• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ମାନବ ଜୀବନର ଲକ୍ଷ୍ୟ ଉପରେ ଆନ୍ତର୍ଜାତିକ ୱେବ ଆଲୋଚନା ଚକ୍ର ଆୟୋଜିତ

Proprietor Abhimanyu Maharana by Proprietor Abhimanyu Maharana
June 1, 2021
in ଓଡ଼ିଶା, ଦେଶ, ବିଶ୍ଵ, ହୋମ୍
0
International Webinar Organised on the Motto of Life
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୦୧ ଜୁନ ମଙ୍ଗଳବାର ) ଟରୋଣ୍ଟୋର/ଲଣ୍ଡନ/ଦୁବାଇ/କାଠମାଣ୍ଡୁ / ଆବୁଧାବୀ /ବେଙ୍ଗାଲୁରୁ /ଭୁବନେଶ୍ୱର :- ପରୋପକାର ମାନବ ର ପରମ ଓ ଚରମ ଲକ୍ଷ୍ୟ ହେବା ଦରକାର ବୋଲି ପ୍ରସିଦ୍ଧ ଆଧ୍ୟାତ୍ମିକ ଗୁରୁ ସ୍ୱାମୀ ସୁଧାନନ୍ଦ ସରସ୍ୱତୀ ମତ ପ୍ରକାଶ କରିଛନ୍ତି | ଜନସେବା କୁ ଜୀବନର ଧେୟ ଓ ପାଥେୟ କଲେ ମଣିଷ ଜନ୍ମ ଧନ୍ୟ ହୋଇଥାଏ ଓ ଆତ୍ମାକୁ ମୋକ୍ଷ ଏବଂ ସ୍ୱର୍ଗ ପ୍ରାପ୍ତି ହୋଇଥାଏ ବୋଲି ସ୍ୱାମୀଜୀ ସୁଚାଇଥିଲେ | ଥିଙ୍କର୍ସ କ୍ଲବ ଓ ବିଶ୍ୱ ଓଡ଼ିଆ ସଂଗଠନ ଗୁଡିକ ର ମିଳିତ ସହଯୋଗ ରେ ଆୟୋଜିତ ‘ଜୀବନର ଲକ୍ଷ’ ଶୀର୍ଷକ ଏକ ଭାର୍ଚୁଆଲ ଆଲୋଚନା ଚକ୍ରକୁ ମୁଖ୍ୟ ବକ୍ତା ଭାବରେ ସମ୍ବୋଧନ କରି ଶ୍ରୀ ସରସ୍ୱତୀ, ଅର୍ଥ, ପଦାର୍ଥ ଏବଂ ସାମର୍ଥ୍ୟ ଭଳି ବସ୍ତୁବାଦୀ ମାନସିକତା କୁ ଦୁରେଇ ଦେଇ ନିସ୍ଵାର୍ଥପର ପରୋପକାର ଏବଂ ଈଶ୍ୱରଙ୍କୁ ନିଷ୍କାମ ଭକ୍ତି କଲେ ଚିରନ୍ତନ ଶାନ୍ତି ଏବଂ ଐଶ୍ୱରିକ ଆନନ୍ଦ ପ୍ରାପ୍ତି ହୋଇଥାଏ ବୋଲି ଦର୍ଶାଇଥିଲେ | ବତ୍ତର୍ମାନର କରୋନା ସଂକଟ କାଳରେ ସମଗ୍ର ବିଶ୍ୱର ଜନସାଧାରଣ ହନ୍ତସନ୍ତ ହୋଇ ତ୍ରାହି ତ୍ରାହି ଡାକୁଥିବା ବେଳେ ସେଥିରୁ ମୁକ୍ତି ପାଇବାକୁ ହେଲେ ମନରୁ ହତାଶାବୋଧ କୁ ଦୂରେଇଦେଇ ଭୋଗ ବଦଳରେ ତ୍ୟାଗକୁ ଆପଣେଇବାକୁ ସ୍ୱାମୀଜୀ ପରାମର୍ଶ ଦେଇଥିଲେ |

ଦୀର୍ଘ ଚାରି ଘଣ୍ଟା ଧରି ଚାଲିଥିବା ଏହି ଲାଇଭ ଷ୍ଟ୍ରିମିଙ୍ଗ ମାନସ ମନ୍ଥନ ଅଧିବେଶନକୁ ସୂଚନା ଓ ଲୋକସମ୍ପର୍କ ବିଭାଗର ପୂର୍ବତନ ଅତିରିକ୍ତ ନିର୍ଦ୍ଦେଶକ ବରଦା ଦାସ ସଂଯୋଜନା ଓ ପରିଚାଳନା କରିଥିଲେ । ଭିଡିଓ କନଫରେସିଂ ଜରିଆରେ ଏହି ଅନଲାଇନ ସଭାରେ ସ୍ବାଗତ ଭାଷଣ ପ୍ରଦାନ କରି ବିଶ୍ଵ ଓଡ଼ିଶା ସମାଜର ଅଧକ୍ଷ କିଶୋର ଦ୍ଵିବେଦୀ କରୋନା ମହାମାରୀ ଜୀବନର ସଂଜ୍ଞା କୁ ସଂପୂର୍ଣ୍ଣ ଭାବେ ବଦଳାଇ ଦେଇଥିବା ଉଲ୍ଲେଖ କରି ଜୀବନର ଅମୂଲ୍ୟତା , ପୁର୍ନଜନ୍ମର ପ୍ରାସଙ୍ଗିକତା ଏବଂ ମୋହ ମାୟାର ଔଚିତ୍ୟତା ନେଇ ସଧାରଣରେ ରହିଥିବା ଦ୍ଵନ୍ଦ ଗୁଡିକ ଉପରେ ଆଲୋକପାତ କରିଥିଲେ । ଡିଜିଟାଲ ମଞ୍ଚକୁ ବିଭୁଦତ୍ତ ମହାନ୍ତି ଓ ନନ୍ଦନ ଦ୍ଵିବେଦୀ ଦକ୍ଷତାର ସହ ନିୟନ୍ତ୍ରଣ କରିଥିଲେ । ଏହି ୱେବିନାରରେ କଟକରୁ ଡଃ ଅରୁନ୍ଧତୀ ଦେବୀ, କାଠମାଣ୍ଡୁରୁ ସଞ୍ଜୟ ଦାସ, ଆବୁଧାବୀରୁ ସିଦ୍ଧାର୍ଥ ଦାସ , ଭୁବନେଶ୍ବରରୁ ପୀତବାସ ମିଶ୍ର,

ଲଣ୍ଡନରୁ କଳ୍ପନା ମିଶ୍ର, ଭୁବନେଶ୍ବରରୁ କୃପାନିଧି ବିଶ୍ବାଳ, ଭୁବନେଶ୍ବରରୁ ପୂର୍ବତନ ମନ୍ତ୍ରୀ ଯୁଧିଷ୍ଠିର ଜେନା, ଥାଇଲାଣ୍ଡରୁ ଡଃ ଆଦ୍ରିଶ ବହ୍ମଦତ୍ତ,ଚେନ୍ନାଇରୁ ଶାନ୍ତନୁ ଜେନା,ଗାଜିଆବାଦରୁ ଲିପସା ପଟ୍ଟନାୟକ ମହାନ୍ତି, ଦୁବାଇ ରୁ ପ୍ରିତିଶ ଦାଶ, ବେଙ୍ଗାଲୁରରୁ ମନୋଜ ପାତ୍ର, ନୂଆଦିଲ୍ଲୀ ରୁ ବିନାୟକ ଦାସ,ମୁମ୍ବାଇରୁ ଡଃ ବି କେ ମହାରଣା, ନୂଆଦିଲ୍ଲୀରୁ ପୁଷ୍ପାଞ୍ଜଳି ବାରିକ,ଭୁବନେଶ୍ୱରରୁ ଗୀତାଞ୍ଜଳୀ ବିଶ୍ଵାଳ, ନୂଆଦିଲ୍ଲୀରୁ ପ୍ରମୋଦ ସୁତାର, ଭୁବନେଶ୍ବରରୁ ହୃଷୀକେଶ ପାତ୍ର ଓ ଟରୋଣ୍ଟୋ ରୁ ଡଃ ତନ୍ମୟ ପଣ୍ଡା ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ । ବୈଠକରେ ଉପସ୍ଥିତ ଥିବା ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଙ୍କ ମଧ୍ୟରେ ଆମଷ୍ଟର୍ଡ଼ମରୁ ଦୀପକ ପରିଡ଼ା, କୋଲକାତା ରୁ ପିତାମ୍ବର ବାରିକ ଓ ଅହଲ୍ୟା ବାରିକ, ମୁମ୍ବାଇରୁ ଲୋପିତା ହୋତା, ଭୁବନେଶ୍ୱରରୁ ଆର କେ ଇଣ୍ଡିଆନ, ନୂଆଦିଲ୍ଲୀରୁ ରିତା ପାତ୍ର, ଭୁବନେଶ୍ୱରରୁ କୃଷ୍ଣ ନାୟକ, ନୂଆଦିଲ୍ଲୀରୁ ଆଇନଜୀବୀ ସସ୍ମିତା ତ୍ରିପାଠୀ, କୁଏତରୁ ତୁଷାର ମିଶ୍ର, ଭୁବନେଶ୍ୱରରୁ ଡଃ ରବିନରାୟଣ ବେହେରା ଓ ନୋଏଡାରୁ ଶ୍ରାବଣୀ ସ୍ୱାଇଁ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସିଟୁ ଓ ମହିଳା ସମିତି ତରଫରୁ କଣ୍ଟିଲୋଠାରେ ବିଶ୍ଵ ମହିଳା ଦିବସ ପାଳିତ

ସିଟୁ ଓ ମହିଳା ସମିତି ତରଫରୁ କଣ୍ଟିଲୋଠାରେ ବିଶ୍ଵ ମହିଳା ଦିବସ ପାଳିତ

March 9, 2026
ଶିବା ସମ୍ପୁର୍ଣା ଫାଉଣ୍ଡେସନ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ଓ ଅନ୍ନପୂର୍ଣ୍ଣା ସମ୍ମାନ ୨୦୨୬ ଅନୁଷ୍ଠିତ

ଶିବା ସମ୍ପୁର୍ଣା ଫାଉଣ୍ଡେସନ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ଓ ଅନ୍ନପୂର୍ଣ୍ଣା ସମ୍ମାନ ୨୦୨୬ ଅନୁଷ୍ଠିତ

March 9, 2026
ବଲାଙ୍ଗିର ରେ ଓମ୍ ଏଣ୍ଟରପ୍ରାଇଜେସ୍ ର ନୂତନ ବ୍ରାଞ୍ଚ ଉଦଘାଟିତ

ବଲାଙ୍ଗିର ରେ ଓମ୍ ଏଣ୍ଟରପ୍ରାଇଜେସ୍ ର ନୂତନ ବ୍ରାଞ୍ଚ ଉଦଘାଟିତ

March 9, 2026
AIG Hospitals Launches South India’s First ZAP-X®️ Gyroscopic Neuro-Radiosurgery Platform, Transforming Brain Tumor Treatment into a Non-Invasive Day-Care Procedure

AIG Hospitals Launches South India’s First ZAP-X®️ Gyroscopic Neuro-Radiosurgery Platform, Transforming Brain Tumor Treatment into a Non-Invasive Day-Care Procedure

March 9, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସିଟୁ ଓ ମହିଳା ସମିତି ତରଫରୁ କଣ୍ଟିଲୋଠାରେ ବିଶ୍ଵ ମହିଳା ଦିବସ ପାଳିତ

ସିଟୁ ଓ ମହିଳା ସମିତି ତରଫରୁ କଣ୍ଟିଲୋଠାରେ ବିଶ୍ଵ ମହିଳା ଦିବସ ପାଳିତ

March 9, 2026
ଶିବା ସମ୍ପୁର୍ଣା ଫାଉଣ୍ଡେସନ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ଓ ଅନ୍ନପୂର୍ଣ୍ଣା ସମ୍ମାନ ୨୦୨୬ ଅନୁଷ୍ଠିତ

ଶିବା ସମ୍ପୁର୍ଣା ଫାଉଣ୍ଡେସନ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ଓ ଅନ୍ନପୂର୍ଣ୍ଣା ସମ୍ମାନ ୨୦୨୬ ଅନୁଷ୍ଠିତ

March 9, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version