• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବେଦାନ୍ତ ଆଲୁମିନିୟମ ପକ୍ଷରୁ ବ୍ୟବସାୟିକ ଅଂଶୀଦାର କର୍ମଚାରୀଙ୍କ ପାଇଁ କୋଭିଡ୍ କବଚ ଟର୍ମ ବୀମା ଘୋଷଣା

Proprietor Abhimanyu Maharana by Proprietor Abhimanyu Maharana
May 18, 2021
in ଓଡ଼ିଶା, ମହାନଗର, ହୋମ୍
0
ବେଦାନ୍ତ ଆଲୁମିନିୟମ ପକ୍ଷରୁ ବ୍ୟବସାୟିକ ଅଂଶୀଦାର କର୍ମଚାରୀଙ୍କ ପାଇଁ କୋଭିଡ୍ କବଚ ଟର୍ମ ବୀମା ଘୋଷଣା
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୧୮ ମଇ ମଙ୍ଗଳବାର ) ଭୂବନେଶ୍ୱର :-  ଭାରତର ବୃହତ୍ ଆଲୁମିନିୟମ୍ ଉତ୍ପାଦନକାରୀ ତଥା ମୂଲ୍ୟଯୁକ୍ତ ଆଲୁମିନିୟମ୍ ଉତ୍ପାଦକ ବେଦାନ୍ତ ଆଲୁମିନିୟମ୍ ଏବଂ ପାୱାର ବିଜନେସ୍‌ ପକ୍ଷରୁ ଅନ୍ତର୍ଜାତୀୟ ପରିବାର ଦିବସ ଅବସରରେ ଏହାର ଓଡ଼ିଶାର ଲାଞ୍ଜିଗଡ଼ ଏବଂ ଝାରରସୁଗୁଡ଼ା ପ୍ଲାଂଟ୍ ଏବଂ ଛତିଶଗଡ଼ର କୋର୍ବା ସ୍ଥିତ ବାଲ୍‌କୋ ପ୍ଲାଂଟ୍‌ର ବ୍ୟବସାୟିକ ଅଂଶୀଦାର କର୍ମଚାରୀଙ୍କ ପାଇଁ କୋଭିଡ୍ କବଚ ଟର୍ମ ବୀମା ଘୋଷଣା କରାଯାଇଛି । ବେଦାନ୍ତ ଲିମିଟେଡ୍‌ର ଆଲୁମିନିୟମ ଓ ପାୱାରର ସିଇଓ ଏବଂ ବାଣିଜ୍ୟିକ ଏମ୍‌ଡି ଅଜୟ କାପୁର ଏସମ୍ପର୍କରେ ଘୋଷଣା କରିଛନ୍ତି । ଆନ୍ତର୍ଜାତୀୟ ପରିବାର ଦିବସ ଅବସରରେ ଏକ ଭିଡିଓ ବାର୍ତା ମାଧ୍ୟମରେ ସେ ସମସ୍ତ କର୍ମଚାରୀଙ୍କ ପାଇଁ ଏହା ଘୋଷଣା କରିଛନ୍ତି । ଗତବର୍ଷ, କମ୍ପାନୀ ସମସ୍ତ କର୍ମଚାରୀଙ୍କ ପାଇଁ ଟର୍ମ ଜୀବନ ବୀମା ଘୋଷଣା କରାଯାଇଥିଲା ।

କୋଭିଡ୍ ସଙ୍କଟ ସମୟରେ ଯେକୌଣସି ଦୁର୍ଭାଗ୍ୟଜନକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି କରାଯାଇଥିଲା । ଏଥିସହ, ଓଡ଼ିଶା ସ୍ଥିତ ବେଦାନ୍ତର ଆଲୁମିନିୟମ ସ୍ମେଲଟରରେ କାର୍ଯ୍ୟରତ ବ୍ୟବସାୟିକ ଅଂଶୀଦାରଙ୍କୁ ମଧ୍ୟ ଏହି ସ୍ୱାସ୍ଥ୍ୟ ବୀମା ପଲିସିରେ ସାମିଲ କରାଯାଇଛି । ଏହା ଚିକିତ୍ସିତ ହେଉଥିବା କ୍ଷେତ୍ରରେ ସହାୟତା ପ୍ରଦାନ କରିବାକୁ ସକ୍ଷମ ହୋଇପାରିଥାଏ । ଏହି ଅବସରରେ ଆଲୁମିନିୟମ ବ୍ୟବସାୟର ସହକାରୀ ସିଇଓ ରାହୁଲ ଶର୍ମା କହିଲେ, ଆମ ଲୋକଙ୍କ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ଆମର ପ୍ରାଥମିକତା, ଏବଂ ଆମେ ମହାମାରୀ ବିରୋଧରେ ସୁରକ୍ଷା ପ୍ରୋଟୋକଲ ଜାରି ରଖିଛୁ । ଆମର କର୍ମଚାରୀ ଏବଂ ସେମାନଙ୍କ ପରିବାରକୁ ସୁରକ୍ଷିତ ରଖିବା ପାଇଁ ଆମେ ସମସ୍ତ ପ୍ଲାଂଟ୍ ଅଂଚଳରେ ବହୁବିଧ ବ୍ୟବସ୍ଥା ପଦକ୍ଷେପ ଗ୍ରହଣ କରିଛୁ । ମହାମାରୀ ଲଢ଼େଇରେ ଆମେ ସମଗ୍ର ଦେଶ ସହ ମିଳିତ ଭାବେ ଛିଡା ହୋଇଛୁ ।

କୋଭିଡ୍ ସଂକ୍ରମଣରୁ ଦୂରେଇ ରହିବା ପାଇଁ ଆମେ ଆମର କର୍ମଚାରୀ, ବ୍ୟବସାୟିକ ଅଂଶୀଦାର ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ସୁରକ୍ଷିତ ରଖିବା ପାଇଁ ବହୁ ପଦକ୍ଷେପ ଗ୍ରହଣ କରିଛୁ । ବୀମା ପଲିସି ଏହି ଦିଗରେ ଏକ ଛୋଟ କିନ୍ତୁ ମହତ୍ୱପୂର୍ଣ୍ଣ ପ୍ରୟାସ । ଏହି ଅବସରରେ ୱେଲସପ୍ରିଙ୍ଗ୍ ହେଲଥ୍ କେୟାର ପ୍ରା.ଲିଃ.ର ନିର୍ଦ୍ଦେଶକ ମୋଇନ କାଜି କହିଲେ, କୋଭିଡ୍ ଦ୍ୱାରା ପ୍ରଭାବିତ ବ୍ୟକ୍ତିଙ୍କ ପାଇଁ ଚିକିତ୍ସା ୱେଲସପ୍ରିଙ୍ଗ୍ ହେଲଥ୍‌ କେୟାର ପ୍ରା.ଲିଃ.ବେଦାନ୍ତର ବ୍ୟବସାୟିକ ଅଂଶୀଦାର ଭାବେ ଝାରସୁଗୁଡ଼ା ସ୍ଥିତ ପ୍ଲାଂଟ୍‌ଣ୍ଟ ଅଂଚଳରେ କାର୍ଯ୍ୟ ଜାରି ରଖିଛୁ । କର୍ମଚାରୀ, ପରିବାର ଏବଂ ବ୍ୟବସାୟିକ ଭାଗିଦାରୀଙ୍କ ସ୍ୱାସ୍ଥ୍ୟ ତଥା ଉନ୍ନତି ପାଇଁ ଆମର କର୍ମଚାରୀମାନେ ଦିନରାତି କାର୍ଯ୍ୟ କରୁଛନ୍ତି । ଏହା ସହିତ ସେମାନଙ୍କ ସାମୁହିକ ସ୍ୱାସ୍ଥ୍ୟ ଉପରେ ତୀକ୍ଷ୍‌ଣ ନଜର ରଖିଛନ୍ତି ।

ବେଦାନ୍ତ ଏହାର କର୍ମଚାରୀ ତଥା ସେମାନଙ୍କ ପରିବାରକୁ ସୁରକ୍ଷିତ ରଖିବା ପାଇଁ ଓଡିଶା ଏବଂ ଛତିଶଗଡର ଦୁର୍ଗମ ଅଂଚଳରେ ଥିବା ଏହାର ପ୍ଲାଂଟ୍ ଏବଂ ଅତ୍ୟାଧୁନିକ ଟାଉନଶିପ୍‌ରେ ବହୁ ପଦକ୍ଷେପ ଗ୍ରହଣ କରିଛି ।

 ଆପୋଲୋ ହସ୍ପିଟାଲ ସହିତ ମିଳିତ ଭାବରେ ୨୪୍‍୭ ସ୍ୱାସ୍ଥ୍ୟ ହେଲ୍ପ ଲାଇନ ସ୍ଥାପନ କରାଯାଇଛି ।

 ଇତିମଧ୍ୟରେ ୭୫୦୦ ରୁ ଅଧିକ କର୍ମଚାରୀ, ପରିବାର ଏବଂ ବ୍ୟବସାୟିକ ଅଂଶୀଦାରଙ୍କୁ ମାଗଣାରେ ଟିକାଦାନ କରାଯାଇଛି । ଏହା ସହିତ ୧୦୦% ଟିକାକରଣ ପାଇଁ ଯୋଜନା ମଧ୍ୟ ରହିଛି ।

 ଓଡ଼ିଶା ଏବଂ ଛତିଶଗଡରେ ବେଦାନ୍ତ ପକ୍ଷରୁ ୫୫୦ରୁ ଅଧିକ ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର ସେଂଟର ଏବଂ କ୍ୱାରାଟାଂଇନ ସୁବିଧା ଆକ୍ରାନ୍ତଙ୍କ ପାଇଁ ସ୍ଥାପନ କରାଯାଇଛି ।

 କୋଭିଡ୍ ଟାସ୍କ ଫୋର୍ସ ସମସ୍ତ କର୍ମଚାରୀ ଏବଂ ତାଙ୍କ ପରିବାରଙ୍କ ତଦାରଖ ଦାୟିତ୍ୱ ଗ୍ରହଣ କରିଛନ୍ତି ।

 ପ୍ଲାଂଟ୍ ଏବଂ ଟାଉନଶିପରେ ସାମାଜିକ-ଦୂରତାର ତଦାରଖ ପାଇଁ ନିୟମିତ ପାଟ୍ରୋଲିଂ ସହିତ ଡ୍ରୋନ ଏବଂ ସିସିଟିଭି ବ୍ୟବହାର କରାଯାଉଛି ।

 ଟାଉନଶିପରେ ପନିପରିବା, କ୍ଷୀର, ତେଜରାତି ସାମଗ୍ରୀ ଆଦିର ବିକ୍ରୟ କ୍ଷେତ୍ରରେ ସାମାଜିକ ଦୂରତା ନିଶ୍ଚିତ କରାଇବା ଲାଗି ଏକ ଅନଲାଇନ ଟାଇମ୍ ସ୍ଲଟ-ବୁକିଂ ପୋର୍ଟାଲ ବିକଶିତ କରାଯାଇଛି । ଏହା ଦ୍ୱାରା ଲୋକଙ୍କ ଭିଡ଼ ଏବଂ ସମୟ ନିୟନ୍ତ୍ରଣ କରାଯାଇପାରୁଛି । ଫଳରେ ଲୋକେ ଦୋକାନରୁ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଯାଇପାରୁଛନ୍ତି ।

 ଶୀଘ୍ର ଚିହ୍ନଟ ଏବଂ ଚିକିତ୍ସା ପାଇଁ ପ୍ଲାଂଟ୍ ଏବଂ ଟାଉନଶିପ୍‌ରେ ରାପିଡ ଆଂଟିଜେନ ଟେଷ୍ଟ୍ ମାଗଣାରେ କରାଯାଉଛି ।

 ଚିକିତ୍ସା ଳାଗି ସମସ୍ତ କୋଭିଡ୍ ଆକ୍ରାନ୍ତ କର୍ମଚାରୀଙ୍କ ପାଇଁ ଦରମା ସହିତ ଛୁଟିର ବ୍ୟବସ୍ଥା କରାଯାଇଛି ।

 କର୍ମଚାରୀଙ୍କ ସୁସ୍ଥତାକୁ ପ୍ରାଥମିକତା ଦିଆଯିବା ସହିତ ଅତ୍ୟାବଶ୍ୟକୀୟ ସାମଗ୍ରୀଠାରୁ ଆରମ୍ଭ କରି ସମସ୍ତ ଚିକିତ୍ସା ଏବଂ ସ୍ୱାସ୍ଥ୍ୟସେବା ସହାୟତା ପ୍ରଦାନ କରାଯାଉଛି ।

 ଟେଲିମେଡିସିନ ସୁବିଧା ଉପଲବ୍ଧ ହେଉଛି । ଏହାଦ୍ୱାରା ରୋଗୀମାନେ ଫୋନ ଏବଂ ଭିଡିଓ କଲିଂ ମାଧ୍ୟମରେ ଆବଶ୍ୟକ ପରାମର୍ଶ ଡାକ୍ତରଙ୍କଠାରୁ ଗ୍ରହଣ କରିପାରୁଛନ୍ତି ।

 ବାହ୍ୟ ଗମନାଗମନକୁ ପ୍ଲାଂଟ୍ ଏବଂ ଟାଉନଶିପ ଅଂଚଳରେ ବନ୍ଦ କରାଯାଇଛି ।

 ବେଦାନ୍ତର ନିଜସ୍ୱ ହସ୍ପିଟାଲଗୁଡ଼ିକୁ କର୍ମଚାରୀଙ୍କ ଯେକୌଣସି ଚିକିତ୍ସା ଆବଶ୍ୟକତାକୁ ପୂରଣ କରିବା ପାଇଁ ପ୍ରସ୍ତୁତ ରଖାଯାଇଛି ।

 କମ୍ ସଂଖ୍ୟକ କର୍ମଚାରୀଙ୍କ ଦ୍ୱାରା ପ୍ଲାଂଟ୍‌ରେ କାର୍ଯ୍ୟ କରାଯିବା ସହିତ ୱାର୍କ ଫର୍ମ ହୋମ୍ ଜାରି ରହିଛି ।

କୋଭିଡ୍ ସଂକ୍ରମଣ ରୋକିବା ଏବଂ ଟିକାକରଣନେଇ ଲୋକଙ୍କୁ ସଚେତନ କରାଯାଉଛି । ଏହା ସହିତ ସାନିଟେଶନ କିଟ୍ ବଂଟନ ଏବଂ ସର୍ବସାଧାରଣସ୍ଥଳ ପାରିପାଶ୍ୱିର୍କ ଗ୍ରାମଗୁଡିକୁ ସାନିଟାଇଜ କରାଯାଉଛି । ଆକ୍ରାନ୍ତଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇବାରେ ରାଜ୍ୟ ସରକାରଙ୍କୁ ସହାୟତା କରିବା ପାଇଁ କମ୍ପାନୀ ଓଡିଶା ଏବଂ ଛତିଶଗଡରେ ଦୁଇଟି କୋଭିଡ୍ ଫିଲ୍ଡ ହସ୍ପିଟାଲ ସ୍ଥାପନ କରିବାକୁ ଯୋଜନା କରିଛି । ଝାରସୁଗୁଡାରେ ରୋଗୀଙ୍କୁ ଅମ୍ଳଜାନ ଯୋଗାଣ ନିଶ୍ଚିତ କରିବାକୁ ବେଦାନ୍ତ ପକ୍ଷରୁ ଜିଲ୍ଲା ହସ୍ପିଟାଲଗୁଡ଼ିକକୁ ଅମ୍ଳଜାନ ସିଲିଣ୍ଡର ଯୋଗାଇ ଦେଉଛି । କମ୍ପାନୀ ପକ୍ଷରୁ ଓଡିଶାର ଭବାନୀପାଟଣାସ୍ଥିତ ଜିଲ୍ଲା ହସ୍ପିଟାଲକୁ ୧୦,୦୦୦ ଆର୍‌ଟି- ପିିସିଆର୍ ଟେଷ୍ଟ୍ କିଟ ଯୋଗାଇ ଦିଆଯାଇଛି ।

ବେଦାନ୍ତ ଆଲୁମିନିୟମ୍ ଆଣ୍ଡ୍ ପାୱାର ବିଜ୍‌ନେସ୍ ଯାହାକି ବେଦାନ୍ତ ଲିମିଟେଡ୍‌ର ଅଂଶବିଶେଷ ଭାରତର ପ୍ରାୟ ଅଧା ଆଲୁମିନିୟମ୍ ଉତ୍ପାଦନ କରିଥାଏ । ୨୦୨୦ ଆର୍ଥିକ ବର୍ଷରେ ଏହାର ପରିମାଣ ବାର୍ଷିକ ୧.୯ ନିୟୁତ ଟନ୍ ରହିଛି । ଏହା ଦେଶର ବୃହତ ଘରୋଇ ପାୱାର ଉତ୍ପାଦକ । ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ୍ ଉତ୍ପାଦ ପ୍ରସ୍ତୁତିରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ଏହାର ବିଶ୍ୱସ୍ତରୀୟ ସ୍ମେଲଟର, ପାୱାର ପ୍ଲାଂଟ୍ ଏବଂ ଆଲୁମିନା ରିଫାଇନାରୀ ଭାରତରେ ବିଭିନ୍ନ ଅଂଚଳରେ ରହିଛି । ଆଲୁମିନିୟମ୍‌କୁ ଭବିଷ୍ୟତର ମେଟାଲ ଭାବେ ପ୍ରତିପାଦିତ କରି ଏକ ‘ଗ୍ରୀନର ଟୁମୋରୋ’ ଗଠନ ପାଇଁ ବେଦାନ୍ତ ପ୍ରୟାସ ଜାରି ରଖିଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ତ୍ରିଦିବସୀୟ ‘ବିଦ୍ୟାର୍ଥୀ ଜୀବନ ନିର୍ମାଣ ଶିବିର’ ଉଦଘାଟିତ

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ତ୍ରିଦିବସୀୟ ‘ବିଦ୍ୟାର୍ଥୀ ଜୀବନ ନିର୍ମାଣ ଶିବିର’ ଉଦଘାଟିତ

May 9, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨୦୨୬ ଫାଇନାଲରେ ଶରଣକୁଳ ଏଫ.ସି ୨-୦ ଗୋଲରେ ଖଣ୍ଡପଡା ହରାଇ ଚମ୍ପିଆନ

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨୦୨୬ ଫାଇନାଲରେ ଶରଣକୁଳ ଏଫ.ସି ୨-୦ ଗୋଲରେ ଖଣ୍ଡପଡା ହରାଇ ଚମ୍ପିଆନ

May 9, 2026
ଟ୍ରେଡ଼ ଇଣ୍ଡିଆ ଟ୍ରଷ୍ଟ ପକ୍ଷ୍ୟରୁ ସମର କ୍ରୀଡା, ଯୋଗ ଦେଲେ ଦୁଇ ରାଜ୍ୟର ଶତାଧିକ ଛାତ୍ରଛାତ୍ରୀ

ଟ୍ରେଡ଼ ଇଣ୍ଡିଆ ଟ୍ରଷ୍ଟ ପକ୍ଷ୍ୟରୁ ସମର କ୍ରୀଡା, ଯୋଗ ଦେଲେ ଦୁଇ ରାଜ୍ୟର ଶତାଧିକ ଛାତ୍ରଛାତ୍ରୀ

May 9, 2026
ରଥଯାତ୍ରାର ପ୍ରଥମ ସମନ୍ବୟ ବୈଠକ ଅନୁଷ୍ଠିତ

ରଥଯାତ୍ରାର ପ୍ରଥମ ସମନ୍ବୟ ବୈଠକ ଅନୁଷ୍ଠିତ

May 9, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ତ୍ରିଦିବସୀୟ ‘ବିଦ୍ୟାର୍ଥୀ ଜୀବନ ନିର୍ମାଣ ଶିବିର’ ଉଦଘାଟିତ

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରରେ ତ୍ରିଦିବସୀୟ ‘ବିଦ୍ୟାର୍ଥୀ ଜୀବନ ନିର୍ମାଣ ଶିବିର’ ଉଦଘାଟିତ

May 9, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨୦୨୬ ଫାଇନାଲରେ ଶରଣକୁଳ ଏଫ.ସି ୨-୦ ଗୋଲରେ ଖଣ୍ଡପଡା ହରାଇ ଚମ୍ପିଆନ

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨୦୨୬ ଫାଇନାଲରେ ଶରଣକୁଳ ଏଫ.ସି ୨-୦ ଗୋଲରେ ଖଣ୍ଡପଡା ହରାଇ ଚମ୍ପିଆନ

May 9, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version