ଓଡିଶା ତାଜା ନ୍ୟୁଜ୍ ( ୨୫ ମାର୍ଚ୍ଚ ଗୁରୁବାର ) କଟକ :- ବୁଧବାର ବିଳମ୍ବିତ ରାତିରେ କଟକ ମଧୁପାଟଣା ଥାନା ଅଞ୍ଚଳର ଜଣେ ଯୁବକର ଅଭିଯୋଗ କୁ ଆଧାର କରି ପୋଲିସ ଜ୍ଞାନ ପାତ୍ର(ମୁଖ୍ୟ ଅଭିଯୁକ୍ତ) ଏବଂ ତାର ୫ ସହଯୋଗୀଙ୍କୁ ଗିରଫ କରିଛି ମଧୁପାଣା ପୋଲିସ । ଧରାପଡିଥିବା ଞାନର ସହଯୋଗୀ ମାନେ ହେଲେ , ଦୀପକ ବେହେରା, ସନ୍ତୋଷ ପାଠକ, ରାଜା, କୁନା ବେହୁରା ଓ ସୁଧୀର ।















