No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୪ ଫେବୃଆରୀ,ବୁଧବାର )ବରଗଡ଼ :- ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାଶୀର ନୱାଜ ଙ୍କ ଆହ୍ବାନ କ୍ରମେ ବରଗଡ଼ ଜିଲ୍ଲା ଛାତ୍ର କଂଗ୍ରେସ ଦ୍ଵାରା ବରଗଡ଼ ସହର ର ସମସ୍ତ ପେଟ୍ରୋଲ ପମ୍ପ ରେ ଜନତାଙ୍କ ଟିକସରେ ଲାଗିଥିବା ମୋଦିଙ୍କ ପୋଷ୍ଟର ଚିରାଗଲ । ଏଥିରେ ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ ର ଅଭିଷେକ ନାୟକ,ବରଗଡ଼ ଜିଲ୍ଲା ଛାତ୍ର କଂଗ୍ରେସ ର ଗୌରବ ପତି,ସୁବ୍ରତ ନାଏକ, ପିକୁନ ନାଏକ, ଅମିତ ନାଏକ,ଅଭିଳାଷ ପତି, ରାହୁଲ ବାରିକ, ସୋନୁ ପାଣିଗ୍ରାହୀ,ଗୋପାଳ ବାଗ, ଅଜୟ ମାଝୀ, ଆରୀୟନ ବାଗ,

ରଞ୍ଜନ କୁମାର,ସୁରେଶ ଠାକୁର,ସନ୍ତୋଷ ସାହୁ,ମନୋଜ କୁମାର ମହାନନ୍ଦ, ଦେବାଶିଷ ପ୍ରଧାନ,ଅଜୟ ମେହେର ଏବଂ ପ୍ରମୁଖ ଦଳୀୟ କର୍ମୀ ଉପସ୍ଥିତ ଥିଲେ । ଯଦି ଆଗାମୀ ଦିନରେ ପେଟ୍ରୋଲ ଡିଜେଲ ଗ୍ୟାସ ର ଦରଦାମ କମ କରାନଯାଏ ତାହା ହେଲେ ଜିଲ୍ଲା ର ସମସ୍ତ ଜାଗାରେ ଧର୍ମେନ୍ଦ୍ର ପ୍ରଧାନ କୁ କଲା ରଙ୍ଗ ଏବଂ କଲା ବ୍ୟାଜ ଦେଖେଇ ଦୃଢ଼ ବିରୋଧ ପ୍ରଦର୍ଶନ କରାଯିବ ।
No Result
View All Result