• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ନୟାଗଡ଼ ଜିଲ୍ଲାପାଳ ଙ୍କ ନିର୍ଦେଶ କୁ ଅବମାନନା କରି ରଣପୁର ବିଡ଼ିଓ ଡାକିଲେ ସମିତି ବୈଠକ : ରାଜନୀତି ମହଲରେ ଘୋର ନିନ୍ଦା

Proprietor Abhimanyu Maharana by Proprietor Abhimanyu Maharana
March 13, 2021
in ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍
0
ନୟାଗଡ଼ ଜିଲ୍ଲାପାଳ ଙ୍କ ନିର୍ଦେଶ କୁ ଅବମାନନା କରି ରଣପୁର ବିଡ଼ିଓ ଡାକିଲେ ସମିତି ବୈଠକ : ରାଜନୀତି ମହଲରେ ଘୋର ନିନ୍ଦା
Share on FacebookShare on TwitterWhatsapp

ରଣପୁର ବିଡ଼ିଓ କାହିଁକି ଅବମାନନା କଲେ ଜିଲ୍ଲାପାଳ ଙ୍କ ନିର୍ଦେଶ କୁ, ଏହାକୁ ନେଇ ନୟାଗଡ଼ ଜିଲ୍ଲାରେ ଏବଂ ରାଜନୀତି ମହଲରେ ଚର୍ଚ୍ଚା ..

ଓଡ଼ିଶାରେ ବିଧାନସଭା ଚାଲୁଥିବା ବେଳେ ବିଧାୟକ ମାନେ ସଦସ୍ୟ ଥିବା କୌଣସି ସମିତି ବା କମିଟି ର ବୈଠକ ହୋଇପାରିବ ନାହିଁ । କାରଣ ସେହି ବୈଠକରେ ବିଧାନସଭା ସମୟରେ ବିଧାୟକ ଉପସ୍ଥିିତ ହୋଇପାରିବେ ନାହିଁ । ପଞ୍ଚାୟତ ସମିତି ଓ ସମିତି ସଭ୍ୟ ବୈଠକ ଏହି ସମୟ ମଧ୍ୟରେ ହୋଇ ପାରିବ ନାହିଁ ବୋଲି ନିର୍ଦେଶ ଥିବା ବେଳେ ବୈଧାନିକ ନିର୍ଦେଶ କୁ ସମ୍ପୂର୍ଣ୍ଣ ଉଲଂଘନ କରି ବିଡ଼ିଓ ଡାକିଥିଲେ ପଞ୍ଚାୟତ ସମିତି ବୈଠକ । ଏହା ପୂର୍ବରୁ ୬ଟି ବୈଠକରେ ସାଂସଦ ପ୍ରତିନିଧିତ୍ୱ ବିନା ଚାଲି ଆସୁଥିବାବେଳେ ଏହି ବୈଠକ ରେ ପ୍ରତିନିଧି ପାଇଁ ସାଂସଦ କୁ ଚିଠି କରିବା ରାଜନୀତି ମହଲରେ ଚର୍ଚ୍ଚା ର ବିଷୟ ହୋଇଛି । ଏହି କଥା କୁ ରଣପୁର ବିଡ଼ିଓ ତିଳେ ମାତ୍ର ଖାତିର ନକରି କାହା ପରିଚାଳନାରେ ଗତକାଲି ୧୧ ଟା ବେଳେ ବୈଠକ ଡକାଇଥିଲେ । ସେହି ବୈଠକ ରେ ମୟୁରଝୁଲିଆ ସରପଞ୍ଚ ଙ୍କ କୌଣସି କଥା ରଖାଯାଇ ନଥିବାରୁ ଭୋ ଭୋ ହୋଇ କାନ୍ଦିବାକୁ ଲାଗିଥିଲେ ସରପଞ୍ଚ । ସରପଞ୍ଚ ଙ୍କ କଥା କୁ ନେଇ ବିଜେପି ଦଳର ସରପଞ୍ଚ ଓ ସମିତି ସଭ୍ୟ ମାନେ ଗୃହ ତ୍ୟାଗ କରିଥିଲେ ।

ଓଡ଼ିଶା ତାଜା ନ୍ୟୁଜ (୧୩ ମାର୍ଚ୍ଚ ଶନିବାର ) ରଣପୁର ରିପୋର୍ଟ /ଅଭିମନ୍ୟୁ ମହାରଣା :- ସ୍ଥାନୀୟ ବିଧାୟକ ଯେ କୌଣସି ସମିତି ବା ଜିଲ୍ଲା ପରିଷଦ ସଭ୍ୟ ଥିଲା ବେଳେ ସମିତି ବା ଜିଲ୍ଲା ପରିଷଦ ବୈଠକ କରାନଯିବା ପାଈଁ ସରକାରୀ ସ୍ତର ରେ ଜିଲ୍ଲାପାଳ ମାନଙ୍କୁ ନିର୍ଦେଶ ଥିବା ବେଳେ ରଣପୁର ବ୍ଲକ ର ଅଧିକାରୀ ବିଡ଼ିଓ କେଉଁ ପରିପ୍ରେକ୍ଷୀ ରେ ବିଧାୟକ ଙ୍କ ଉପସ୍ଥିତି କୁ ରହିତ କରିବା ଉଦେଶ୍ୟ ରଖି ବୈଠକ ଡାକିଛନ୍ତି ଏବଂ ଏହି ବୈଠକ କୁ ସାଂସଦ ପିନାକୀ ମିଶ୍ର ଙ୍କ ପ୍ରତିନିଧି ପଠାଇବାକୁ ଅନୁରୋଧ କରିଛନ୍ତି କେଉଁ ସ୍ୱାର୍ଥ ରେ …

ଏତଦ୍ ବ୍ୟତୀତ ମାନ୍ୟବର ସାଂସଦ ବିଧାନସଭା ଚାଲିଥିବା ବେଳେ ଅନୈତିକ ବୈଠକ ପାଈଁ ରଣପୁର ରେ ବିଜୁ ଜନତା ଦଳର ପ୍ରତିଷ୍ଠିତ ସଦସ୍ୟ ମାନେ ଥିବା ବେଳେ ଜଣେ ବ୍ୟବସାୟୀ,ତଥା ଯୁବ ନେତା ଙ୍କୁ ପ୍ରତିନିଧି କରି ପଠାଇବା ଅତ୍ୟନ୍ତ ଜନସାଧାରଣ ର ଵିଷୟ ବସ୍ତୁ ହୋଈଛି । ଜନସାଧାରଣ ଏହାକୁ ମାନସିକ ସ୍ତରରେ ଅତ୍ୟନ୍ତ ଦୁଃଖ ର ସହକାରେ ଗ୍ରହଣ କରିବାକୁ ବାଧ୍ୟ ହେଉଛନ୍ତି ଏବଂ କେଉଁ ପରିପ୍ରେକ୍ଷୀ ରେ ଦୀର୍ଘ ଦୁଇ ବର୍ଷ ଧରି ପ୍ରତିନିଧି ନଦେଇଥିବା ବେଳେ

ଏବେ ବିଧାନସଭା ଗୃହ ଚାଲିଥିବା ସମୟରେ ବିଧାୟକ ମାନେ କୌଣସି ସମିତି ବା ଜିଲ୍ଲାପରିଷଦରେ ସଦସ୍ୟ ଥାଇ ବୈଠକ ଡ଼ାକି ପାରିବେନି ବୋଲି ଜିଲ୍ଲାପାଳ ମାନଙ୍କୁ ସରକାରୀ ନିର୍ଦେଶ ଅଛି ବୋଲି ବିଧାନ ସଭା ସଚିବ ମତ ପ୍ରକାଶ କରୁଥିବା ବେଳେ ଏଭଳି ଏକ ପରିସ୍ଥିତି ବିଡ଼ିଓ କାହା ସ୍ୱାର୍ଥ ରେ ଏଭଳି ବୈଠକ ଡାକିଥିଲେ ଏହାକୁ ରାଜନୀତି ମହଲରେ ଚର୍ଚ୍ଚା ର କାରଣ ପାଲଟିଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Tamil Nadu CM Vijay Seeks Second AIIMS, NEET Exemption at NITI Aayog Meet

Tamil Nadu CM Vijay Seeks Second AIIMS, NEET Exemption at NITI Aayog Meet

June 14, 2026
 Pattamundai set to host Birth Anniversary of Baraha Samal 

 ପଟ୍ଟାମୁଣ୍ଡାଇରେ ବରାହ ସାମଲଙ୍କ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି 

June 14, 2026
 Pattamundai set to host Birth Anniversary of Baraha Samal 

 Pattamundai set to host Birth Anniversary of Baraha Samal 

June 14, 2026
ପୁରୀଜିଲ୍ଲା ଶିକ୍ଷକ ପଦନ୍ନୋତିରେ ମହାଘୋଟାଲା ଅଧିକାରୀଙ୍କ ପାଟିରୁ ଛାଡୁନି ପ୍ରମୋଶନ ରାବିଡି

ପୁରୀଜିଲ୍ଲା ଶିକ୍ଷକ ପଦନ୍ନୋତିରେ ମହାଘୋଟାଲା ଅଧିକାରୀଙ୍କ ପାଟିରୁ ଛାଡୁନି ପ୍ରମୋଶନ ରାବିଡି

June 14, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Tamil Nadu CM Vijay Seeks Second AIIMS, NEET Exemption at NITI Aayog Meet

Tamil Nadu CM Vijay Seeks Second AIIMS, NEET Exemption at NITI Aayog Meet

June 14, 2026
 Pattamundai set to host Birth Anniversary of Baraha Samal 

 ପଟ୍ଟାମୁଣ୍ଡାଇରେ ବରାହ ସାମଲଙ୍କ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି 

June 14, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version