• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଅପରାଧ

ଅପରାଧୀଙ୍କ ରକ୍ଷା କବଚ ସାଜିଛି କଟକ ପୋଲିସ,ବାଙ୍କୀ ରେ ସାମ୍ବାଦିକ ହତ୍ୟାର ଚାରି ଦିନ ପରେ ବି ପୋଲିସ ହାତବାନ୍ଧି ବସିଛି

Proprietor Abhimanyu Maharana by Proprietor Abhimanyu Maharana
February 19, 2020
in ଅପରାଧ, ଓଡ଼ିଶା, ହୋମ୍
0
ଅପରାଧୀଙ୍କ ରକ୍ଷା କବଚ ସାଜିଛି କଟକ  ପୋଲିସ,ବାଙ୍କୀ ରେ  ସାମ୍ବାଦିକ ହତ୍ୟାର ଚାରି ଦିନ ପରେ ବି ପୋଲିସ ହାତବାନ୍ଧି ବସିଛି
Share on FacebookShare on TwitterWhatsapp

ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର 2020 :- କଟକ ଗ୍ରାମାଞ୍ଚଳ ଆରକ୍ଷୀ ଅଧିକ୍ଷକଙ୍କ ଅଧୀନରେ ଥିବା ବହୁ ଥାନା ମାନଙ୍କରେ ଦିନକୁ ଦିନ ଅପରାଧ ବଢିଚାଲିଥିବା ବେଳେ ଅପରାଧ ଦମନ ପାଇଁ ସତେ ଯେମିତି ପୋଲିସ ବିଭାଗ ମୁକ ହୋଇଯାଇଛି, କେତେକ ପୋଲିସ ବାବୁଙ୍କ ଢିଲା କାର୍ଯ୍ୟାନୁଷ୍ଠାନ ଯୋଗୁ ଅପରାଧୀ ମାନେ ଅପରାଧ ଘଟାଇବାକୁ ପଛଘୁଞ୍ଚା ଦେଉନାହାନ୍ତି, ଅପରାଧୀ ମାନେ ଅପରାଧ ଘଟାଇ ଖୁଲମଖୁଲା ବୁଲୁଥିବା ବେଳେ ପୋଲିସ ସେଥିପ୍ରତି ଧ୍ୟାନ ବି ଦଉନି, ସିଏ ଦୋଷୀ ହଉ କି ନିର୍ଦୋଷୀ, ଯଦି ମାଲ ନା ମିଳିଲା ଆକସନ ବି ନାଇଁ ତେଣିକି କିଏ ମରୁ କି ବଞ୍ଚୁ ଆମର ଯାଏ ଆସେ କିଛି ନାଇଁ ନୀତିରେ ଚାଲିଛି କଟକ ଜିଲ୍ଲା ଗ୍ରାମାଞ୍ଚଳ ରେ ଆଇନ ସୁରକ୍ଷା ବ୍ୟବସ୍ତା, କଟକ ଜିଲ୍ଲା ବାଙ୍କୀ ଅଂଚଳରେ ଦିନ ଦିପ୍ରହରର ଡବଲ ମର୍ଡର ଘଟଣା ଘଟିବାର ଆଜକୁ ୪ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ଏଯାଏଁ ଅପରାଧୀ ମାନଙ୍କର ଟେର ପାଉନଥିବା ଅଭିନୟ କରି ସେମାନଙ୍କୁ ଖସି ଯିବାରେ ସାହାଯ୍ୟ କରୁଛି ବୋଲି ମହାଅଭିଯୋଗ ହୋଇଛି, ଜଣେ କର୍ତବ୍ୟ ରତ ସାମ୍ବାଦିକ କୁ ଦିନ ଦିପହରରେ 20 ରୁ ଉର୍ଦ୍ଧ ଦୁର୍ବୁତ୍ତ ସଂଗବଧ ଭାବେ ଆକ୍ରମଣ କରି ଗୋଡେଇ ଗୋଡେଇ ହାଣି ହତ୍ୟା କରିଥିଲେ, ଜଣେ ସରପଞ୍ଚ ପ୍ରତିନିଧି ବି ଏହି ଆକ୍ରମଣରେ ଗୁରୁତର ହୋଇ ମେଡିକାଲ ରେ ମୃତ୍ୟୁ କାଳୀନ ଜମାନ ବନ୍ଦୀ ଦେଇଥିଲେବି ପୋଲିସ ତଦନ୍ତ ଚାଲିଛି ଖୋଜା ଚାଲିଛି କହି ଦିନ ପରେ ଦିନ ଗଡାଉଛି, ପୋଲିସ ର କୋହଳ ମନଭାବରୁ ଅପରାଧୀମାନେ ଖସିଯିବାରେ ସକ୍ଷମ ହୋଇଛନ୍ତି, ଏହି ଭଳି ସମଗ୍ର ଜିଲ୍ଲା ରେ ଗ୍ରାମାଞ୍ଚଳ ପୋଲିସ ଅପରାଧୀଙ୍କୁ ଘଣ୍ଟ ଘୋଡାଇବା ଭଳି କାମ କରୁଛି, ଏମିତି ଏକ ଖାବର ଆମ ହସ୍ତଗତ ହୋଇଛି କି ପୋଲିସ ବିଭାଗର କିଛି ବଡ଼ବାବୁ ମାନେ ମାଲ ପାଇବା ପାଇଁ ଅପରାଧୀ ମାନଙ୍କୁ ପରୋକ୍ଷରେ ଅପରାଧ ଘଟାଇବାକୁ ସୁଯୋଗ ଦେଉଥିବା ଅଭିଯୋଗ ହେଉଛି, ଏଠି ହତ୍ୟାକାରୀଙ୍କ ରକ୍ଷା କବଚ ସାଜିଛି କଟକ ପୋଲିସ, ହତ୍ୟା କାରୀଙ୍କୁ ତୁରନ୍ତ ଧରିବା ପାଇଁ ସାମ୍ବାଦିକ ସଙ୍ଘ ଅଣ୍ଟା ଭିଡିଛି, ବାଙ୍କୀ ପ୍ରେସ କ୍ଲବ ରେ ଆୟୋଜିତ ଶୋକ ପ୍ରସ୍ତାବ ରେ ଏହି ଘଟଣା ଘଟିବାର ଚାରି ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ନୀରବ ରହିବା ଅଭିଯୁକ୍ତ ମାନଙ୍କୁ ପୋଲିସ ଜାଣିଥିଲେ ମଧ୍ଯ କୈଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଓ ମୃତ ସାମ୍ବାଦିକ ଙ୍କ ପ୍ରତି କଟକ ଗ୍ରାମାଞ୍ଚଳ ଆରକ୍ଷୀ ଅଧିକାରୀଙ୍କ ଦାୟିତ୍ୱହୀନ ମନ୍ତବ୍ୟ ଦେବାକୁ ନେଇ ବାଙ୍କୀ ସାମ୍ବାଦିକ ସଂଘର କାର୍ଯ୍ୟକର୍ତା ଓ ଓୟିଜେର କଟକ ଜିଲ୍ଲା ସଭାପତି ଓ ସଂପାଦକ କଟକ ଜିଲ୍ଲା ଗ୍ରାମାଞ୍ଚଳ ଆରକ୍ଷୀ ଅଧିକାରୀଙ୍କ ବିରୋଧରେ କଡା ସମାଲୋଚନା କରିବା ସହିତ ପୋଲିସ ଏକତରଫା ଭାବେ କାର୍ଯ୍ୟକରି ଅପରାଧୀଙ୍କୁ ସୁରକ୍ଷା ଦେବାସହ ସାମ୍ବାଦିକଙ୍କ ପ୍ରତି ଦାୟିତ୍ବହୀନତା ମନ୍ତବ୍ୟ ଦେବା ଅଭିଯୁକ୍ତ ମାନଙ୍କୁ ଘଣ୍ଟ ଘୋଡାଉଥିବା ଅଭିଯୋଗ ହେଇଚି, ମୃତକ ସାମ୍ବାଦିକଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ ,ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ ଏବଂ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରାଯାଇ ଦୋଷୀ ମାନଙ୍କ ପ୍ରତି ଦୃଢ ପଦକ୍ଷେପ ଗ୍ରହଣ କରିବାକୁ ସାମ୍ବାଦିକ ମାନେ ଦାବୀ କରିଛନ୍ତି ନଚେତ ଆଗାମୀ ଦିନରେ ସାମ୍ବାଦିକ ସଂଘ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଲେ । ଏହି ନିନ୍ଦା ପ୍ରାସ୍ତାବ ବୈଠକରେ ବାଙ୍କୀ ସମ୍ବାଦିକ ସଂଘର ସଭାପତି ବଳଭଦ୍ର ପଣ୍ଡା ,ପୂର୍ଣ ଚନ୍ଦ୍ର ସାହୁ,ଗୈରାଙ୍ଗ ବେହେରା ,ସତ୍ଯବ୍ରତ ଦାସ ପ୍ରତାପ ନାୟକ, ଅଜୟ କୁମାର ପଣ୍ଡା ଙ୍କ ସମେତ କଟକ ଜିଲ୍ଲାର ବହୁ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇ ତୁରନ୍ତ ହତ୍ୟା କାରି ମାନଙ୍କୁ ଗିରଫ କରିବାକୁ ପୋଲିସ ମହାନିର୍ଦେଶକ ଓ ମୁଖ୍ୟମନ୍ତ୍ରୀ ନିକଟରେ ଦୃଢ଼ ଦାବୀ କରିଚନ୍ତି,

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

March 8, 2026
ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

March 8, 2026
ଗାଡିଶାଗଦା ରେ ୮୫ କେଜି ଗନ ପାଉଡର ଜବତ : ଅଭିଯୁକ୍ତ ଫେରାର

ଗାଡିଶାଗଦା ରେ ୮୫ କେଜି ଗନ ପାଉଡର ଜବତ : ଅଭିଯୁକ୍ତ ଫେରାର

March 8, 2026
ପୁରୀ ଜିଲ୍ଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ

ପୁରୀ ଜିଲ୍ଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ

March 8, 2026

Recent News

ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

March 8, 2026
ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

March 8, 2026
ଗାଡିଶାଗଦା ରେ ୮୫ କେଜି ଗନ ପାଉଡର ଜବତ : ଅଭିଯୁକ୍ତ ଫେରାର

ଗାଡିଶାଗଦା ରେ ୮୫ କେଜି ଗନ ପାଉଡର ଜବତ : ଅଭିଯୁକ୍ତ ଫେରାର

March 8, 2026
ପୁରୀ ଜିଲ୍ଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ

ପୁରୀ ଜିଲ୍ଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ

March 8, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

March 8, 2026
ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

March 8, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version