• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଅପରାଧ

ବହୁ ଦିନ ଧରି ତହସିଲ ଓ ପୋଲିସ୍ ଙ୍କୁ ନାକେଦମ କରିଥିବା ଖଣି ମାଫିଆକୁ – ଜେଲ ପଠାଇଲେ ଓଡ଼ଗାଁ ପୋଲିସ୍

Proprietor Abhimanyu Maharana by Proprietor Abhimanyu Maharana
March 28, 2021
in ଅପରାଧ, ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍
0
ବହୁ ଦିନ ଧରି ତହସିଲ ଓ ପୋଲିସ୍ ଙ୍କୁ ନାକେଦମ କରିଥିବା ଖଣି ମାଫିଆକୁ – ଜେଲ  ପଠାଇଲେ ଓଡ଼ଗାଁ ପୋଲିସ୍
Share on FacebookShare on TwitterWhatsapp

ଲିଜ୍ ରେ ନେଇଥିବା ଖଣି ରୁ ପଥର ନଖୋଳି କୋମଣ୍ଡ ର ସମସ୍ତ ଖଣିକୁ ଖୋଳି ବେଆଇନ ଭାବେ ପଥର ଚୋରି କରୁଥିବା ଦୁର୍ଦାନ୍ତ ଖଣି ମାଫିଆକୁ ଧରିଲେ ଓଡ଼ଗାଁ ପୋଲିସ : ବହୁ ଦିନ ଧରି ଖେଳ ଖେଳୁଥିବା ମାଫିଆ କୁ ପଠାଇଲେ ଜେଲ – ମୁଖ୍ୟ ଆସାମୀ ଟୁକୁନା ପାତ୍ର ଗିରଫ

ଓଡ଼ିଶା ତାଜା ନ୍ୟୁଜ୍ (୨୭ ମାର୍ଚ୍ଚ ,ଶନିବାର ) ଭୁବନେଶ୍ୱର/ଓଡ଼ଗାଁ :- ଓଡ଼ଗାଁ ତହସିଲ ଅଧିନସ୍ଥ କୋମଣ୍ଡ ପଥର ଖଣି ଉପରେ ବହୁତ ଦିନରୁ ଥିବା ମାଫିଆ ରାଜର ଆତଙ୍କ କୁ ପୂର୍ଣ୍ଣଛେଦ ପକାଇବା ପାଈଁ ପୋଲିସ ର ପ୍ରଚେଷ୍ଟା ଜାରି ରହିଛି । ରାଜ୍ୟସରକାର ଖଣି ଖାଦନ କୁ ନେଇ ପ୍ରଶାସନ ର କଡାକଡି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବାଧ୍ୟତାମୂଳକ ସାଜିଥିଲେ ହେଁ ପଥର ଖଣି ମାଫିଆ ଙ୍କ ଆତଙ୍କରାଜ କୁ ସମୂଳ ନାଶ କରିବା କୁ ଅଣ୍ଟା ଭିଡିଛି ପୋଲିସ । ଗତ କାଲି (ଶୁକ୍ରବାର) ଦିନ ବେଆଇନ ପଥର ଖଣି ଖନନ ଚାଲିଥିବା ର ଖବର ପାଇ ଓଡ଼ଗାଁ ପୋଲିସ ଅଚାନକ ଚଢଉ କରିଥିଲେ । ଓଡ଼ଗାଁ ଆଦର୍ଶ ଥାନା ର ଆଇଆଇସି ପ୍ରଜ୍ଞା ପରମିତା ଜେନା ଅଚାନକ ଚଢ଼ାଉ କରି ୪ଟି ପାୱାର ଟିଲର୍ ଜବତ କରିଥିବା ମଧ୍ୟ ଜଣାପଡିଛି ।

ଏଥିସହ ୩୦ ରୁ ଉର୍ଦ୍ଧ୍ୱ ବେଆଇନ ଖଣି ଚାଲିଥିବା ନେଇ ଅଭିଯୋଗ ହେଇ ଆସୁଛି ବେଆଇନ ଖଣି ଉପରେ ପୋଲିସ ପ୍ରସାଶନ ପକ୍ଷ ରୁ କଡ଼ା କଡି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଦେଖିବାକୁ ମିଳିଛି । ଖଣି ଖନନ ରେ ବ୍ୟବହୃତ ବେଆଇନ ଡମ୍ପର , ଜେସିବି ଇତ୍ୟାଦି ରେ ଦିନ ରାତି ପଥର ବୋହି ନେଉଛନ୍ତି ମାଫିଆ । ଖଣି ଉପରେ ଜଙ୍ଗଲ ବିଭାଗ ଏବଂ ପୋଲିସ ପ୍ରଶାସନ ର ଲଗାତର ଚଢଉ ବେଆଇନ ଖଣି ଖାଦନ ରୁ ଲକ୍ଷାଧିକ ଟଙ୍କାର ପଥର କଟା ମେସିନ ମାନ ଜବତ କରିବା ରେ ଲାଗିଛି । ଏହି ଭଳି ପଥର ମାଫିଆ ଙ୍କ ବେଆଇନ ପଥର ଚାଲାଣ ସାଧାରଣରେ ନିନ୍ଦା ର କାରଣ ପାଲଟିଛି ।

ମାଫିଆ ମାନେ ବେଆଇନ ଖଣି ଖନନ ରେ ରୋକ ଲଗାଉଥିବା ତହସିଲଦାର ଙ୍କୁ ଆକ୍ରମଣ କରିଥିବା ସୁଚନା ମିଳିଥିଲା । ଏହି ଚଢ଼ାଉ ରେ ଓଡ଼ଗାଁ ଥାନା ଏସଆଇ ସଞ୍ଜୟ କୁମାର ପରିଡ଼ା କୋମଣ୍ଡ ରାଜସ୍ବ ନୀରିକ୍ଷକ ସୁଧୀର କୁମାର ପରିଡ଼ା ଙ୍କ ଉପସ୍ଥିତିରେ ଏହି ଚଢାଉ କରାଯାଇଥିଵା ବେଳେ ୪ଟି ପାୱାର ଟିଲର କୁ ଜବତ କରି ଓଡ଼ଗାଁ ଥାନାକୁ ନିଆଯାଇଛି । ତେବେ ଏହି ଗାଡ଼ି ଗୁଡ଼ିକ କୋମଣ୍ଡ ଅଞ୍ଚଳ ର ଟୁକୁନା ପାତ୍ର ଓ କୁଲୁ ଭଟ୍ଟଙ୍କର ବୋଲି ଜଣାପଡିଛି । ଅଭିଯୁକ୍ତ ଟୁକୁନା ପାତ୍ର ଙ୍କୁ ଗିରଫ କରାଯାଇ ୩୩/୨୧ ରେ କେସ୍ ରୁଜ୍ଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଆଇଆଇସି ଙ୍କ ଏହି ଚଢାଉ ଅନ୍ୟ ମାଫିଆ ମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି ।  

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ନାଚୁଣୀ ମହାବିଦ୍ୟାଳୟ ର ୪୬ତମ ପ୍ରତିଷ୍ଠା ଦିବସ ଉତ୍ସବ ପାଳିତ

କଥା ଦେଇ କଥା ରଖିଲା ରୋଟାରୀ କ୍ଲବ – ନୟାଗଡ଼

August 8, 2026
ନାଚୁଣୀ ମହାବିଦ୍ୟାଳୟ ର ୪୬ତମ ପ୍ରତିଷ୍ଠା ଦିବସ ଉତ୍ସବ ପାଳିତ

ନାଚୁଣୀ ମହାବିଦ୍ୟାଳୟ ର ୪୬ତମ ପ୍ରତିଷ୍ଠା ଦିବସ ଉତ୍ସବ ପାଳିତ

August 8, 2026
ଟାଙ୍ଗିସାହି ଉଚ୍ଚ ବିଦ୍ୟାଳୟରେ ବୃକ୍ଷ ରୋପଣ

ଟାଙ୍ଗିସାହି ଉଚ୍ଚ ବିଦ୍ୟାଳୟରେ ବୃକ୍ଷ ରୋପଣ

August 8, 2026
ଓଡ଼ିଶାରେ ୧.୬ କୋଟି ମହିଳା ଓ ଶିଶୁଙ୍କୁ କୃମିନାଶକ ଔଷଧ ପ୍ରଦାନ କରାଯିବ ୧୦ ଅଗଷ୍ଟରେ ପ୍ରଥମ ପର୍ଯ୍ୟାୟ କୃମିନାଶକ ଏବଂ ଭିଟାମିନ୍ – ଏ ଅଭିଯାନ

1.6 Crore women and children to get deworming dose in Odisha

August 8, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ନାଚୁଣୀ ମହାବିଦ୍ୟାଳୟ ର ୪୬ତମ ପ୍ରତିଷ୍ଠା ଦିବସ ଉତ୍ସବ ପାଳିତ

କଥା ଦେଇ କଥା ରଖିଲା ରୋଟାରୀ କ୍ଲବ – ନୟାଗଡ଼

August 8, 2026
ନାଚୁଣୀ ମହାବିଦ୍ୟାଳୟ ର ୪୬ତମ ପ୍ରତିଷ୍ଠା ଦିବସ ଉତ୍ସବ ପାଳିତ

ନାଚୁଣୀ ମହାବିଦ୍ୟାଳୟ ର ୪୬ତମ ପ୍ରତିଷ୍ଠା ଦିବସ ଉତ୍ସବ ପାଳିତ

August 8, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version