନିଶା। ଏହାର ନିକଟସ୍ଥ ଅଞ୍ଚଳରେ ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ଜୁଆ ଆଡ୍ଡା ଠାବ କରିବାରେ ଏ ଯାଏଁ ସକ୍ଷମ ହୋଇ ପାରିନାହିଁ। ଜୁଆଆଡ୍ଡା ଓ ଜୁଆଡିଙ୍କ ଗନ୍ଧ ବାସନା ବାରିବାରେ ଟେର ମିଳି ପାରୁନାହିଁ ନା କିଛି ଅଲଗା ଉଦ୍ଦେଶ୍ୟ ରହିଛି ତାହା ସାଧାରଣରେ ମଧ୍ୟ ଆଲୋଚନା ଚାଲିଛି। କାହା ଛତ୍ରଛାୟା ତଳେ ଏଭଳି ବେଧଡକ ଜୁଆ ଆଡ୍ଡା ଦୀର୍ଘ ଦିନ ଧରି ଚାଲୁଛି ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ବେଆଇନ ଓ ଅସାମାଜିକ କାର୍ଯ୍ୟକଳାପ ପ୍ରତି ସ୍ଥାନୀୟ ପୁଲିସ ତତ୍ପରତା ପ୍ରକାଶ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିଲା ବେଳେ ସହରର ମୁଖ୍ୟ ସଡକ ପାର୍ଶ୍ଵରେ ବେଆଇନ ଜୁଆ ଆଡ୍ଡା ଉପରେ କିଭଳି ଦୃଷ୍ଟି ପଡୁନାହିଁ ତାହା ଏବେ ସହରରେ ଆଲୋଚ୍ୟ ବିଷୟ ହେଇଛି।କୋଭିଡ କଟକଣା ବେଳେ ଏଥିପ୍ରତି ଧ୍ୟାନ ଦେବା ପାଇଁ ସଚେତନ ନାଗରିକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି।

( ରିପୋର୍ଟ ଶୁସାନ୍ତ ପ୍ରଧାନ )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

May 6, 2026
ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

May 6, 2026
ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

ଗରୀବ ଶ୍ରେଣୀର ଝିଅ ହେଲେ ଟପ୍ପର

May 6, 2026
ଗଜପତି ଜିଲା ରେ ଗଂଜେଇ ବିହନ ଶୂନ୍ୟ

ଗଜପତି ଜିଲା ରେ ଗଂଜେଇ ବିହନ ଶୂନ୍ୟ

May 6, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

May 6, 2026
ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

May 6, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version