• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପଦ୍ମପୁର ସଟ ଡାଉନ ଷ୍ଟ୍ରାଟେଜି ବଦଳିବା ଜରୁରୀ

Proprietor Abhimanyu Maharana by Proprietor Abhimanyu Maharana
April 30, 2021
in ଓଡ଼ିଶା, ବରଗଡ଼, ହୋମ୍
0
ପଦ୍ମପୁର ସଟ ଡାଉନ ଷ୍ଟ୍ରାଟେଜି ବଦଳିବା ଜରୁରୀ
Share on FacebookShare on TwitterWhatsapp

ଓଡ଼ିଶା ତାଜା ଖବର (୩୦ ଅପ୍ରେଲ ଶୁକ୍ରବାର ) ପଦ୍ମପୁର :-  ରାଜ୍ୟ ସରକାରଙ୍କ ର କୋଭିଡ ଗାଇଡ ଲାଇନ ଅନୁସାରେ,ପଦ୍ମପୁର ସହର କୁ ପ୍ରଶାସନ ତରଫରୁ ସଟ୍ ଡାଉନ ଘୋଷଣା କରାଯାଇଥିଲା । ସକାଳ ୫ଘ ରୁ ସଂଧ୍ଯା ୬ ଘ ପର୍ଯ୍ୟନ୍ତ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲା ଯାଉଥିଲା । ଶନିବାର ଓ ରବିବାର କେତୋଟି ନିତ୍ଯ ବ୍ଯବହାର୍ଯ୍ଯ ଦ୍ରବ୍ଯର ବିକ୍ରି କରିବାକୁ ଛାଡି ଥିବା ବେଳେ ସମ୍ପୂର୍ଣ୍ଣ ଭାବେ ସପ୍ତାହାନ୍ତ ସଟଡାଉନ କୁ କଡାକଡି କରା ଯାଇଥିଲା । ଅଥଚ ଗତ ୨୮ ତାରିଖ ରୁ ମେ ୪ ପର୍ଯ୍ୟନ୍ତ ବେସରକାରୀ କିଛି ଅନୁଷ୍ଠାନ ର କର୍ମକର୍ତ୍ତାଙ୍କ ନିଷ୍ପତ୍ତି କ୍ରମେ ବରଗଡ ଜିଲ୍ଲାପାଳ ଓ ପଦ୍ମପୁର ଉପ ଜିଲ୍ଲାପାଳଙ୍କ ଜାଣତରେ ସଟଡାଉନ ର ସ୍ଥିତି ବଦଳି ଯାଇଛି । ସକାଳ ୬ ଘ ରୁ ୯ ଘ, ମାତ୍ର ତିନି ଘଣ୍ଟା ପାଇଁ କେବଳ କିରାନା ଦୋକାନ,କ୍ଷୀର ଫଳମୂଳ ଦୋକାନ,ଆମିଷ ଦୋକାନ ଓ ପନିପରିବାର ହାଟ ଖୋଲା ଯାଉଛି ବା ଦେଖିବାକୁ ମିଳୁଛି । ଏଇଟା ସତ ଯେ,ସହରରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ସବୁ ଠାରୁ ଆଶ୍ଚର୍ଯ୍ୟ ବିଷୟ ଭିତରେ ୨୮ ତାରିଖର ସଟଡାଉନ ଘୋଷଣା ପରେ ତୁଳନାତ୍ମକ ଭାବେ ସଂକ୍ରମିତଙ୍କ ସଂଖ୍ଯା ୨୮ ରେ ପହଂଚିଛି ।

ଶୁଣିବାକୁ ମିଳୁଛି ଯେ, କିଛି ସଂକ୍ରମିତ ବ୍ୟକ୍ତି ଓ ତାଙ୍କର ପରିବାର ଲୋକେ କୋଭିଡ କଟକଣା କୁ ଉଲଂଘନ କରୁଛନ୍ତି । ଯଦି କଥାଟି ସତ୍ଯ,ତାହେଲେ ସାଂଘାତିକ ନୁହେଁ କି । ଏଇ ଦିଗ ପ୍ରତି ପ୍ରଶାସନର ତୀକ୍ଷ୍ମଣ ଦୃଷ୍ଟି ରହିବାର ଆବଶ୍ୟକତା ମନେ ହେଉଛି । ଅନ୍ଯ ପକ୍ଷରେ ରାସ୍ତା କଡରେ,ଠେଲାରେ ଯେଉଁ ମାନେ ଛୋଟିଆ ବ୍ଯବସାୟ ଆଦି କରି ପରିବାର ପ୍ରତିପୋଷଣ କରନ୍ତି ସେମାନେ ବେରୋଜଗାରିଆ ହୋଇ ଚିନ୍ତାରେ ରହିଛନ୍ତି । ସେଇପରି ଡ୍ରାଇଭର,ହେଲପର,ଅଟୋ ଚାଳକ,ରିକସା ଚାଳକ,ମେକାନିକ ତଥା ବିଭିନ୍ନ କ୍ଷେତ୍ରରେ ଚାକିରୀ କରୁଥିବା ଲୋକେ ମଧ୍ଯ ନିଜର ଜୀବନ ଜୀବିକାକୁ ନେଇ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଅତର୍ଦ୍ଦିତ ସଟ ଡାଉନ ର ସମୟ ଅବଧିକୁ ନେଇ ସେମାନଙ୍କୁ ଦୁଃଶିନ୍ତା ଘାରୁଛି । ବିଶେଷଜ୍ଞ ମାନେ ବିଭିନ୍ନ ଗଣ ମାଧ୍ୟମରେ ମତ ଦେଉଛନ୍ତି ଯେ ଲୋକ ସଂଖ୍ୟା,ସ୍ଥାନର ଆୟତନ,ଜନବସତିର ଘନତ୍ଵ ତଥା ଅର୍ଥନୈତିକ ସ୍ଥିତିକୁ ବିଚାର କୁ ନେଇ ଭିନ୍ନ ଭିନ୍ନ ସ୍ଥାନର ଷ୍ଟ୍ରାଟେଜି ରେ ଭିନ୍ନତା ରଖିବାକୁ ହେବ । ପୁଣି ଉଭୟ କେନ୍ଦ୍ର ଓ ରାଜ୍ଯ ସରକାର କରୋନାର ଭୟାବହତା ଭିତରେ ଲୋକଙ୍କ ଜୀବନ ଜୀବିକାର ଯେପରି ପ୍ରଭାବିତ ନ ହେବ ସେଥି ପାଇଁ ଚିନ୍ତା ପ୍ରକଟ କରୁଛନ୍ତି । ପଦ୍ମପୁର ପ୍ରଶାସନ ବାସ୍ତବତାକୁ ଗୁରୁତ୍ୱ ଦେଇ ସଟ ଡାଉନ ର ଷ୍ଟ୍ରାଟେଜିକୁ ବଦଳାଇବାର ଜରୁରୀ ମନେ ହେଉଛି ।

ତିନି ଘଣ୍ଟା ପାଇଁ ପନିପରିବାର ହାଟ ଖୋଲା ଯାଉଛି । ଭିଡକୁ ଦେଖି ସ୍ଥାନ ପରିବର୍ତ୍ତନ କରାଯାଉଛି କିନ୍ତୁ ପରିସ୍ଥିତିକୁ ସୁହାଇବା ଭଳି ଭିତ୍ତିଭୂମି ସୃଷ୍ଟିର ଅଭାବ ଦେଖା ଯାଉଛି । ପ୍ରଶାସନ ତରଫରୁ କେବଳ ମଝି ମଝିରେ କିଛି ସରକାରୀ ପ୍ରତିଷ୍ଠାନ କୁ ସାନିଟାଇଜ ( ବିଶୋଧନ ) କରା ଯାଉଛି,ହେଲେ ସହରର ଅନେକ ଜରୁରୀ ସ୍ଥାନକୁ ଏଥି ପାଇଁ ଗୁରୁତ୍ୱ ଦିଆଯାଉ ନାହିଁ । ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ସୀମିତ ସମ୍ବଳ ଭିତରେ ସହରର ପରିମଳ ବ୍ୟବସ୍ଥାକୁ ସଜାଡ଼ିବାକୁ ପ୍ରୟାସ ଚାଳିଛି ସତ, ହେଲେ ଆବଶ୍ୟକତା ଅନୁଯାୟୀ ସମ୍ବଳର ବିକାଶ ପାଇଁ କୌଣସି ଯୋଜନା ହାତକୁ ନିଆଯାଉ ନାହିଁ । ସହରର ଏଠି ସେଠି ଅଳିଆ ଗଦା ଜମା ହୋଇ ରହିଛି । ନାନ୍ଦ ଗୁଡିକ ନିୟମିତ ଭାବେ ସଫା କରା ଯାଉନାହିଁ । ବ୍ଲିଚିଙ୍ଗ ପାଉଡର,ମଶାତେଲ,ଫିନେଲ ଆଦି ଠିକ ଭାବେ ବ୍ଯବହାର କରା ଯାଉନାହିଁ । କରୋନା ସଂକ୍ରମଣ କୁ ନେଇ ସେପରି ସଚେତନତା କାର୍ଯ୍ୟକ୍ରମ ଦେଖିବାକୁ ମିଳୁନାହଁ । କରୋନା ସଂକ୍ରମଣ କୁ ରୋକିବା ପାଇଁ ସଟଡାଉନ ନିଶ୍ଚିତ ଭାବେ ଜରୁରୀ,ତା ସହିତ ଜରୁରୀ ମଧ୍ଯ ଏକ ସଠିକ ଷ୍ଟ୍ରାଟେଜି । ଏଇ ଦୃଷ୍ଟି କୋଣରୁ ପଦ୍ମପୁର ପ୍ରଶାସନ ସହରର ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କୁ ନେଇ ଏକ ଉଚ୍ଚ ସ୍ତରୀୟ ଆଲୋଚନା ମାଧ୍ୟମରେ ସଠିକ ଷ୍ଟ୍ରାଟେଜି ନିରୂପଣ କରିବା ଠିକ ହେବ ବୋଲି ମନେହୁଏ । ( ରିପୋର୍ଟ – ନିରୋଜ କୁମାର ପାଣୀ  )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସରପଞ୍ଚ ଚାମେଲୀ ଓଝାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଅଣ୍ଟା ଭିଡ଼ିଲା ସରପଞ୍ଚ ସଂଘ : ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

ସରପଞ୍ଚ ଚାମେଲୀ ଓଝାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଅଣ୍ଟା ଭିଡ଼ିଲା ସରପଞ୍ଚ ସଂଘ : ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

June 19, 2026
ସିନେ ପ୍ରଯୋଜକ ପ୍ରଦୀପ ଆଚାର୍ଯ୍ୟ ଙ୍କ ଦ୍ୱାରା ନୟାଗଡ଼ ରେ ଧୁମଧାମ ରେ ରାଜମଉଜ ଉତ୍ସବ ପାଳିତ

ସିନେ ପ୍ରଯୋଜକ ପ୍ରଦୀପ ଆଚାର୍ଯ୍ୟ ଙ୍କ ଦ୍ୱାରା ନୟାଗଡ଼ ରେ ଧୁମଧାମ ରେ ରାଜମଉଜ ଉତ୍ସବ ପାଳିତ

June 19, 2026
ଶ୍ରୀମନ୍ଦିର ରେ ହଜିଯାଇଥିବା ଶିଶୁପୁତ୍ର କୁ ପୋଲିସ ପିତାମାତା ଙ୍କୁ ହସ୍ତାନ୍ତର କଲା

ଶ୍ରୀମନ୍ଦିର ରେ ହଜିଯାଇଥିବା ଶିଶୁପୁତ୍ର କୁ ପୋଲିସ ପିତାମାତା ଙ୍କୁ ହସ୍ତାନ୍ତର କଲା

June 19, 2026
ସୋଲାର ପ୍ୟାନେଲ ସ୍ଥାପନା କ୍ଷେତ୍ରରେ ଅଗ୍ରଣୀ ବାଲେଶ୍ଵର ଜିଲ୍ଲାରେ ସ୍ଥାପନ ହୋଇଛି ୧୦ହଜାରରୁ ଅଧିକ ରୁଫଟପ୍ ସୋଲାର୍

Baleshwar Leads Odisha’s Energy Transition with Over 10,000 Rooftop Solar Installations

June 19, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସରପଞ୍ଚ ଚାମେଲୀ ଓଝାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଅଣ୍ଟା ଭିଡ଼ିଲା ସରପଞ୍ଚ ସଂଘ : ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

ସରପଞ୍ଚ ଚାମେଲୀ ଓଝାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଅଣ୍ଟା ଭିଡ଼ିଲା ସରପଞ୍ଚ ସଂଘ : ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

June 19, 2026
ସିନେ ପ୍ରଯୋଜକ ପ୍ରଦୀପ ଆଚାର୍ଯ୍ୟ ଙ୍କ ଦ୍ୱାରା ନୟାଗଡ଼ ରେ ଧୁମଧାମ ରେ ରାଜମଉଜ ଉତ୍ସବ ପାଳିତ

ସିନେ ପ୍ରଯୋଜକ ପ୍ରଦୀପ ଆଚାର୍ଯ୍ୟ ଙ୍କ ଦ୍ୱାରା ନୟାଗଡ଼ ରେ ଧୁମଧାମ ରେ ରାଜମଉଜ ଉତ୍ସବ ପାଳିତ

June 19, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version