• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପୂର୍ବତନ ବିଧାୟକ ଆକାଶଙ୍କ ଫୋନକଲ ନେଇ କୋରାଇରେ ଚର୍ଚ୍ଚା : ସ୍ୱାସ୍ଥ୍ୟକଥା ପଚାରୁଛନ୍ତି – କରୋନା ସଚେତନ କରୁଛନ୍ତି

Proprietor Abhimanyu Maharana by Proprietor Abhimanyu Maharana
May 30, 2021
in ଓଡ଼ିଶା, କଟକ, ଯାଜପୁର, ହୋମ୍
0
ପୂର୍ବତନ ବିଧାୟକ ଆକାଶଙ୍କ ଫୋନକଲ ନେଇ କୋରାଇରେ ଚର୍ଚ୍ଚା : ସ୍ୱାସ୍ଥ୍ୟକଥା ପଚାରୁଛନ୍ତି – କରୋନା ସଚେତନ କରୁଛନ୍ତି
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୩୦ ମେ ରବିବାର) କୋରାଇ :- ମହାମାରୀ କରୋନା ବିଶ୍ୱବାସୀଙ୍କୁ ଆତଙ୍କିତ କରିଦେଇଛି । ମୁକାବିଲା ଲାଗି ସକରାକର ଯେତେ ଯାହ ବ୍ୟବସ୍ଥା କଲେ ମଧ୍ୟ ତାହାର ପ୍ରକୋପ ଥମୁନି; ବରଂ ବ୍ୟାପୁଛି । ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହର ଏବେ ଗାଁ ମୁହାଁ ହୋଇଛି । ଏଥିରୁ ଧନୀ, ଗରିବ, ପିଅନ, ଅଫିସର କେହିବାଦ ପଡୁ ନାହଁନ୍ତି । ଅର୍ଥ ଥିଲେବି ଏଥିରୁ ବର୍ତିବା ସମ୍ଭବ ହେଉନାହିଁ । ଏହି ମହାମାରୀ କରୋନା ଯାଜପୁର ଜିଲା ସମେତ କୋରାଇ ଅଂଚଳରେ ବ୍ୟାପକ ହେବାରେ ଲାଗିଛି । ଆକ୍ରନ୍ତଙ୍କ ସଂଖ୍ୟା ବଢୁଥିବାରୁ ରୋଗ ଅଂଶଙ୍କାରେ ଲୋକେ ଛାନିଆ ହୋଇ ପଡିଛନ୍ତି ।

ଅସହାୟ ଅବସ୍ଥାରେ ଟିକେ ସାହାସ ଦେବାପାଇଁ କୋରାଇର ପୂର୍ବତନ ବିଧାୟକ ତଥା ‘ମୋ କଲେଜ’ ଅଧ୍ୟକ୍ଷ ଆକାଶ ଦାସନାୟକ କୋରାଇ ଅଂଚଳର ଅଧିବାସୀଙ୍କୁ ପ୍ରତ୍ୟହ ଫୋନକରି ପଚାରୁଛନ୍ତି ା ଏମିତିକି କର୍ମୀ, ବୁଦ୍ଧିଜୀବି, ଶିକ୍ଷକ, ସାମ୍ବାଦିକ, ସମର୍ଥକ ଆଦି ସବୁବର୍ଗର ଲୋକଙ୍କୁ ଗତକିଛିଦିନ ହେଲା ଫୋନ କରି ସ୍ୱାସ୍ଥ୍ୟ ସଂପର୍କରେ ପଚାରି ବୁଛୁଝନ୍ତି । କରୋନ ଲହର ଚାଲିଥିବାରୁ ଆବଶ୍ୟକ ନଥିଲେ ବାହାରକୁ ନବାରିବା, ସାମାଜିକ ଦୂରତା ରଖିବା, ସାବୁନ୍‌ରେ ହାତ ଧୋଇବା, ସାନିଟାଇଜର କରିବା ସହ ସର୍ବଦା ତୁଣ୍ଡି ବ୍ୟବହାରକରିବାକୁ ପରାମର୍ଶ ଦେଉଛନ୍ତି ।

କୌଣସି ଭୟଭୀତ ନହୋଇ କୋରାନାର ସାମାନ୍ୟ ଲକ୍ଷଣ ଜାଣିଲେ ସ୍ୱାବ ପରୀକ୍ଷା କରାଇବା ଓ ଟିକା ନିବା ଜରୁରୀ ବୋଲି ସୂଚାଉଛନ୍ତି । ବିପଦ ବେଳେ ସାହସ ଓ ସଚେତନକରୁଥିବା ଆକାଶଙ୍କ ଫୋନ କଲପାଇଁ ଲୋକଙ୍କ ମନରେ ଖୁସିର ସ୍ଥିତି ସୃଷ୍ଟି ହୋଇଥିଲା ବେଳେ କୋରାଇ ଅଂଚଳରେ ଏହାକୁ ନେଇ ଚର୍ଚ୍ଚା ଖୁବ ଜୋର ଧରିଛି । ବିଶେଷକରି ଖୋଦ ଆକାଶଙ୍କ ନିଜ ଦଳରେ । ୨ବର୍ଷ ହେଲା ପତିଆରା ବିସ୍ତାର କରିଥିବା କେତେକ ଛାଆଁମୁହାଁ ନେତାଙ୍କ ମନରେ ଛନକା ପସିଛି ; କୋରାଇକୁ ପୁଣି ଆକାଶଙ୍କ ଲେଉଟାଣି ଆଶଙ୍କାରେ ।

ସେ ଯାହାହେଉ ବା’ କାହା ମନରେ କ’ଣ ଥାଉ; ଏହି ମହାବିପତି ସମୟରେ ପ୍ରତ୍ୟହ କୋରାଇ ଲୋକଙ୍କୁ ଆକାଶ ବାବୁ ଫୋନକଲ କରି ସ୍ୱାସ୍ଥ୍ୟ ସଂପର୍କରେ ପଚାରି ବୁଝିବା ଓ କରୋନାକୁ ନଡରି ମୁକାବିଲା ଲାଗି ସଚେତନତା ବାର୍ତା ଦେବା ଜଣେ ନେତା ନୁହେଁ ଜଣେ ମହାନୁଭବତାର ପରିଚୟ ସୃଷ୍ଟି କରିଛନ୍ତି । (କୋରାଇରୁ ରଶ୍ମିରେଖା ମଲ୍ଲିକଙ୍କ ରିପୋର୍ଟ)

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
“ଟିଚ୍ କନ୍ଧମାଳ” ଅଭିଯାନରେ ବିଦ୍ୟାଳୟ ପରିଦର୍ଶନ ସହ ଶିକ୍ଷାଦାନ ଓ ଭିତ୍ତିଭୂମିର ସମୀକ୍ଷା

“ଟିଚ୍ କନ୍ଧମାଳ” ଅଭିଯାନରେ ବିଦ୍ୟାଳୟ ପରିଦର୍ଶନ ସହ ଶିକ୍ଷାଦାନ ଓ ଭିତ୍ତିଭୂମିର ସମୀକ୍ଷା

July 23, 2026
ସାରା ରାଜ୍ୟରେ ସାରର ଘୋର ଅଭାବ : ପ୍ରଶାସନିକ ବିଫଳତା ଓ ସାର କଳାବଜାରୀ ଯୋଗୁଁ
ଚାଷୀ ହନ୍ତସନ୍ତ : ବିଜେଡି

ସାରା ରାଜ୍ୟରେ ସାରର ଘୋର ଅଭାବ : ପ୍ରଶାସନିକ ବିଫଳତା ଓ ସାର କଳାବଜାରୀ ଯୋଗୁଁ
ଚାଷୀ ହନ୍ତସନ୍ତ : ବିଜେଡି

July 23, 2026
ଦଳ ବଦଳାଇଲେ, ଇତିହାସ ବଦଳେ ନାହିଁ ’

ଦଳ ବଦଳାଇଲେ, ଇତିହାସ ବଦଳେ ନାହିଁ ’

July 23, 2026
ପ୍ରଧାନମନ୍ତ୍ରୀ ଆବାସ ସାମ୍ନାରେ ରାହୁଲ ଗାନ୍ଧୀଙ୍କ ଉପରେ ଦିଲ୍ଲୀ ପୋଲିସ ଦମନଲୀଳା ପ୍ରତିବାଦରେ ନୟାଗଡ ଡିସିସି ମୋଦି-ଶାହ କୁଶପୁତ୍ତଳିକା ଦାହ

ପ୍ରଧାନମନ୍ତ୍ରୀ ଆବାସ ସାମ୍ନାରେ ରାହୁଲ ଗାନ୍ଧୀଙ୍କ ଉପରେ ଦିଲ୍ଲୀ ପୋଲିସ ଦମନଲୀଳା ପ୍ରତିବାଦରେ ନୟାଗଡ ଡିସିସି ମୋଦି-ଶାହ କୁଶପୁତ୍ତଳିକା ଦାହ

July 23, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

“ଟିଚ୍ କନ୍ଧମାଳ” ଅଭିଯାନରେ ବିଦ୍ୟାଳୟ ପରିଦର୍ଶନ ସହ ଶିକ୍ଷାଦାନ ଓ ଭିତ୍ତିଭୂମିର ସମୀକ୍ଷା

“ଟିଚ୍ କନ୍ଧମାଳ” ଅଭିଯାନରେ ବିଦ୍ୟାଳୟ ପରିଦର୍ଶନ ସହ ଶିକ୍ଷାଦାନ ଓ ଭିତ୍ତିଭୂମିର ସମୀକ୍ଷା

July 23, 2026
ସାରା ରାଜ୍ୟରେ ସାରର ଘୋର ଅଭାବ : ପ୍ରଶାସନିକ ବିଫଳତା ଓ ସାର କଳାବଜାରୀ ଯୋଗୁଁ
ଚାଷୀ ହନ୍ତସନ୍ତ : ବିଜେଡି

ସାରା ରାଜ୍ୟରେ ସାରର ଘୋର ଅଭାବ : ପ୍ରଶାସନିକ ବିଫଳତା ଓ ସାର କଳାବଜାରୀ ଯୋଗୁଁ
ଚାଷୀ ହନ୍ତସନ୍ତ : ବିଜେଡି

July 23, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version