• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଭର୍ଚୁଆଲ ମୋଡ଼ ରେ କଟକ ସଂସାଦ,ମନ୍ତ୍ରୀ ,ବିଧାୟକ ଓ ପ୍ରଶାସନିକ ଅଧିକାରୀ ଙ୍କ କଟକ ଜିଲ୍ଲା କରୋନା ସ୍ଥିତି ସମୀକ୍ଷା ବୈଠକ

Proprietor Abhimanyu Maharana by Proprietor Abhimanyu Maharana
May 20, 2021
in ଓଡ଼ିଶା, କଟକ, ହୋମ୍
0
ଭର୍ଚୁଆଲ ମୋଡ଼ ରେ କଟକ ସଂସାଦ,ମନ୍ତ୍ରୀ ,ବିଧାୟକ ଓ ପ୍ରଶାସନିକ ଅଧିକାରୀ ଙ୍କ କଟକ ଜିଲ୍ଲା କରୋନା ସ୍ଥିତି ସମୀକ୍ଷା ବୈଠକ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୨୦ ମଇ ଗୁରୁବାର ) ଭୁବନେଶ୍ୱର :- ବାଙ୍କୀ :- ଭର୍ଚୁଆଲ ମୋଡ଼ ରେ କଟକ ସଂସାଦ ଭତୃହରି ମହତାବ ଜିଲ୍ଲା ର କରୋନା ସ୍ଥିତି ସମ୍ପର୍କରେ ପ୍ରଶାସନିକ ଅଧିକାରୀ, ସ୍ୱାସ୍ଥ୍ୟ ଅଧିକାରୀ ,ମନ୍ତ୍ରୀ ଓ ବିଧାୟକ ଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ।ଏହା ପୂର୍ବରୁ ସାଂସଦ ମହତାବ କଟକ ଜିଲ୍ଲା ପ୍ରଶାସନ ସହ ଗତ ୧୬ତାରିଖ ରେ ଭର୍ଚୁଆଲ ମୋଡ଼ ବୈଠକ କରିଥିଲେ।ଆଜିର ବୈଠକ କୁ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ପରିଚଳନା କରି ଜିଲ୍ଲା ର କରୋନା ସ୍ଥିତି ସମ୍ପର୍କରେ ସମସ୍ତ ଙ୍କୁ ଅବଗତ କରାଇ ଥିଲେ। ବୈଠକ ରେ ଆଶା କର୍ମୀ ମାନେ ଚଳିତ ମାସ ୨୪ ତାରିଖ ରୁ ପ୍ରତ୍ୟେକ ଘର ଘର ବୁଲି ଯେଉଁ ଲୋକଙ୍କ ଠାରେ କରୋନା ଲକ୍ଷଣ ଦେଖା ଯାଉଛି ସେମାନଙ୍କୁ ସ୍ୱାବ ପରୀକ୍ଷା କେନ୍ଦ୍ର କୁ ସ୍ୱାବ ପରୀକ୍ଷା କରେଇବା ପାଇଁ ପଠେଇବା କୁ ଚେଷ୍ଟା କରେଇବା ପ୍ରତି ଗୁରୁତ୍ୱ ଦେବା ସହ କିପରି ଅଧିକ ସ୍ୱାବ ସଂଗ୍ରହ କରିହେବ ଯାହା ଫଳରେ କରୋନ ସ୍ଥିତି କୁ ନିୟନ୍ତ୍ରଣ କରିହେବ ତାହା ଆଲୋଚନା ହେବା ସହ ଆଶା କର୍ମୀ ମାନଙ୍କୁ ଥର୍ମାଲ ସ୍କାନର ଓ ଅକ୍ସି ମିଟର ,ସାନିଟାଇଜର, ପିପିକିଟ ବିଧାୟକ ମାନେ ସେମାନଙ୍କ ବିଧାୟକ ପାଣ୍ଠି ରୁ ଯୋଗେଇ ଦେବା ପାଇଁ ଆଲୋଚନା କରାଯାଇଥିଲା ।

କରୋନା ପ୍ରତିଷେଧକ ଟୀକା କରଣ କଟକ ମୁନିସପାଲଟି ରେ ଯେପରି ସୁଚାରୁ ରୁପେ ଚାଲିଛି ସେହି ପ୍ରକାର ଗ୍ରାମାଞ୍ଚଳରେ ଶାନ୍ତି ଶୃଙ୍ଖଳା ରେ କିପରି ଟିକା କରଣ କରାଯିବ ସହ ଅନଲାଇନ ମାଧ୍ୟମରେ ଗ୍ରାମାଞ୍ଚଳ ଲୋକେ କିପରି ଟିକା କରଣ ନିମନ୍ତେ ପଞ୍ଜି କରଣ କରିପାରିବେ ସେ ସମ୍ପର୍କରେ ବିଶେଷ ଭାବେ ଆଲୋଚନା କରାଯାଇଥିଲା।ଆଶା ଓ ଅଙ୍ଗନବାଡ଼ି କର୍ମୀ ମାନେ ପ୍ରତି ଘର ଘର ବୁଲି ଲୋକ ମାନଙ୍କୁ ଅନଲାଇନ ଟିକା କରଣ ସମ୍ପର୍କରେ ସଚେତନ କରେଇବା ଆବଶ୍ୟକ ବୋଲି ଆଲୋଚନା କରାଯାଇଥିଲା।ଯେଉଁ ମାନେ ପ୍ରଥମ ପାଳି ଟିକା ନେଇଛନ୍ତି ସେହି ବ୍ୟକ୍ତି ମାନେ କେବେ ଦୂତୀୟ ପାଳି ଟିକା କରଣ କରିବେ ସେ ନେଇ ଅନେକ ଙ୍କ ମନରେ ନାନା ସଙ୍କା ଦେଖା ହେଇଛି କେହି କେହି ଜାଣି ପାରୁନାହାନ୍ତି ସେ ସମ୍ପର୍କରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଙ୍କ ପକ୍ଷରୁ ଖୁବ ଶୀଘ୍ର ସ୍ପଷ୍ଟୀକରଣ ପ୍ରକାଶ ପାଇବ ବୋଲି ଆଲୋଚନା ରେ ଜିଲ୍ଲାପାଳ ଶ୍ରୀ ଚଇନି ସମସ୍ତ ଙ୍କୁ ଜଣେଇଥିଲେ।ଅକ୍ସିଜେନ ପ୍ଲାଣ୍ଟ ଆଚାର୍ଯ୍ୟ ହରିହର କ୍ୟାନ୍ସର ଚିକିତ୍ସାଲୟ ରେ ଯେପରି କାର୍ଯ୍ୟ କରୁଛି ସେହିପରି ଏସିବି ଚିକିତ୍ସାଲୟ ପରିସରରେ ଅକ୍ସିଜେନ ପ୍ଲାଣ୍ଟ ଦ୍ରୁତ ଗତି ରେ ଖୁବ ଶୀଘ୍ର କାର୍ଯ୍ୟ ସମ୍ପୂର୍ଣ୍ଣ କରି ପ୍ରଚୁର ପରିମାଣର ଅକ୍ସିଜେନ ଜିଲ୍ଲା ରେ ମହଜୁଦ କରେଇବା ପାଇଁ ବୈଠକରେ ଆଲୋଚନା କରାଯାଇଥିଲା ।

ଏଥି ସହ କରୋନା ସଂକ୍ରମିତ ବ୍ୟକ୍ତି ଚିକିତ୍ସିତ ହେବା ପାଇଁ କଟକ ରେ କେତେକ ନିଧିଷ୍ଟ କୋଭିଡଚିକିତ୍ସାଲୟ ଅଛି ସେସବୁ ଚିକିତ୍ସା ଲୟ ରେ ହେଲ୍ପ ଡେ଼କ୍ସ କୁ ଆହୁରି ସୁବିଧା କରଣ କରିବା ସହ ଚିକିତ୍ସିତ ହେଉଥିବା ଆକ୍ରାନ୍ତ ଙ୍କ ସମ୍ପର୍କୀୟ ଫୋନ କଲେ ସଠିକ ତଥ୍ୟ ଦେବା ସହ ଯଦି ଆବଶ୍ୟକ ହୁଏ ତେବେ ସେମାନଙ୍କ ଙ୍କ ସହ କଥା କରେଇବା ପାଇଁ ବୈଠକରେ ଆଲୋଚନା କରାଯାଇଥିଲା।ଉକ୍ତ କୋଭିଡ ଚିକିତ୍ସାଲୟ ମାନଙ୍କ ରେ ସି ଟି ସ୍କାନର ରହିବା ଆବଶ୍ୟକ।ଅତ୍ୟନ୍ତ ଆବଶ୍ୟକ ହେଲେ ଆକ୍ରାନ୍ତ ଙ୍କ ସିଟି ସ୍କାନ କରେଇଲେ କଣ କଣ ଅସୁବିଧା ଅଛି ଜଣାଯାଇପାରିବ ଓ ଡାକ୍ତର ସୁବିଧା ରେ ଚିକିତ୍ସା କରିପାରିବେ ବୋଲିବୈଠକରେ ଭାଗ ନେଇଥିବା ବହୁ ସ୍ୱାସ୍ଥ୍ୟ ଅଧିକାରୀ ପ୍ରକାଶ କରିଥିଲେ।ପରିଶେଷରେ କୋଭିଡ ରେ ମୃତ୍ୟୁ ବରଣ କରୁଥିବା ବ୍ୟକ୍ତି ଙ୍କୁ ସମ୍ମାନ ସହକାରେ କୋଭିଡ ସଂସାନ ରେ ଦାହ କରେଇବା ପାଇଁ ଆଲୋଚନା କରାଯାଇ ଥିଲା ।

ଏହି ଭାରଚୁଆଲ ମୋଡ଼ ବୈଠକରେ କେନ୍ଦ୍ରାପଡା ସାଂସଦ ଅନୁଭଵ ମହାନ୍ତି, ରାଜ୍ୟ ସଭା ସାଂସଦ ସୁବାସ ସିଂ, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ବିଧାୟକ ଦେବୀ ପ୍ରସାଦ ମିଶ୍ର, ବିଧାୟକ ମହମ୍ମଦ ମୁକିମ,ବିଧାୟକ ପ୍ରଫେସର ପ୍ରମୋଦ ମଲ୍ଲିକ,ଆଞ୍ଚଳିକ କମିଶନର ଅନୀଲ ସାମଲ, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ଛୋଟରାୟ, ସିଏମସି କମିଶନର ଅନନ୍ୟା ଦାସ,ଜିଲ୍ଲା କୋଭିଡ ପରିଚାଳକ ଉମେଶ ରାୟ,ବାଙ୍କୀ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନା,ଆଠଗଡ଼ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି, କଟକସଦର ଉପଜିଲ୍ଲାପାଳ ପ୍ରତାପ ବେଉରା,କଟକ ଜିଲ୍ଲାର ୧୪ ଗୋଟି ବ୍ଲକ ର ବିଡ଼ିଓ, ତହସିଲଦାର, ମେଡ଼ିକାଲ ଅଫିସର ଭାଗ ନେଇଥିଲେ।ସାଂସଦ ମହତାବ ଜିଲ୍ଲା ର ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଙ୍କ ସହ ସ୍ୱାସ୍ଥ୍ୟ କେନ୍ଦ୍ର ରେ କିପରି କୋଭିଡ ପରିଚାଳନା ଅଧିକ ସୁବିଧା କରଣ କରିହେବ ଓକୋଭିଡ ପରିଚାଳନା ରେ କଣ କଣ ସମସ୍ୟା ହେଉଛି ତାହା ପଚାରି ବୁଝିଥିଲେ।କିପରି ଜିଲ୍ଲା ରେ କରୋନା କୁ ଚେକ ଦିଆଯିବ ସେ ସମ୍ପର୍କରେ ଉପସ୍ଥିତ ସମସ୍ତେ ଆଲୋଚନା କରିଥିଲେ। (ରିପୋର୍ଟ ଗୌତମ ମିଶ୍ର )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଖୋର୍ଦ୍ଧା ଜିଲ୍ଲାରେ ପ୍ରଶଂସା ସାଉଣ୍ଟୁଛନ୍ତି ଜିଲ୍ଲା ବିଜେପି ଉପସଭାପତି

ଖୋର୍ଦ୍ଧା ଜିଲ୍ଲାରେ ପ୍ରଶଂସା ସାଉଣ୍ଟୁଛନ୍ତି ଜିଲ୍ଲା ବିଜେପି ଉପସଭାପତି

May 7, 2026
ଝାଲମୁଢ଼ି ଖାଇ ବିଜେପିର ବିଜୟ ଉତ୍ସବ ପାଳନ କଲେ ନେତା ଓ କର୍ମୀ

ଝାଲମୁଢ଼ି ଖାଇ ବିଜେପିର ବିଜୟ ଉତ୍ସବ ପାଳନ କଲେ ନେତା ଓ କର୍ମୀ

May 6, 2026
ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

May 6, 2026
ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

May 6, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଖୋର୍ଦ୍ଧା ଜିଲ୍ଲାରେ ପ୍ରଶଂସା ସାଉଣ୍ଟୁଛନ୍ତି ଜିଲ୍ଲା ବିଜେପି ଉପସଭାପତି

ଖୋର୍ଦ୍ଧା ଜିଲ୍ଲାରେ ପ୍ରଶଂସା ସାଉଣ୍ଟୁଛନ୍ତି ଜିଲ୍ଲା ବିଜେପି ଉପସଭାପତି

May 7, 2026
ଝାଲମୁଢ଼ି ଖାଇ ବିଜେପିର ବିଜୟ ଉତ୍ସବ ପାଳନ କଲେ ନେତା ଓ କର୍ମୀ

ଝାଲମୁଢ଼ି ଖାଇ ବିଜେପିର ବିଜୟ ଉତ୍ସବ ପାଳନ କଲେ ନେତା ଓ କର୍ମୀ

May 6, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version