• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡ୍‌ ପକ୍ଷରୁ ୧୫ ଶଯ୍ୟା ର ସଙ୍ଗରୋଧ କେନ୍ଦ୍ର ସ୍ଥାପନ, କୋଭିଡ୍‌-୧୯ ଦ୍ୱିତୀୟ ଲହରରୁ କର୍ମଚାରୀଙ୍କ ସୁରକ୍ଷା ପାଇଁ ସୁରକ୍ଷା ପ୍ରୋଟୋକଲ୍ ସୁଦୃଢ଼

Proprietor Abhimanyu Maharana by Proprietor Abhimanyu Maharana
May 4, 2021
in ଓଡ଼ିଶା, ବାଣିଜ୍ୟ, ହୋମ୍
0
ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡ୍‌ ପକ୍ଷରୁ ୧୫ ଶଯ୍ୟା ର ସଙ୍ଗରୋଧ କେନ୍ଦ୍ର ସ୍ଥାପନ, କୋଭିଡ୍‌-୧୯ ଦ୍ୱିତୀୟ ଲହରରୁ କର୍ମଚାରୀଙ୍କ ସୁରକ୍ଷା ପାଇଁ ସୁରକ୍ଷା ପ୍ରୋଟୋକଲ୍ ସୁଦୃଢ଼
Share on FacebookShare on TwitterWhatsapp

ଓଡ଼ିଶା ତାଜା ଖବର ( ୦୪ ମଇ ମଙ୍ଗଳବାର )  ଭୁବନେଶ୍ୱର / କଟକ :-  କଟକର ଟାଙ୍ଗି ଠାରେ ଥିବା ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡ୍ (ଡିସିବିଏଲ୍‌)ର କପିଳାସ ସିମେଣ୍ଟ ମାନୁଫାକ୍‌ଚରିଂ ୱାକ୍‌ର୍ସ୍ (କେସିଏମ୍‌ଡବ୍ଲ୍ୟୁ) ଆଖପାଖରେ କରୋନା ଭୂତାଣୁ ସଂକ୍ରମଣ ବ୍ୟାପିବା ରୋକିବା ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । କଂପାନି ପକ୍ଷରୁ ଏକ ୧୫ ଶଯ୍ୟାର ସଙ୍ଗାରୋଧ କେନ୍ଦ୍ର ସ୍ଥାପନ କରାଯାଇଛି ଯାହା ଏକ ତାଲିମ୍‌ପ୍ରାପ୍ତ ଡାକ୍ତର ଓ ନର୍ସଙ୍କ ଟିମ୍ ଦ୍ୱାରା ପରିଚାଳିତ ହେଉଛି । କଂପାନି ପକ୍ଷରୁ ସମସ୍ତ ଲୋକମାନଙ୍କ ପରୀକ୍ଷା ପାଇଁ ଦୈନିକ ସର୍ବାଧିକ ଆର୍‌ଟି-ପିସିଆର / ଆଣ୍ଟିଜେନ୍ ପରୀକ୍ଷା କରାଯାଉଛି । କୋଭିଡ୍‌- ୧୯ ଦ୍ୱିତୀୟ ଲହରରୁ ଡାଲମିଆ ଭାରତ ( ସିମେଣ୍ଟ )ର କର୍ମଚାରୀମାନଙ୍କୁ ସୁରକ୍ଷା ପ୍ରଦାନ କରିବା ଲାଗି ଏହି ପଦକ୍ଷେପ ସବୁ ଗ୍ରହଣ କରାଯାଇଛି । ୨୦୨୧ ଏପ୍ରିଲ୍ ମଧ୍ୟ ଭାଗରେ କିଛି କର୍ମଚାରୀ କୋଭିଡ୍‌-୧୯ ପଜିଟିଭ୍ ଚିହ୍ନଟ ହେବା ପରେ କଂପାନି ତରଫରୁ କାରଖାନା ଆଖପାଖରେ ସୁରକ୍ଷା ପ୍ରୋଟୋକଲ୍‌ କୁ କଡ଼ାକଡ଼ି କରାଯାଇଛି । ଏହି ଶୃଙ୍ଖଳକୁ ଭାଙ୍ଗିବା ଲାଗି ଏକ ସପ୍ତାହ ପାଇଁ କାରଖାନାର ସମସ୍ତ ପରିଚାଳନା ବ୍ୟବସ୍ଥାକୁ ବନ୍ଦ କରିଦିଆଯାଇଥିଲା ଏବଂ ଏହା ପରେ କଠୋର ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିଲା । କାରଖାନା ଏବଂ ପାରିପାଶ୍ୱିର୍କ ଅଞ୍ଚଳକୁ ଭଲ ଭାବେ ସାନିଟାଇଜ୍ କରିବା ପରେ ୩୦% କ୍ଷମତା ସହ ପରିଚାଳନାକୁ ପୁନଃ କାର୍ଯ୍ୟକ୍ଷମ କରାଯାଇଥିଲା । ଏହି ସବୁ ପଦକ୍ଷେପ କଂପାନିକୁ ଭୂତାଣୁ ସଂକ୍ରମଣ ଉପରେ ନିୟନ୍ତ୍ରଣ ହାସଲ କରିବାରେ ସହାୟକ ହୋଇଛି । ବିଗତ ୧୦ ଦିନରେ କୌଣସି ନୂଆ ପଜିଟିଭ୍ ମାମଲା ଚିହ୍ନଟ ହୋଇନାହିଁ ।

“ଆମ ପାଇଁ କର୍ମଚାରୀମାନେ ହେଉଛନ୍ତିି ସବୁଠୁ ବଡ଼ ସଂପତ୍ତି ଏବଂ ଆମେ ସେମାନଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ନେଇ ବେଶ ଚିନ୍ତିତ । ନିକଟରେ କେତେକ କୋଭିଡ୍‌-୧୯ ପଜିଟିଭ୍ ମାମଲା ଚିହ୍ନଟ ହେବା ପରେ ଆମେ ତୁରନ୍ତ କାରଖାନାର ସମସ୍ତ ପରିଚାଳନାକୁ ଏକ ସପ୍ତାହ ପାଇଁ ବନ୍ଦ କରିଦେଇଥିଲୁ ଏବଂ ଏହା ପରେ ବ୍ୟାପକ ପରୀକ୍ଷା ଓ ଅନ୍ୟାନ୍ୟ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଆମେ ଏହା ନିଶ୍ଚିତ କରିଥିଲୁ ଯେ କାରଖାନା ନିୟମିତ ବ୍ୟବଧାନରେ ସାନିଟାଇଜ୍ ହେଉଛି, ଏକ ସଙ୍ଗରୋଧ କେନ୍ଦ୍ର ସ୍ଥାପନ କରିଛୁ, କର୍ମଚାରୀମାନଙ୍କୁ ସ୍ୱତନ୍ତ୍ର ପ୍ରକାରର ମେଡିକାଲ୍ ସହାୟତା ଦେଉଛୁ । ସୌଭାଗ୍ୟବସତଃ ବିଗତ ୧୦ ଦିନରେ ଆମେ କୌଣସି ନୂଆ ପଜିଟିଭ୍‌ ମାମଲା ଦେଖିନାହୁଁ ଏବଂ ଆମର ବିଶ୍ୱାସ ରହିଛି ଯେ ନିରନ୍ତର ପ୍ରତିଷେଧମୂଳକ ଉଦ୍ୟମ ଆମକୁ ସ୍ଥିତିରେ ଆହୁରି ସୁଧାର ଆଣିବାରେ ସହାୟକ ହେବ ବୋଲି ଶ୍ରୀଯୁକ୍ତ ରାମାୱତାର ଶର୍ମା, ୟୁନିଟ୍ ମୁଖ୍ୟ, କପିଳାସ ସିମେଣ୍ଟ ମାନୁଫାକ୍‌ଚରିଂ ୱାକ୍‌ର୍ସ୍ କହିଛନ୍ତି ।’’ ସମସ୍ତ କର୍ମଚାରୀମାନଙ୍କ ସୁରକ୍ଷାକୁ ନିଶ୍ଚିତ କରିବା ଲାଗି କଂପାନି ତରଫରୁ ଭଗତପୁର ହସ୍ପିଟାଲ୍ ସହଯୋଗିତାରେ ଏକ ସ୍ୱତନ୍ତ୍ର ନିରୀକ୍ଷଣ ଓ ଅନୁଧ୍ୟାନ ଟିମ୍‌ ଗଠନ କରାଯାଇଇଛି ଯେଉଁମାନେ ଦୈନିକ ଲୋକମାନଙ୍କ ସ୍ୱାସ୍ଥ୍ୟର ଦେଖାଶୁଣା କରୁଛନ୍ତି । ସଙ୍ଗରୋଧ କେନ୍ଦ୍ର ଓ ଗୃହ ସଙ୍ଗରୋଧର ପଜିଟିଭ୍‌ ରୋଗୀମାନଙ୍କୁ ଏହି ଟିମ୍ ସହାୟତା ପ୍ରଦାନ କରୁଛି ଏବଂ ସେମାନଙ୍କୁ ଔଷଧ, ଖାଦ୍ୟ, ସ୍ୱାସ୍ଥ୍ୟ ପରାମର୍ଶ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ପ୍ରଦାନ କରାଯାଉଛି । ସଂକ୍ରମଣକୁ ରୋକିବା ଓ ସ୍ଥିତି ଉପରେ ନିୟନ୍ତ୍ରଣ ହାସଲ କରିବା ପାଇଁ କଂପାନି ପକ୍ଷରୁ ଆହୁରି ଅନେକ ପଦକ୍ଷେପ ଗ୍ରହଣ କରାଯିବା ସହ କାରଖାନାରେ ସ୍ୱୟଂକ୍ରିୟ ସାନିଟାଇଜ୍ ମେସିନ୍ ସ୍ଥାପନ କରାଯାଇଛି, ପିପିଇ କିଟ୍‌ ବ୍ୟବହାର କରାଯାଉଛି, କାରଖାନାର ପ୍ରମୁଖ ସ୍ଥାନଗୁଡ଼ିକରେ କ’ଣ କରିବା ଓ କ’ଣ ନକରିବା ସମ୍ପର୍କିତ ପୋଷ୍ଟର ମରାଯାଇଛି, ଥର୍ମାଲ୍ ସ୍କ୍ରିନିଂ ଓ ସମସ୍ତେ ଯେଭଳି ମାସ୍କ ପିନ୍ଧିବେ ତାହାକୁ ନିଶ୍ଚିତ କରାଯାଉଛି ଏବଂ କାରଖାନାରେ ପ୍ରବେଶ କରିବା ପୂର୍ବରୁ ସାମାଜିକ ଦୂରତ୍ୱ ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯାଉଛି । ଡାଲମିଆ ଭାରତ ଗ୍ରୁପ୍ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ଗ୍ରହଣ କରି ପିଏମ୍‌- କେୟାର୍‌ସ୍ ଫଣ୍ଡ୍‌କୁ ୨୫ କୋଟି ଟଙ୍କାର ସହାୟତା ପ୍ରଦାନ କରିଛି ଯାହା କୋଭିଡ୍‌-୧୯ ବିରୋଧରେ ସରକାରଙ୍କ ବ୍ୟାପକ ଉଦ୍ୟମ ପ୍ରତି ସହାୟତା ପ୍ରଦାନ କରିବ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରଣପୁର ଚକାଶିଳା କ୍ଷେତ୍ରରେ ନୀଳାଦ୍ରୀ ବିଜେ

ରଣପୁର ଚକାଶିଳା କ୍ଷେତ୍ରରେ ନୀଳାଦ୍ରୀ ବିଜେ

July 28, 2026
ଡେଙ୍ଗାଝରୀ ଗ୍ରାମରେ ପାନୀୟ ଜଳ ସମସ୍ୟା ସମାଧାନ କଲେ, ସରପଞ୍ଚ

ଡେଙ୍ଗାଝରୀ ଗ୍ରାମରେ ପାନୀୟ ଜଳ ସମସ୍ୟା ସମାଧାନ କଲେ, ସରପଞ୍ଚ

July 28, 2026
ରଣପୁର ପ୍ରେସ କ୍ଲବର ନୂତନ ଗୃହ ଉଦ୍‌ଘାଟନ କଲେ ବାଚସ୍ପତି 

ରଣପୁର ପ୍ରେସ କ୍ଲବର ନୂତନ ଗୃହ ଉଦ୍‌ଘାଟନ କଲେ ବାଚସ୍ପତି 

July 28, 2026
ମିନା କୁମାରୀ ପ୍ରଧାନଙ୍କୁ ସମ୍ମାନଜନକ ଡକ୍ଟରେଟ ଉପାଧି ପ୍ରଦାନ

ମିନା କୁମାରୀ ପ୍ରଧାନଙ୍କୁ ସମ୍ମାନଜନକ ଡକ୍ଟରେଟ ଉପାଧି ପ୍ରଦାନ

July 27, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରଣପୁର ଚକାଶିଳା କ୍ଷେତ୍ରରେ ନୀଳାଦ୍ରୀ ବିଜେ

ରଣପୁର ଚକାଶିଳା କ୍ଷେତ୍ରରେ ନୀଳାଦ୍ରୀ ବିଜେ

July 28, 2026
ଡେଙ୍ଗାଝରୀ ଗ୍ରାମରେ ପାନୀୟ ଜଳ ସମସ୍ୟା ସମାଧାନ କଲେ, ସରପଞ୍ଚ

ଡେଙ୍ଗାଝରୀ ଗ୍ରାମରେ ପାନୀୟ ଜଳ ସମସ୍ୟା ସମାଧାନ କଲେ, ସରପଞ୍ଚ

July 28, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version