ଓଡ଼ିଶା ତାଜା ନ୍ୟୁଜ (୩୧ ମଇ ସୋମବାର ) ଭୁବନେଶ୍ୱର :- କରୋନା ଯୋଗୁଁ ଲକ୍ ଡାଉନ୍ ଚାଲିଥିବା ବେଳେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା ଚାଲୁ ରହିଛି । ଚନ୍ଦନଯାତ୍ରା ବେଳେ ଡ଼ଙ୍ଗାରେ ଲାଗିଥିବା ଜେନେରେଟର ଖରାପ ଯୋଗୁଁ ଠାକୁର ଦୁଇ ଦିନ ଚାପ ଡ଼ଙ୍ଗା ଅନ୍ଧାର ରହିଥିଲା ।


© 2023 Odisha Taza News.