• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ନହକା-ଖଇରା ପୂର୍ତବିଭାଗ ରାସ୍ତାକାର୍ଯ୍ୟ ନିମ୍ନମାନର, ଯନ୍ତ୍ରୀ-ଠିକାଦର ସଲସୁତରାରେ ଚାଲିଛି ନିର୍ମାଣ କାର୍ଯ୍ୟ ; ନିର୍ମାଣବେଳେ କରାଯାଉନି ବାଇପାସ ରାସ୍ତା : ଯାତାୟତରେ ଯାତ୍ରୀ ହିନସ୍ତା – ରାସ୍ତାକାର୍ଯ୍ୟର ଭିଜିଲାନ୍ସ ତଦନ୍ତ ଦାବି

Proprietor Abhimanyu Maharana by Proprietor Abhimanyu Maharana
March 30, 2021
in ଓଡ଼ିଶା, ଯାଜପୁର, ହୋମ୍
0
ନହକା-ଖଇରା ପୂର୍ତବିଭାଗ ରାସ୍ତାକାର୍ଯ୍ୟ ନିମ୍ନମାନର, ଯନ୍ତ୍ରୀ-ଠିକାଦର ସଲସୁତରାରେ ଚାଲିଛି ନିର୍ମାଣ କାର୍ଯ୍ୟ ; ନିର୍ମାଣବେଳେ କରାଯାଉନି ବାଇପାସ ରାସ୍ତା : ଯାତାୟତରେ ଯାତ୍ରୀ ହିନସ୍ତା – ରାସ୍ତାକାର୍ଯ୍ୟର ଭିଜିଲାନ୍ସ ତଦନ୍ତ ଦାବି
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୩୦ ମାର୍ଚ୍ଚ ମଙ୍ଗଳବାର) କୋରାଇ :- କୋରାଇ ବ୍ଲକର ଜୀନରେଖା କୁହାଯାଉଥିବା ନହକା-ଖଇରା ପୂର୍ତବିଭାଗ ରାସ୍ତାର ଚାଲିଛି ନିର୍ମାଣ କାର୍ଯ୍ୟ । ରାସ୍ତାର ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହେଉଥିବା ନେଇ ଅଂଚଳବାସୀ ଅଭିଯୋଗ କଲେ ମଧ୍ୟ ବିଭାଗ ପକ୍ଷରୁ ପଦକ୍ଷପ ନିଆଯାଉନାହିଁ । ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ସଲାସୁତରରେ କାର୍ଯ୍ୟ ଚାଲଥିବାରୁ କାର୍ଯ୍ୟ ସ୍ଥଳୀକୁ ଯାଉନାହଁନ୍ତି ଯନ୍ତ୍ରୀ ; ଯାହାଫଳରେ ଠିକାଦାର ରାସ୍ତାରେ ମନଇଛା ହମ୍ପସ କରୁଥିଲା ବେଳେ କାର୍ଯ୍ୟକରାଯାଉଥିବା ସ୍ଥାନରେ ବାଇପାସ ରାସ୍ତା କରାଯାଉନାହିଁ ।

ଫଳରେ ଯାତାୟତରେ ଯାତ୍ରୀଙ୍କୁ ନାହିଁନଥିବା ହିନସ୍ତା ହେବାକୁ ପଡୁଛି । ଏନେଇ ଅଂଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା ବେଳେ ନିମ୍ନମାନର କାର୍ଯ୍ୟକୁ ଭିଜିଲାନ୍ସ ତଦନ୍ତ କରାଯିବାକୁ ଦାବି ହୋଇଛି । ପୂର୍ତବିଭାଗ ଅଧିନସ୍ଥ ନହକା-ଖଇରା ରାସ୍ତାଟି କୋରାଇ ବ୍ଲକର ଜୀବନରେଖା ଭାବେ ବିଦିତ । ଏହା ଉପରେ ଏହି ବ୍ଲକର ଅସନଝର, କନ୍ତୋର, ଗୌରପୁର, ରଣପୁର, କାଚରାସାହି, ତଳଗଡ, ତୁଳତୀ, ସାଦକପୁର, ତାରାକୋଟ, ହଳଦୀଗଡିଆ, ପଛିକୋଟ, ତାହାରପୁର ଆଦି ୧୪ଟି ପଂଚାୟତ ସମେତ କେନ୍ଦୁଝର ଜିଲାର ୩ଟି ପଂଚାୟତରୁ ପ୍ରାୟ ୬୦ହଜାରରୁ ଊର୍ଦ୍ଧ୍ୱଲୋକ ଦୈନଦିନ ଯାଜପୁରରୋଡ, କଳିଙ୍ଗନଗର ଶିଳ୍ପାଂଚଳ ଆଦି ବିଭିନ୍ନ ସ୍ଥାନକୁ ଯାତାୟତ କରିଥାନ୍ତି ।

ଏହି ରାସ୍ତାଟି ଦୀର୍ଘ ଦିନଧରି ଗ୍ରାମ୍ୟଉନ୍ନୟନ ବିଭାଗ ଅଧିନରେ ଆତି ବିପର୍ଯ୍ୟସ୍ତ ଅବସ୍ଥାରେ ରହିଥିଲା ବେଳେ ୨୦୧୩ ମସିହାରେ ପୂର୍ତବିଭାଗ ଅଧିନକୁ ଯାଇଥିଲା । ଫଳରେ ପୂର୍ତବିଭାଗ ୨୦ଫୁଟ ଓସାର ବିଶିଷ୍ଟ ସୁଉଚ୍ଚ ରାସ୍ତା ନିର୍ମାଣ କରି ଗମନାଗମନର ସୁଗମ କରିଥିଲା । ହେଲେ ନିର୍ମାଣ ଓ ମରାମତି ଅଦି ସଠିକଭାବେ ବିଭାଗର ରକ୍ଷଣାବେକ୍ଷଣ ଅଭାବରୁ ଦୀର୍ଘଦିନ ହେଲା ରାସ୍ତା ବିପର୍ଯ୍ୟସ୍ତ ହୋଇପଡିଥିବା ନେଇ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପୂର୍ତବିଭାଗର ଚେତା ପସିଛି । ଯାହାକି ସଂପୃକ୍ତ ରାସ୍ତାର ରିନୁଆଲ କୋଟେଡ କାର୍ଯ୍ୟ କରାଯାଉଛି । ବହୁଲକ୍ଷ ଟଙ୍କାରେ ନିର୍ମିତ ହେଉଥିବା ସାଢେ ୬କି.ମି ରାସ୍ତାର ୨୦ଫୁଟ ଓସାରରେ ୨୦ଏମ.ଏମ ମୋଟେଇରେ ପିଚୁ ହେବାକୁ ବିଭାଗ ପକ୍ଷରୁ ସୂଚିତ ହୋଇଛି ।

ହେଲେ ଠିକାଦାର ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟକରୁଥିଲା ବେଳେ ସୂଚିତ ପିଚୁ ମୋଟେଇ ଠାରୁ କମକରୁଛନ୍ତି । ବିଭାଗୀୟ ଯନ୍ତ୍ରୀ ମହୋଦୟ କାର୍ଯ୍ୟସ୍ଥଳୀକୁ ଆସୁନଥିବାରୁ ଠିକାଦର ନିଜ ମନମାନିରେ କାର୍ଯ୍ୟକରୁଛନ୍ତି । ଏମିତିକି ରାସ୍ତାର ବହୁମାତ୍ରାରେ ହମ୍ପସ କରିବା ସହ ରାସ୍ତା ନିର୍ମାଣ ସ୍ଥାନରେ ଯାତ୍ରୀଙ୍କ ପାଇଁ ଅସ୍ଥାୟୀ ବାଇପାସ ରାସ୍ତା ନିର୍ମାଣ ପାଇଁ ବିଭାଗ ପକ୍ଷରୁ ନିର୍ଦେଶ ରହିଥିଲା ବେଳ ଠିକାଦାର ନିର୍ଦେଶକୁ ଫାଙ୍କିମାରି ବାଇପାସ ରାସ୍ତା ନିର୍ମାଣ ନକରି ଲକ୍ଷଲକ୍ଷଟଙ୍କା ଫଲ୍ସ ବିଲ କରିନେବାକୁ ମସୁଧା କରୁଥିବା କୁହାଯାଉଛି । ହେଲେ ବାଇପାସ ରାସ୍ତା ନଥିବାରୁ ଦୈନଦିନ ଯାତାୟତ କରୁଥିବା ହଜାହଜାର ଯାତ୍ରୀ ନହିଁନଥିବା ହିନସ୍ତା ଭୋଗୁଛନ୍ତି ।

ଏନେଇ ବିଭାଗୀୟ କାର୍ଯ୍ୟନିର୍ବାହୀଯନ୍ତ୍ରୀଙ୍କୁ ପଚାରିବାରୁ ସେ ତୁରନ୍ତ ଏସଡିଓଙ୍କୁ ରାସ୍ତାକାର୍ଯ୍ୟ ସଂପର୍କରେ ବୁଝିବାବୋଲି ପ୍ରତିକ୍ରିୟାରେ କହିଥିଲେ । ବିଭାଗୀୟ ଏସଡିଓ ପ୍ରଶାନ୍ତକୁମାର ଦାସଙ୍କୁ ପଚାରିବାରୁ ନିର୍ଦେଶନାମା ଅନୁଯାୟୀ କାର୍ଯ୍ୟକରନଗଲେ ଠିକାଦର ବିରୁଧରେ ଆଇନିଗତ ପଦକ୍ଷପ ନିଆଯିବ ବୋଲି ପ୍ରତିକ୍ରିୟାରେ କହିଛନ୍ତି । ଏହି ରାସ୍ତାର ଅର୍ଦ୍ଧାଧିକ ସରିଥିବା ନିମ୍ନମାନର ନିର୍ମାଣ କାର୍ଯ୍ୟକୁ ଭିଜିଲାନ୍ସ ଦ୍ୱାରା ତଦନ୍ତ କରାଯିବା ଓ ରାସ୍ତାର ବାକିଥିବା ନିର୍ମାଣ କାର୍ଯ୍ୟସ୍ଥଳୀରେ ବାଇପାସ କରାଯିବାକୁ ବିଭାଗୀୟ ଉଚ୍ଚକତୃପକ୍ଷ ଓ ଜିଲାପାଳ ମହୋଦୟ ଦୃଷ୍ଟି ଦେଇ ପଦକ୍ଷପ ନେବାକୁ ଅଂଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି । (କୋରାଇରୁ ରଶ୍ମିରେଖା ମଲ୍ଲିକଙ୍କ ରିପୋର୍ଟ)

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଓଡଖଣ୍ଡ କଲେଜ ଅଧ୍ୟକ୍ଷାଙ୍କୁ ଅବସର ସମ୍ବର୍ଦ୍ଧନା

ଓଡଖଣ୍ଡ କଲେଜ ଅଧ୍ୟକ୍ଷାଙ୍କୁ ଅବସର ସମ୍ବର୍ଦ୍ଧନା

May 2, 2026
ବୁଦ୍ଧ ଆମ୍ବେଦକର ମିଶନ ପକ୍ଷରୁ ପବିତ୍ର ବୁଦ୍ଧ ଜୟନ୍ତୀ ଉତ୍ସବ ପାଳିତ

ବୁଦ୍ଧ ଆମ୍ବେଦକର ମିଶନ ପକ୍ଷରୁ ପବିତ୍ର ବୁଦ୍ଧ ଜୟନ୍ତୀ ଉତ୍ସବ ପାଳିତ

May 2, 2026
କାଳବୈଶାଖୀର କରାଳ ରୂପ : ପ୍ରବଳ ଝଡ଼ ତୋଫାନ ସହ ବର୍ଷା : ବିଦ୍ୟୁତ ସେବା ବିଛିନ୍ନ – ବ୍ୟାପକ କ୍ଷୟକ୍ଷତି

କାଳବୈଶାଖୀର କରାଳ ରୂପ : ପ୍ରବଳ ଝଡ଼ ତୋଫାନ ସହ ବର୍ଷା : ବିଦ୍ୟୁତ ସେବା ବିଛିନ୍ନ – ବ୍ୟାପକ କ୍ଷୟକ୍ଷତି

May 2, 2026
ନୟାଗଡ, ଆନ୍ତର୍ଜାତିକ ଶ୍ରମିକ ଦିବସ-୨୦୨୬

ନୟାଗଡ, ଆନ୍ତର୍ଜାତିକ ଶ୍ରମିକ ଦିବସ-୨୦୨୬

May 2, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଓଡଖଣ୍ଡ କଲେଜ ଅଧ୍ୟକ୍ଷାଙ୍କୁ ଅବସର ସମ୍ବର୍ଦ୍ଧନା

ଓଡଖଣ୍ଡ କଲେଜ ଅଧ୍ୟକ୍ଷାଙ୍କୁ ଅବସର ସମ୍ବର୍ଦ୍ଧନା

May 2, 2026
ବୁଦ୍ଧ ଆମ୍ବେଦକର ମିଶନ ପକ୍ଷରୁ ପବିତ୍ର ବୁଦ୍ଧ ଜୟନ୍ତୀ ଉତ୍ସବ ପାଳିତ

ବୁଦ୍ଧ ଆମ୍ବେଦକର ମିଶନ ପକ୍ଷରୁ ପବିତ୍ର ବୁଦ୍ଧ ଜୟନ୍ତୀ ଉତ୍ସବ ପାଳିତ

May 2, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version