No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୨ ମଇ ବୁଧବାର )ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ସଦର ମହକୂମା ପାରଳାଖେମୁଣ୍ଡି ପୁରୁଣା ପାଟଣା ରାସ୍ତାର ଓଡ଼ିଶା- ଆନ୍ଧ୍ର ସୀମାନ୍ତ ରେ ପ୍ରବେଶ ପଥରେ ଥିବା ନାକାଗେଟ୍ ନିକଟରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ମୋବାଇଲ ଟିମ ପକ୍ଷରୁ ଟେଷ୍ଟିଁ ଦାୟିତ୍ବରେ ଥିବା ଅଧିକାରୀ ଡ: ରାଜଲକ୍ଷ୍ମୀ ନାୟକଙ୍କ ପ୍ରତେକ୍ଷ ତତ୍ତ୍ଵାବଧାନରେ ଆଣ୍ଟିଜେନ ଟେଷ୍ଟିଂ ଅନୁଷ୍ଠିତ ହୋଇଥିଲା ଏହି ଟେଷ୍ଟୀଙ୍ଗ ରେ ବହୁ ସଂଖ୍ୟାରେ ଲୋକ ମାନେ ଆସି ନିଜ ନିଜର ଆଣ୍ଟିଜେନ ଟେଷ୍ଟିଙ୍ଗ କରାଇ ନେଇଥିଲେ l ( ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result