No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୦୬ ମେ , ଗୁରୁବାର ) ଓଡ଼ଗାଁ :- ଓଡ଼ଗାଁ ବ୍ଲକ ପଞ୍ଚିରିଡା ମାନପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ପଞ୍ଚିରିଡା ଗ୍ରାମ ନୂଆସାହି ରେ ମା ବ୍ରାହ୍ମଣୀଦେବୀଙ୍କ ମନ୍ଦିର ପ୍ରତିଷ୍ଠା କରାଯାଇଛି । ସରକାରଙ୍କ କୋଭିଡ୍ ନିୟମ ଅନୁପାଳନପୂର୍ବକ ମନ୍ଦିର ପ୍ରତିଷ୍ଠା ର ସମସ୍ତ ନୀତିକାନ୍ତି ଏବଂ ଯଜ୍ଞ କାର୍ଯ୍ୟ ସମାପନ ହୋଇଥିଲା ।
ପୂର୍ବତନ ସମିତିସଭ୍ୟ କବିରାଜ ସାହୁ , ଗାଁ ସଭାପତି ସନ୍ତୋଷ କୁମାର ସାହୁ , ମନ୍ଦିର ପରିଚାଳନା କମିଟି ସଭାପତି ପତିତ ପାବନ ଡାକୁଆ , ସଦସ୍ୟ ବିନାୟକ ସାହୁ , ସଂଗ୍ରାମ ମହାରଣା , ସିକନ ମହାରଣା , ରଞ୍ଜନ ସାହୁ , ରାଜୀବ ସାହୁ , ରାଜେନ୍ଦ୍ର ସାହୁ , ଜଗନ୍ନାଥ ବେହେରା ଏବଂ ପ୍ରଦୀପ କୁମାର ନାୟକ ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ । ( ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )
No Result
View All Result