No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୧୯ ଏପ୍ରିଲ ସୋମବାର ) ଭୁବନେଶ୍ୱର :- ଭୁବନେଶ୍ୱର ରେ ଅଗ୍ନିଶମ ସେବା ବାହିନୀ ପକ୍ଷରୁ ସ୍ଥାନୀୟ ରସୁଲଗଡ଼ ସ୍ଥିତ ଏସ ପ୍ଲାନେଡ଼ ମଲ ଓ ବିଏମସି ଭବାନୀ ମଲ ଠାରେ ଅଗ୍ନିକାଣ୍ଡ ସମୟରେ କିପରି ଅଗ୍ନିକାଣ୍ଡରେ ଫସିଥିବା ଲୋକଙ୍କୁ ଉଦ୍ଧାର କରାଯିବ ସେ ସମ୍ପର୍କରେ ଏକ ମକ ଡ୍ରିଲ କରା ଯାଇଥିଲା।ଡେପୁଟି ଫାୟାର ଅଫିସର ରମେଶ ଚନ୍ଦ୍ର ମାଜି,

ସହକାରୀ ଅଗ୍ନିଶମ ଅଧିକାରୀ ସୁଶାନ୍ତ କୁମାର ବିଶ୍ବାଳ,କେନ୍ଦ୍ର ଅଧିକାରୀ ବିଶ୍ବବିଦିତ ରାଜଗୁରୁ, ମୁଖ୍ୟ ଅଗ୍ନିକ ରଂକନିଧି ନାୟକ,ଓ ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ତତ୍ୱବାଧାନରେ ଏହି କାର୍ଯ୍ୟକ୍ରମ ଟି ସୁଚାରୁ ରୁପେ ପରିଚାଳିତ ହୋଇଥିଲା।ଏଥରେ ଦୁଇ ମଲ ର କର୍ମଚାରୀ ମାନେ ମଧ୍ୟ ସହଯୋଗ କରିଥିଲେ ।

No Result
View All Result