• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ନାହିଁ ନାହିଁ ରେ ଚାଲିଛି ଭଦ୍ରେଶ୍ୱର ସେଣ୍ଟ୍ରାଲ ବ୍ୟାଙ୍କ, କେତେବେଳେ ଲିଙ୍କ ଫେଲ ତ କେତେବେଳେ ନାହାନ୍ତି ବ୍ୟାଙ୍କ ପରିଚାଳକ, ଟଙ୍କା ଉଠାଣ ବାଧାପ୍ରାପ୍ତ

Proprietor Abhimanyu Maharana by Proprietor Abhimanyu Maharana
March 7, 2021
in ଓଡ଼ିଶା, କଟକ, ହୋମ୍
0
ନାହିଁ ନାହିଁ ରେ ଚାଲିଛି ଭଦ୍ରେଶ୍ୱର ସେଣ୍ଟ୍ରାଲ ବ୍ୟାଙ୍କ, କେତେବେଳେ ଲିଙ୍କ ଫେଲ ତ କେତେବେଳେ ନାହାନ୍ତି ବ୍ୟାଙ୍କ ପରିଚାଳକ, ଟଙ୍କା ଉଠାଣ ବାଧାପ୍ରାପ୍ତ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୬ ମାର୍ଚ୍ଚ ଶନିବାର )ମାହାଙ୍ଗା  :- କଟକ ଜିଲ୍ଲା ମାହାଙ୍ଗା ବ୍ଲକ ପୁର୍ବାଞ୍ଚଳରେ ଥିବା ଭଦ୍ରେଶ୍ୱର ସେଣ୍ଟ୍ରାଲ ବ୍ୟାଙ୍କ ତିରିଶ ବର୍ଷରୁ ଉର୍ଦ୍ଧ ପୁରାତନ ରାଷ୍ଟ୍ରାୟତ ବ୍ୟାଙ୍କ ଭାବେ ଲୋକ ମାନଙ୍କୁ ସେବା ଯୋଗାଇ ଦେଇ ଆସୁ ଥିବାବେଳେ ଏବେ କିଛି ବର୍ଷ ହେବ ବ୍ୟାଙ୍କ ଉଚ କତୃପକ୍ଷଙ୍କ ଅନାଦେଖାରୁ ଏହି ଶାଖାରେ ବ୍ୟାପକ ଅବ୍ୟବ୍ୟବସ୍ଥା ଦେଖିବାକୁ ମିଳୁଛି, ବ୍ୟାଙ୍କ ଶାଖା ପରିଚାଳକ ବହୁ ସମୟ ଅନୁପସ୍ଥିତ ରହିବା ହେତୁ ଆର୍ଥିକ କରବାର ବାଧାପ୍ରାପ୍ତ ହେଉଛି, ଏହି ବ୍ୟାଙ୍କ ଉପରେ ପ୍ରାୟ ମାହାଙ୍ଗାର 8ଟି ପଂଚାୟତ ଓ କୋଡିଏ ହଜାର ରୁ ଅଧିକ ଲୋକ ଏହି ବ୍ୟାଙ୍କ ର ଗ୍ରାହକ ସେବା ପାଇଥାନ୍ତି, କିନ୍ତ ଏବେ ଏହି ବ୍ୟାଙ୍କ ରେ କେତେବେଳେ ଏଟିମ ଅଚଳ ତ କେତେବେଳ ଲିଙ୍କ ଫେଲ ତ କେତେବେଳ ବ୍ୟାଙ୍କ ମ୍ୟାନେଜର ଙ୍କ ଅନୁପସ୍ଥିତ ସାଧାରଣ ଲୋକଙ୍କ ପାଇଁ ବଡ଼ ସମସ୍ୟା ହୋଇଯାଇଛି, ବ୍ୟାଙ୍କ କତୃପକ୍ଷଙ୍କ ଆଚାର ବ୍ୟବହାର ଓ ଅନୁପସ୍ଥିତ ଲୋକମାନଙ୍କୁ ବ୍ୟତିବ୍ୟସ୍ତ କରୁଥିବା ସାଧାରଣ ଲୋକେ ଅଭିଯୋଗ କରିଛନ୍ତି,

ଗତ କିଛି ବର୍ଷ ହେବ ନିଅମିତ ଭାବେ ମାସେ ଦୁଇ ମାସ କିମ୍ବା ଛ ମାସ ମଧ୍ୟରେ ବାରମ୍ବାର ବ୍ୟାଙ୍କ ପରିଚାଳକ ଙ୍କ ଠାରୁ ଅନ୍ୟ କର୍ମଚାରୀ ଯାଏ ଘନଘନ ବଦଳି ଯୋଗୁଁ ବ୍ୟାଙ୍କ ର ଗ୍ରାହକ ଅଧିକାରୀ ମାନଙ୍କୁ ଚିହ୍ନିବି ପାରୁନାହାନ୍ତି ଯାହା ଫଳରେ ସେମାନେ ବ୍ୟାଙ୍କ ସମସ୍ୟା ସମାଧାନରେ ଅସୁବିଧା ହେଉଛି, ଏହି ବ୍ୟାଙ୍କ ରେ କିଛି ଦଲାଲ ଙ୍କ ଦ୍ୱାରା ବହୁ ଦୁର୍ନୀତିମୁଳକ କାର୍ଯ୍ୟ କରାଯାଉଥିବା ସାଧାରଣରେ ଶୁଣିବାକୁ ମିଳୁଛି, ଆଜି ସ୍ଥାନୀୟ ବନ୍ତଳା ଗ୍ରାମର ଅସିତ ସାମଲ ତାଙ୍କ ଚାଲୁ ସଂଚୟ ଖାତାରୁ ମେଡିକାଲ କାମପାଇଁ ଅର୍ଥ ଉଠାଇବାକୁ ଯାଇଥିବାବେଳ ଶାଖାପରିଚାଳକ ଓ କ୍ଷେତ୍ର ପରିଦର୍ଶକ ଅନୁପସ୍ଥିତ ଥିବାରୁ ତାଙ୍କ ସଂଚୟ ଖାତାରେ ଅର୍ଥ ଉଠାଣ ଲିମିଟ ସମ୍ପର୍କିତ ସମସ୍ୟା ଥିବା ଦର୍ଶାଇ ବ୍ୟାଙ୍କ ର ଅତିରିକ୍ତ ପରିଚାଳକ ଫେରାଇ ଦେଇଥିବା ସେ ଅଭିଯୋଗ କରିଛନ୍ତି, ମେଡିକାଲ କାର୍ଯ୍ୟରେ ଅର୍ଥ ଆବଶ୍ୟକ ଥିବାରୁ ଟଙ୍କା ଉଠାଇ ନପାରିବାରୁ ଯଦି ତାଙ୍କ ପରିବାରର କିଛି କ୍ଷତିହୁଏ ତେବେ ବ୍ୟାଙ୍କ କତୃପକ୍ଷ ଦାଈ ରହିବେ ବୋଲି ସେ ଲିଖିତ ଭାବେ ବ୍ୟାଙ୍କ କତୃପକ୍ଷଙ୍କୁ ଜଣାଇଛନ୍ତି, ବ୍ୟାଙ୍କ ପରିଚାଳନା ରେ ଅବ୍ୟବସ୍ଥା ନେଇ ଆସନ୍ତା ଦିନରେ ଧାରଣା ଦିଆଯିବ ବୋଲି ସାଧାରଣ ଗ୍ରାହକ ଚେତାବନୀ ଦେଇଛନ୍ତି, ପୂର୍ବରୁ ବ୍ୟାଙ୍କ ଆଗରେ ଧାରଣ ଦେବେ ବୋଲି ସାଧାରଣ ରେ ଦାବି ହୋଇଛି

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Brutal Crime in Nasrapur Sparks Outrage : Accused Arrested

Brutal Crime in Nasrapur Sparks Outrage : Accused Arrested

May 4, 2026
Delay in water supply in Pune : Water to taps only between 1 and 2 pm

Delay in water supply in Pune : Water to taps only between 1 and 2 pm

May 4, 2026
ODISHA VIGILANCE NABS SRI PRASANTA PRADHAN, ASI OF RAJKANIKA POLICE STATION, DIST-KENDRAPARA FOR TAKING BRIBE TO FURNISH FAVOURABLE REPORT IN A LAND DISPUTE CASE.

ODISHA VIGILANCE NABS SRI PRASANTA PRADHAN, ASI OF RAJKANIKA POLICE STATION, DIST-KENDRAPARA FOR TAKING BRIBE TO FURNISH FAVOURABLE REPORT IN A LAND DISPUTE CASE.

May 4, 2026
Chandi Bhandar Celebrates Savitri with the Exquisite “Sangam” Collection

Chandi Bhandar Celebrates Savitri with the Exquisite “Sangam” Collection

May 4, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Brutal Crime in Nasrapur Sparks Outrage : Accused Arrested

Brutal Crime in Nasrapur Sparks Outrage : Accused Arrested

May 4, 2026
Delay in water supply in Pune : Water to taps only between 1 and 2 pm

Delay in water supply in Pune : Water to taps only between 1 and 2 pm

May 4, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version