• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ହାଭେଲସ୍ ପକ୍ଷରୁ ଭୁବନେଶ୍ୱରରେ ପରିବେଶ ମିତବ୍ୟୟୀ ୱାଟର ପ୍ୟୁରିଫାୟର ଡିଲାଇଟ୍‌ ଆଲ୍‌କାଲାଇନ୍ ହାଇ ରିକଭରି ଉନ୍ମୋଚିତ

Proprietor Abhimanyu Maharana by Proprietor Abhimanyu Maharana
February 13, 2020
in Uncategorized, ଓଡ଼ିଶା, ହୋମ୍
0
ହାଭେଲସ୍ ପକ୍ଷରୁ ଭୁବନେଶ୍ୱରରେ ପରିବେଶ ମିତବ୍ୟୟୀ ୱାଟର ପ୍ୟୁରିଫାୟର ଡିଲାଇଟ୍‌ ଆଲ୍‌କାଲାଇନ୍ ହାଇ ରିକଭରି ଉନ୍ମୋଚିତ
Share on FacebookShare on TwitterWhatsapp

ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର 13.2.2020 :- ଏକ ଅଗ୍ରଣୀ ଫାଷ୍ଟ ଭୁମିଂ ଇଲେକ୍‌ଟ୍ରିକାଲ୍ ଗୁଡସ୍‌ (ଏଫ୍‌ଏମ୍‌ଇଜି) ଓ କଂଜ୍ୟୁମର ଡ୍ୟୁରେବଲ୍ କଂପାନି ହାଭେଲସ୍ ଇଣ୍ଡିଆ ଲିମିଟେଡ୍ ପକ୍ଷରୁ ଏହାର ଉନ୍ନତ ପ୍ରଯୁକ୍ତି ଭିତିକ ୫୦%ରୁ ଅଧିକ ଜଳ ଫେରସ୍ତ (ୱାଟର ରିକଭରି) କରିପାରୁଥିବା ଆଲକାଲାଇନ୍ ୱାଟର୍‌ ପ୍ୟୁରିଫାୟର୍‌ର ସଦ୍ୟତମ ବର୍ଗ ଉନ୍ମୋଚନ ବିଷୟରେ ଘୋଷଣା କରାଯାଇଛି । ଗ୍ରାହକମାନଙ୍କୁ ଅତୁଳନୀୟ ୱାଟର ପ୍ୟୁରିଫାୟର ଅନୁଭୂତି ପ୍ରଦାନ କରିବା ଲାଗି ହାଭେଲସ୍‌ର ରହିଥିବା ପ୍ରତିବଦ୍ଧତାର ଏହା ପ୍ରତିଫଳନ । ପାରମ୍ପରିକ ଆର୍‌ଓ ପ୍ୟୁରିଫାୟର ଭିତରକୁ ପ୍ରବେଶ କରୁଥିବା ୭୦% ଜଳର ପ୍ରକ୍ରିୟାକରଣ କରେ ଏବଂ ୩୦% ପାଣିକୁ ହିଁ ରିକଭର ବା ଫେରସ୍ତ କରିପାରେ । ହାଭେଲସ୍‌ର ସଦ୍ୟତମ ଡିଲାଇଟ୍ ଆଲକାଲାଇନ୍ ଆର୍‌ଓ ୱାଟର୍ ପ୍ୟୁରିଫାୟର ଅତିକମ୍‌ରେ ଭିତରକୁ ପ୍ରବେଶ କରୁଥିବା ୫୦% ପାଣିର ପ୍ରକ୍ରିୟାକରଣ କରେ, ସେଥିରେ ଆବଶ୍ୟକୀୟ ଖଣିଜ ପ୍ରବେଶ କରାଏ-ଯାହା ଫଳରେ ଗ୍ରାହକମାନଙ୍କ ପାଖରେ ଅଧିକ ଗୁଣାତ୍ମକ ପୁଷ୍ଟିଯୁକ୍ତ, ସ୍ୱାସ୍ଥ୍ୟକର ଓ ବିଶୋଧିତ ଆଲକାଲାଇନ୍ ପାଣି ପହଂଚିଥାଏ । “କିଛି ଭିନ୍ନ କରିବାର’ର ବ୍ରାଣ୍ଡ୍ ପ୍ରତିଶ୍ରୁତିକୁ ନେଇ ନୂତନ ୱାଟର ପ୍ୟୁରିଫାୟର ବର୍ଗ ଦେଶରେ ପ୍ରଥମ ଥର ପାଇଁ ପ୍ରାକୃତିକ ଖଣି ଫୋର୍ଟିଫିକେସନ ହୋଇଥିବା ସୁସ୍ଥକର ଓ ସୁରକ୍ଷିତ ଆଲକାଲାଇନ୍ ଜଳ ପ୍ରଦାନ କରିବ ।

ଏହି ପ୍ରତିବଦ୍ଧତାକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଦୁଇଟି ଭାରିଆଂଟ ଯଥା ଡିଲାଇଟ୍ ଆଲକାଲାଇନ୍ ହାଇ ରିକଭରି ଓ ଡିଲାଇଟ୍ ଆଲକାଲାଇନ୍ ଜରିଆରେ ପ୍ରଦାନ କରାଯିବ । ହାଭେଲସ୍‌ ଡିଲାଇଟ୍‌କୁ ସ୍ୱଦେଶୀ ଭାବେ ବିକଶିତ କରାଯାଇଥିବା ବେଳେ ଏହାକୁ ନିଜସ୍ୱ ଆର୍‌ଆଣ୍ଡ୍‌ଡି ବ୍ୟବସ୍ଥାରେ ଡିଜାଇନ୍ କରାଯାଇଚି ଏବଂ ଉତରାଖଣ୍ଡର ହରିଦ୍ୱାର ଠାରେ ଥିବା ନିଜସ୍ୱ ଷ୍ଟେଟ୍ ଅଫ୍ ଆର୍ଟ ଉତ୍ପାଦନ କାରଖାନାରେ ନିର୍ମାଣ କରାଯାଇଛି । ଡିଲାଇଟ୍ ଆଲ୍‌କାଲାଇନ୍ ବର୍ଗ ବିଭିନ୍ନ ପ୍ରକାର ଗ୍ରାହକ ଉପକୃତ ହେବା ଭଳି ସୁବିଧା ପ୍ରଦାନ କରୁଛି ଯଥା ୧୦୦% ଆର୍‌ଓ ଓ ୟୁଭି ସହିତ ୟୁଭି ଏଲ୍‌ଇଡିର ତ୍ରୀସ୍ତରୀୟ ବିଶୋଧନ ଯାହା ଟାଙ୍କିର ପରିମଳତାକୁ ଉଚ୍ଚ ଗଚଣାତ୍ମକ ଖାଦ୍ୟ ମାନର ଷ୍ଟେନଲେସ୍ ଷ୍ଟିଲ୍ ଟାଙ୍କି ଜରିଆରେ ୨୪ ଘଂଟା ବଜାୟ ରଖେ ଏବଂ ଏହା ଆହୁରି ଅନେକ ଲାଭ ପ୍ରଦାନ କରିଥାଏ । ଗ୍ରାହକମାନେ ନିଶ୍ଚିତ ରୂପେ ୮+ପିଏଚ୍ ସ୍ତରର ଜଳ ପାଇବେ ଯେଉଁଥିରେ ଆବଶ୍ୟକୀୟ ଆଲକାଲାଇନ୍ ଖଣି, କମ୍ ଅକ୍ସିଡେସନ ରିଡକ୍ସନ ପୋଟେନ୍‌ସିଆଲ୍ (ଓଆର୍‌ପି) ରହିଥିବ ଯାହାର ଫଳ ସ୍ୱରୂପ ଜୀବାଣୁନାଶକାରୀ ଜଳ ମିଳିପାରିବ । ଏହି ପ୍ୟୁରିଫାୟରର ଉତ୍ପାଦ ଡିଜାଇନ୍ ଓ ଷ୍ଟାଇଲ୍ ବେଶ ସ୍ୱତନ୍ତ୍ର ଏବଂ ଏହା ପ୍ରଦର୍ଶନ, କାର୍ଟିଜ୍ ଜୀବନ, ପ୍ରତିଷେଧମୂଳକ ରକ୍ଷଣାବେକ୍ଷଣ, ଶକ୍ତି ଇଣ୍ଡିକେଟର, ଲୋ ୱାଟର ପ୍ରେସର, ପମ୍ପ୍‌ ଖରାପ ହେବା ନେଇ ଆଲର୍ଟ ଏବଂ ନିଜସ୍ୱ ପରୀକ୍ଷା ଆବଶ୍ୟକତା ଭଳି ସ୍ମାର୍ଟ ଆଲର୍ଟ ପ୍ରଦାନ କରିବ । ସୁରକ୍ଷିତ ଓ ସୁସ୍ଥକର ପାନୀୟ ଜଳ ସମସ୍ୟାର ସମାଧାନ କରି ହାଭେଲସ୍ ଏହାର ବ୍ରାଣ୍ଡ୍ ପ୍ରତିଶ୍ରୁତିକୁ ଆହୁରି ଦୃଢ଼ କରିପାରିଛି । ଏହି ଅବସରରେ ଉପସ୍ଥିତ ଥିବା ଶ୍ରୀଯୁକ୍ତ ଶଶାଙ୍କ ଶ୍ରୀବାସ୍ତବ, ଉପସଭାପତି, ହାଭେଲସ୍ ଇଣ୍ଡିଆ ଲିମିଟେଡ୍ କହିଛନ୍ତି ଯେ, “ଓଡ଼ିଶାରେ ଆମେ ଆମର ଆଲକାଲାଇନ୍ ଆର୍‌ଓ ଓ ୟୁଭି ୱାଟର ପ୍ୟୁରିଫାୟରର ନୂତନ ବର୍ଗକୁ ଉନ୍ମୋଚନ କରି ଅତ୍ୟନ୍ତ ଆନନ୍ଦିତ ଯାହା ୮ରୁ ଅଧିକ ପିଏଚ୍ ସ୍ତର ଥିବା ସୁସ୍ଥକର ଆଲକାଲାଇନ୍ ପାନୀୟ ଜଳ ପ୍ରଦାନ କରିବ । ବର୍ତମାନ, ଗ୍ରାହକମାନେ ସ୍ୱାସ୍ଥ୍ର‌୍ୟ ସଚେତନ ହୋଇପଡ଼ିଛନ୍ତି, ତେଣୁ ସେମାନେ ପାନୀୟ ଜଳ କଥା ଆସିଲେ ଅତ୍ୟାଧୁନିକ ବିଶୋଧନ ପ୍ରଯୁକ୍ତିକୁ ଆଡ଼କୁ ଢ଼ଳୁଛନ୍ତି । ଯାହାର ପରିଣାମ ସ୍ୱରୂପ ପ୍ରଯୁକ୍ତିରେ ସମୃଦ୍ଧ ୱାଟର ପ୍ୟୁରିଫାୟରର ଚାହିଦା ଦେଶରେ ବଢ଼ିଛି । ଓଡ଼ିଶା ଜଳ ସ୍ତର ହ୍ରାସ ପାଇବା ଏବଂ ଫ୍ଲୋରାଇଟ୍‌, ଲୌହ ଓ ଲବଣ ଉପାଦାନର ମାତ୍ରା ଅତ୍ୟଧିକ ରହିବା ଯୋଗୁଁ ହେଉଥିବା ଦୁଷିତ ମିଶ୍ରଣ ଭଳିସମସ୍ୟା ସାମ୍ନା କରୁଛି । ଅତ୍ୟଧିକ ଫ୍ଲୋରାଇଡ୍ ଯୋଗୁଁ ସ୍କେଲିଟାଲ ଫ୍ଲୋରୋସିସ୍ ଦେଖାଯେଉଛି ଯେଉଁଥିପାଇଁ ଗଣ୍ଠି ଯନ୍ତ୍ରଣା, ଗଣ୍ଠି ଓ ହାଡ଼କୁ କ୍ଷତି ପହଂଚିବା, ହାନ୍ତ ଫ୍ଲୋରୋସିସ୍ ଭଳି ସମସ୍ୟା ଦେଖାଦେଉଥିବା ବେଳେ ପାଣିରେ ଉଚ୍ଚ ମାତ୍ରାର ଲୌହ ଉପାଦାନ ରହିବା ଯୋଗୁ କୋଷ୍ଠକାଠିନ୍ୟ ଏବଂ ଯକୃତ ରୋଗ ଦେଖାଦେଉଛି ଏବଂ ଅତ୍ୟଧିକ ଲବଣ ମାତ୍ରା ଯୋଗୁଁ ଉଚ୍ଚ ରକ୍ତଚାପ ହେଉଛି ।ଏହି ସମସ୍ୟାର ମୁକାବିଲା କରିବା ଏବଂ ଏକ ଉନ୍ନତ ଭାରତ ଲାଗି ଆମେ ନୂଆ ଡିଲାଇଟ୍ ଆଲକାଲାଇନ୍ ହାଇ ରିକଭରି ୱାଟର ପ୍ୟୁରିଫାୟରକୁ ଉନ୍ମୋଚନ କରିଛୁ ଯାହା ସମସ୍ତ ପ୍ରକାରର ସମ୍ଭାବ୍ୟ ଅଶୋଧିତ ଉପାଦାନକୁ ବାହାର କରିଦେବ ଏବଂ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ୫୦%ରୁ ଅଧିକ ଜଳ ବଂଚାଇବ ।’’ ସେ ପୁଣି କହିଛନ୍ତି ଯେ, “ହାଭେଲସ୍‌ରେ ନୂତନତ୍ୱ ଉପରେ ପ୍ରମୁଖ ପ୍ରାଧ୍ୟାନ ଦିଆଯାଉଛି ଏବଂ ସ୍ୱାଭାବିକ ଭାବେ ଏହା ଆମର ୱାଟର ପ୍ୟୁରିଫାୟର ବର୍ଗରେ ପ୍ରତିଫଳିତ ହୋଇଛି । ଆମର ଜଳ ବିଶୋଧନ ପ୍ରକ୍ରିୟାରେ ୮ଟି ସ୍ତର ରହିଛି ଯାହା ସମସ୍ତ ଅଶୁଦ୍ଧିକୁ ବାହାର କରୁଛି ଏବଂ ପ୍ରାକୃତିକ ଆଲକାଲାଇନ୍ ଖଣିଜ ଓ ମ୍ୟାଗ୍ନେଟାଇଜ୍ ଜଳର ଭଲ ଗୁଣଗୁଡ଼ିକୁ ଯୋଗ କରୁଛି ଯାହା ହାଇଡ୍ରେସନ୍‌ରେ ଉନ୍ନତି ଆଣିବ ଏବଂ ଖଣିଜ ଉପାଦାନ ଶରୀରରେ ଶୀଘ୍ର ମିଳେଇଯିବ । ଏହି ୱାଟର ପ୍ୟୁରିଫାୟରରେ ରହିଛି ଉଚ୍ଚ ଖାଦ୍ୟ ମାନର ଷ୍ଟେନଲେସ ଷ୍ଟିଲ ଟାଙ୍କି ଯାହା ବିଶୋଧିତ ଜଳକୁ ବିଭିନ୍ନ ପ୍ରକାର ଟକ୍ସିନ, ରାସାୟନିକ ଉପାଦାନ ଏବଂ ଅନ୍ୟାନ୍ୟ ହାନିକାରକ ଉପାଦାନ ଠାରୁ ଦୂରେଇ ରଖୁଛି ।’’ ହାଲେଭସ୍‌ର ନୂତନ ଭାବେ ଉନ୍ମୋଚିତ ହୋଇଥିବା ୱାଟର ପ୍ୟୁରିଫାୟର ଏହାର ଆକର୍ଷଣୀୟ ଡିଜାଇନ୍ ପାଇଁ ଜଣାଶୁଣା ହୋଇଥିବା ବେଳେ ଏହା ପ୍ରିମିୟମ୍ ଲୁକ୍ ଓ କମ୍ପାକ୍ଟ ଫିଲ୍ ପ୍ରଦାନ କରୁଛି । ଏହା ହ୍ୱାଇଟ ଆଣ୍ଡ୍‌ ବିଜ୍ ଓ ବ୍ଲୁର ଡୁଆଲ୍ ଟୋନ୍ ରଙ୍ଗରେ ଉପଲବ୍ଧ ହେଉଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରଣପୁରରେ ଧୁମଧାମରେ ପଞ୍ଚୁଦୋଳ ଯାତ୍ରା : ଯୋଗ ଦେଲେ ବାଚସ୍ପତି 

ରଣପୁରରେ ଧୁମଧାମରେ ପଞ୍ଚୁଦୋଳ ଯାତ୍ରା : ଯୋଗ ଦେଲେ ବାଚସ୍ପତି 

March 10, 2026
ଦୋଳପୂର୍ଣ୍ଣିମା ଉପଲକ୍ଷେ ବାଦୀପlଲା ଉଦଯାପିତ

ଦୋଳପୂର୍ଣ୍ଣିମା ଉପଲକ୍ଷେ ବାଦୀପlଲା ଉଦଯାପିତ

March 10, 2026
ପୁରୀ କୋର୍ଟରେ ବୋମା ଗୁଜବ ପୋଲିସ ଅନୁସନ୍ଧାନ ପରେ କୋର୍ଟକାର୍ଯ୍ଯ ସ୍ବାଭାବିକ

ପୁରୀ କୋର୍ଟରେ ବୋମା ଗୁଜବ ପୋଲିସ ଅନୁସନ୍ଧାନ ପରେ କୋର୍ଟକାର୍ଯ୍ଯ ସ୍ବାଭାବିକ

March 10, 2026
ମହିଳାଙ୍କ ଉନ୍ନତିରେ ଦେଶର ପ୍ରଗତି : ସଙ୍ଗଶ୍ରୀ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ମହିଳାଙ୍କ ଉନ୍ନତିରେ ଦେଶର ପ୍ରଗତି : ସଙ୍ଗଶ୍ରୀ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

March 10, 2026

Recent News

ରଣପୁରରେ ଧୁମଧାମରେ ପଞ୍ଚୁଦୋଳ ଯାତ୍ରା : ଯୋଗ ଦେଲେ ବାଚସ୍ପତି 

ରଣପୁରରେ ଧୁମଧାମରେ ପଞ୍ଚୁଦୋଳ ଯାତ୍ରା : ଯୋଗ ଦେଲେ ବାଚସ୍ପତି 

March 10, 2026
ଦୋଳପୂର୍ଣ୍ଣିମା ଉପଲକ୍ଷେ ବାଦୀପlଲା ଉଦଯାପିତ

ଦୋଳପୂର୍ଣ୍ଣିମା ଉପଲକ୍ଷେ ବାଦୀପlଲା ଉଦଯାପିତ

March 10, 2026
ପୁରୀ କୋର୍ଟରେ ବୋମା ଗୁଜବ ପୋଲିସ ଅନୁସନ୍ଧାନ ପରେ କୋର୍ଟକାର୍ଯ୍ଯ ସ୍ବାଭାବିକ

ପୁରୀ କୋର୍ଟରେ ବୋମା ଗୁଜବ ପୋଲିସ ଅନୁସନ୍ଧାନ ପରେ କୋର୍ଟକାର୍ଯ୍ଯ ସ୍ବାଭାବିକ

March 10, 2026
ମହିଳାଙ୍କ ଉନ୍ନତିରେ ଦେଶର ପ୍ରଗତି : ସଙ୍ଗଶ୍ରୀ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ମହିଳାଙ୍କ ଉନ୍ନତିରେ ଦେଶର ପ୍ରଗତି : ସଙ୍ଗଶ୍ରୀ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

March 10, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରଣପୁରରେ ଧୁମଧାମରେ ପଞ୍ଚୁଦୋଳ ଯାତ୍ରା : ଯୋଗ ଦେଲେ ବାଚସ୍ପତି 

ରଣପୁରରେ ଧୁମଧାମରେ ପଞ୍ଚୁଦୋଳ ଯାତ୍ରା : ଯୋଗ ଦେଲେ ବାଚସ୍ପତି 

March 10, 2026
ଦୋଳପୂର୍ଣ୍ଣିମା ଉପଲକ୍ଷେ ବାଦୀପlଲା ଉଦଯାପିତ

ଦୋଳପୂର୍ଣ୍ଣିମା ଉପଲକ୍ଷେ ବାଦୀପlଲା ଉଦଯାପିତ

March 10, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version