• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଏହି ଓଡ଼ିଶା ଦିବସ ପାଳନ ଅବସରରେ, ଟାଟା ଟି ପ୍ରିମିୟମ୍ ପକ୍ଷରୁ ଓଡ଼ିଶାର କଡ଼ା ଭାବକୁ ସଲାମ୍‌

Proprietor Abhimanyu Maharana by Proprietor Abhimanyu Maharana
April 2, 2021
in ଓଡ଼ିଶା, ଦେଶ, ବାଣିଜ୍ୟ, ମହାନଗର, ହୋମ୍
0
ଏହି ଓଡ଼ିଶା ଦିବସ ପାଳନ ଅବସରରେ, ଟାଟା ଟି ପ୍ରିମିୟମ୍ ପକ୍ଷରୁ ଓଡ଼ିଶାର କଡ଼ା ଭାବକୁ ସଲାମ୍‌
Share on FacebookShare on TwitterWhatsapp

ଏକ ବାଲୁକା କଳାକୃତି ‘ଓଡ଼ିଶା କେ ଲିଏ କ୍ୟାପ୍‌ଚରିଂ ଦି ସିମ୍ବଲ୍‌ସ୍ ଅଫ୍ ପ୍ରାଇଡ୍ ଅଫ୍ ଓଡ଼ିଶା’ ସୃଷ୍ଟି କରିବାକୁ ସୁଦର୍ଶନ ପଟ୍ଟନାୟକଙ୍କ ସହ ସହଯୋଗିତା ସ୍ଥାପନ

ଓଡ଼ିଶା ତାଜା ନ୍ୟୁଜ୍ (୦୧ ଏପ୍ରିଲ ୨୦୨୧, ଗୁରୁବାର) ଭୁବନେଶ୍ୱର :- ଏହି ଉତ୍କଳ ଦିବସରେ ଟାଟା ଟି ପ୍ରିମିୟମ୍‌-ଦେଶ କି ଚାଏ ପକ୍ଷରୁ ପ୍ରସିଦ୍ଧ ପଦ୍ମଶ୍ରୀ ଭାରତୀୟ ବାଲୁକା କଳା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ସହ ସହାଯାଗିତା ସ୍ଥାପନ କରି ଏକ ବିଶାଳ ବାଲୁକା କଳାକୃତି ସ୍ଥାପନ କରି ରାଜ୍ୟ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ଏବଂ ଓଡ଼ିଶାର ଗୌରବ ଏବଂ ଐତିହ୍ୟର ପାଳନ କରାଯାଇଛି । ଓଡ଼ିଶା ଏହାର ସ୍ୱତନ୍ତ୍ର ଏବଂ ବିବିଧ ସମ୍ପଦ ପାଇଁ ଜଣାଶୁଣା ଥିବା ବେଳେ ଓଡ଼ିଶାର ଲୋକମାନେ ସେମାନଙ୍କ ସହନଶୀଳତା ପାଇଁ ପରିଚିତ ଏବଂ ଯେତବେଳେ ଦରକାର ପଡ଼େ ସେମାନେ ଦୃଢ଼ ଭାବେ ଠିଆ ହୁଅନ୍ତି । ତେଣୁ, ଏହି ରାଜ୍ୟ ନିଜର କଡ଼ା ସଂକଳ୍ପ ପାଇଁ ପରିଚିତ ଯାହା ବହୁତ ଭଲ ଭାବେ ଟାଟା ଟି ପ୍ରିମିୟମ୍‌ର ମୂଳ ଉପସ୍ଥାପନା ସହିତ ଖାପଖାଉଛି ଯାହା ଓଡ଼ିଶାର କଡ଼ା ଭାବ ରଖିଥିବା ଲୋକମାନଙ୍କ ପାଇଁ କଡ଼ା ଚା’ ପ୍ରଦାନ କରୁଛି ।

ଏହି ସନ୍ଦର୍ଭରେ ବାଲୁକା କଳାକୃତି ଓଡ଼ିଶାର ଲୋକମାନଙ୍କ କଡ଼ା ଭାବକୁ ଧରି ରଖିଛନ୍ତି ଏବଂ ସେହି ସଙ୍କେତଗୁଡ଼ିକୁ ଜୀବନ୍ତ କରିପାରିଛି ଯାହାକୁ ନେଇ ସେମାନେ ଗର୍ବିତ ମନେ କରୁଛନ୍ତି । ବାଲୁକା କଳାକୃତିରେ ସଂସ୍କୃତି, କୀର୍ତିରାଜି, ଦୃଶ୍ୟପଟ୍ଟ ଏବଂ ଐତିହ୍ୟର ଝଲକ ରହିଛି ଯାହା ଓଡ଼ିଶାକୁ ବିଶ୍ୱ ମାନଚିତ୍ରରେ ସ୍ଥାନ ଦେଇଛି । ବୃହତ୍ କୋଣାର୍କ ମନ୍ଦିର, ମୁକ୍ତେଶ୍ୱର ଫାଟକ, ଶାନ୍ତି ସ୍ତୁପ, ନିଜ ଆଭୂଷଣରେ ସୁସଜ୍ଜିତ ଓଡ଼ିଶୀ ନୃତ୍ୟାଙ୍ଗନା, ବହୁ ପ୍ରସିଦ୍ଧ ପୁରୀ ବେଳାଭୂମି ଆଦି ସେହି ସବୁ କିଛି ମୁହୂର୍ତ ଏଥିରେ ରହିଛି ଯାହା ଓଡ଼ିଶାର ଲୋକମାନଙ୍କ ପାଇଁ ଖୁସି ଆଣିଦେଇଛି । ଏହି ଅଭିଯାନ ସମ୍ପର୍କରେ ପୁନୀତ ଦାସ, ବରିଷ୍ଠ ଉପସଭାପତି-ମାର୍କେଟିଂ, ପ୍ୟାକେଜ୍‌ଡ୍ ବେଭରେଜେସ୍‌-ଇଣ୍ଡିଆ, ଟାଟା କଂଜ୍ୟୁମର୍ ପ୍ରଡକ୍ଟସ୍‌ କହିଛନ୍ତି ଯେ, “ଆକର୍ଷଣୀୟ ଭାସ୍କର୍ଯ୍ୟ, ଇତିହାସ, ଭାଷା, ଜୀବନ୍ତ କଳା ସଙ୍ଗୀତ ଏବଂ ନୃତ୍ୟ ଓଡ଼ିଶାକୁ ବାସ୍ତବରେ ସ୍ୱତନ୍ତ୍ର ଓ ବିବିଧ କରିପାରିଛି ।

ଏହି ଉତ୍କଳ ଦିବସରେ ଦୁନିଆର ଜଣେ ବିଶିଷ୍ଟ ଭାରତୀୟ ବାଲୁକା କଳା ଶିଳ୍ପୀ ଓ ପଦ୍ମଶୀ ଉପାଧିପ୍ରାପ୍ତ ସୁଦର୍ଶନ ପଟ୍ଟନାୟକଙ୍କ ସହ ସହଯୋଗିତା ସ୍ଥାପନ କରି ଆମେ ଗର୍ବିତ ମନେ କରୁଛୁ ଯିଏ ଓଡ଼ିଶାରୁ ଆସିିଛନ୍ତି ଏବଂ ଯାହାଙ୍କ ଜରିଆରେ ଏହି ସଂସ୍କୃତି ସମ୍ପନ୍ନ ରାଜ୍ୟକୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ଏବଂ ରାଜ୍ୟର ଲୋକମାନଙ୍କ କଡ଼ା ଭାବକୁ ପାଳନ କରୁଛୁ ।’’ ଗତବର୍ଷ ଏହି ବ୍ରାଣ୍ଡ୍ ପକ୍ଷରୁ ସ୍ୱତନ୍ତ୍ର ଭାବେ ଏହି ଅଂଚଳ ପାଇଁ ନୂଆ ପ୍ୟାକେଜିଂ ଡିଜାଇନ୍ ଅଣାଯାଇଥିଲା ଯେଉଁଥିରେ ଓଡ଼ିଶାର ତତ୍ତ୍ୱ ଏହାର ବାସ୍ତବ ଆକାରରେ ରହିଥିଲା । ଉତ୍ପାଦର ପୁନଃ ଉନ୍ମୋଚନ ଓଡ଼ିଶର ଗୌରବକୁ ପାଳନ କରି ସେହି ସବୁ ଉପାଦାନକୁ ପ୍ରଦର୍ଶିତ କରିଛି ଯାହା ସମଗ୍ର ରାଜ୍ୟର ସଂସ୍କୃତି ଓ ଆବେଗକୁ ପ୍ରତିଫଳିତ କରୁଛି ।

About Tata Consumer Products Limited Tata Consumer Products Limited is a focused consumer products company uniting the principal food and beverage interests of the Tata Group under one umbrella. The Company’s portfolio of products includes tea, coffee, water, salt, pulses, spices, ready-to-cook offerings, breakfast cereals, snacks and mini meals. Tata Consumer Products is the 2nd largest branded tea company in the world. Its key beverage brands include Tata Tea, Tetley, Eight O’Clock Coffee, Tata Coffee Grand, Himalayan Natural Mineral Water,

Tata Water Plus and Tata Gluco Plus. Its foods portfolio includes brands such as Tata Salt, Tata Sampann and Soulfull. In India, Tata Consumer Products has a reach of over 200 million households, giving it an unparalleled ability to leverage the Tata brand in consumer products. The Company has an annual turnover of ~Rs. 10,000 cr with operations in India and International markets. For more information, please visit www.tataconsumer.com

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦେଲେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା 

ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦେଲେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା 

March 12, 2026
ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ : ବାଚସ୍ପତିଙ୍କ ଶୋକ

ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ : ବାଚସ୍ପତିଙ୍କ ଶୋକ

March 11, 2026
ମହିଳା ଦିବସ ଅବସରରେ ଆଫସାର ହର୍ ଓଡ଼ିଶା କାର୍ଯ୍ୟକ୍ରମ ଆୟୋଜିତ ୯ଜଣ ମହିଳା ଚେଞ୍ଜମେକର ଏବଂ ୧୨ଜଣ ହର୍ ଓଡ଼ିଶା ଏକ୍ସିଲେନ୍ସ ଆୱାର୍ଡ଼ରେ ସମ୍ମାନିତ

AAFSA’s “Her Odisha” Program on the Occasion of International Women’s Day

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦେଲେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା 

ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦେଲେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା 

March 12, 2026
ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ : ବାଚସ୍ପତିଙ୍କ ଶୋକ

ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ : ବାଚସ୍ପତିଙ୍କ ଶୋକ

March 11, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version